ଆଇସ୍କ୍ରିମ୍ ଖାଇ ୫୫ ଅସୁସ୍ଥ, ୨ ଗୁରୁତର
ଖାରଗାଁଓ,୬।୪: ମଧ୍ୟପ୍ରଦେଶ ଖାରଗାଁଓ ଜିଲା ଛତଲ ଗ୍ରାମରେ ଏକ ଅଘଟଣ ଘଟିଛି। ଏକ ଧାର୍ମିକ କାର୍ଯ୍ୟକ୍ରମରେ ଆଇସ୍କ୍ରିମ ଖାଇ ୫୫ଜଣ ଅସୁସ୍ଥ ହୋଇଛନ୍ତି। ଅସୁସ୍ଥଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେମାନଙ୍କୁ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି। ଆଇସ୍କ୍ରିମର…
ଖତ ଖାଉଛି ଓ୍ବେ ବ୍ରିଜ୍
କେନ୍ଦୁଝର,୬ା୪(ସ୍ବ.ପ୍ର.): ବ୍ୟବହାର ହୋଇ ପାରୁ ନ ଥିବା ଏବଂ ରକ୍ଷଣାବେକ୍ଷଣ ଅଭାବରୁ ସଦର ଥାନା ମୁରୁସୁଆଁ ଟୋଲ ପ୍ଲାଜା ନିକଟରେ ଥିବା ଦୁଇଟି ବ୍ୟୟ ବହୁଳ ଓ୍ବେ ବ୍ରିଜ୍ ଖତ ଖାଉଛି। ‘ସରକାର କା ମାଲ ଦରିଆ ମେ ଡାଲ’ ନୀତିରେ…
ଅକ୍ସଫାମ୍ ବିରୋଧରେ ସିବିଆଇ ଯାଞ୍ଚ ନିର୍ଦ୍ଦେଶ
ନୂଆଦିଲ୍ଲୀ, ୬ା୪: ଅକ୍ସଫାମ୍ ଦ୍ୱାରା ବିଦେଶୀ ପାଣ୍ଠି ଆଇନ ଉଲ୍ଲଂଘନ ହୋଇଥିବା ଅଭିଯୋଗ ପରେ କେନ୍ଦ୍ର ସରକାର ଏହାର ସିବିଆଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ବିଦେଶ ଅନୁଦାନ (ନିୟମାବଳୀ) ସଂଶୋଧନ ଆଇନ (ଏଫ୍ସିଆର୍ଏ) କାର୍ଯ୍ୟକାରୀ ହେବା ପରେ ମଧ୍ୟ…
ଚଳିତ ଶିକ୍ଷାବର୍ଷରୁ କଞ୍ଚୁରୁ ହାଇସ୍କୁଲରେ ଯୁକ୍ତଦୁଇ କଳା ପାଠ୍ୟକ୍ରମ
ହିଞ୍ଜିଳିକାଟୁ,୬ା୪(ଡି.ଏନ୍.ଏ.): ଶିକ୍ଷାବର୍ଷ ୨୦୨୩-୨୪ରୁ ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଧୀନ କଞ୍ଚୁରୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଯୁକ୍ତ ଦୁଇ କଳା ପାଠ୍ୟକ୍ରମ ଆରମ୍ଭ ହେବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବୀକୃତି ଲାଭ କରିଛି। ଗୁରୁବାର ସ୍କୁଲ ପରିସରରେ ଏକ ସଚେତନତା…
ଆର୍ସିବି ଆଗରେ ୨୦୫ ରନ୍ର ଟାର୍ଗେଟ୍
କୋଲକାତା,୬।୪: କୋଲକାତାର ଇଡେନ୍ ଗାର୍ଡେନରେ ଗୁରୁବାର ଖେଳାଯାଇଥିବା ଆଇପିଏଲ୍ର ୯ତମ ମ୍ୟାଚ୍ରେ ଆର୍ସିବି ଅଧିନାୟକ ଫାଫ ଡୁପ୍ଲେସିସ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଆମନ୍ତ୍ରଣ ପାଇ କୋଲକାତା ନାଇଟ ରାଇଡର୍ସ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ…
ହନୁମାନଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କଲେ ମନ୍ତ୍ରୀ
କୋକସରା,୬।୪(ଡି.ଏନ୍.ଏ.): ହନୁମାନ ଜନ୍ମୋତ୍ସବ ଅବସରରେ କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁରେ ଥିବା ବଜରଙ୍ଗବଳୀ ମନ୍ଦିରରେ ହନୁମାନ ଜୟନ୍ତୀ ମହାଆଡମ୍ବରରେ ପାଳନ କରାଯାଇଛି। ଏହି ଉପଲକ୍ଷେ ମନ୍ଦିର କମିଟି ପକ୍ଷରୁ ସ୍ବତନ୍ତ୍ର ପୂଜାବିଧି ସହ ୧୦୮ ସବାମଣି ଭୋଗ ଅର୍ପଣ କରାଯାଇଥିଲା।…
ଇଡେନ ଗାର୍ଡେନରେ ଜୁହି ଚାଓ୍ବଲା, ଭାଇରାଲ ହେଉଛି ଭିଡିଓ
କୋଲକାତା,୬ା୪: ଇଡେନ ଗାର୍ଡେନ ଗ୍ରାଉଣ୍ଡରେ କୋଲକାତା ନାଇଟ ରାଇଡର୍ସ (କେକେଆର୍) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମ୍ୟାଚ୍ ଜାରି ରହିଛି। ଏହି ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଧିନାୟକ ଫାଫ୍ ଡୁପ୍ଲେସି ଟସ୍ ଜିତିବା ପରେ ପ୍ରଥମେ ବୋଲିଂ…
ରାହୁଲ-ପ୍ରିୟଙ୍କାଙ୍କୁ ଭେଟିଲେ ସିଦ୍ଧୁ: କହିଲେ, ଗୋଟିଏ ଇଞ୍ଚ ପଛକୁ ଘୁଞ୍ଚିବୁ ନାହିଁ
ନୂଆଦିଲ୍ଲୀ,୬।୪: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ଦଳର ନେତା ରାହୁଲ ଗାନ୍ଧୀ ଏବଂ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଭେଟିଛନ୍ତି। ଏହି ସାକ୍ଷାତକାରର ଏକ ଫଟୋକୁ ସେ ଟୁଇଟ କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।…
କଶ୍ମୀରର ଭ୍ରମ ସୃଷ୍ଟି କରୁଛି ଆମପାଣି
କୋକସରା,୬ା୪(ଡି.ଏନ୍.ଏ.): କିଛିଦିନ ହେବ କୋକସରା ବ୍ଲକ ଅଞ୍ଚଳରେ ଅପରାହ୍ନରେ ଝଡ଼ ତୋଫାନ ସହ ତୁହାକୁତୁହା ବର୍ଷା ଲାଗି ରହିଛି। ଗୁରୁବାର ଅପରାହ୍ନରେ ବ୍ଲକର ଆମପାଣି, ବଡ଼ ପୋଡ଼ାଗୁଡ଼ା,ବରାଡଙ୍ଗା ପଞ୍ଚାୟତ ଅଞ୍ଚଳରେ ପ୍ରବଳ ଝଡ଼ ସହ କୁଆପଥର ବର୍ଷା ହୋଇଛି। ଆମପାଣି ଦେଇ…
ଟସ୍ ଜିତି ଆରସିବିର ବୋଲିଂ ନିଷ୍ପତ୍ତି
କୋଲକାତା,୩।୪: କୋଲକାତାର ଇଡେନ ଗାର୍ଡେନରେ ଗୁରୁବାର ଖେଳାଯାଉଥିବା ଆଇପିଏଲ୍ର ୯ତମ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୋ ମଧ୍ୟରେ ଖେଳାଯାଉଛି। ଆରସିବି ଅଧିନାୟକ ଫାଫ ଡୁ ଫ୍ଲେସିସ୍ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆମନ୍ତ୍ରଣ…
ବେକରେ ଲୁଗା ବାନ୍ଧି ଜୀବନ ହାରିଲେ
ବ୍ରହ୍ମପୁର ଅଫିସ,୬।୪: ଟାଉନ ଥାନା ଅଧୀନ ଗାନ୍ଧୀନଗର ଦ୍ୱିତୀୟ ଲାଇନରେ ରହୁଥିବା ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି। ପୋଲିସ ଗୁରୁବାର ମୃତଦେହ ଏମ୍କେସିଜି ମେଡିକାଲର ସଂରକ୍ଷଣ ଗୃହରୁ ଜବତ କରିଛି। ମୃତକ ହେଲେ ସୁଷମା ବେହେରା(୨୪) ବାପା ଭଗବାନ ବେହେରାଙ୍କ ଅଭିଯୋଗ…
ସ୍ତ୍ରୀଙ୍କୁ ସନ୍ଦେହ କରି ସ୍ବାମୀଙ୍କ ଆକ୍ରମଣ
ହିଞ୍ଜିଳିକାଟୁ,୬ା୪(ଡି.ଏନ୍.ଏ.): ଚରିତ୍ର ଉପରେ ସନ୍ଦେହ କରି ଶାଶୁଘରେ ପାରିବାରିକ ନିର୍ଯାତନା ସହ ଆକ୍ରମଣ ହୋଇଥିବା ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। ହିଞ୍ଜିଳିକାଟୁ ଫାୟାର ଷ୍ଟେଶନ ରୋଡ୍ର ସୁମିତ୍ରା ନାୟକଙ୍କ ଅଭିଯୋଗ କ୍ରମେ ଥାନାରେ କେସ୍ ନଂ ୨୧୩/୨୩ରେ ପୋଲିସ ସ୍ବାମୀ, ଶାଶୁ…
Archives


