Home Left

ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଭେଟିଲେ ଜିନପିଙ୍ଗ

ବେଜିଂ,୬।୪: ଚାଇନାର ରାଜଧାନି ବେଜିଂରେ ଗୁରୁବାର ଫ୍ରାନ୍ସ ରାଷ୍ଟ୍ରପତି ଇମ୍ୟାନୁଏଲ ମ୍ୟାକ୍ରୋନଙ୍କୁ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ ଔପଚାରିକ ସାକ୍ଷାତ୍‌ କରିଛନ୍ତି। ଏହି ସୂଚନା ଏଏଫପି ପକ୍ଷରୁ ଦିଆଯାଇଛି। ଦୁଇ ଦେଶର ମୁଖ୍ୟଙ୍କ ମଧ୍ୟରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଚର୍ଚ୍ଚା…

ଅନ୍ୟ କାହା ଚାର୍ଜରରେ ମୋବାଇଲ ଚାର୍ଜ କରୁଛନ୍ତି କି? ରୁହନ୍ତୁ ସାବଧାନ

ଆଜିକାଲି ସ୍ମାର୍ଟଫୋନ ଆମର ଏତେ ଆବଶ୍ୟକ ହୋଇଗଲାଣି ଯେ, ଏହା ବିନା ଯେମିତି କିଛି କାମ କରିହେବନି। ବ୍ୟାଙ୍କିଂ ହେଉ, ଶପିଂ ହେଉ କିମ୍ବା ସାଙ୍ଗମାନଙ୍କ ସହିତ ଚାଟିଂ। ଏଭଳି ପରିସ୍ଥିତିରେ ସବୁଠାରୁ ବଡ଼ ସମସ୍ୟା ହେଉଛି ଫୋନର ବ୍ୟାଟେରି। ଆପଣ…

ଋଣ ନାଁରେ ଠକେଇ କରି ବ୍ୟାଙ୍କ କର୍ମଚାରୀ ଗିରଫ

ଫୁଲବାଣୀ ଅଫିସ,୬।୪: ଫୁଲବାଣୀ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାରେ ଋଣ ନାଁରେ ଠକେଇ ଘଟଣାରେ ରାଜ୍ୟ ଅର୍ଥନୈତିକ ଅପରାଧ ଶାଖା ଜଣେ ବ୍ୟାଙ୍କ ଅଧିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। କର୍ମଚାରୀ ଜଣକ ହେଲେ ଫୁଲବାଣୀ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାର…

ପୁରୁଷୋତ୍ତମପୁର ଓକିଲସଂଘ ପକ୍ଷରୁ ଶପଥ ଗ୍ରହଣ ଉତ୍ସବ

ପୁରୁଷୋତ୍ତମପୁର,୬।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ପକ୍ଷରୁ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି। ଗୁରବାର ନିର୍ବାଚନ ଅଧିକାରୀ ବାସୁଦେବ ଜେନାଙ୍କ ତତ୍ତ୍ୱାବଧାନରେ ନିର୍ବାଚନରେ ନବନିର୍ବାଚିତ କର୍ମକର୍ତ୍ତାମାନେ ଶପଥ ଗ୍ରହଣ କରିଥିଲେ। ଏଥିରେ ନିର୍ବାଚନ ଅଧିକାରୀ ଶ୍ରୀ ଜେନା ନବନିର୍ବାଚିତ…

ବ୍ୟାଙ୍କ ଡକାୟତି ଯୋଜନା ପଣ୍ଡ, ସାଇରନ ବାଜିବାରୁ ଛୁ ମାରିଲେ ଲୁଟେରା

କଟକ ଅଫିସ,୬ା୪: ତ୍ରିଶୁଳିଆ ନିକଟ ଫକୀରପଡ଼ାରେ ଥିବା ଆଇସିଆଇସିଆଇ ବ୍ୟାଙ୍କକୁ ସ୍ପଷ୍ଟ ଦିବାଲୋକରେ ଲୁଟ୍‌ କରିବାକୁ ଆସି ଲୁଟେରାମାନେ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲକର ଚାବି ମାଗିଥିଲେ। ମାତ୍ର ବ୍ୟାଙ୍କର ସାଇରନ ବାଜିବାରୁ ଲୁଟେରାଙ୍କ ଉଦ୍ୟମ ପଣ୍ଡ…

ଏଣିକି ବିପଦପୂର୍ଣ୍ଣ ସ୍ଥାନରେ ଶହୀଦ ହେବେ ନାହିଁ ସୈନିକ, ଜଗିବେ ରୋବୋ ଡଗ୍‌

ଯେକୌଣସି ଦେଶର ସୁରକ୍ଷା ଏହାର ସୈନ୍ୟମାନଙ୍କ ଉପରେ ନିର୍ଭର କରିଥାଏ। ଦେଶସେବାରେ ନିୟୋଜିତ ସୈନିକମାନେ ନିଜ ଜୀବନକୁ ଖାତିର ନ କରି ପ୍ରତ୍ୟେକ ବିପଦର ମୁକାବିଲା କରିବାକୁ ପ୍ରସ୍ତୁତ ରହିଥାନ୍ତି। ସେମାନଙ୍କ ପାଇଁ ଦେଶର ସୁରକ୍ଷା ନିଜ ଜୀବନ ଅପେକ୍ଷା ଅଧିକ…

ଓମ୍‌ ଶ୍ରୀ ପ୍ରଜାପତୟେ ନମଃ

ନୂଆ ଓଡ଼ିଆ ସିନେମା ‘ଓମ୍‌ ଶ୍ରୀ ପ୍ରଜାପତୟେ ନମଃ’ରେ ନିଜ ଭୂମିକାକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି ଅଭିନେତା ସମ୍ବିତ। କାରଣ ଏଥିରେ ତାଙ୍କୁ ଏକ ଭିନ୍ନଧରଣର ଭୂମିକା ମିଳିଛି। କେବଳ ସେତିକି ନୁହେଁ, ଏହି ଫିଲ୍ମର କାହାଣୀ ଏବଂ ଉପସ୍ଥାପନା…

ସାନ୍ୟାଙ୍କ ଡିନର ପାର୍ଟି

‘ଦଙ୍ଗଲ’ ଫେମ୍‌ ସାନ୍ୟା ମାଲହୋତ୍ରା ଯାହା କହିଥିଲେ ତାହା ପୂରଣ କରିଛନ୍ତି। କଥା କ’ଣ କି ତାଙ୍କ ଅଭିନୀତ ଏକ ଅନଟାଇଟଲ୍‌ଡ ଫିଲ୍ମର ଶୁଟିଂ ପାଖାପାଖି ଦେଢ଼ବର୍ଷ ଧରି ଅଧାପନ୍ତରିଆ ହୋଇ ପଡିରହିଥିଲା। ନିକଟରେ ତାହାର ଶୁଟିଂ ସିନା ଶେଷ ହୋଇଗଲା,…

କୁଲ୍‌ କୁଲ୍‌ ବାଣୀ

କେତେବେଳେ କେଉଁ ପ୍ରକାର କଥା କହିଲେ ତାହା ଆଲୋଚନା ପାଇଁ ଶତ ପ୍ରତିଶତ ଖୋରାକ ଯୋଗାଇଥାଏ ତାହାର କାଇଦା ବାଣୀ କପୁରଙ୍କୁ ମାଲୁମ। ଦେଖୁନାହାନ୍ତି, ଯେତେ ପ୍ରକାର ଗୁଡ଼େଇ ତୁଡ଼େଇ ପ୍ରଶ୍ନ ପଚାରିଲେ ମଧ୍ୟ ସେ କେମିତି ସେଗୁଡ଼ିକର ଉତ୍ତର ବେଶ୍‌…

ନାମକରଣ ଅନ୍ତରାଳେ…

କିଆରା ଆଡଭାନୀଙ୍କ ନାମକରଣ ଅନ୍ତରାଳେ ଏକ ରୋଚକ କଥା ଲୁଚିରହିଛି। ଏଥିଲାଗି ସେ ଜଣେ ଅଭିନେତ୍ରୀଙ୍କୁ ପ୍ରଶଂସା କରିବାକୁ ଭୁଲୁନାହାନ୍ତି। ସେ ହେଲେ ପ୍ରିୟଙ୍କା ଚୋପ୍ରା। ତେବେ କିଆରାଙ୍କ ନାମକରଣ ପଛରେ ପ୍ରିୟଙ୍କାଙ୍କ ଭୂମିକା କ’ଣ ରହିଛି ବୋଲି ଅନେକଙ୍କ ମନରେ…

ପୋଲିସର ସଟ୍ଟା ଚଢାଉ, ୪୭ ଗିରଫ

ବରଗଡ ଅଫିସ,୬।୪: ବରଗଡ ଜିଲା ପୋଲିସ ସଟ୍ଟା ଧରପଗଡକୁ ଜୋରଦାର୍‌ କରିଛି। ଜିଲାର ବିଭିନ୍ନ ସ୍ଥାନରେ ଅତର୍କିତ ଚଢାଉ କରି ପୋଲିସ ୪୭ଜଣଙ୍କୁ ଗିରଫ କରିଛି। ଏଥିସହ ସେମାନଙ୍କ ପାଖରୁ ନଗଦ ୯୩ ହଜାର ୯୬୫ ଟଙ୍କା ସହିତ ୪୦ଟି ସଟ୍ଟା…

ମୁଲାୟମ ସିଂ ଯାଦବଙ୍କୁ ପଦ୍ମ ବିଭୁଷଣ ମିଳିବା ପରେ ପ୍ରତିକ୍ରିୟା ରଖିଲେ ଲାଲୁଙ୍କ ଝିଅ

ପାଟନା,୬।୪: ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ବୁଧବାର ବରିଷ୍ଟ ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂ ଯାଦବଙ୍କୁ ମରଣୋତ୍ତର ପଦ୍ମ ବିଭୁଷଣରେ ସମ୍ମାନୀତ କରିଛନ୍ତି। ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ମରଣୋତ୍ତର ଭାବେ ଏହି ସମ୍ମାନ ଦିଆଯାଇଛି। ସେ ଦେଶର ପ୍ରତିରକ୍ଷା ମନ୍ତ୍ରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri