Home Left

ରାମେଶ୍ୱର ମନ୍ଦିର ଅସୁରକ୍ଷିତ

ସୋନପୁର, ୪।୬(ନି.ପ୍ର.): ସୁବର୍ଣ୍ଣପୁର ସହରର ରାମେଶ୍ୱର ଶୈବ ମନ୍ଦିର ଏବେ ଅସୁରକ୍ଷିତ। ରକ୍ଷଣାବେକ୍ଷଣ ଅଭାବରୁ ଏହି ପୁରାତନ ମନ୍ଦିରର ଏଭଳି ଅବସ୍ଥା ହୋଇଛି। ସାମାନ୍ୟ ବର୍ଷା ହେଲେ ଛାତରୁ ପାଣି ଝରୁଛି। ମନ୍ଦିର କାନ୍ଥରେ ଫାଟ ସୃଷ୍ଟି ହେଲାଣି। ସରକାର ପୁରାତନ…

ମାଓବାଦୀ ପରିଚୟ ଦେଇ କରୁଥିଲେ ଡକାୟତି

ନୂଆପଡ଼ା ଅଫିସ, ୪।୬: ନୂଆପଡା ସଦର ବ୍ଲକ ଧରବନ୍ଧା ଥାନା ଆମାନାରା ଗାଁରେ ମାଓବାଦୀ ପରିଚୟ ଦେଇ ଡକାୟତି କରୁଥିବା ଅଭିଯୋଗରେ ୬ ଆନ୍ତଃ ରାଜ୍ୟ ଡକାୟତଙ୍କୁ ନୂଆପଡା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଖରିଆର…

ନଦୀଘାଟରୁ ଖୋଲାଖୋଲି ବାଲି ଚାଲାଣ

ଖଡ଼ିଆଳ, ୪।୬(ଡି.ଏନ.ଏ.): ନୂଆପଡା ଜିଲା ଖଡ଼ିଆଳ ବ୍ଲକରେ ୧୧ଟି ନଦୀ ବାଲିଘାଟ ଅଛି। ତୋର୍ଲି, ବିଛନାପାଲି ନମ୍ବର ୧, କିକିରିବେଡା ନିଲାମ ହୋଇଛି। ବିଛନାପାଳି ନମ୍ବର ୨, ବଡଦୋହେଲ, ଗୋଡଧୁଆ ପଦର, ଭୁଲିଆସିକୁଆ, ଖୁଦପେଜ, ଚାନ୍ଦଗିରି, ଅରେଡା, କୁଶମାଲ ବାଲିଘାଟ ବର୍ତ୍ତମାନ…

ବୋଣ୍ଡୋଗୁଡ଼ା ରତ୍ନପଥର ଖଣି ଉପରେ ମାଫିଆଙ୍କ ଦୃଷ୍ଟି

ଭବାନୀପାଟଣା, ୪।୬(ସ୍ବ.ପ୍ର.): କଳାହାଣ୍ଡି ଜିଲାର ଅନ୍ତର୍ଜାତିକ ବୋଣ୍ଡୋଗୁଡା ରତ୍ନପଥର ଖଣି ମାଫିଆଙ୍କ ଦୃଷ୍ଟି ପଡିଛି। ଜିଲାରେ କୋଟି କୋଟି ଟଙ୍କାର ରତ୍ନପଥର ଥିବା ବେଳେ ପ୍ରକ୍ରିୟାକରଣ ନ ଥିବା ଯୋଗୁ ଲୋକେ ଦାଦନ ମୁହାଁ ହେବା ସାଧାରଣରେ ଉଦବେଗର ବିଷୟ ହୋଇଛି।…

ସେବା କାର୍ଯ୍ୟ ସହ ମାଗଣାରେ ପାଠପଢ଼ାଉଛନ୍ତି ନେହା

ନୂଆପଡ଼ା ଅଫିସ, ୪।୬: ଛତିଶଗଡ ସୀମାନ୍ତ ନୂଆପଡ଼ା ଜିଲା ଖରିଆର ରୋଡ ସହରରେ କୋମଳମତି ବାଳିକାବାଳକଙ୍କ ମୁହଁରେ ହସ ଫୁଟାଇବା ସହ ମାଗଣାରେ ଶିକ୍ଷାଦାନ କରୁଛନ୍ତି ଜଣେ ଉଚ୍ଚ ଶିକ୍ଷିତା ମହିଳା। ୪ ବର୍ଷ ପୂର୍ବେ ପ୍ରଥମେ ୩ଜଣ ପିଲାକୁ ନେଇ…

ଭୂମି ଅଧିଗ୍ରହଣ, ବନ ବିଭାଗ ସର୍ତ୍ତାବଳୀ ଅଡୁଆ

ରାଉରକେଲା ଅଫିସ, ୪।୬: ରାଉରକେଲା ହକି ଛକ ଭାୟା ବନ୍ଧମୁଣ୍ଡା-ଜରେଇକେଲା ୨୫କିମି ରାସ୍ତା ଜାତୀୟ ରାଜପଥ ବିଭାଗ ଅଧୀନକୁ ଯାଇଛି। ଫଳରେ ଉକ୍ତ ରାସ୍ତା ନିର୍ମାଣ ପାଇଁ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏହି ରାସ୍ତା ପାଇଁ ଆର୍ଥିକ ଅନୁଦାନ…

ସହରରେ ସୁଧୁରୁନି ଟ୍ରାଫିକ ସମସ୍ୟା

ବରଗଡ଼ ଅଫିସ, ୪।୬: ବରଗଡ଼ ସହରରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ଜଟିଳ ହୋଇପଡୁଛି। ସହରର ଭଟଲି ଛକ, ଥାନା ଛକ, ଲେଙ୍ଗୁ ମିଶ୍ର-ଲମ୍ବା ବିଲ୍‌ଡିଂ ରାସ୍ତା, ଗାନ୍ଧୀ ଛକ, ଗୁରୁଦ୍ୱାରା ଛକ ଆଦି ସ୍ଥାନରେ ଟ୍ରାଫିକ ସମସ୍ୟା ଅନିୟନ୍ତ୍ରିତ ହୋଇପଡିଛି।…

ଅପମିଶ୍ରିତ, ନିମ୍ନମାନର ଖାଦ୍ୟ ବିକ୍ରି ବଢୁଛି

ନୟାଗଡ଼ ଅଫିସ, ୪।୬: ନୟାଗଡ଼ ଜିଲା ସଦର ମହକୁମା ନିକଟସ୍ଥ ଘଡୁଆଳର ଏକ ଜଳଖିଆ ଦୋକାନରେ ଇଡ୍‌ଲି ଓ ଘୁଗୁନିରୁ ପୋକ ବାହାରି ଥିଲା। ନୟାଗଡ଼ର ଏକ ପରିବାର ଖାଉଥିବାବେଳେ ପୋକ ବାହାରିବାରୁ ଅଭିଯୋଗ କରିଥିଲେ । ତେବେ ସୁଫଳ ମିଳି…

ନବଜାତ ଶିଶୁ ୱାର୍ଡ ଭିତରେ ବାଉଁଶ

ନୟାଗଡ଼ ଅଫିସ, ୪।୬: ନୟାଗଡ ଜିଲା ମୁଖ୍ୟ ଚିକିସତ୍ାଳୟ ପରିସରରେ ଥିବା ମାତୃ ଓ ଶିଶୁ ଚିକିସତ୍ାଳୟର ନବଜାତ ଶିଶୁଙ୍କ ୱାଡର୍ର୍ର ଝରକା ଦେଇ ବାଉଁଶ ରହିଥିବାରୁ ମା ଓ ଶିଶୁ ଅଭିଶପ୍ତ ଜୀବନଯାପନ କରୁଛନ୍ତି । ବର୍ଷା ହେଲେ ବର୍ଷା…

ସ୍ଥିତି ପରଖିଲେ ଆନ୍ଧ୍ରପ୍ରଦେଶ ଅଧିକାରୀ

କଟକ ଅଫିସ, ୪।୬: ବାଲେଶ୍ୱର ଜିଲା ବାହାନଗା ରେଳଷ୍ଟେଶନ ନିକଟରେ ଶୁକ୍ରବାର ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ଘଟିଛି। ଏଥିରେ ୨୮୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୮୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶରେ ବହୁସଂଖ୍ୟକ ଯାତ୍ରୀ ରହିଥିବା ଜଣାପଡିଛି। ସେମାନଙ୍କୁ…

ମୋ’ ବସ୍‌ ଧକ୍କାରେ ଜଣେ ମୃତ

କଟକ ସଦର, ୪।୬(ଡି.ଏନ୍‌.ଏ.): ୪୨ ମୌଜା ଥାନା ଅନ୍ତର୍ଗତ ଦଧିବାମନପୁର ଛକରେ ଶନିବାର ସନ୍ଧ୍ୟାରେ ମୋ’ ବସ୍‌ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଏହି ଥାନା ଅନ୍ତର୍ଗତ ଦଧିବାମନପୁର ଗ୍ରାମର ନୀରୋଦ ସାମଲ(୪୫)। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ମୋ’…

ଦୋଷ ସ୍ବୀକାର କଲେ ପୂର୍ବତନ କିରାଣି

କୋଣାର୍କ, ୪।୬(ଡି.ଏନ୍‌.ଏ.): କୋଣାର୍କ ଭଗବତୀ ମହାବିଦ୍ୟାଳୟର ୨୨ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ ଘଟଣାରେ ସମ୍ପୃକ୍ତ ପୂର୍ବତନ କିରାଣି ଅଭିଯୋଗର ୪ସପ୍ତାହ ପରେ ଶନିବାର ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିଛନ୍ତି। ନିଜ ସପକ୍ଷରେ ଦୋଷକୁ ସ୍ବୀକାର କରିବା ସହ ସଫେଇ ଦେଇ କହିଥିଲେ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri