ବିପଦସଙ୍କୁଳ ଅବସ୍ଥାରେ ସୁନା ନଦୀ ପୋଲ
ଯୋଡ଼ା,୪ା୫(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ସହର ମଧ୍ୟ ଭାଗ ଦେଇ ଯାଇଥିବା ସୁନା ନଦୀ ପୋଲ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଫ୍ଲାଏ ଓଭର ରାସ୍ତା କାମ ଚାଲିଥିବାରୁ ଉକ୍ତ ପୋଲ ନିକଟରେ ମାଟି ଖୋଳି କାର୍ଯ୍ୟ କରାଯାଉଛି। ବର୍ଷା ଯୋଗୁ ପୋଲରୁ…
ଲକ୍ଷାଧିକ ଟଙ୍କା ବ୍ୟୟରେ କୋଠା ନିର୍ମାଣ: ଏବେ ଭୂତକୋଠି
ପଟ୍ଟାମୁଣ୍ଡାଇ, ୪ା୫(ସ୍ବ.ପ୍ର.): ସରକାରୀ ତହବିଲରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ କୋଠା ନିର୍ମାଣ ହେଉଛି। କେଉଁଠି ଅଧାପନ୍ତରିଆ ହୋଇପଡିଛି ତ ଆଉ କେଉଁଠାରେ ଉଦ୍ଘାଟନ ବି ହୋଇଛି। ହେଲେ କୌଣସି କାରଣକୁ ନେଇ ଏହିସବୁ କୋଠା ଲୋକଙ୍କର କାମରେ ଆସୁନାହିଁ। ପରିତ୍ୟକ୍ତ…
ଅନିଶ୍ଚିତତା ମଧ୍ୟରେ ଦୀପକ ଫର୍ଟିଲାଇଜର
ପାରାଦୀପ, ୪ା୫ (ସ୍ବ.ପ୍ର.): ପୂର୍ବ ଭାରତର ବିକାଶ ପଥ ପାରାଦୀପକୁ କୁହାଯାଉଛି। ୨୦୧୬ ଫେବୃୟାରୀ ୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାରାଦୀପ ଗସ୍ତ ବେଳେ ଏଭଳି ଘୋଷଣା କରିଥିଲେ। ପାରାଦୀପରେ ଲକ୍ଷେ କୋଟି ଟଙ୍କା ପୁଞ୍ଜି ନିବେଶ ହେବ ବୋଲି କେନ୍ଦ୍ର…
୨୦ରୁ ୧୦ ଆଲର୍ଟ କେନ୍ଦ୍ରରେ ବାଜୁନି ସାଇରନ
କେନ୍ଦ୍ରାପଡ଼ା ଅଫିସ, ୪ା୫: ଆସନ୍ତା ୬ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ପାଣିପାଗ ବିଶେଷଜ୍ଞଙ୍କ ଏହି ଆକଳନ କେନ୍ଦ୍ରାପଡ଼ାବାସୀଙ୍କୁ ଆତଙ୍କିତ କରିଛି। ୧୯୯୯ ମହାବାତ୍ୟାଠାରୁ ୨୦୨୧ ୟାସ୍ ପର୍ଯ୍ୟନ୍ତ ଓଡ଼ିଶାରେ ହୋଇଥିବା ପ୍ରତ୍ୟେକ ସାମୁଦ୍ରିକ ଝଡ଼କୁ ଜିଲାବାସୀ ସମ୍ମୁଖୀନ…
ରେଳଷ୍ଟେଶନକୁ ୨ୟ ଶ୍ରେଣୀ ମାନ୍ୟତା ଦାବିରେ ଧାରଣା
ଚଣ୍ଡିଖୋଲ,୪ା୫(ଡି.ଏନ.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବରୀ ଠେଙ୍ଗଡରେଳ ଷ୍ଟେଶନକୁ ଦିତୀୟ ଶ୍ରେଣୀ ମାନ୍ୟତା ପ୍ରଦାନ ଦାବିରେ ବୁଧବାରଠାରୁ ଗଣଧାରଣା ଆରମ୍ଭ ହୋଇଛି। ବରୀ ଠେଙ୍ଗଡ ରେଳଷ୍ଟେଶନ କ୍ରିୟାନୁଷ୍ଠାନ କମିଟି ଆନୁକୂଲ୍ୟରେ ଏହି ଧାରଣା ଆରମ୍ଭ ହୋଇଥିବାବେଳେ ଆସନ୍ତା ୮…
ସଙ୍କଟରେ ବୁଣାକାରଙ୍କ ଜୀବିକା
ରସୁଲପୁର,୪ା୫(ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ପ୍ରଥମାଖଣ୍ଡ ପଞ୍ଚାୟତ ଗୋପାଳପୁର ଗାଁରେ ୧୭ଟି ସମିତି ଅଧୀନରେ ଥିବା ୧୫୦୦ ବୁଣାକାର ପରିବାରର ଜୀବିକା ସଙ୍କଟ ଭିତରକୁ ଠେଲି ହୋଇଯାଉଛି। ଟସରକୋଷା ଅଭାବରୁ ୩ ହଜାରରୁ ଊର୍ଦ୍ଧ୍ୱ ତନ୍ତଶାଳା ଠପ୍ ହୋଇଯାଇଛି। ଟସର ବସ୍ତ୍ର…
ଉଚ୍ଛେଦ ହେବ ଅନାବଶ୍ୟକ ଅଣଶିକ୍ଷକ ପଦବୀ
ଭୁବନେଶ୍ୱର,୪।୫(ବ୍ୟୁରୋ): ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ବିଭିନ୍ନ ଅଣଶିକ୍ଷକ ପଦବୀ ଖାଲି ପଡ଼ିଥିବାବେଳେ ସେଥିମଧ୍ୟରୁ ଅନେକ ପଦବୀ ଅନାବଶ୍ୟକ ରହିଛି। ତେଣୁ ଉକ୍ତ ପଦବୀଗୁଡ଼ିକ ଉଚ୍ଛେଦ କରିବାକୁ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି। ଏନେଇ ବିଭାଗର ସ୍ବତନ୍ତ୍ର ସଚିବ ବୀରେନ୍ଦ୍ର…
ସମ୍ଭାବ୍ୟ ବାତ୍ୟା କଥା ଶୁଣି ବୋହିନେଲେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ: କଳାବଜାରୀ ଆଶଙ୍କା
ଭୁବନେଶ୍ୱର,୪।୫ (ବ୍ୟୁରୋ): ଆସନ୍ତା ୯ ତାରିଖରେ ଓଡ଼ିଶାରେ ବାତ୍ୟା ସମ୍ଭାବନା ରହିଥିଲେ ମଧ୍ୟ ବର୍ତ୍ତମାନ ପାଇଁ ରାଜ୍ୟକୁ ପାଣିପାଗ ବିଭାଗରୁ ଏନେଇ ସତର୍କ ସୂଚନା ଜାରି କରାଯାଇନାହିଁ। ଏହାସତ୍ତ୍ୱେ ବୁଧବାର ବାତ୍ୟା ଖବର ପାଇବା ମାତ୍ରେ ରାଜଧାନୀବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି…
ସ୍ବତନ୍ତ୍ର ହସ୍ତତନ୍ତ ମେଳା ଉଦ୍ଘାଟିତ
ଭୁବନେଶ୍ୱର,୪।୫: ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସହଯୋଗୀ ସଂସ୍ଥା ସମ୍ବଲପୁରୀ ବସ୍ତ୍ରାଳୟ ଦ୍ବାରା ଚଳିତ ବର୍ଷର ସାବିତ୍ରୀ ବ୍ରତ ଉପଲକ୍ଷେ ଏକ ସ୍ବତନ୍ତ୍ର ହସ୍ତତନ୍ତ ମେଳା-୨୦୨୩ ଆରମ୍ଭ ହୋଇଛି। ସ୍ଥାନୀୟ ଏକାମ୍ର ହାଟଠାରେ ଖୋଲିଥିବା ଏହି ମେଳାକୁ…
ବାଉନ୍ସର ଗ୍ୟାଙ୍ଗ୍ ମୁଖ୍ୟ ରାଘବ ଜେନା ଗିରଫ
ଭୁବନେଶ୍ୱର,୪।୫(ବ୍ୟୁରୋ): ଭୁବନେଶ୍ୱରରେ ଏକ ବିବାଦୀୟ ଜମିକୁ ଅକ୍ତିଆର କରିବାକୁ ଯାଇ ରାତି ଅଧରେ ଜେସିବି ଲଗାଇ ଦୋକାନ ଭାଙ୍ଗି ଲୁଟ୍ ଘଟଣାରେ ଫେରାର ଥିବା ବାଉନ୍ସର ଗ୍ୟାଙ୍ଗର ମୁଖ୍ୟ ରାଘବ ଜେନା ଦେଢ଼ମାସ ପରେ କମିଶନରେଟ ପୋଲିସ ହାତରେ ଧରାପଡ଼ିଛନ୍ତି। ନୟାପଲ୍ଲୀ…
ସେଓ ଚାଷ କରି ଉଦାହରଣ ସୃଷ୍ଟିକଲେ ରବୀନ୍ଦ୍ର
କୋରେଇ,୪ା୫(ଡି.ଏନ.ଏ.): ଗଛ ଡାଳରେ ଝୁଲୁଛି ପିଜୁଳି, ସପେଟା, ଆମ୍ବ ଏବଂ ସେଓ। ଧୀର ପବନରେ ଝୁଲିଝୁଲି ସତେ ଯେପରି ଆନନ୍ଦରେ ନାଚୁଛି ସେଓ ପେନ୍ଥା। ଏହା କଶ୍ମୀର କିମ୍ବା ଅନ୍ୟ କୌଣସି ରାଜ୍ୟର ଦୃଶ୍ୟ ନୁହେଁ। ଏହା ହେଉଛି ଯାଜପୁର ଜିଲା…
ଓଡ଼ିଶାରେ ଆନ୍ଧ୍ର ଅଧିକାରୀଙ୍କ ପୁଣି ଅନୁପ୍ରବେଶ
ପଟ୍ଟାଙ୍ଗି, ୪।୫(ଡି.ଏନ୍.ଏ.): ଓଡ଼ିଶାର ସୀମାନ୍ତ ଗ୍ରାମରେ ପୁଣି ଆନ୍ଧ୍ର ରାଜ୍ୟର ଉଚ୍ଚ ପଦାଧିକାରୀଙ୍କ ଅନୁପ୍ରବେଶ। ସୋମବାର ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ପିଡ଼ିକା ରାଜନା ଦୋରା ଆସି ବିଭିନ୍ନ ଯୋଜନା ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା ଫେରିଥିଲେ। ବୁଧବାର ଆନ୍ଧ୍ର ପାର୍ବତୀପୁରମ୍ ଜିଲାର ଆଇଟିଡିଏ…
Archives


