ପ୍ରକଳ୍ପ ପ୍ରତିଶ୍ରୁତିରେ ଜିଲାବାସୀ ଅଣନିଃଶ୍ୱାସୀ
କେନ୍ଦ୍ରାପଡ଼ା ଅଫିସ, ୨୭ା୫: ଅର୍ଥନୈତିକ ଅଭିବୃଦ୍ଧିରେ ରାଜ୍ୟର ୨୬ତମ ସ୍ଥାନରେ କେନ୍ଦ୍ରାପଡ଼ା ଜିଲା ଅଛି। ଅର୍ଥକରୀ ଫସଲ ଯୋଜନା ନ ଥିଲେ ମଧ୍ୟ କୃଷିଭିତ୍ତିକ ଅର୍ଥନୀତିରେ ଏହି ଜିଲା ପରିଚାଳିତ ହେଉଛି। ରାଜନେତାମାନେ ଗତ ଦଶନ୍ଧି ଧରି ଏହାର ସୁଯୋଗ ନେଉଛନ୍ତି।…
ପ୍ରତ୍ୟାଶା, କିଟ୍ ମହିଳାଙ୍କୁ ସ୍ବର୍ଣ୍ଣ
ଭୁବନେଶ୍ୱର, ୨୭ା୫ (ସ୍ପୋଟର୍ସ ବ୍ୟୁରୋ): ଉତ୍ତରପ୍ରଦେଶ ରାଜ୍ୟର ବିଭିନ୍ନ ସହରରେ ୩ୟ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଅନୁଷ୍ଠିତ ହେଉଛି। ଶୁକ୍ରବାର ରଗବୀ ଇଭେଣ୍ଟର ଅନ୍ତିମ ଦିବସରେ କିଟ୍ ମହିଳା ଦଳ ୫୬:୦ରେ ମୁମ୍ବାଇ ୟୁନିଭର୍ସିଟିକୁ ପରାସ୍ତ କରି ଚାମ୍ପିୟନ ହେବା…
୨୦ବର୍ଷରୁ କମ୍ ଫୁଟ୍ବଲ ବିଶ୍ୱକପ୍: ଇଂଲଣ୍ଡ ନକ୍ଆଉଟ୍କୁ ଉନ୍ନୀତ
ବୁଏନ୍ସଏୟାର୍ସ, ୨୭ା୫ (ପି.ଟି.): ଉରୁଗୁଏ ବିପକ୍ଷରେ ୩-୨ ଗୋଲ୍ରେ ବିଜୟ ହାସଲ କରି ଇଂଲଣ୍ଡ ୨୦ବର୍ଷରୁ କମ୍ ଫୁଟ୍ବଲ ବିଶ୍ୱକପ୍ ନକଆଉଟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଏଥିସହିତ ଦଳ ଅନ୍ୟତମ ଟାଇଟଲ ଫେଭରାଇଟ୍ ହୋଇ ଉଭା ହୋଇଛି। ଦକ୍ଷିଣ ଆଫ୍ରିକା ଓ…
ସବୁଠୁ ବିପଦପୂର୍ଣ୍ଣ ରାସ୍ତା
ବଲିଭିଆରେ ରହିଛି ବିଶ୍ୱର ସବୁଠାରୁ ବିପଜ୍ଜନକ ରାସ୍ତା। ଏହି ରାସ୍ତାରେ ଗାଡ଼ି ଚଳାଇବା ଜଣକ ପାଇଁ ଶେଷ ଡ୍ରାଇଭ ହୋଇପାରେ। ବଲିଭିଆର ଡେଥ୍ ରୋଡ ଦୁନିଆର ସବୁଠାରୁ ବିପଜ୍ଜନକ ରାସ୍ତା ବୋଲି ବିବେଚନା କରାଯାଏ। ସମୟ ଥିଲା ଯେତେବେଳେ ପ୍ରତିବର୍ଷ ଏଠାରେ…
ରୋଗ ଚିହ୍ନଟକୁ ଗୁରୁତ୍ୱାରୋପ
ନୂଆଦିଲ୍ଲୀ,୨୭।୫: ଅନ୍ତଃରାଷ୍ଟ୍ରୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଗ୍ଲେନ୍ମାର୍କ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍ (ଜିପିଏଲ୍) ପକ୍ଷରୁ ଉଚ୍ଚ ରକ୍ତଚାପ ମାସ ପାଳିତ ହୋଇଯାଇଛି। ପ୍ରତି ବର୍ଷ ମେ ମାସରେ ମାସାଧିକ କାଳ ଏ ନେଇ ସଚେତନତାଭିତ୍ତିକ କାର୍ଯ୍ୟକ୍ରମ ସାଙ୍ଗକୁ ଉକ୍ତ ମାସରେ ରୋଗ ଚିହ୍ନଟକୁ ଗୁରୁତ୍ୱ ଦିଆଯାଇଥାଏ।…
ବନ୍ଧନ ବ୍ୟାଙ୍କର ୪ର୍ଥ ତ୍ରୈମାସିକ ଫଳାଫଳ
ନୂଆଦିଲ୍ଲୀ,୨୭।୫: ବନ୍ଧନ ବ୍ୟାଙ୍କ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବ୍ୟାଙ୍କର କାରବାର ଶୁଭାରମ୍ଭ କରିବାର ସାଢ଼େ ସାତ ବର୍ଷ ମଧ୍ୟରେ ମୋଟ ୨.୧୭ ଲକ୍ଷ କୋଟି ଟଙ୍କାରୁ ଅଧିକ କାରବାର ହୋଇଛି।…
ହାଇ ୱାଟେଜ୍ ବ୍ୟାଟେନ୍ର ଶୁଭାରମ୍ଭ
ନୂଆଦିଲ୍ଲୀ,୨୭।୫: ଦେଶର ପ୍ରମୁଖ ଏଲ୍ଇଡି ଲାଇଟ୍ ଉତ୍ପାଦକ ସୂର୍ୟା ରୋସ୍ନି ଲିମିଟେଡ୍ର ବହୁ ପ୍ରତୀକ୍ଷିତ ତଥା ନୂତନ ଉତ୍ପାଦ ‘ହାଇ ୱାଟେଜ୍ ବ୍ୟାଟେନ୍’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଉପଭୋକ୍ତାଙ୍କ ଜୀବନକୁ ସରଳ ଓ ସ୍ବାସ୍ଥ୍ୟକର କରିବା ପାଇଁ କମ୍ପାନୀ…
ବଜାରରେ ଏନିଗ୍ମାର ନୂତନ ମଡେଲ
ନୂଆଦିଲ୍ଲୀ,୨୭।୫: ଦେଶର ପ୍ରମୁଖ ବୈଦ୍ୟୁତିକ ଯାନ ଇଲେକ୍ଟ୍ରି ଭେହକିଲ(ଇଭି) ନିର୍ମାତା ଏନିଗ୍ମା ଅଟୋମୋବାଇଲ୍ସ ପ୍ରାଇଭେଟ୍ ଲିମିଟେଡ୍ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ କ୍ରିଙ୍କ୍ (ଟ୍ରେଡ୍ମାର୍କଡ୍) ଓ ଜିଟି ୪୫୦ (ଟ୍ରେଡ୍ମାର୍କଡ୍) ସିରିଜ୍ର ହାଇସ୍ପିଡ୍ ଭାରିଆଣ୍ଟର ଶୁଭାରମ୍ଭ ସମ୍ପର୍କରେ ଘୋଷଣା…
କ୍ରମ୍ପଟନ୍ର ମିନି ମାଷ୍ଟର ପ୍ଲସ୍ ପମ୍ପ
ନୂଆଦିଲ୍ଲୀ,୨୭।୫: କ୍ରମ୍ପଟନ୍ ଗ୍ରୀଭସ୍ କଞ୍ଜୁମର ଇଲେକଟ୍ରିକାଲ୍ସ ଲିମିଟେଡ୍ର ବହୁ ପ୍ରତୀକ୍ଷିତ ତଥା ହାଇଫ୍ଲୋ ମାକ୍ସ ପ୍ରଯୁକ୍ତିରେ ସୁସଜ୍ଜିତ ମିନି ମାଷ୍ଟର ପ୍ଲସ୍ ପମ୍ପର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀର ଏହି ସଦ୍ୟତମ ଛାମୁଆ ଉପତ୍ାଦ ଏକାଧିକ ନବୋନ୍ମେଷୀ ବୈଶିଷ୍ଟ୍ୟ ସହ…
ଚିତା ଟ୍ରାକିଂ ଟିମ୍କୁ ଡକାୟତ ଭାବି ଆକ୍ରମଣ
ଶେଓପୁର, ୨୭ା୫: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରୁ ନିଖୋଜ ଥିବା ଏକ ମାଈ ଚିତାକୁ ଖୋଜିବା ପାଇଁ ଯାଇଥିବା ଟିମ୍କୁ ଶିବପୁରୀ ଜିଲାର କେତେଜଣ ସ୍ଥାନୀୟ ଲୋକ ଡକାୟତ ଭାବି ଆକ୍ରମଣ କରିଛନ୍ତି। ଏଥିରେ ଜଙ୍ଗଲ ବିଭାଗର ଜଣେ କର୍ମଚାରୀ ଆହତ…
ବର୍ଷା ବିତ୍ପାତ: ୧୨ ମୃତ
ଜୟପୁର, ୨୭ା୫(ପି.ଟି.): ରାଜସ୍ଥାନର ଟୋଙ୍କ ଜିଲାରେ ବର୍ଷା ବିତ୍ପାତରେ ୧୨ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକେ ଆହତ ହୋଇଛନ୍ତି। ଆହତମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଟୋଙ୍କ ଜିଲାପାଳ ଚିନ୍ମୟୀ ଗୋପାଳ କହିଛନ୍ତି। ଗୁରୁବାର ରାତିର ଜିଲାର ବିଭିନ୍ନ ସ୍ଥାନରେ…
୪ ଦିନ ପାଇଁ ମୁଖ୍ୟ ବିଚାରପତି
ନୂଆଦିଲ୍ଲୀ,୨୭ା୫: ବମ୍ବେ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ରମେଶ ଦେବକୀନନ୍ଦନ ଧନୁକାଙ୍କୁ ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ମିଳିଛି। ସେ ଆସନ୍ତା ୩୦ରେ ୬୨ ବର୍ଷରେ ପଦାର୍ପଣ କରିବା ସହ ଅବସର ନେବେ। ଅର୍ଥାତ୍ ବମ୍ବେ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ତାଙ୍କ…
Archives


