ଆଣ୍ଡି ଫ୍ଲାଓ୍ବାର ଆର୍ସିବି ମୁଖ୍ୟ କୋଚ୍
ବେଙ୍ଗାଲୁରୁ, ୫ା୮: ଅଭିଜ୍ଞ ଆଣ୍ଡି ଫ୍ଲାଓ୍ବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)ର ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ପାଇଛନ୍ତି। ମାଇକ୍ ହେସନ ଓ ସଞ୍ଜୟ ବାଙ୍ଗରଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ପୂର୍ବରୁ ଦଳର ଡାଇରେକ୍ଟର ଅଫ୍ କ୍ରିକେଟ ଅପରେଶନ ଏବଂ ମୁଖ୍ୟ…
ହାଥରସରେ ମର୍ମନ୍ତୁଦ ଦୁର୍ଘଟଣା: ୫ ମୃତ
ଲକ୍ଷ୍ନୌ,୫।୮: ଉତ୍ତରପ୍ରଦେଶର ହାଥରସରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଶୁକ୍ରବାର ରାତିରେ ପୋଲିସ ଷ୍ଟେଶନ ସାହପାଓ ଅଞ୍ଚଳରେ ଟ୍ରାକ୍ଟର ଟ୍ରଲି ଏବଂ ଡମ୍ଫର ମଧ୍ୟରେ ମୁହାଁମୁହିଁ ଧକ୍କାରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ…
କିଟ୍ର ଅମ୍ଳାନଙ୍କ କୃତିତ୍ୱ
ଭୁବନେଶ୍ୱର,୫।୮(ତପନ ସ୍ବାଇଁ): ଚାଇନାର ଚେଙ୍ଗଡୁଠାରେ ଚାଲିଥିବା ଓ୍ବାଲର୍ଡ ୟୁନିଭର୍ସିଟି ଗେମ୍ସରେ କିଟ୍ ବିଶ୍ୱବିଦ୍ୟାଳୟ ଛାତ୍ର ଅମ୍ଳାନ ବୋରଗୋହେନ ପ୍ରଥମ ଭାରତୀୟ ପୁରୁଷ ଆଥ୍ଲେଟ ଭାବେ ଆଥ୍ଲେଟିକ୍ସ ଇଭେଣ୍ଟରେ ପଦକ ହାସଲ କରିଛନ୍ତି। ସେ ପୁରୁଷ ୨୦୦ ମିଟର ରେସ୍ରେ ବ୍ରୋଞ୍ଜ ପଦକ…
ରାହୁଲ ଗାନ୍ଧୀ ହିଁ ପ୍ରଧାନମନ୍ତ୍ରୀ ଚେହେରା ବୋଲି କହିଲେ ଗେହଲଟ
ଜୟପୁର, ୫।୮: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି, ସେ କେବଳ ରାଜସ୍ଥାନରେ ରାଜନୀତି କରିବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କ ପାଇଁ ଦଳର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ହିଁ ପ୍ରଧାନମନ୍ତ୍ରୀ ପଦର ଚେହେରା। ତଥାପି ଏ ବାବଦରେ ହାଇକମାଣ୍ଡ ନିଷ୍ପତ୍ତି…
ଓଡ଼ିଶାରୁ ଭାଗନେବେ ୨୮ ପ୍ରତିଯୋଗୀ
ଭୁବନେଶ୍ୱର, ୫।୮ (ତପନ ସ୍ବାଇଁ): ବିହାରର ପାଟନାସ୍ଥିତ କଙ୍କରବାଗ୍ ପାଟଳିପୁତ୍ର ସ୍ପୋଟର୍ସ କମ୍ପ୍ଲେକ୍ସରେ ଚଳିତ ମାସ ୬ରୁ ୧୧ ପର୍ଯ୍ୟନ୍ତ ୨୨ତମ ଜାତୀୟ ଜୁନିୟର ଉଷୁ ଚାମ୍ପିୟନଶିପ୍ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶାର ୨୮ ପ୍ରତିଯୋଗୀଙ୍କ ସମେତ ମୋଟ ୩୬ ଜଣିଆ…
ଅନ୍ତର୍ଜାତୀୟ କ୍ରିକେଟରୁ ହେଲ୍ସଙ୍କ ଅବସର
ଲଣ୍ଡନ,୫ା୮: ଇଂଲଣ୍ଡର ବିସ୍ଫୋରକ ଓପନିଂ ବ୍ୟାଟର ଆଲେକ୍ସ ହେଲ୍ସ ଅନ୍ତର୍ଜାତୀୟ କ୍ରିକେଟରୁ ତାଙ୍କର ଅବସର ଘୋଷଣା କରିଛନ୍ତି। ୨୦୧୧ ଅଗଷ୍ଟରେ ମାଞ୍ଚେଷ୍ଟରରେ ଭାରତ ବିପକ୍ଷ ଏକ ଅନ୍ତର୍ଜାତୀୟ ଟି୨୦ ଖେଳି ଆଲେକ୍ସ ତାଙ୍କ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ସେ ଇଂଲଣ୍ଡ ତରଫରୁ…
ସାନିଆ-ଶୋଏବଙ୍କୁ ନେଇ ପୁଣି କଳ୍ପନାଜଳ୍ପନା
ମୁମ୍ବାଇ, ୫ା୮: ସେଲିବ୍ରିଟି ଦମ୍ପତି ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ଓ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କୁ ନେଇ ପୁଣି କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଉଭୟଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଯାହା ଦେଖିବାକୁ ମିଳୁଛି ସେମାନଙ୍କ ଦାମ୍ପତ୍ୟ ଜୀବନରେ ଫାଟ…
ଗୋଲାପି ତାବୁତ୍ର କ୍ରେଜ୍
ୱାଶିଂଟନ: ଅନେକ ସମୟରେ ବାର୍ବିକୁ ନେଇ ଲୋକଙ୍କ ମଧ୍ୟରେ ଅନେକ କ୍ରେଜ ଦେଖିବାକୁ ମିଳିଥାଏ। କିଛି ଲୋକ ବାର୍ବି ଥିମ୍କୁ ନେଇ ନିଜ ଘରକୁ ସଜାଇଥିବା ଦେଖିବାକୁ ମିଳିଛି। ନିକଟରେ ଫିଲ୍ମ ‘ବାର୍ବି’ ରିଲିଜ୍ ହେବାରୁ ଏହାର କ୍ରେଜ୍ ଅଧିକ ବଢ଼ିଯାଇଛି।…
ସିଗାରେଟ୍ରେ ରହିବ ସ୍ବାସ୍ଥ୍ୟ ସତର୍କତା
ଅଟାୱା: ସିଗାରେଟ୍ ସହିତ ବିଭିନ୍ନ ପ୍ରକାରର ନିଶାଦ୍ରବ୍ୟ ଶରୀର ପାଇଁ ହାନିକାରକ ହୋଇଥାଏ। ତାହା ଜାଣି ମଧ୍ୟ ଲୋକେ ତାକୁ ଆରାମରେ ଖାଇଥାନ୍ତି। ତେବେ ଏହାର ପ୍ରତିକାର ପାଇଁ କାନାଡ଼ା ଏକ ପ୍ରୟାସ ଆରମ୍ଭ କରିଛି। ସିଗାରେଟ୍ ଉପରେ ସ୍ବାସ୍ଥ୍ୟ ଚେତାବନୀ…
୭ ନଦୀର ବନ୍ୟାଜଳ ଗାଁରେ ପଶିଲା
କେନ୍ଦ୍ରାପଡ଼ା, ୫ା୮(ଜଗନ୍ନାଥ ଧଳ): ବ୍ରାହ୍ମଣୀ, ବୈତରଣୀ ଓ ମହାନଦୀ ସିଷ୍ଟମରେ ଥିବା କେନ୍ଦ୍ରାପଡ଼ା ଜିଲାର ୭ ନଦୀରେ ପ୍ରଥମ ବନ୍ୟାଜଳ ପ୍ରବାହିତ ହୋଇଛି। ରିପୋର୍ଟ ଲେଖା ପର୍ଯ୍ୟନ୍ତ ଲୁଣା, କରାଣ୍ଡିଆର ଦ୍ୱୀପାଞ୍ଚଳରେ ଥିବା ୧୩ ଗ୍ରାମ ପାଣି ଘେରରେ ରହିଛି। ତେବେ…
କଟକରେ ଟିଭିଏସ୍ର ଏକ୍ସକ୍ଲୁସିଭ ଆଉଟ୍ଲେଟ୍
ଭୁବନେଶ୍ୱର,୫।୮: ଦେଶର ପ୍ରମୁଖ ୨ ଚକିଆ ଯାନ ନିର୍ମାଣକାରୀ କମ୍ପାନୀ ଟିଭିଏସ୍ ମୋଟର କମ୍ପାନୀ ଲିମିଟେଡ୍ର ଏକ୍ସକ୍ଲୁସିଭ ଆଉଟ୍ଲେଟ୍ ଶୁକ୍ରବାର କଟକର ବାଦାମବାଡ଼ିଠାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଟିଭିଏସ୍ ମୋଟର କମ୍ପାନୀ ଲିମିଟେଡ୍ର ସ୍ବୀକୃତିପ୍ରାପ୍ତ ଡିଲରଲକ୍ଷ୍ମୀ ଟିଭିଏସ୍ ଆନୁକୂଲ୍ୟରେ…
ବନ୍ୟା ବେଳେ ଦୁର୍ବଳ ହେଉଛି ନଦୀବନ୍ଧ କାମ
ମହାକାଳପଡ଼ା,୫ା୮ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଦେଇ ପ୍ରବାହିତ ହେଉଥିବା ମହାନଦୀ, ଲୁଣା ଓ ପାଇକା ନଦୀରେ ଜଳସ୍ଥର ଶୁକ୍ରବାର ସା ସୁଦ୍ଧା ବୃଦ୍ଧି ପାଇବାରେ ଲାଗିଛି। ବନ୍ୟା ଜଳ ଘେରରେ ବ୍ଲକର ତିଖିରି, ଅମେଇପାଳ, ଖୁରୁସିଆ,…

