ଶ୍ରମିକଙ୍କ ମଜୁରୀବିଲ ଲାଗି ଟଙ୍କା ନେଉଥିବା ବେଳେ ଲାଞ୍ଚୁଆ ବାବୁଙ୍କୁ ମାଡିବସିଲା ଭିଜିଲାନ୍ସ
ପୁରୁଷୋତ୍ତମପୁର, ୯/୫(ଡିଏନ୍ଏ ) ଦାଦନ ଖଟିବାକୁ ଯାଇ ହନ୍ତସନ୍ତ ହେଉଥିବା ଗରିବ ଶ୍ରେଣୀର ଲୋକଙ୍କୁ ନିଜ ଅଞ୍ଚଳରେ କାମ ଯୋଗାଇ ଦେଇ ଦାଦନ ଶ୍ରମିକ ପ୍ରଥାକୁ ରୋକିବା ଲାଗି ସରକାର ଗୁରୁତ୍ୱ ଦେଇ ମନରେଗା ଯୋଜନାରେ କାର୍ଯ୍ୟ ଯୋଗାଉଥିବା ବେଳେ ଶ୍ରମିକଙ୍କ…
ଗଜରାଜଙ୍କୁ ସ୍କୁଟି ଗର୍ଲଙ୍କ ପ୍ରତି ଭୟ: ରାସ୍ତାରେ ଠିଆ ହୋଇଥିବା ହାତୀ ସହିତ ଧକ୍କା କଲେ ସ୍କୂଟି, ଭିଡ଼ିଓ ଭାଇରାଲ…
ନୂଆଦିଲ୍ଲୀ,୯।୫ : ପ୍ରାୟତଃ ଡ୍ରାଇଭିଂ ସମ୍ବନ୍ଧୀୟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ସମ୍ପ୍ରତି, ଏହିପରି ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହା ୟୁଜର୍ସ ବେଶ୍ ପସନ୍ଦ କରିଛନ୍ତି। ଭିଡିଓରେ ଜଣେ ସ୍କୁଟି ଗର୍ଲଙ୍କର ଡ୍ରାଇଭିଂ ଦେଖି ଭୂମି ୟୁଜର୍ସଙ୍କ…
ଭୋଟିଂର ଗୋଟିଏ ଦିନ ପୂର୍ବରୁ କର୍ନାଟକ ଜନତାଙ୍କ ନାମରେ ପତ୍ର ଲେଖିଲେ ମୋଦି
ନୂଆଦିଲ୍ଲୀ,୯।୫: ବୁଧବାର ଅର୍ଥାତ୍ ମେ ୧୦ରେ ହେବାକୁ ଯାଉଛି କର୍ନାଟକ ବିଧାନସଭା ନିର୍ବାଚନ। ରାଜ୍ୟରେ ୩୮ବର୍ଷ ଧରି ଚାଲିଆସୁଥିବା ବିରୋଧୀ ଲହରକୁ ଭାଙ୍ଗି ଲଗାତାର ଦ୍ୱିତୀୟ ଥର ବିଜୟୀ ହେବାକୁ ଶାସକ ଭାରତୀୟ ଜନତା ପାର୍ଟି(ଭାଜପା) ଲକ୍ଷ୍ୟ ରଖିଛି। ଏହି ସମୟରେ…
ସଲମାନଙ୍କୁ ବି ପଛରେ ପକାଇଲା ‘ଦ କେରଲା ଷ୍ଟୋରି’
ମୁମ୍ବାଇ: ବଲିଉଡର ଆଉ ଏକ ବିବାଦୀୟ ମୁଭି ‘ଦ କେରଲା ଷ୍ଟୋରି’ ଏବେ ଖୁବ ଚର୍ଚ୍ଚାରେ। ଫିଲ୍ମରେ ଅଦା ଶର୍ମା ଲିଡ ରୋଲ ପ୍ଲେ କରୁଛନ୍ତି। ସୁଦିପ୍ତୋ ସେନଙ୍କ ନିର୍ଦ୍ଦେଶନାରେ ନିର୍ମାଣ କରାଯାଇଥିବା ମୁଭି ‘ଦ କେରଲା ଷ୍ଟୋରି’ ସିନେମା ହଲରେ…
କେକେକେ ୧୩ରେ ନଜର ଆସିବେ ଡେଜି ଶାହ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଡେଜି ଶାହ ଷ୍ଟଣ୍ଟ ବେସ୍ଡ ରିୟଲିଟି ଶୋ’ ଖତରୋଁ କେ ଖିଲାଡି ସିଜନ ୧୩ ସହ ଫେରିବାକୁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇଗଲେଣି। ଏଥର ସେ ଫିଲ୍ମ ମେକର ରୋହିତ ସେଟ୍ଟିଙ୍କ ଗାଇଡାନ୍ସରେ ଷ୍ଟଣ୍ଟ କରିବାକୁ ନେଇ…
କର୍ନାଟକରେ ଭାଜପା-କଂଗ୍ରେସ କଳି ପହଞ୍ଚିଲା କୋର୍ଟରେ, ଭାଜପା ଦାୟର କଲା ମାନହାନି ମାମଲା
ବେଙ୍ଗାଲୁରୁ,୯।୫: କର୍ନାଟକରେ ବୁଧବାର ଅର୍ଥାତ୍ ମେ ୧୦ରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ। ରାଜ୍ୟରେ ନିର୍ବାଚନ ପ୍ରଚାର ଶେଷ ହୋଇଯାଇଛି। ହେଲେ ଏବେବି ରାଜ୍ୟରେ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ତୁତୁମେମେ ଲାଗି ରହିଛି।…
ମା’ଙ୍କ ଅନ୍ତିମ ସଂସ୍କାର କଲେ ଝିଅ
କେନ୍ଦୁଝର,୯।୫,(ସ୍ବ.ପ୍ର.): ତେଲକୋଇ ଥାନା ଅନ୍ତର୍ଗତ ସଲେଇକେନା ଗ୍ରାମରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିବା ପରେ ମା’ ଙ୍କ ଅନ୍ତିମ ସଂସ୍କାର କଲା ଝିଅ। ଦୀର୍ଘ ୫ ବର୍ଷ ହେଲାଣି ବୃଦ୍ଧାଙ୍କୁ ତାଙ୍କ ପୁଅମାନେ ନ ପଚାରିବାରୁ ଝିଅଙ୍କ ପାଖରେ ସେ ରହୁଥିଲେ।…
ଭିଜିଲାନ୍ସ ଜାଲରେ ମୁଖ୍ୟ କିରାଣୀ
ସୋନପୁର,୯।୫(ନି.ପ୍ର): ସୁବର୍ଣ୍ଣପୁର ଜିଲା ତରଭା ସବରେଜିଷ୍ଟ୍ରି ଅଫିସର ମୁଖ୍ୟ କିରାଣୀ ଶିବ ପ୍ରସାଦ ଗୁରୁଙ୍କୁ ମଙ୍ଗଳବାର ଭିଜିଲାନ୍ସ ବିଭାଗ ଗିରଫ କରିଛି। ଶିବ ପ୍ରସାଦ ଗୁରୁ ଜମି ରେଜିଷ୍ଟ୍ରି ସମ୍ପର୍କିତ କାମ ପାଇଁ ୨୪ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ…
ଯାତ୍ରା ବେଳେ…
ପ୍ରତିଦିନର ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ବିରତି ନେଇ ନୂଆ ନୂଆ ସ୍ଥାନକୁ ବୁଲିଯିବାର ଆନନ୍ଦ ନେବାକୁ କିଏ ବା ନ ଚାହେଁ। ବିଶେଷକରି ଅଧିକାଂଶ ସମୟ ଘରେ ରହୁଥିବା ମହିଳାମାନେ ପରିବାର ସହ ଏହି ଖୁସିର ମୁହୂର୍ତ୍ତ ବିତେଇବାକୁ ଅପେକ୍ଷାକରି…
‘ଦ କେରଲା ଷ୍ଟୋରି’କୁ ନେଇ ଏନସିପି ନେତାଙ୍କ ବିବାଦୀୟ ବୟାନ
ନୂଆଦିଲ୍ଲୀ,୯।୫: ଫିଲ୍ମ ‘ଦ କେରଲା ଷ୍ଟୋରି’କୁ ନେଇ ବିବାଦ ଥମିବାର ନାଁ ନେଉନି। ଏହି ଫିଲ୍ମକୁ ନେଇ ପ୍ରତିଦିନ ନୂଆ ନୂଆ ବିବାଦ ସାମ୍ନାକୁ ଆସୁଛି। ମଧ୍ୟପ୍ରଦେଶ ପରେ ଏବେ ଉତ୍ତର ପ୍ରଦେଶରେ ଏହି ଫିଲ୍ମକୁ ଟ୍ୟାକ୍ସ ଫ୍ରି କରାଯାଇଛି। ଏପଟେ…
‘ଆଦିପୁରୁଷ’ର ଦମଦାର ଟ୍ରେଲର ରିଲିଜ
ମୁମ୍ବାଇ: ଅଭିନେତା ପ୍ରଭାସ ଏବଂ କ୍ରିତି ସାନନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଆଦିପୁରୁଷ’ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ। ଅନେକ ବିବାଦର ସମ୍ମୁଖୀନ ହୋଇଥିବା ଏହି ଚଳଚ୍ଚିତ୍ର ରିଲିଜକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏସବୁ ମଧ୍ୟରେ…
ଗ୍ରୀନ୍ ହୋମ୍
ଘରକୁ ସବୁଜ ସୁନ୍ଦର କରିବାକୁ ଅନେକେ ଭଲ ପାଆନ୍ତି। ହେଲେ ପର୍ଯ୍ୟାପ୍ତ ସ୍ଥାନ ଅଭାବରୁ କେହି କେହି ଇଚ୍ଛା ଥିଲେ ବି ଗଛ ଲଗାଇପାରନ୍ତି ନାହିଁ। ହେଲେ ଆପଣ ଚାହିଁଲେ ଅଳ୍ପ ସ୍ଥାନରେ ବି ମନିପ୍ଲାଣ୍ଟ ଏବଂ ଅନ୍ୟ ଇନ୍ଡୋର ପ୍ଲାଣ୍ଟ…
Archives


