Home Left

ନଦୀ ଗର୍ଭରେ ଲୀନ ହେବ ଶତାଧିକ ଏକର ଜମି

ଖଣ୍ଡପଡ଼ା,୧୫ା୫(ସ୍ବ.ପ୍ର.): ନୟାଗଡ଼ ଜିଲାରେ ପ୍ରତିବର୍ଷ କୁସୁମୀ ଓ କୁଆଁରିଆ ନଦୀ ବନ୍ୟାରେ ତଟବର୍ତ୍ତୀ ଫସଲ ଜମି କ୍ରମଶଃ ଲୀନ ହେବାରେ ଲାଗିଛି। ଏହାଛଡା ପ୍ରବଳ ବନ୍ୟା ସ୍ରୋତରେ ଅନେକ ଚାଷ ଜମି ମଧ୍ୟ ବାଲିଚର ହେଉଛି। ସଂପୃକ୍ତ ନଦୀ ତଟବର୍ତ୍ତୀ ଜମିର…

ଲକି ଡ୍ର ଜରିଆରେ ଇ-ସ୍କୁଟର ଜିତିଲେ ଗ୍ରାହକ

ଭୁବନେଶ୍ୱର,୧୫।୫: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଲାଲଚାନ୍ଦ୍‌ ଜୁଏଲର୍ସର ବ୍ରହ୍ମପୁର ଶୋ’ରୁମ୍‌ ପକ୍ଷରୁ ନିକଟରେ ଏକ ମେଗା ଲକି ଡ୍ର ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଲକି ଡ୍ର ଜରିଆରେ ଲାଲଚାନ୍ଦ୍‌ ଜୁଏଲର୍ସ ବ୍ରହ୍ମପୁର ଶୋ’ରୁମ୍‌ର ୩ ଗ୍ରାହକ ଭାଗ୍ୟଶାଳୀ…

ଓଭିଏ କାର୍ଯ୍ୟକାରିଣୀରେ ୨ ନୂଆ ସଦସ୍ୟଙ୍କୁ ସ୍ବାଗତ

ଭୁବନେଶ୍ୱର, ୧୫।୫(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା ଭଲିବଲ ଆସୋସିଏଶନ (ଓଭିଏ)ର କାର୍ଯ୍ୟକାରିଣୀ ବୈଠକ ରବିବାର କଟକ ବାରବାଟୀ ଷ୍ଟାଡିୟମସ୍ଥିତ ଓଡ଼ିଶା ଅଲିମ୍ପିକ୍‌ ଆସୋସିଏଶନ କାଉନ୍ସିଲ ହଲ୍‌ରେ ଅନୁଷ୍ଠିତ ହୋଇଯାଇଛି। ଓଭିଏର କାର୍ଯ୍ୟକାରୀ ସଭାପତି କମଳାକାନ୍ତ ପାଣ୍ଡେ ଏଥିରେ ଅଧ୍ୟକ୍ଷତା କରିଥିଲେ। ଭଲିବଲ ଫେଡେରେଶନ…

ପ୍ରଥମ ଫାଇନାଲରେ କଟକ ବିଜୟୀ

ଭୁବନେଶ୍ୱର,୧୫ା୫ (ସ୍ପୋଟର୍‌ସ ବ୍ୟୁରୋ): ଓଟିଏମ୍‌ କଟକ ଗ୍ରାଉଣ୍ଡରେ ଅନୁଷ୍ଠିତ ୬୨ ତମ ଆନ୍ତଃଜିଲ୍ଲା ସାହାଣୀ କପ୍‌ ଫୁଟବଲ ଟୁର୍ନାମେଣ୍ଟର ପ୍ରଥମ ଚରଣ ଫାଇନାଲରେ ବିଜୟୀ ହୋଇଛି କଟକ। ରବିବାରର ମ୍ୟାଚରେ ଦଳ କନ୍ଧମାଳକୁ ୨-୧ରେ ପରାସ୍ତ କରିଛି। ମ୍ୟାଚ୍‌ର ପଞ୍ଚମ ମିନିଟରେ…

ଏନ୍‌ପିସିଆଇ ସହ ଏପିବିର ସହଭାଗିତା

ନୂଆଦିଲ୍ଲୀ,୧୫।୫: ଏୟାରଟେଲ୍‌ ପେମେଣ୍ଟ୍‌ସ ବ୍ୟାଙ୍କ (ଏପିବି) ଏବଂ ନ୍ୟାଶନାଲ ପେମେଣ୍ଟ୍‌ସ କର୍ପୋରେଶନ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ) ମଧ୍ୟରେ ଏକ ଦ୍ୱିପାକ୍ଷିକ ବାଣିଜି୍ୟକ ବୁଝାମଣା ପତ୍ର (ଏମଓୟୁ) ନିକଟରେ ସ୍ବାକ୍ଷରିତ ହୋଇଯାଇଛି। ବିଶେଷ କରି ଏପିବିର ୫ ଲକ୍ଷ ବ୍ୟାଙ୍କିଙ୍ଗ୍‌ ପଏଣ୍ଟରେ ଆଧାର…

କ୍ୟୁ ୪ରେ ୪୪୯ କୋଟି ରାଜସ୍ବ

ନୂଆଦିଲ୍ଲୀ,୧୫।୫: ବହୁରାଷ୍ଟ୍ରୀୟ ଆଇଟି ସେବା ପ୍ରଦାନକାରୀ ସଂସ୍ଥା ବିଏଲ୍‌ଏସ୍‌ ଇଣ୍ଟରନ୍ୟାଶନାଲର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଶେଷ ହୋଇଯାଇଛି। କମ୍ପାନୀର ୨୦୨୨-୨୩ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି କମ୍ପାନୀ କ୍ୟୁ ୪ରେ ପ୍ରାୟ ୪୪୯…

ତାତି ବଢ଼ାଉଛି ଇଟାଭାଟି ନିଆଁ

ପଟ୍ଟାମୁଣ୍ଡାଇ,୧୫ା୫(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ କିଛିଦିନ ହେଲା ପ୍ରବଳ ଖରା ସାଙ୍ଗକୁ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଦୈନିକ ତାପମାତ୍ରା ୪୦ରୁ ୪୧ ଡିଗ୍ରୀ ରହୁଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ଗ୍ରୀଷ୍ମ ପ୍ରବାହରୁ ନିଜକୁ ସୁରକ୍ଷିତ…

ସମ୍‌ ଅଲ୍ଟିମେଟ୍‌ ପକ୍ଷରୁ ଅନ୍ତର୍ଜାତୀୟ ନର୍ସ ଡେ ପାଳିତ

ଭୁବନେଶ୍ୱର,୧୫।୫: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ସମ୍‌ ଅଲ୍ଟିମେଟ୍‌ ମେଡିକେୟାର ପକ୍ଷରୁ ଆନ୍ତର୍ଜାତିକ ନର୍ସ ଡେ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସମ୍‌ର ସିଇଓ ଡା. ଶ୍ୱେତପଦ୍ମା ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ…

କଲ୍ୟାଣର ‘ଟେମ୍ପଲ ଜୁଏଲେରି କଲେକ୍ସନ’

ନୂଆଦିଲ୍ଲୀ,୧୫।୫: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ କଲ୍ୟାଣ ଜୁଏଲର୍ସର ଆକର୍ଷଣୀୟ ଓ ସୂକ୍ଷ୍ମ କାରିଗରିର ଏକ ଅପୂର୍ବ ଡିଜାଇନ ‘ଟେମ୍ପଲ ଜୁଏଲେରି’ କଲେକ୍ସନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ‘ଟେମ୍ପଲ ଜୁଏଲେରି’ ହେଉଛି ଏକ ଆକର୍ଷଣୀୟ ଓ ସୂକ୍ଷ୍ମ ଷ୍ଟାଇଲ୍‌ର…

ଲୋକସମ୍ବଳ ବିନିଯୋଗରେ ଦାଦନ ସମସ୍ୟା ହଟିବ

କେନ୍ଦ୍ରାପଡ଼ା ଅଫିସ, ୧୫ା୫: ରାଜ୍ୟ ସରକାର ଓଡ଼ିଶାକୁ ୧୩ରୁ ୩୦ ଜିଲା କଲେ। ଅବିଭକ୍ତ କଟକ ଜିଲାରୁ କେନ୍ଦ୍ରାପଡ଼ା ୧୯୯୩ ମସିହା ଏପ୍ରିଲରେ ସ୍ବତନ୍ତ୍ର ମାନ୍ୟତା ମିଳିଲା। ତେବେ ଏହି ଜିଲା ମାନ୍ୟତା ପରେ ସବୁ କିଛି ଠିକ୍‌ଠାକ୍‌ ଚାଲିନାହିଁ। ସ୍ବାଧୀନତାର…

ଆଜି ସରିବ ଟ୍ରାଡିଶନାଲ ହ୍ୟାଣ୍ଡଲୁମ୍‌ ଏକ୍ସପୋ

ଭୁବନେଶ୍ୱର,୧୫।୫: ଚଳିତବର୍ଷର ଗ୍ରୀଷ୍ମ (ଖରାଦିନ) ଏବଂ ବିବାହ ଋତୁ ଉପଲକ୍ଷେ ୨୦୨୩ ଏପ୍ରିଲ ୨ୟ ସପ୍ତାହରୁ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆଠାରେ ଶୁଭାରମ୍ଭ ହୋଇଥିବା ଟ୍ରାଡିଶନାଲ ହ୍ୟାଣ୍ଡଲୁମ୍‌ ଏକ୍ସପୋ ସୋମବାର ଶେଷ ହେଉଛି। ବିଶେଷକରି ଗ୍ରୀଷ୍ମପ୍ରବାହ ଓ ବିବାହ ଋତୁ ଉଭୟ ଗ୍ରାହକ…

୧୦୦ କୋଟି କ୍ଲବରେ ‘ଦି କେରଲା ଷ୍ଟୋରି’

ମୁମ୍ବାଇ: ବିବାଦୀୟ ଫିଲ୍ମ ‘ଦି କେରଲା ଷ୍ଟୋରି’ ରିଲିଜ ହେବାର ୯ ଦିନ ମଧ୍ୟରେ ବକ୍ସ ଅଫିସରେ ୧୧୨.୯୯ କୋଟି ଟଙ୍କା ଆୟ କରିସାରିଲାଣି। ପ୍ରଯୋଜନା ସଂସ୍ଥା ସନ୍‌ଶାଇନ୍‌ ପିକ୍ଚର୍ସ ପକ୍ଷରୁ ରବିବାର ଏନେଇ ସୂଚନା ଦିଆଯାଇଛି। କେବଳ ଶନିବାର ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri