Home Left

ଉତ୍ପାତ କରୁଛନ୍ତି ହାତୀପଲ

ଚମ୍ପୁଆ,୨୩।୮(ମହେଶ୍ୱର ଦାସ): କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ୍‌ରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ଦିନ ବେଳେ ହାତୀପଲ ଜଙ୍ଗଲରେ ରହୁଥିବା ବେଳେ ସଞ୍ଜ ନଇଁଲେ ଶସ୍ୟ କ୍ଷେତ୍ର ନଷ୍ଟ କରିବା ସହ ଗ୍ରାମ ମଧ୍ୟକୁ ପ୍ରବେଶ କରି ଘର ଭାଙ୍ଗି ଚାଲିଛନ୍ତି।…

ହାଇକୋର୍ଟ ହଟାଇଲେ ରହିତାଦେଶ

କଟକ,୨୩।୮(କାର୍ତ୍ତିକ ସାହୁ): ନର୍ସିଂ ଅଫିସର ନିଯୁକ୍ତି ଉପରେ ଜାରି ରହିତାଦେଶକୁ ମଙ୍ଗଳବାର ହାଇକୋର୍ଟ ହଟାଇ ଦେଇଛନ୍ତି। ଏଥିସହିତ ହାଇକୋର୍ଟକୁ ଆସିଥିବା ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଉଦ୍ଦିଷ୍ଟ ପଦ ବ୍ୟତୀତ ଅନ୍ୟ ପଦରେ ନର୍ସିଂ ଅଫିସରଙ୍କୁ ନିଯୁକ୍ତି ଦେବା ନିମନ୍ତେ ଉଚ୍ଚ ଅଦାଲତ ନିର୍ଦ୍ଦେଶ…

ଗ୍ରୀସ ଜଙ୍ଗଲରେ ନିଆଁ: ଉଦ୍ଧାରକାରୀଙ୍କୁ ମିଳିଲା ୧୮ ମୃତଦେହ

ଆଥେନ୍ସ,୨୩।୮: ଗ୍ରୀକ ଅଗ୍ନିଶମ କର୍ମଚାରୀଙ୍କୁ ଉତ୍ତର-ପୂର୍ବ ଗ୍ରୀସର ଏକ ଅଞ୍ଚଳରେ ୧୮ ଜଣଙ୍କ ମୃତଦେହ ମିଳିଛି। ଗତ କିଛି ଦିନ ହେବ ଏହି ଅଞ୍ଚଳର ଜଙ୍ଗଲରେ ନିଆଁ ଲାଗି ରହିଛି। ଅଧିକାରୀମାନେ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଉତ୍ତର-ପୂର୍ବ ଆଲେକ୍ସଜାଣ୍ଡ୍ରୋପୋଲିସ ଅଞ୍ଚଳର…

ନିଅଣ୍ଟିଆ ବର୍ଷା ବଢ଼ାଇଲା ଚାଷୀଙ୍କ ଚିନ୍ତା

ଭୁବନେଶ୍ୱର,୨୩।୮(ଅନିଲ ଦାସ): ରାଜ୍ୟକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବେଶ କରିବା ପରଠାରୁ ୫ଟି ଲଘୁଚାପ ସୃଷ୍ଟି ହେଲାଣି। ଜୁଲାଇ ୩୦ ତାରିଖରେ ହୋଇଥିବା ଲଘୁଚାପକୁ ଛାଡ଼ିଦେଲେ ଅନ୍ୟ ୪ଟିରେ ବର୍ଷା ନାହିଁ। ରାଜ୍ୟର ୧୧ ଜିଲାରେ ଏବେ ନିଅଣ୍ଟିଆ ବର୍ଷା ଚାଷୀଙ୍କ ସମସ୍ୟା…

‘ଶାନ୍ତ, ସହନଶୀଳ ହେଲେ ଜ୍ଞାନ ବୃଦ୍ଧି ହୁଏ’

କଟକ,୨୩।୮ (କାର୍ତ୍ତିକ ସାହୁ): ମଣିଷ ମଧ୍ୟରେ ଅନ୍ତର୍ନିହିତ ଚିନ୍ତାଶକ୍ତି ଭରି ରହିଛି। ଏହି ଚିନ୍ତାଶକ୍ତିର ବ୍ୟବହାର ପ୍ରତ୍ୟେକ ଦିନ କରାଯିବା ଆବଶ୍ୟକ। ପ୍ରତ୍ୟେକ ପିଲାଠାରେ ରହିଥିବା ଜାଣିବାର ଇଚ୍ଛା ଗୁଣ ଈଶ୍ୱରଦତ୍ତ। ତା’କୁ ମାତାପିତା ବାଧା ଦେବା ଉଚିତ୍‌ ନୁହେଁ। କାହିଁକି…

ଇସ୍ରୋକୁ କରୁଥିଲେ ପରିହାସ, ଏବେ ଚନ୍ଦ୍ରୟାନ -୩କୁ ଲାଇଭ ଦେଖିବାକୁ କରୁଛନ୍ତି ଦାବି

ଇସଲାମାବାଦ,୨୩।୮: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)କୁ ପରିହାସ କରିବା ପରେ ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଫୱାଦ ହୁସେନ ମଙ୍ଗଳବାର ଭାରତର ତୃତୀୟ ଚନ୍ଦ୍ର ମିଶନ ‘ଚନ୍ଦ୍ରୟାନ’କୁ ପ୍ରଶଂସା କରି ଏହାକୁ ମାନବଜାତି ପାଇଁ ଏକ ଐତିହାସିକ ମୁହୂର୍ତ୍ତ ବୋଲି କହିଛନ୍ତି।…

୨୦୨୪ରୁ ମେଗା ପାଇପଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ

ଖୋର୍ଦ୍ଧା,୨୩।୮(ପ୍ରଭାତ ପାଣିଗ୍ରାହୀ): ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ତାଙ୍କ ବ୍ୟକ୍ତିଗତ (୫-ଟି) ସଚିବ ଭି.କେ. ପାଣ୍ଡିଆନ୍‌ ରାଜ୍ୟର ବିଭିନ୍ନ ଜିଲା ଗସ୍ତକରି ଲୋକଙ୍କଠାରୁ ଅଭିଯୋଗ ଗ୍ରହଣ କରିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି। ଏହିକ୍ରମରେ ମଙ୍ଗଳବାର ୫-ଟି ସଚିବ ଖୋର୍ଦ୍ଧା ଗସ୍ତରେ…

ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଅବଧି ଅଗଷ୍ଟ ୨୫କୁ ବଢ଼ିଲା

ଭୁବନେଶ୍ୱର,୨୩।୮(ଅନିଲ ଦାସ): ଖରିଫ ଋତୁ ପାଇଁ ରାଜ୍ୟ ସରକାର ଚାଷୀ ପଞ୍ଜୀକରଣ ସମୟ ଆଉ ୩ ଦିନ ବୃଦ୍ଧି କରିଛନ୍ତି। ଅଗଷ୍ଟ ୨୫ ତାରିଖ ଯାଏ ଖରିଫ ଧାନ ବିକ୍ରି ପାଇଁ ଚାଷୀମାନେ ନିଜର ନାମ ପଞ୍ଜୀକରଣ କରିପାରିବେ। ଏନେଇ ମଙ୍ଗଳବାର…

କାନାଡାର ଅର୍ଥମନ୍ତ୍ରୀଙ୍କ ଉପରେ ଦ୍ରୁତ ଗତିରେ ଗାଡି ଚଳାଇବା ଅଭିଯୋଗ, ଲାଗିଲା ୨୦୦ ଡଲାରର ଜରିମାନା

ଓଟାଓ୍ବା,୨୩।୮: କାନାଡାର ଅର୍ଥମନ୍ତ୍ରୀ କ୍ରିଷ୍ଟିଆ ଫ୍ରିଲାଣ୍ଡଙ୍କୁ ଦ୍ରୁତ ଗତିରେ ଗାଡି ଚଳାଇବା ଅଭିଯୋଗରେ ୨୦୦ଡଲାରର ଜରିମାନା କରାଯାଇଛି। ମଙ୍ଗଳବାର ଜଣେ ମୁଖପାତ୍ର କହିଛନ୍ତି ଯେ କ୍ରିଷ୍ଟିଆ ଫ୍ରିଲାଣ୍ଡଙ୍କୁ ତାଙ୍କ ନିଜ ପ୍ରଦେଶରେ ଦ୍ରୁତ ଗତିରେ ଗାଡି ଜଳାଇବା ଯୋଗୁ ଜରିମାନା ହୋଇଛି।…

ସ୍ବାଧୀନତା ସଂଗ୍ରାମୀ ମକର ଦାସଙ୍କ ପରଲୋକ

ଡେରାବିଶ,୨୩।୮(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ବସୁପୁର ପଞ୍ଚାୟତ ହାଟବାଣପୁର ଗ୍ରାମର ସ୍ବାଧୀନତା ସଂଗ୍ରାମୀ ମକର ଦାସ(୯୯)ଙ୍କ ମଙ୍ଗଳବାର ପରିଲୋକ ହୋଇଛି। ବୟସାଧିକ୍ୟ ଅସୁସ୍ଥତା କାରଣରୁ ରୋଗଗ୍ରସ୍ତ ହୋଇ ଚଳିତମାସ ୧ ତାରିଖଠାରୁ କଟକ ବଡ଼ ମେଡିକାଲରେ ମକର…

ଘର ନିର୍ମାଣ ଅନୁମତିରେ ଜାଲିଆତି

ସମ୍ବଲପୁର,୨୩।୮(ଶୁଭାଶିଷ ପାଢ଼ୀ): ସମ୍ବଲପୁର ଉନ୍ନୟନ ପ୍ରାଧିକରଣ (ଏସ୍‌ଡିଏ) ଅଫିସରେ ଚାଲିଥିବା ଜାଲିଆତିର ପର୍ଦ୍ଦାଫାଶ କରିଛି ପୋଲିସ। ଅଭିଯୁକ୍ତମାନେ ପ୍ଲାନିଂ ଅଫିସରଙ୍କ ଅଜାଣତରେ ତାଙ୍କ ଦସ୍ତଖତ, ଷ୍ଟାମ୍ପ, ଚିଠି ବ୍ୟବହାରକରି ବ୍ୟାଙ୍କ ଋ଼ଣ ଓ ଘର ନିର୍ମାଣ ପାଇଁ ଅନୁମତିପତ୍ର କରୁଥିଲେ। ଖୋଦ…

ରାଷ୍ଟ୍ରପତି ନିର୍ବାଚନର ପ୍ରଥମ ଜିଓପି ବିତର୍କରେ ୮ ପ୍ରାର୍ଥୀ ନେବେ ଭାଗ, ସାମିଲ ହେବେନି ଟ୍ରମ୍ପ

ଓ୍ବାଶିଂଟନ୍‌,୨୩।୮: ଆସନ୍ତା ବର୍ଷ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଆଜି ରାଷ୍ଟ୍ରପତି ନିର୍ବାଚନର ପ୍ରଥମ ଜିଓପି ବିତର୍କ ହେବ। ତେବେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ବିତର୍କରେ ଭାଗ ନେଇ ପାରିବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?