ଦୁର୍ଦ୍ଦାନ୍ତ ମାଓବାଦୀ ରାଜା ରେଡ୍ଡିଙ୍କ ମୃତ୍ୟୁ
ମାଲକାନଗିରି,୧୯।୮(ନୃସିଂହ ଚରଣ ମହାନ୍ତି)-ସୀମାନ୍ତ ଓଡ଼ଶା, ଛତିଶଗଡ଼ ଓ ଆନ୍ଧ୍ର ପ୍ରଦେଶରେ ଭୟ ସୃଷ୍ଟି କରିଥିବା ଦୁର୍ଦ୍ଦାନ୍ତ ମାଓବାଦୀ ରାଜା ରେଡ୍ଡିଙ୍କ ଶୁକ୍ରବାର ମୃତ୍ୟୁ ହୋଇଛି। ଛତିଶଗଡ଼ର ବସ୍ତର ଜଙ୍ଗଲରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପ୍ରାପ୍ତ ଏକ ଭିଡିଓରୁ ରାଜାଙ୍କ ପରି…
ହେଭି ଡ୍ରପ୍ ସିଷ୍ଟମର ସଫଳ ପରୀକ୍ଷଣ କଲା ବାୟୁସେନା
ନୂଆଦିଲ୍ଲୀ,୧୯।୮: ପ୍ରତିରକ୍ଷା ନିର୍ମାଣରେ ମେକ ଇନ ଇଣ୍ଡିଆ ଅଧୀନରେ ଦେଶ ବଡ ସଫଳତା ହାସଲ କରିଛି। ବାୟୁସେନା ହେବି ଡ୍ରପ୍ ସିଷ୍ଟମର ସଫଳ ପରୀକ୍ଷଣ କରିଥିବା ସୂଚନା ମିଳିଛି। ଡିଆରଡିଓ (ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ) ଦ୍ୱାରା ବିକଶିତ ପି-୭…
କମିଲା ଟମାଟୋ ଦାମ
ନୂଆଦିଲ୍ଲୀ,୧୯।୮: ଚଢା ଦାମରେ ଟମାଟୋ କିଣୁଥିବା ଲୋକଙ୍କ ପାଇଁ ଆସିଛି ଏକ ଆଶ୍ୱସ୍ତି କର ଖବର। ଅଗଷ୍ଟ ୨୦ରୁ ଟମାଟୋ କିଲୋ ୪୦ ଟଙ୍କାରେ ମିଳିବ। କାରଣ ଏନସିସିଏଫ ଓ ନାଫେଡକୁ ମନ୍ତ୍ରଣାଳୟ ପକ୍ଷରୁ ପୁରୁଣା ଦାମରେ ଟମାଟୋ ବିକ୍ରି କରିବାକୁ…
ଦମ୍ଦାର ବୋଲିଂ ଯୋଗୁ ବୁମ୍ରାଙ୍କୁ ମିଳିଲା ପୁରସ୍କାର ରାଶି
ଡବଲିନ୍,୧୯।୮: ଟି -୨୦ସିରିଜର ପ୍ରଥମ ମ୍ୟାଚରେ ଭାରତ ଆୟର୍ଲାଣ୍ଡକୁ ୨ ରନରେ ପରାସ୍ତ କରିଛି। ଟିମ ଇଣ୍ଡିଆର ବିଜୟରେ କ୍ୟାପଟେନ ଯସପ୍ରୀତ ବୁମ୍ରା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ତାଙ୍କୁ ‘ପ୍ଲେୟାର ଅଫ ଦ ମ୍ୟାଚ’ ଭାବରେ ଚୟନ କରାଯାଇଛି। ବୁମ୍ରା…
କରୋନାର ନୂଆ ଭାରିଆଣ୍ଟ ବିଏ.୨.୮୬କୁ ନେଇ ଆଲର୍ଟ ଜାରି କଲା ଡବ୍ଲୁଏଚ୍ଓ
ଜେନେଭା,୧୯।୮: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ) କରୋନା ମହାମାରୀର ନୂତନ ଭାରିଆଣ୍ଟ ଓମିକ୍ରନ ବିଏ.୨.୮୬କୁ ନେଇ ଚିନ୍ତା ପ୍ରକଟ କରିଛି। ଏହା କରୋନାର ବାକି ଅନ୍ୟ ଭାରିଆଣ୍ଟ ଅପେକ୍ଷା ଅଧିକ ମ୍ୟୁଟ୍। ଡବ୍ଲୁଏଚ୍ଓ ପୂର୍ବରୁ କହିଥିଲା ଯେ, ଡବ୍ଲୁଏଚ୍ଓ କୋଭିଡ-୧୯ର ଉନ୍ନତ…
ରହସ୍ୟଜନକଭାବେ ଯୁବକ ନିଖୋଜ ଘଟଣା: ଝାରସୁଗଡ଼ାରୁ ହେଲେ ଠାବ
ଅତାବିରା,୧୯।୮(ହୃଷିକେଶ ଖମାରୀ): ବରଗଡ଼ ଜିଲା ଅତାବିରା ରେଳ ଷ୍ଟେଶନକୁ ସମ୍ପର୍କୀୟଙ୍କୁ ଆଣିବାକୁ ଯାଇ ଫେରିବା ବାଟରେ ରହସ୍ୟଜନକଭାବେ ଜଣେ ଯୁବକ ନିଖୋଜ ହୋଇଯାଇଥିଲେ। ଯୁବକ ଜଣକ ଭେଡେନ ଥାନା ଦେଶଭଟଲି ପଞ୍ଚାୟତ ବିଶିପାଲି ଆନ୍ଧ୍ରପଡାର ବି. ହରିକ୍ରିଷ୍ଣା। ତେବେ ଶନିବାର ତାଙ୍କୁ…
ନିଆଁରୁ ବଞ୍ଚିବା ପାଇଁ କରୁଛନ୍ତି ସଂଘର୍ଷ, ଏହି ଅଞ୍ଚଳର ଅଧା ଲୋକ ବିସ୍ଥାପିତ
ଓଟାଓ୍ବା,୧୯।୮: କାନାଡାରେ ବଢୁଥିବା ଜଙ୍ଗଲ ନିଆଁ କାରଣରୁ କେଲୋନା ଏବଂ ୟେଲୋନାଇଫର ବାସିନ୍ଦା ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ୟେଲୋନାଇଫର ଉପକଣ୍ଠ ଅଞ୍ଚଳରେ ଜଙ୍ଗଲ ନିଆଁ କାରଣରୁ ଏହାକୁ ଖାଲି କରିବାକୁ ସରକାରୀ ସମୟସୀମା ଶେଷ ହୋଇସାରିଛି, କିନ୍ତୁ ବାସିନ୍ଦାମାନେ ଆକାଶ…
‘ମୁଁ ୧୦୦୦ ବର୍ଷ ପର୍ଯ୍ୟନ୍ତ ଜେଲରେ ରହିବାକୁ ପ୍ରସ୍ତୁତ ଅଛି’
ଇସଲାମାବାଦ,୧୯।୮: ପାକିସ୍ତାନର ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ଶୁକ୍ରବାର କହିଛନ୍ତ, ସେ ନିଜ ଦେଶ ପାଇଁ ୧୦୦୦ ବର୍ଷ ଜେଲରେ ରହିବାକୁ ପ୍ରସ୍ତୁତ ଅଛନ୍ତି। ବାସ୍ତବରେ, ତୋଶାଖାନା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଇମ୍ରାନ୍ ଖାନଙ୍କୁ ତିନି…
ଏକ୍ସପ୍ରେସ୍ ଟ୍ରେନରେ ଲାଗିଲା ନିଆଁ
ବେଙ୍ଗାଲୁରୁ,୧୯।୮: ବେଙ୍ଗାଲୁରୁର କ୍ରାନ୍ତିବୀରା ସାଙ୍ଗୋଲି ରାୟନା(କେଏସଆର) ରେଳ ଷ୍ଟେଶନରେ ଶନିବାର ଉଦ୍ୟାନ ଏକ୍ସପ୍ରେସ ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳକୁ ଅଗ୍ନିଶମ ବାହିନୀକୁ ପଠାଯାଇଛି। ଏହି ଟ୍ରେନ ମୁମ୍ବାଇ-ବାଙ୍ଗାଲୋର ଷ୍ଟେଶନ ପର୍ଯ୍ୟନ୍ତ ଚାଲିଥାଏ ଏବଂ କେଏସଆର ରେଳ ଷ୍ଟେଶନରେ ଏହାର ଶେଷ ଷ୍ଟପେଜ୍।…
ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସହ ଫିଲ୍ମ ‘ଜେଲର’ ଦେଖିବେ ରଜନୀକାନ୍ତ
ଲକ୍ଷ୍ନୌ,୧୯।୮: ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ ବକ୍ସ ଅଫିସରେ ଭଲ ରୋଜଗାର କରୁଛି। ତେବେ ଚଳଚ୍ଚିତ୍ରର ସଫଳତା ପାଇଁ ଅଭିନେତା ବହୁତ ଖୁସି ଅଛନ୍ତି। ଏହି ସମୟରେ ଅଭିନେତା ରଜନୀକାନ୍ତ ଶୁକ୍ରବାର ସାରେ ରାଜଧାନୀ ଲକ୍ଷ୍ନୌରେ ପହଞ୍ଚିଥିବା ବେଳେ ଶନିବାର ଅଭିନେତା…
ଇମ୍ରାନ୍ଙ୍କୁ ନେଇ ଚିନ୍ତା ପ୍ରକଟ କଲେ ସ୍ତ୍ରୀ ବୁଶ୍ରା ବିବି, ସୁରକ୍ଷା ପାଇଁ ଲେଖିଲେ ଚିଠି
ଇସଲାମାବାଦ,୧୯।୮: ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ୍ ଖାନଙ୍କ ସ୍ତ୍ରୀ ବୁଶ୍ରା ବିବି ତାଙ୍କ ସ୍ବାମୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଏବଂ ତାଙ୍କୁ ଆଟକ ଜେଲରେ ବିଷ ଦିଆଯାଇପାରେ ବୋଲି କହିଛନ୍ତି। ପାକ୍ ମିଡିଆ ଏହି ସୂଚନା ଦେଇଛି।…
ଦିଲ୍ଲୀରେ ଏସିଆ କପ ପାଇଁ ଚୟନ କରାଯିବ ଭାରତୀୟ ଦଳ, ଚୟନ କମିଟି ବୈଠକରେ ଯୋଗଦେବେ ରୋହିତ
ନୂଆଦିଲ୍ଲୀ,୧୯।୮: ଅଜିତ ଅଗରକରଙ୍କ ନେତୃତ୍ୱରେ ବିସିସିଆଇର ପୁରୁଷ ବରିଷ୍ଠ ଚୟନ କମିଟିର ବୈଠକ ଦିଲ୍ଲୀରେ ସୋମବାର ଅର୍ଥାତ୍ ଅଗଷ୍ଟ ୨୧ରେ ବସିବ। ଏହାର ପ୍ରମୁଖ ଖେଳାଳିଙ୍କ ଆଘାତ ଚିନ୍ତା ମଧ୍ୟରେ ଏସିଆ କପ ଏବଂ ବିଶ୍ୱକପ ପାଇଁ ଭାରତୀୟ ଦଳ ଏ…

