ଭାଜପାରେ ଯୋଗ ଦେବା ଚର୍ଚ୍ଚା ମଧ୍ୟରେ ଅଭିନେତାଙ୍କୁ ଧମକପୂର୍ଣ୍ଣ ଚିଠି
ବେଙ୍ଗାଲୁରୁ,୫।୪: ସୁପରଷ୍ଟାର କିଚା ସୁଦୀପ ଭାଜପାରେ ଯୋଗ ଦେବା ଚର୍ଚ୍ଚା ମଧ୍ୟରେ ଅଭିନେତାଙ୍କୁ ଧମକପୂର୍ଣ୍ଣ ଚିଠି ଆସିଥିବା ଅଭିଯୋଗ ହୋଇଛି। ନିକଟରେ ଅଭିନେତାଙ୍କ ମ୍ୟାନେଜର ଜ୍ୟାକ ମଞ୍ଜୁଙ୍କୁ କିଚାଙ୍କ ବ୍ୟକ୍ତିଗତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିବାକୁ ଧମକପୂର୍ଣ୍ଣ ଚିଠି ଆସିଥିଲା।…
‘ନିର୍ବାଚନ ଲଢିବିନି, କେବଳ ଭାଜପା ପାଇଁ ପ୍ରଚାର କରିବି’
ବେଙ୍ଗାଲୁରୁ,୫।୪: କନ୍ନଡ ସୁପରଷ୍ଟାର କିଚା ସୁଦୀପ ଆସନ୍ତା କର୍ନାଟକ ବିଧାନସଭା ନିର୍ବାଚନରେ ଭାଜପା ପାଇଁ ପ୍ରଚାର କରିବେ। ତେବେ ଏହା ପୂର୍ବରୁ କୁହାଯାଇଥିଲା ଯେ, ଅଭିନେତା ଭାଜପାରେ ଯୋଗ ଦେଇପାରନ୍ତି। ତେବେ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଅଭିନେତା…
ଏପ୍ରିଲ ୧୦ରୁ ଯୁକ୍ତ ଦୁଇ ଖାତାଦେଖା
ଭୁବନେଶ୍ୱର,୫।୪(ବ୍ୟୁରୋ): ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ଖାତାଦେଖା । ଚଳିତ ବର୍ଷ ଦୁଇଟି ପର୍ଯ୍ୟାୟରେ ଖାତାଦେଖା ହେବ। ପ୍ରଥମ ପର୍ଯ୍ୟାୟ ଏପ୍ରିଲ ୧୦ରୁ ୨୨ ପ୍ରଥମ ପର୍ଯ୍ୟାୟ ଏବଂ ଏପ୍ରିଲ ୨୩ରୁ ମେ’ ୭ ତାରିଖ ପର୍ଯ୍ୟନ୍ତ…
ଏମିତି ଦେଶ, ଯେଉଁଠି ବାହାର ଦେଶର ନ୍ୟୁଜ୍ ଦେଖିବା ମନା
ଭାରତ ସମେତ ଦୁନିଆର ପ୍ରାୟ ସମସ୍ତ ଅଞ୍ଚଳର ଲୋକେ ନିଜ ଇଚ୍ଛାରେ ରୁହନ୍ତି, ନିଜ ଇଚ୍ଛାରେ ଖାଆନ୍ତି ଏବଂ ମନଇଚ୍ଛା କଥାବାର୍ତ୍ତା କରିବାର ସ୍ବତନ୍ତ୍ରତା ରହିଛି। ପ୍ରତ୍ୟେକ ବ୍ୟକ୍ତି ନିଜ ଇଚ୍ଛାରେ ବଞ୍ଚିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି। ମାତ୍ର ଏମିତି ଗୋଟିଏ…
ହନୁମାନ ଜୟନ୍ତୀରେ ପ୍ରସ୍ତୁତ ରହିବାକୁ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ
ନୂଆଦିଲ୍ଲୀ,୫।୪: ହନୁମାନ ଜୟନ୍ତୀ ପ୍ରସ୍ତୁତିକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି। ସମସ୍ତ ରାଜ୍ୟ ସରକାରଙ୍କୁ ଆଇନ ଶୃଙ୍ଖଳା, ପର୍ବର ଶାନ୍ତିପୂର୍ଣ୍ଣ ପାଳନ କରିବା ସହ ସମାଜରେ ସାମ୍ପ୍ରଦାୟିକ ସଦ୍ଭାବନାକୁ ଯେପରି କ୍ଷୁର୍ଣ୍ଣ ନ କରାଯାଏ ତାହା ଉପରେ…
ତେଲଙ୍ଗାନା ଭାଜପା ମୁଖ୍ୟ ଗିରଫ: ଦଳ କହିଲା, କେସିଆରଙ୍କୁ ଭୋଗିବାକୁ ପଡ଼ିବ ପରିଣାମ
ହାଇଦ୍ରାବାଦ,୫।୪: ଏସ୍ଏସ୍ସି (ମାଧ୍ୟମିକ ବିଦ୍ୟାଳୟ ସାର୍ଟିଫିକେଟ) ପେପର୍ ଲିକ୍ ମାମଲାରେ ତେଲଙ୍ଗାନା ଭାଜପା ସଭାପତି ବନ୍ଦି ସଞ୍ଚୟ କୁମାରଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଏନେଇ ବୁଧବାର ଭାଜପା ପକ୍ଷରୁ ଦାବି କରିଛି। ଏହା ପୂର୍ବରୁ ମଧ୍ୟରାତ୍ରିରେ ତେଲଙ୍ଗାନା ପୋଲିସ କରିମନଗରରେ…
ଭାଉଜଙ୍କୁ କଟୁରୀରେ ହାଣି ହତ୍ୟାକଲେ ଦିଅର
ଚଣ୍ଡିଖୋଲ/ଛତିଆ, ୫।୪(ଡି.ଏନ୍ ଏ): ଯାଜପୁର ଜିଲା ବୈରୀ ଥାନା ଅନ୍ତର୍ଗତ କପାଷ୍ଟିକିରି ଗ୍ରାମରେ ବୁଧବାର ସକାଳେ ଏକ ଅଘଟଣ ଘଟିଛି। ଗ୍ରାମର ଗୌରାଙ୍ଗ ନାୟକଙ୍କ ସ୍ତ୍ରୀ ଅନିତା ନାୟକ (୫୫) ସକାଳେ ଦାଣ୍ଡ ପହଁରୁ ଥିବା ସମୟରେ ତାଙ୍କ ଦିଅର ଜୟନ୍ତ…
ଦେଢ଼ମାସ ବିତିଲା, ମୃତ୍ୟୁ ରହସ୍ୟ ଖୋଲୁନି
ମୁରିବାହାଲ,୫ା୪(ଡ଼.ଏନ.ଏ.): ବଲାଙ୍ଗୀର ଜ଼ିଲା ମୁରିବାହାଲ ଥାନା ଡୁଡୁକାପଡା ଗ୍ରାମରେ ଗ୍ରାମ୍ୟ ପରିମଳ ବିଭାଗ ପାଣ୍ଠିରେ ଗଭୀର କୂଅ ଖନନ କାର୍ଯ୍ୟରେ ନିୟୋଜିତ ଜେସିବି ଡ୍ରାଇଭର ସିନ୍ଧେକେଲା ଥାନା ପାଣ୍ଡ୍ରିପାଏନ ହଁସପଡାର ପଦ୍ମନ ହସ (୨୪) ଙ୍କ କାର୍ଯ୍ୟସ୍ଥଳରେ ଗତ ଫେବୃଆରୀ ୧୬…
ତେଲଙ୍ଗାନା ଇଟାଭାଟିରେ ୧୪ ଦାଦନ ଶ୍ରମିକ ନିର୍ଯାତିତ
ନୂଆପଡା ଅଫିସ,୫ା୪: ନୂଆପଡା ଜିଲା କୋମନା ବ୍ଲକ ଅଧୀନ ଦୁଇଟି ଗାଁର ୧୪ ଜଣ ଦାଦନ ଶ୍ରମିକ ତେଲଙ୍ଗାନା ରାଜ୍ୟକୁ ଇଟା ତିଆରି କରିବା ପାଇଁ ଯାଇ ନିର୍ଯାତନାର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏହି ଶ୍ରମିକମାନଙ୍କ ପରିବାରର ୫ ଜଣ…
ବ୍ୟବହାରିକ ଜ୍ଞାନ ସଂଗ୍ରହ, ରାଗିଂମୁକ୍ତ କ୍ୟାମ୍ପସ୍ କର
ସମ୍ବଲପୁର,୫ା୪(ବ୍ୟୁରୋ): ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଇଂ. ରୋହିତ ପୂଜାରୀ ଛାତ୍ରୀଛାତ୍ରଙ୍କ ସହ କ୍ଲାସରୁମରେ ଆଲୋଚନା କରିଥିଲେ। କଲେଜରେ ଥିବା ସମସ୍ୟା, ହଷ୍ଟେଲ ପାଇଁ କରାଯାଇଥିବା କଡା ନିୟମ ଗୁଡିକ ସମ୍ପର୍କରେ ଛାତ୍ରମାନେ…
ବଜାରରେ କେମିକାଲଯୁକ୍ତ ଆମ୍ବ ପସରା
ରାଉରକେଲା ଅଫିସ,୫ା୪: ବର୍ତ୍ତମାନ ଓଡ଼ିଶାରେ ଆମ୍ବ କଞ୍ଚାାଳିଆ ଅବସ୍ଥାରେ ରହିଛି। ଆମ୍ବ ସମ୍ପୂର୍ଣ୍ଣ ପାକଳ ହୋଇନାହିଁ। ମାତ୍ର ରାଉରକେଲା ସହରରେ ବିଭିନ୍ନ ପ୍ରକାରର ଫଳ ସହ ପାଚିଲା ଆମ୍ବ ବିକ୍ରି ହେଲାଣି। ଏବେ ରାଉରକେଲା ବଜାରରେ ମିଳୁଥିବା ସିନ୍ଦୁରୀ, ଲଗଡା ଓ…
ଖରାରେ ଚାଲିଛି ନିର୍ମାଣ କାମ
ରାଉରକେଲା ଅଫିସ,୫ା୪: ସ୍ମାର୍ଟସିଟି ରାଉରକେଲାରେ ଏପ୍ରିଲ ମାସ ଆରମ୍ଭରୁ ପ୍ରବଳ ଖରା ହେଲାଣି। ସକାଳ ୯ଟା ହୋଇଗଲେ ଖରାର ପ୍ରକୋପ ଅନୁଭୂତ ହେଉଛି। ଲୋକେ ବିନା କାମରେ ଘରୁ ବାହାରୁ ନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ରାଉରକେଲା ଯୁଗ୍ମ ଶ୍ରମ ସଂସ୍ଥାପକ…
Archives


