Home Left

ସୁରକ୍ଷା ଭିତରେ ହେବ ସ୍ନାନଯାତ୍ରା: ୬୦ ପ୍ଲାଟୁନ୍‌ ପୋଲିସ ଫୋର୍ସ

ପୁରୀ ଅଫିସ, ୨।୬ : ସ୍ନାନ ଯାତ୍ରା ପାଇଁ ଶନିବାରଠାରୁ ପୁରୀରେ ଟ୍ରାଫିକ କଟକଣା ଲାଗୁ ହେବ। ପୁରୀ ଟାଉନ ହଲଠାରେ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବ ପୋଲିସ ସମୀକ୍ଷା ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି ।…

ଉଚ୍ଚଶିକ୍ଷା ପାଇଁ ଆଦିବାସୀ ଛାତ୍ରଙ୍କୁ ଅର୍ଥ ସାଜିଛି ବାଧକ

କର୍ଲାମୁଣ୍ଡା,୨।୬(ଡିଏନଏ): ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଭଲ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା ଜଣେ ଛାତ୍ରଙ୍କ ଉଚ୍ଚ ଶିକ୍ଷା ପାଇଁ ଅର୍ଥ ବାଧକ ସାଜିିଛି। ସୂଚନାଯୋଗ୍ୟ, କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରାଜପୁର ପଞ୍ଚାୟତ ରାଜପୁର ଗାଁର ହେମଲତା ମାଝୀଙ୍କ ପୁଅ…

୧୬ ଘଣ୍ଟା ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ ଅଫିସ, ୨।୬: ଶ୍ରୀମନ୍ଦିରରେ ୧୬ ଘଣ୍ଟା ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ହୋଇଛି। ଶୁକ୍ରବାର ରାତି ୧୦ ଟାରୁ ଶନିବାର ଅପରାହ୍ନ ୨ଟା ଯାଏ ଦର୍ଶନ ବନ୍ଦ ରହିବା ନେଇ ନିଷ୍ପତ୍ତି ନିଆଯାଇଛି। ଦେବସ୍ନାନ ନୀତି ଲାଗି ଦର୍ଶନ ବନ୍ଦ…

କଲ୍ୟାଣ ମଣ୍ଡପ ନିର୍ମାଣର ଟେଣ୍ଡର ଫିକ୍ସିଂ ଅଭିଯୋଗର ତଦନ୍ତ କରିବେ ଉପଜିଲାପାଳ

କେସିଙ୍ଗା,୨।୬(ଡିଏନଏ): କଳାହାଣ୍ଡି ଜିଲା କେସିଙ୍ଗା ଏନ.ଏ.ସିର ୱାର୍ଡ ନମ୍ବର ୨ରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଗତ ଦୁଇମାସରେ ଶେଷ ହୋଇଥିଲା। ଏହି ଟେଣ୍ଡର ପ୍ରକ୍ରିୟାକୁ ବିରୋଧ କରି ଏନ.ଏ.ସିର ଦୁଇ ଜଣ କାଉନସିଲର ରୋହିତ ଜୈନ…

ପ୍ରଥମ ଫିଲ୍ମ ପାଇଁ ନିଜର ଓଜନ କମାଇଥିଲେ ସୋନାକ୍ଷି

ମୁମ୍ବାଇ: ବଲିଉଡର ଦବଙ୍ଗଗର୍ଲ ଭାବେ ପରିଚିତ ସୋନାକ୍ଷି ସିହ୍ନା ଶୁକ୍ରବାର ତାଙ୍କର ୩୬ ତମ ଜନ୍ମଦିନ ପାଳନ କରୁଛନ୍ତି। ୨ ଜୁନ ୧୯୮୭ରେ ସୋନାକ୍ଷିଙ୍କର ଜନ୍ମ ବିହାରର ପାଟନାରେ ହୋଇଥିଲା। ବଲିଉଡର ନାଁ କରା ଅଭିନେତା ଶତ୍ରୁଘ୍ନ ସିହ୍ନା ଓ ପୁନମ…

ଡବ୍ଲୁଟିସି ଫାଇନାଲ: ଟିମ୍‌ ଇଣ୍ଡିଆ ପାଇଁ ଭାରି ପଡିପାରନ୍ତି କଙ୍ଗାରୁ ଟିମ୍‌ର ଏହି ଖେଳାଳି

ନୂଆଦିଲ୍ଲୀ,୨।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ପାଇଁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ। ଜୁନ୍‌ ୭ରୁ ଲଣ୍ଡନର ଓଭାଲରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ। ତେବେ ମଇଦାନରେ ଦ୍ରୁତ ବୋଲର୍‌ଙ୍କ ଦ୍ୱାରା ଭଲ ରନ୍‌ କରିହେବ ବୋଲି…

ମଣିପୁର ହିଂସା : ଅମିତ ଶାହାଙ୍କ ଅପିଲ ପରେ ଫେରାଇଲେ ୧୪୦ ଅସ୍ତ୍ରଶସ୍ତ୍ର

ଇମ୍ଫାଲ,୨।୬: ମଣିପୁରରେ ହିଂସା ପରେ ଶାନ୍ତି ବଜାୟ ରଖିବା ପାଇଁ ପ୍ରୟାସ ଜାରି ରହିଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ ସିଂଙ୍କ ଅପିଲ ପରେ ଜୁନ ୧ରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୪୦ଟି…

ବାଂଲାଦେଶରେ ରିଲିଜ ହେବ ସଲମାନଙ୍କ ମୁଭି

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାଁଙ୍କ ମୁଭି ‘କିସି କା ଭାଇ କିସି କି ଜାନ’ ଇଦ ଅବସରରେ ୨୧ ଏପ୍ରିଲ ୨୦୨୩ରେ ରିଲିଜ ହୋଇଥିଲା। ମୁଭିକୁ ବକ୍ସ ଅଫିସରେ ଭଲ ରେସପନ୍ସ ବି ମିଳିଥିଲା। ଏବେ ଏହି ମୁଭି ‘କିସି…

ବୋଲେରୋ ଗାଡି ଧକ୍କାରେ ଦୁଇ ମୃତ, ଜଣେ ଗୁରୁତର

ବ୍ରହ୍ମପୁର ଅଫିସ,୨।୬: ସଦର ଥାନା ଅନ୍ତର୍ଗତ ବାଲିପଡାରେ ଗୁରୁବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବୋଲେରୋ ଗାଡି ଧକ୍କାରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ପୋଲିସ ଏମକେସିଜି…

କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ସମର୍ଥନ ପାଇଁ ହେମନ୍ତ ସୋରେନଙ୍କୁ ଭେଟିଲେ କେଜ୍‌ରିଓ୍ବାଲ

ରାଞ୍ଚି,୨।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଶୁକ୍ରବାର ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ପରେ କେଜ୍‌ରିଓ୍ବାଲ କହିଛନ୍ତି, ସୁପ୍ରିମକୋର୍ଟ ଦିଲ୍ଲୀର ନିର୍ବାଚିତ ସରକାରଙ୍କୁ ସମସ୍ତ କ୍ଷମତା ଦେଇଥିଲେ ମଧ୍ୟ ୮ ପରେ କେନ୍ଦ୍ର ସରକାର ଏକ ଅଧ୍ୟାଦେଶ…

ଷ୍ଟେସନ ରୋଡ଼ରୁ ବେନିୟମ ହମ୍ପସ ଉଠାଇବାକୁ ଦାବି

କେନ୍ଦୁଝର,୨।୬(ସ୍ବ.ପ୍ର) କେନ୍ଦୁଝରଗଡ଼ ରେଳଷ୍ଟେସନ ଠାରୁ ଧୋବାଡ଼ିହା ପର୍ଯ୍ୟନ୍ତ ଷ୍ଟେସନ ରୋଡ଼ଟି ସମସ୍ତ ରେଳ ଯାତ୍ରୀଙ୍କ ପାଇଁ ଜୀବନରେଖା ସଦୃଶ୍ୟ। ଭାରତୀୟ ଖାଦ୍ୟ ନିଗମ, ଅବକାରୀ ବିଭାଗ ରେଞ୍ଜ ଅଫିସ ଆଦି ବିଭାଗର ବହୁ ସଂଖ୍ୟାରେ ଯାନବହନ ଏହି ରାସ୍ତାରେ ଚଳାଚଳ କରିଥାଏ।…

ଶ୍ରୀଲଙ୍କା ଟିମ୍‌ରେ ଡେବ୍ୟୁ କରିବେ ଏହି ୨୦ ବର୍ଷୀୟ କ୍ରିକେଟର

ନୂଆଦିଲ୍ଲୀ,୨।୬: ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଜୁନ ୨ରୁ ଆରମ୍ଭ ହୋଇଛି। ସିରିଜର ପ୍ରଥମ ଦିନିକିଆରେ ଆଇପିଏଲର ୧୬ତମ ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଦଳର ଶ୍ରେଷ୍ଠ ବୋଲିଂ କରିଥିବା ମାଥିଶା ପାଥିରାନାଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri