କୋହଲିଙ୍କ ସମେତ ଅନ୍ୟ ଖେଳାଳି ରହୁଥିବା ହୋଟେଲରୁ ୩ ଅପରାଧୀ ଗିରଫ
ନୂଆଦିଲ୍ଲୀ,୨୭।୪: ଆଇପିଏଲ ୨୦୨୩ ମଧ୍ୟରେ ଖେଳାଳିଙ୍କ ସୁରକ୍ଷାରେ ତ୍ରୁଟି ହୋଇଥିବା ମାମଲା ସାମ୍ନାକୁ ଆସିଛି। ଏହି ସିଜନ୍ରେ ହୋମ ଆଣ୍ଡ ଆୱେ ଫର୍ମାଟରେ ଖେଳାଯାଉଛି, ଯେଉଁ କାରଣରୁ ଦଳମାନେ ସେମାନଙ୍କର ଅଧା ମ୍ୟାଚ ଘରୋଇ ଗ୍ରାଉଣ୍ଡରେ ଏବଂ ଅନ୍ୟ ବାକି ମ୍ୟାଚ…
ପାକିସ୍ତାନ ସେନାର ପୋଲ ଖୋଲିଲେ ପୂର୍ବତନ ଆର୍ମି ଚିଫ
ଇସଲାମାବାଦ,୨୭।୪: ପୁଲଓ୍ବାମା ଆକ୍ରମଣ ପରଠାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ଏବେ ପର୍ଯ୍ୟନ୍ତ ଶେଷ ହୋଇନାହିଁ। ଏହାରି ଭିତରେ ସୋସିଆଲ ମିଡିଆରେ ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଦୁଇଜଣ ଖବରଦାତା…
ହାଇଦ୍ରାବାଦକୁ ଝଟକା: ଆଇପିଏଲ୍ରୁ ବାଦ୍ ପଡିଲେ ଏହି ଖେଳାଳି
ନୂଆଦିଲ୍ଲୀ,୨୭।୪: ଆଇପିଏଲ୍ର ୧୬ତମ ସିଜନରେ ସନରାଇଜର୍ସ ହାଇଦ୍ରାବାଦକୁ ଏକ ବଡ଼ ଝଟକା ଲାଗିଛି। ଷ୍ଟାର ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ଆଇପିଏଲ ୧୬ର ଅବଶିଷ୍ଟ ମ୍ୟାଚରେ ଅଂଶ ହୋଇପାରିବ ନାହ। ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଟୁଇଟ କରି ଏହି ବିଷୟରେ ସୂଚନା ଦିଆଯାଇଛି।…
ଅଗ୍ନିବୀରଙ୍କ ପରି ମଧ୍ୟପ୍ରଦେଶରେ ହୋଇପାରେ ଜଙ୍ଗଲବୀରଙ୍କ ଭର୍ତ୍ତି
ଭୋପାଳ,୨୭।୪: ମଧ୍ୟ ପ୍ରଦେଶ ସରକାର ଜଙ୍ଗଲରେ ବାଘଙ୍କ ସୁରକ୍ଷା ପାଇଁ ଅଗ୍ନିବୀରଙ୍କ ଭଳି ଜଙ୍ଗଲବୀରଙ୍କୁ ଭର୍ତ୍ତି କରିବାକୁ ଯୋଜନା କରୁଛନ୍ତି। ଏହି ପ୍ରସ୍ତାବ ରାଜ୍ୟ ସରକାରଙ୍କ ନିକଟରେ ବିଚାରାଧିନ ରହିଛି। ଏହାକୁ ଖୁବଶୀଘ୍ର ଅନ୍ତିମ ରୂପ ଦିଆଯିବ। ଏହି ପ୍ରସ୍ତାବ ଅନୁଯାୟୀ,…
ଦିବ୍ରୁଗଡ ଜେଲରେ ଅମ୍ରିତପାଲଙ୍କୁ ଭେଟିବେ ପରିବାର
ଦିଶପୁର,୨୭।୪: ଆସାମର ଦିବ୍ରୁଗଡ ଜେଲରେ ଥିବା ଖାଲିସ୍ତାନୀ ନେତା ଅମ୍ରିତପାଲ ସିଂଙ୍କୁ ଗୁରୁବାର ତାଙ୍କ ପରିବାର ଭେଟିବେ। ଏହି ସମୟରେ ଓକିଲ ଏବଂ ଏସ୍ଜିପିସିର ସଦସ୍ୟମାନେ ମଧ୍ୟ ସେମାନଙ୍କ ସହିତ ରହିବେ। ଅମ୍ରିତପାଲବର୍ତ୍ତମାନ ଆସାମର ଦିବ୍ରୁଗଡ ଜେଲରେ ଅଛନ୍ତି। ସୂଚନାନୁସାରେ, ଗତକାଲି…
ସୁବଳୟାରେ କାର୍ଯ୍ୟକ୍ଷମ ହେଉନି ଥଣ୍ଡା ପାନୀୟ ଜଳ ପ୍ରକଳ୍ପ
ଅମରପାଲି,୨୭।୪(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ୫-ଟି ହାଇସ୍କୁଲ ସମ୍ମୁଖରେ ଥିବା ଥଣ୍ଡା ପାନୀୟ ଜଳ ପ୍ରକଳ୍ପ (ଅମୃତ ଧାରା) କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ଫଳରେ ପଥିକ ଓ ସ୍ଥାନୀୟ ଲୋକେ ପାନୀୟ ଜଳ ପାଇଁ ନାହିଁ ନ…
ପୋଲିସ ନିଷ୍କ୍ରିୟତା ପ୍ରତିବାଦରେ ଏସ୍ପି ଅଫିସ ଘେରାଉ
ନୂଆପଡା ଅଫିସ,୨୭ା୪: ନୂଆପଡା ସଦର ବ୍ଲକ ଜୋଙ୍କ ଥାନା ଅଧୀନ ବିରୋମାଲ ଗଁାର ଡିଗେଶ୍ୱର ବିଭାର ହତ୍ୟା ଘଟଣାର ୨ ମାସ ପୁରିବାକୁ ବସିଥିବା ବେଳେ ଅଦ୍ୟାବଧି ହତ୍ୟାକାରୀକୁ ଧରାଯାଇ ପାରିନାହିଁ। ଏହାଛଡା ଜିଲାରେ ଏହିପରି ଆଉ ୬ରୁ ଊର୍ଦ୍ଧ୍ୱ ମାମଲା…
ମୁହିଁଚାଷୀ ମୁହଁରେ ହସ ଫୁଟାଇଛି ରିୱାର୍ଡ ଯୋଜନା
କୁଚିଣ୍ଡା,୨୭ା୪(ଡି.ଏନ.ଏ.): ବୈଜ୍ଞାନିକ ପଦ୍ଧତିରେ ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବାକୁ ସରକାର ରିୱାର୍ଡ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ସେହିପରି ଚାଷୀ ନିଜ ଇଚ୍ଛାରେ ଚାଷ କରି ଯେଭଳି ଉପକୃତ ହେବ ସେଥିପାଇଁ ପିଏମ୍କେଏସ୍ୱାଇ (ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା) କାର୍ଯ୍ୟକାରୀ କରୁଛନ୍ତି। ଏହି…
କରାମାଡ଼ ବଢ଼ାଇଲା ଚାଷୀଙ୍କ ଦୁଃଖ
ବରଗଡ଼ ଅଫିସ୍,୨୭।୪: ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ମାତ୍ର ଜିଲାରେ ଚାଷ, ଚାଷୀ ସମସ୍ୟା ଅସମାହିତ ହୋଇପଡ଼ିଛି। କେତେବେଳେ ଅନାବୃଷ୍ଟି କିମ୍ବା ସ୍ବଳ୍ପ ବୃଷ୍ଟିପାତ ଯୋଗୁ ମରୁଡ଼ି ତ ଆଉ କେବେ ଫସଲରେ ରୋଗପୋକ…
ଡାକ୍ତରଙ୍କ ବଦଳିକୁ ନେଇ କଂଗ୍ରେସ-ନାଗରିକ ମଞ୍ଚ ମୁହଁାମୁହିଁ
ଉମରକୋଟ,୨୭ା୪(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ସୁମନ୍ତ ରାଉଳଙ୍କ ବଦଳି ନେଇ ଭିନ୍ନ ପରିବେଶ ସୃଷ୍ଟି ହୋଇଥିଲା। କଂଗ୍ରେସ ତାଙ୍କ ବଦଳି ଚାହୁଁଥିବା ବେଳେ ଏହାକୁ ନାଗରିକ ମଞ୍ଚ ଓ ଆଶାକର୍ମୀମାନେ…
ଗ୍ରାମବାସୀ ତିଆରି କଲେ ରାସ୍ତା
ଖଇରପୁଟ,୨୭ା୪(ଡି.ଏନ୍.ଏ.): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ପଞ୍ଚାୟତର ପୋଢ଼କୋଲନୀ ଗ୍ରାମର ଲୋକେ ନିଜ ଉଦ୍ୟମରେ ଗ୍ରାମ ରାସ୍ତା ନିର୍ମାଣ କରିଥିବା ଦେଖିବାକୁ ମିଳିଛି। ଗୁଣ୍ଡୁରିଗୁଡ଼ା କଲୋନୀଠାରୁ ପୋଢ଼କୋଲନୀ ଗ୍ରାମକୁ ରାସ୍ତା ଥିଲା, ମାତ୍ର ଆଦର୍ଶ ବିଦ୍ୟାଳୟ ନିର୍ମାଣ ପରେ…
ହାତୀ ଆକ୍ରମଣରେ ଚାଷୀ ମୃତ
ନୟାଗଡ଼ ଅଫିସ/ରଣପୁର,୨୭।୪: ରଣପୁର ବ୍ଲକ ମହତପଲ୍ଲା ପଞ୍ଚାୟତ ବନ୍ଧପଲ୍ଲା ଗାଁରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଜଗବନ୍ଧୁ ଜେନା (୪୨)। ସୂଚନାନୁସାରେ, ବୁଧବାର ବିଳମ୍ବିତ ରାତିରେ ଜଗବନ୍ଧୁ ନିଜ ଜମିରେ ଧାନ ଫସଲ ଜଗିବାକୁ ଯାଇଥିଲେ।…
Archives


