ରାଷ୍ଟ୍ରପତି ପ୍ରାର୍ଥୀ ଦୌଡରେ ଡୋନାଲ୍ଡ ଟ୍ରମ୍ପ ପ୍ରଥମ ସ୍ଥାନରେ, ଦ୍ୱିତୀୟରେ ବିବେକ ରାମସ୍ବାମୀ
ଓ୍ବାଶିଂଟନ୍,୨୧।୯: ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଦୌଡରେ ଭାରତୀୟ ବଂଶୋଭବ ବିବେକ ରାମସ୍ବାମୀ ବର୍ତ୍ତମାନ ଦ୍ୱିତୀୟ ସ୍ଥାନରେ ଥିବାବେଳେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମ ସ୍ଥାନରେ ଅଛନ୍ତି। ସିଏନଏନ ସର୍ଭେ ଅନୁଯାୟୀ, ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଫ୍ଲୋରିଡା…
୨୦୨୪ ନିର୍ବାଚନ ପୂର୍ବରୁ ଜେଜେପିକୁ ବଡ ଧକ୍କା
ଚଣ୍ଡିଗଡ଼,୨୧।୯: ଲୋକ ସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଦଳ ସେମାନଙ୍କର ରାଜନୀତିର ସମିକରଣ ସେଟ କରିବାରେ ଲାଗି ପଡିଛନ୍ତି। ଯେହେତୁ ପ୍ରତ୍ୟେକ ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡ଼ିକରେ ଉତ୍ତେଜନା ଦେଖାଯାଏ। ବିଭିନ୍ନ ଦଳର ନେତାମାନେ ଏଠାରୁ ସେଠାକୁ ଯାଆନ୍ତ। ଯେଉଁଥିପାଇଁ ଏକ…
ଟ୍ରୁଡୋଙ୍କ ବୟାନ ପରେ ହିନ୍ଦୁଙ୍କ ଉପରେ ବିପଦ, ସୁରକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖି ଏହି ଦାବି କଲା ସଂଗଠନ
ଓଟାଓ୍ବା,୨୧।୯: କାନାଡାର ସୁରକ୍ଷା ମନ୍ତ୍ରୀ ଡୋମିନିକ ଲିବ୍ଲେଙ୍କ୍ଙ୍କୁ ହିନ୍ଦୁ ଫୋରମ କାନାଡା ଏକ ଚିଠି ଲେଖିଛି। ଯେଉଁଥିରେ ଖାଲିସ୍ତାନୀଙ୍କ ବିପଦକୁ ଦୃଷ୍ଟିରେ ରଖି ସେ ହିନ୍ଦୁ ସମ୍ପ୍ରଦାୟର ସୁରକ୍ଷା ଦାବି କରିଛନ୍ତି। ହିନ୍ଦୁ ଫୋରମ କାନାଡା ହେଉଛି ଏକ ଅଣ-ଲାଭକାରୀ ମାନବିକ…
ଏୟାରଲାଇନର ବିମାନ ସୁରକ୍ଷା ମୁଖ୍ୟଙ୍କୁ ୧ ମାସ ପାଇଁ ନିଲମ୍ବିତ କଲା ଡିଜିସିଏ
ନୂଆଦିଲ୍ଲୀ,୨୧।୯: ଟାଟା ଗ୍ରୁପ ମାଲିକାନାରେ ଥିବା ଏୟାର ଇଣ୍ଡିଆକୁ ଏକ ବଡ ଝଟକା ଲାଗିଛି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଏୟାର ଇଣ୍ଡିଆର ବିମାନ ସୁରକ୍ଷା ମୁଖ୍ୟଙ୍କୁ ଦିଆଯାଇଥିବା ମଞ୍ଜୁରୀ ଉପରେ ଏକ ମାସ ପାଇଁ ରୋକ ଲଗାଇଛି। ଏଥିସହ…
ଗେହଲଟ ସରକାରଙ୍କ ଉପରେ ବର୍ଷିଲେ ଧାମି
ଜୟପୁର,୨୧।୯: ରାଜସ୍ଥାନ ବିଧାନସଭା ନିର୍ବାଚନକୁ ଧ୍ୟାନରେ ରଖି ଭାଜପା ଶାସକ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଛି। ନେତା ଓ ମନ୍ତ୍ରୀ ଗେହଲଟ ସରକାର ଉପରେ ଖୁବ ବର୍ଷିଛନ୍ତି। ସେପଟେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ଏକ ବଡ ବୟାନ ସାମ୍ନାକୁ…
ଚଳନ୍ତା ଡଙ୍ଗାରେ ଏପରି କଲେ ନାବିକ, ଭିଡିଓ ଦେଖିଲେ…
ଯେଉଁମାନେ ଡଙ୍ଗାରେ ଯାତ୍ରା କରନ୍ତି ସେମାନେ ନାବିକଙ୍କୁ ବିଶ୍ୱାସ କରି ଡଙ୍ଗାରେ ବସିଥାନ୍ତି। ଡଙ୍ଗାକୁ ଭଲ ଭାବରେ ଚଳାଇବା ନାବିକଙ୍କର ଏକମାତ୍ର ଦାୟିତ୍ୱ ଅଟେ। ଏଥିରେ ବସିଥିବା ଲୋକଙ୍କ ପାଇଁ ଯେପରି କୌଣସି ବପଦ ନ ଆସୁ। ଥରେ ଭାବିଲେ ଡଙ୍ଗା…
ବଲିଉଡ ଫିଲ୍ମ କରିବେ ନାହିଁ ନୟନତାରା!
ମୁମ୍ବାଇ: ଶାହରୁଖ ଖାନଙ୍କ ଫିଲ୍ମ ଯବାନ ବକ୍ସ ଅଫିସରେ ହିଟ୍ ସାବ୍ୟସ୍ତ ହୋଇଛି। ଏହି ଫିଲ୍ମ ପ୍ରଶଂସକଙ୍କ ଠାରୁ ବହୁତ ଭଲ ପାଇବା ପାଇଛି। ଯବାନ ଭାରତରେ ୫୦୦ କୋଟିରୁ ଅଧିକ ଟଙ୍କା ବିଜନେସ କରିଥିବା ବେଳେ ଆଗକୁ ଏହା ବୃଦ୍ଧି…
ନଡ୍ଡା କହିଲେ ଆଜି ମହିଳା ସଂରକ୍ଷଣ ବିଲ ଲାଗୁ ହେଲେ ୨୦୨୯ ମଧ୍ୟରେ ଲାଗୁ ହୋଇଯିବ, ନଚେତ…
ନୂଆଦିଲ୍ଲୀ,୨୧।୯: ମହିଳା ସଂରକ୍ଷଣ ବିଲ କାର୍ଯ୍ୟକାରୀ କରିବାରେ ବିଳମ୍ବ, କେତେଜଣ ମହିଳାଙ୍କ ପାଇଁ କାହିଁକି ସଂରକ୍ଷଣ ନାହିଁ ଭଳି ବିରୋଧୀ ଦଳର ଏହି ପ୍ରଶ୍ନର ଉତ୍ତରରେଭାଜପା ଏମପି ଜେପି ନାଡ୍ଡା କହିଛନ୍ତି ଯେ ମହିଳାମାନେ କେଉଁ ଆସନରେ ସଂରକ୍ଷଣ ପାଇବେ, କେଉଁ…
ଇତିହାସ ରଚିଲେ ଶେଫାଳି
ହାଙ୍ଗଝୋ,୨୧।୯: ଏସିଆନ ଗେମ୍ସ ୨୦୨୩ରେ ମହିଳା କ୍ରିକେଟରେ ସେମିଫାଇନାଲରେ ପ୍ରବେଶ କରିଛି ଭାରତ। ବର୍ଷା ଯୋଗୁ ଭାରତ ଏବଂ ମାଲେସିଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ରଦ୍ଦ ହୋଇଛି। ପ୍ରଥମେ ବ୍ୟାଟିଂ କରି ଭାରତ ୨ ଉଇକେଟ ହରାଇ ୧୭୩ ରନ ସଂଗ୍ରହ…
ବସ ଭଡ଼ା ନିର୍ଦ୍ଧାରିତ ଦରଠାରୁ ଅଧିକ ନେବାରୁ ଅସନ୍ତୋଷ: ଆନ୍ଦୋଳନ ପାଇଁ ଚେତାବନୀ
ଦାରିଙ୍ଗବାଡି,୨୧।୯(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ଯାତାୟତ କରୁଥିବା ଯାତ୍ରୀବାହୀ ଘରୋଇ ଓ ସରକାରୀ ବସଗୁଡିକର ଦୌରାତ୍ମ୍ୟ ବୃଦ୍ଧି ପାଇଥିବା ଅଭିଯୋଗ ହୋଇଛି। ସରକାରଙ୍କ ନିର୍ଦ୍ଧାରିତ ଦର ଠାରୁ ଅଧିକ ଅର୍ଥ ଯାତ୍ରୀମାନଙ୍କଠାରୁ ସଂଗ୍ରହ କରାଯାଉଥିବା ନେଇ ଅଞ୍ଚଳରେ ଅସନ୍ତୋଷ…
‘୩ ଇଡିଅଟ୍ସ’ ଅଭିନେତା ଅଖିଲ ମିଶ୍ରାଙ୍କ ପରଲୋକ
ମୁମ୍ବାଇ: ଆମରି ଖାଁଙ୍କ ମୁଭି ‘୩ ଇଡିଅଟ୍ସ’ରେ ଲାଇବ୍ରେରିୟାନ ଦୁବେ ଭୂମିକାରେ ଅଭିନୟ କରିଥିବା ଅଭିନେତା ଅଖିଲ ମିଶ୍ରାଙ୍କର ପରଲୋକ ହୋଇଛି। ଏକ ରିପୋର୍ଟ ଅନୁଯାୟୀ, ହାଇଦ୍ରାବାଦରେ ସୁଟିଂ କରୁଥିବା ସମୟରେ ଏକ ଉଚ୍ଚ ବିଲଡିଂରୁ ଖସି ପଡ଼ିବା ପରେ ଅଭିନେତାଙ୍କର…
ବାଚସ୍ପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କଲେ ପ୍ରମିଳା ମଲ୍ଲିକ
ଭୁବନେଶ୍ୱର,୨୧।୯: ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ଗୁରୁବାର ବାଚସ୍ପତି ପଦ ପାଇଁ ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନପଦ ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ସେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ପ୍ରମିଳାଙ୍କ ପ୍ରାର୍ଥିପତ୍ରରେ…

