Home Left

ବିଜେଡିର ମିଶ୍ରଣ ପର୍ବ

ବାସୁଦେବପୁର,୪।୯ (ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ନରସିଂହପୁର ପଞ୍ଚାୟତର ଶନିମନ୍ଦିର ନିକଟରେ ବିଜେଡିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଯୋଗଦେଇ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରିବା…

ଶ୍ୱଶୁର ଘରେ ବେଡସିଟ୍‌ ବାନ୍ଧି ଫ୍ୟାନ୍‌ ହୁକରେ ଝୁଲିପଡ଼ିଲେ ଡାକ୍ତର ଜ୍ୱାଇଁ

ବ୍ରହ୍ମପୁର,୪ା୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଗୋଷଣୀନୂଆଗାଁ ଥାନା ଅନ୍ତର୍ଗତ ଶକ୍ତିନଗରରେ ରବିବାର ରାତିରେ ଜଣେ ଡାକ୍ତର ତାଙ୍କ ଶ୍ୱଶୁର ଘରେ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଡା. ସୁରେନ୍ଦ୍ର କୁମାର ରଥ(୫୧)। ସୁରେନ୍ଦ୍ରଙ୍କ ଘର ରାୟଗଡ଼ା ଜିଲାରେ ହୋଇଥିବା ବେଳେ ସେ…

ରାସ୍ତା ନାହିଁ ତ ଭୋଟ ନାହିଁ

ବୁଗୁଡ଼ା,୪ା୯(କାଳି ଚରଣ ଦାଶ): ସ୍ବାଧୀନତାର ୭୬ ବର୍ଷ ପରେ ବି ଗାଁକୁ ଭଲ ରାସ୍ତାଟିଏ ନାହିଁ। ଫଳରେ ଛାତ୍ରୀଛାତ୍ରଙ୍କ ସମେତ ଗ୍ରାମବାସୀ ଯାତାୟାତରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତି ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଲକ ଗୋଲିଆ…

୭ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୪।୯(ଅନିଲ ଦାସ): ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପ କ୍ଷେତ୍ରର ରୂପ ନେବ ବୋଲି ଭୁବେନଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଲଘୁଚାପ ପ୍ରଭାବରେ ୭ ଜିଲାରେ ପ୍ରବଳରୁ…

ଖରିଫ ଧାନ ବିକ୍ରିରେ କମିଲା ଚାଷୀଙ୍କ ପଞ୍ଜୀକରଣ

ଭଦ୍ରକ, ୪।୯(ସନାତନ ରାଉତ): ଭଦ୍ରକ ଜିଲାରେ ଚଳିତ ବର୍ଷ ଖରିଫ ଧାନ ବିକ୍ରି ପାଇଁ ପଞ୍ଜୀକରଣ ଶେଷ ହୋଇଛି। ଜିଲାରେ ୧୫୫ ମଣ୍ଡିରେ ୮୩ ହଜାର ୮୬୭ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଧାନର ସହାୟକ ମୂଲ୍ୟ ବୃଦ୍ଧି ପାଇଥିବା ସତ୍ତ୍ୱେ ଚାଷୀ…

୧୦୦ କୋଟି କ୍ଲବ୍‌ରେ ‘ଡ୍ରିମ ଗର୍ଲ-୨’

ମୁମ୍ବାଇ: ଫିଲ୍ମ ‘ଡ୍ରିମ ଗର୍ଲ-୨’ ରିଲିଜ୍‌ ହେବାର ୧୦ ଦିନ ପରେ ସାରା ଦୁନିଆରେ ୧୦୦ କୋଟି ଅତିକ୍ରମ କରିଛି, ଅର୍ଥାତ୍‌ ୧୦୦ କୋଟି କ୍ଲବରେ ପ୍ରବେଶ କରିଛି। ଏହା ସହିତ ‘ଡ୍ରିମ ଗର୍ଲ-୨’ର ଅଭିନେତାଙ୍କ ଏହା ପଞ୍ଚମ ଚଳଚ୍ଚିତ୍ର, ଯାହା…

ଜିଲା ଦାବି ଆନ୍ଦୋଳନରେ ସାମିଲ ହେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୪ା୯(ବାବୁଲା ପ୍ରଧାନ): ଘୁମୁସର ଜିଲା ଦାବି ଆନ୍ଦୋଳନ ୧୯୯୩ରୁ ଆରମ୍ଭ ହୋଇଛି। ଏହା ବର୍ତ୍ତମାନ ସୁଧା ଚାଲିଛି। କିନ୍ତୁ ସରକାର ଦାବି ପ୍ରତି ଗୁରୁତ୍ୱ ଦେଉ ନ ଥିବାବେଳେ ସୋମବାର ଘୁମୁସର ବାହିନୀ ପକ୍ଷରୁ ଜଗନ୍ନାଥପ୍ରସାଦ ବ୍ଲକ କଳିଙ୍ଗପଦର ଅଚ୍ୟୁତାନନ୍ଦ ଆଶ୍ରମ…

ଆଇଏସଆଇଏସର ୨ କମାଣ୍ଡରଙ୍କ ସମେତ ୭ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

ଇସଲାମାବାଦ,୪।୯: ପଞ୍ଜାବ ପ୍ରଦେଶରେ ୭ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରି ପାକିସ୍ତାନର ଆଇନ ପ୍ରଣୟନକାରୀ ସଂସ୍ଥା ଏକ ବଡ଼ ଆତଙ୍କବାଦୀ ଷଡଯନ୍ତ୍ରକୁ ବିଫଳ କରିଛି। ଇସ୍ଲାମିକ ଷ୍ଟେଟ ଅଫ ଇରାକ ଏଣ୍ଡ ସିରିଆ (ଆଇଏସଆଇଏସ) ର ଦୁଇଜଣ ମୁଖ୍ୟ କମାଣ୍ଡର ଏଥିରେ…

ମୂର୍ତ୍ତି ତିଆରି କରି ଲକ୍ଷାଧିକ ଟଙ୍କା ରୋଜଗାର

କର୍ଲାମୁଣ୍ଡା:୪।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମାଠାରୁ ଦୁଇ କିଲୋମିଟର ଦୂରରେ ରହିଛି ଫଲସାପଡା ଗାଁ। ଗାଁରେ ରୁହନ୍ତି ଶିଳ୍ପୀ ହେମାନନ୍ଦ ସାହୁ(୨୮)। ମୂର୍ତ୍ତି ତିଆରି କରି ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ଚଳିତ ବର୍ଷ…

ରାଜ୍ୟ, କେନ୍ଦ୍ର ଉପରେ ବର୍ଷିଲେ ସୁର ରାଉତରାୟ

ଘସିପୁରା,୪।୯(ନିରଞ୍ଜନ ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ପକ୍ଷରୁ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ ଜଟଣି ବିଧାୟକ ସୁର ରାଉତରାୟ ଯୋଗ ଦେଇଥିଲେ। ତାଙ୍କୁ ଦେଖିବା ଏବଂ ତାଙ୍କ ଅଭିଭାଷଣ ଶୁଣିବାକୁ କର୍ମୀ ଓ ସାଧାରଣ…

ପ୍ରତିଷ୍ଠା ଦିବସରେ ଛାତ୍ରୀଛାତ୍ର, ଅଧ୍ୟାପକଙ୍କୁ ସମ୍ମାନିତ

ଚାନ୍ଦବାଲି,୪ା୯(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ମତୋ ଯୁକ୍ତ ୩ ସ୍ନାତକ ମହାବିଦ୍ୟାଳୟର ୩୨ତମ ପ୍ରତିଷ୍ଠା ଦିବସ ସୋମବାର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ରାପଡ଼ା ସ୍ବୟଂଶାସିତ କଲେଜର ପ୍ରାକ୍ତନ ଇଂଲିଶ ବିଭାଗୀୟ ମୁଖ୍ୟ ତ୍ରିଲୋଚନ ପ୍ରଧାନ…

‘ଏକ ଦେଶ ଏକ ନିର୍ବାଚନ’ ଲାଗୁ ହେଲେ ଭାଜପା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ମୁହଁ ଦେଖାଇବ ନାହିଁ: କେଜ୍‌ରିଓ୍ବାଲ

ଜୟପୁର,୪।୯: ଚଳିତ ବର୍ଷ ରାଜସ୍ଥାନରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି (ଏଏପି) ମଧ୍ୟ ମଇଦାନରେ ରହିଛି। ପାର୍ଟି ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ସୋମବାର ଜୟପୁରରେ ଏକ କାର୍ଯ୍ୟକ୍ରମରେ ପହଞ୍ଚି ‘ଏକ ଦେଶ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?