ରାଜପଥ ସର୍ଭିସ ରୋଡ୍ ଡ୍ରେନ୍ ସ୍ଲାବ୍ ଭାଙ୍ଗିଲା
କେନ୍ଦୁଝର,୨୦ା୫ (ସ୍ବ.ପ୍ର.): କେନ୍ଦୁଝର ଜାତୀୟ ରାଜପଥ ୨୦ର ବାଲିଆଗୁଡ଼ା ନିକଟରେ ସର୍ଭିସ ରୋଡ୍ ଡ୍ରେନ୍ ଉପରେ ନିର୍ମାଣ ହୋଇଥିବା ସ୍ଲାବ ଭାଙ୍ଗିଯାଇଛି। ଫଳରେ ରାସ୍ତାରେ ଯାତାୟାତ କରୁଥିବା ଗାଡ଼ି ତଥା ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିଛି। ଏଥିସହ ଡ୍ରେନ୍ ଜାମ…
ବ୍ରେନ୍ କ୍ୟାନ୍ସରର ସହଜ ଚିକିତ୍ସା ସମ୍ଭବ
ଥିରୁଭାନନ୍ତପୁରମ: ଏଣିକି ବ୍ରେନ୍ କ୍ୟାନ୍ସର ଚିକିତ୍ସା ଅତି ସହଜ ଉପାୟରେ କରାଯାଇପାରିବ। ସାନ୍ ଫ୍ରାନ୍ସିସ୍କୋ ମେଡିକାଲ ସେଣ୍ଟର, ୟୁନିଭର୍ସିଟି ଅଫ୍ କାଲିଫର୍ନିଆର ବୈଜ୍ଞାନିକଙ୍କ ପକ୍ଷରୁ ଏହି ଚିକିତ୍ସା ପଦ୍ଧତି ଉଦ୍ଭାବନ କରାଯାଇଛି। ଷ୍ଟଡି ମୁଖ୍ୟ ସରଥା କ୍ରିଷ୍ଣନ କହିଛନ୍ତି, ଆଣ୍ଟି-ସିଜର୍ ଡ୍ରଗ୍କୁ ବ୍ୟବହାର…
ଗଛଡାଳ ଭାଙ୍ଗିଲା, ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ିଲା
ରସୁଲପୁର,୨୦ା୫(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳରେ ଶୁକ୍ରବାର କାଳବୈଶାଖୀ ତାଣ୍ଡବ ରଚିଛି। ଅପରାହ୍ନରେ ସ୍ବଳ୍ପ ଅବଧିର ଝଡ଼ତୋଫାନ ଯୋଗୁ ଓଡ଼ିଶୋ ପଞ୍ଚାୟତ ବିଶେଷ କ୍ଷତିଗ୍ରସ୍ତ ହୋଇଛି। ଏହି ରାସ୍ତା ପାର୍ଶ୍ୱରେ ଥିବା ଗଛଗୁଡ଼ିକର ଡାଳ ଭାଙ୍ଗି ପଡ଼ିବାରୁ ବାରବାଟୀ-ବାହାବଳପୁର ପୂର୍ତ୍ତ ବିଭାଗ ରାସ୍ତା,…
ଆପତ୍ତି ଉଠାଇଲେ ଏଜି
ଯାଜପୁର ଅଫିସ,୨୦ା୫: ରାଜ୍ୟରେ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ମାନଙ୍କ ସୁରକ୍ଷାରେ ଜାଲ୍ ପ୍ରମାଣପତ୍ରଧାରୀ ଶିକ୍ଷୟିତ୍ରୀଶିକ୍ଷକ ରହିଛନ୍ତି। ଏହି ଶିକ୍ଷୟିତ୍ରୀଶିକ୍ଷକମାନଙ୍କ ପ୍ରମାଣପତ୍ର ଜାଲ୍ ବୋଲି ଯାଞ୍ଚ ପ୍ରକ୍ରିୟାରେ ସ୍ପଷ୍ଟ ହେବା ସତ୍ତ୍ୱେ ବିଇଓମାନେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଏ ନେଇ…
ପାନୀୟ ଜଳ ପ୍ରକଳ୍ପର ଚାବି ଚୋରି, ଥାନାରେ ଏତଲା
ପଟ୍ଟାମୁଣ୍ଡାଇ,୨୦ା୫(ସ୍ବ.ପ୍ର.): ପ୍ରଚଣ୍ଡ ଗ୍ରୀଷ୍ମ ତାପରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଥିବା ବେଳେ ବିଭିନ୍ନ ସ୍ଥାନରେ ଜଳସଙ୍କଟ ମଧ୍ୟ ବଢ଼ିବାରେ ଲାଗିଛି। ସରକାର ଅର୍ଥ ବ୍ୟୟକରି ବିଭିନ୍ନ ପ୍ରକଳ୍ପ ନିର୍ମାଣ କରି ପ୍ରତ୍ୟେକ ପରିବାରକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇ ଦେଉଛନ୍ତି। ମାତ୍ର…
ମିସ୍ଡ କଲ୍ରେ ନୂତନ ବିଦ୍ୟୁତ୍ ସଂଯୋଗ
ଭୁବନେଶ୍ୱର,୨୦।୫: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ଏକ ଅଭିନବ ସେବା ‘ମିସ୍ଡ କଲ୍ରେ ନୂତନ ବିଦ୍ୟୁତ୍ ସଂଯୋଗ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏପରିକି କମ୍ପାନୀ ପକ୍ଷରୁ ଦିଆଯାଇଥିବା ଦେୟମୁକ୍ତ ନମ୍ବର ୧୮୦୦-୩୪୫-୭୧୨୨,୧୯୧୨ରେ କଲ୍ କରିପାରିବେ କିମ୍ବା ୮୦୯୩୦୦୯୯୯୦ରେ…
ଗୁଳୁଗୁଳି, ରୌଦ୍ରତାପରେ ଜନଜୀବନ ଅସ୍ତବ୍ୟସ୍ତ
ପଟ୍ଟାମୁଣ୍ଡାଇ,୨୦ା୫(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତଥା ଏହାର ଆଖପାଖ ଅଞ୍ଚଳରେ କିଛିଦିନ ହେଲା ପ୍ରବଳ ଖରା ସାଙ୍ଗକୁ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଦୈନିକ ତାପମାତ୍ରା ୪୦ରୁ ୪୧ ଡିଗ୍ରୀ ରହୁଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ଗତ ୪ରୁ୫…
ନୂଆ ଅବତାରରେ ଆସିବ ପେବ୍ୟାକ୍ ଇଣ୍ଡିଆ
ଭୁବନେଶ୍ୱର,୨୦।୫: ଦେଶର ପ୍ରମୁଖ ଫିନ୍ଟେକ୍ କମ୍ପାନୀ ତଥା ଭାରତପେ ଗ୍ରୁପ୍ର ସର୍ବବୃହତ୍ ମଲ୍ଟି ବ୍ରାଣ୍ଡ୍ ବିଶ୍ୱସ୍ତତା କାର୍ଯ୍ୟକ୍ରମ ‘ପେବ୍ୟାକ୍ ଇଣ୍ଡିଆ’ ଖୁବ୍ଶୀଘ୍ର ନୂଆ ଅବତାରରେ ଆସିବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ଏପରିକି ସାରା ଦେଶରେ ବିଶ୍ୱସ୍ତତା ଏବଂ ପୁରସ୍କାର…
ଜଗତ୍ସିଂହପୁର ସହର: ଜବରଦଖଲରେ ଡ୍ରେନ୍
ଜଗତ୍ସିଂହପୁର ଅଫିସ, ୨୦ା୫: ନିୟମ ରହିଛି ପ୍ରାକୃତିକ ନାଳ କିମ୍ବା ଡ୍ରେନ୍ ରୋକାଯାଇପାରିବ ନାହିଁ। ଏହାର ଗତି ବଦଳା ଯିବ ନାହିଁ। କେହି ଜବରଦଖଲ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କୋର୍ଟଙ୍କ ଏହି ନିର୍ଦ୍ଦେଶ ପାଳନ କରିବାକୁ ରାଜ୍ୟ…
୪୦ ବର୍ଷ ପରେ ରାସ୍ତାରେ ମାଟି ପଡ଼ିଲା
ରଘୁନାଥପୁର,୨୦।୫(ଡି.ଏନ୍.ଏ.): ରଘୁନାଥପୁର ବ୍ଲକ ବିଦ୍ୟାଧରପୁର ପଞ୍ଚାୟତ ନୂଆପଡା ଓମ୍ଫେଡ ପ୍ଲାଣ୍ଟ ପାଖ ୯ନଂ. ୱାର୍ଡ ଦଳିତସାହି ରାସ୍ତାରେ ଦୀର୍ଘ ୪୦ ବର୍ଷ ପରେ ମାଟି ପକାଯାଇ ଯାତାୟାତ ଉପଯୋଗୀ କରାଯାଉଛି। ସରପଞ୍ଚ ସାହେଦା ତବସୁମଙ୍କ ପକ୍ଷରୁ ଏମ୍ଜିଏନ୍ଆରଇଜିଏସ୍(ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ…
ଜାପାନରେ ଫୁମିଓ କିଶିଦାଙ୍କୁ ଭେଟିଲେ ମୋଦି
ନୂଆଦିଲ୍ଲୀ,୨୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୭ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଜାପାନର ହିରୋସିମା ଗସ୍ତରେ ଅଛନ୍ତି। ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ନିମନ୍ତ୍ରଣରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦି ହିରୋସିମାରେ ପହଞ୍ଚିଛନ୍ତି। ଜି-୭ ବୈଠକରେ ଯୋଗଦେବା ପୂର୍ବରୁ ସେ ଫୁମିଓଙ୍କୁ…
ନୁରେ ଭାରତର ପିପୋ ନେଟ୍ ଶୁଭାରମ୍ଭ
ଭୁବନେଶ୍ୱର,୨୦।୫: ଦେଶର ପ୍ରମୁଖ ଡିଜିଟାଲ ପ୍ଲାଟ୍ଫର୍ମ ନୁରେ ଭାରତ ନେଟ୍ୱର୍କର ନୂଆ ମୋବାଇଲ ଆପ୍ ‘ପିପୋ ନେଟ୍’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହା ଜରିଆରେ ରେଳଯାତ୍ରୀଙ୍କୁ ବିଭିନ୍ନ ପ୍ରକାର ସେବା ଓ ସୁବିଧା ଆଗାମୀ ଦିନରେ ଯୋଗାଇ ଦିଆଯିବ ବୋଲି…
Archives


