ରାଜଧାନୀରେ ଅଗ୍ନିକାଣ୍ଡ
ଭୁବନେଶ୍ୱର,୧୯ା୬(ସୂର୍ଯ୍ୟକାନ୍ତ ବେହେରା): ସହିଦନଗର ଥାନା ଅନ୍ତର୍ଗତ ଭବାନୀ ମଲ୍ ନିକଟରେ ଥିବା ଏକ ବାର୍ରେ ଅଗ୍ନିକାଣ୍ଡ ଘଟିଛି। ଶଟ୍ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ତେବେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏଥିସହ ବାର୍ ଭିତରେ ଫସି…
ପ୍ରଧାନମନ୍ତ୍ରୀ ମୋଦି ମଣିପୁର ଆଉ କଶ୍ମୀର ଯିବା ଉଚିତ: ସଞ୍ଜୟ ରାଉତ
ନୂଆଦିଲ୍ଲୀ,୧୯।୬: ଶିବସେନାର ଉଦ୍ଧବ ଠାକୁର ଦଳର ନେତା ସଞ୍ଜୟ ରାଉତ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଣିପୁର ଏବଂ କାଶ୍ମୀର ଯିବା ଉଚିତ। ସେ କହିଛନ୍ତି ଯେ ମଣିପୁରର ଲୋକଙ୍କ ସହ ଆରଏସଏସ ଏକ ଆଲୋଚନା କରିବା ଉଚିତ। ଫିଲ୍ମ…
ହାତୀ ଆକ୍ରମଣରେ ବୃଦ୍ଧଙ୍କ ଜୀବନ ଗଲା
ଦେବଗଡ଼,୧୯ା୬(ଶଶାଙ୍କ ଶେଖର ଝାଙ୍କର): ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ବାରକୋଟ ବନାଞ୍ଚଳ କଲା ଫରେଷ୍ଟ ସେକ୍ସନ ହରେକୃଷ୍ଣପୁର ଗ୍ରାମରେ ଏହି ଅଘଟଣ ଘଟିଛି। ସୋମବାର ସକାଳୁ ଶୌଚ ପାଇଁ ଗାଁ ନିକଟସ୍ଥ ଜଙ୍ଗଲକୁ ରେଙ୍ଗଟୁ ମହାନ୍ତ ନାମକ ଜଣେ…
ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନକୁ ନେଇ ହେବ ‘ସୁପ୍ରିମ’ ଶୁଣାଣି, ହାଇକୋର୍ଟର ନିର୍ଦ୍ଦେଶକୁ ଦିଆଯାଇଛି ଚ୍ୟାଲେଞ୍ଜ
କୋଲକାତା,୧୯।୬: ପଶ୍ଚିମବଙ୍ଗରେ ନିର୍ବାଚନ ହିଂସା ଥିମିବାର ନାଁ ନେଉନି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟରେ ହିଂସାର କିଛି ଖବର ସାମ୍ନାକୁ ଆସିଛି। ଏହାରି ଭିତରେ ଏବେ ଏହି ମାମଲା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ପହଞ୍ଚିଲାଣି। ଏହା ଉପରେ ୨୦ ଜୁନରେ ଶୁଣାଣି ହେବ।…
ଶେଷ ପର୍ଯ୍ୟାୟରେ ରଥଯାତ୍ରା ପ୍ରସ୍ତୁତି
ସୋରଡ଼ା,୧୯ା୬(ଲମ୍ବୋଦର ପାଣିଗ୍ରାହୀ): ଅଞ୍ଚଳର ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସୋରଡା,ବଡ଼ଗଡ଼ ୨ ଜଗନ୍ନାଥ ମନ୍ଦିରରେ ସୋମବାର ନବଯୌବନ ବେଶ ଦର୍ଶନ ପାଇଁ ପ୍ରବଳ ଭିଡ଼ ଲାଗିରହିଛି। ସକାଳୁ ପ୍ରାକ୍ ମୌସୁମୀ ବର୍ଷା ଯୋଗୁ ଜନସାଧାରଣ ଆନନ୍ଦ ଅନୁଭବ…
ଗୀତା ପ୍ରେସକୁ ଗାନ୍ଧୀ ଶାନ୍ତି ପୁରସ୍କାର ଦେବା ନିଷ୍ପତ୍ତିକୁ ନେଇ ବର୍ଷିଲା କଂଗ୍ରେସ
ନୂଆଦିଲ୍ଲୀ,୧୯।୬: ଗୋରଖପୁରର ଗୀତା ପ୍ରେସକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ୨୦୨୧ର ଗାନ୍ଧୀ ଶାନ୍ତି ପୁରସ୍କାର ଦେବାକୁ ନିଷ୍ପତ୍ତି ନିଆଯାଇଛି। ଏବେ ଏହାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି। କଂଗ୍ରେସ କେନ୍ଦ୍ର ସରକାରଙ୍କର ସମାଲୋଚନା କରି କହିଛି ଯେ ଏହା ସମ୍ମାନ ନୁହେଁ…
ଚେତିଲା ପ୍ରଶାସନ, ଖନନ କାର୍ଯ୍ୟ ବନ୍ଦ
ଭବାନୀପାଟଣା,୧୯।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବୋଣ୍ଡୋଗୁଡା ରତ୍ନପଥର ଖଣିକୁ ସ୍ଥାନୀୟ କିଛି ଲୋକ ବେଆଇନ ଭାବେ ଖନନ କରୁଥିବା ଘଟଣା ଗତ କିଛି ଦିନ ତଳେ ସାମାନାକୁ ଆସିଥିଲା। ଏଠାରେ ଟଙ୍କା ଲୋଭରେ ବିପଦଜନକ ଭାବେ…
ନଦୀରେ ଚୁଆ ଖୋଳି ପିଉଛନ୍ତି ପାଣି
ଖଡ଼ିଆଳ,୧୯।୬(ସୁଜିତ୍ ପ୍ରଧାନ): ଗତ କିଛିଦିନ ହେବ ଓଡ଼ିଶା ହଟ୍ସ୍ପଟ୍ ପାଲଟିଛି। ପାରଦ ଉପରମୁହଁା ରହିଛି। ପ୍ରଚଣ୍ଡ ଗ୍ରୀଷ୍ମରେ ସାରା ରାଜ୍ୟ ବେହାଲ। ଆକାଶରୁ ବର୍ଷୁଛି ଅଗ୍ନି। ସୂର୍ଯ୍ୟ ନଇଁବା ଯାଏ ନିସ୍ତାର ନାହିଁ। ସନ୍ଧ୍ୟା ପରେ ଖରା ନ ଥିଲେ ମଧ୍ୟ…
ନିଜସ୍ବ କୋଠା ନାହିଁ, ଗ୍ରାହକ ହଇରାଣ
ଲାଠୋର, ୧୯ା୬(ଭୁବନେଶର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ସେଣ୍ଟ୍ରାଲ ବ୍ୟାଙ୍କରେ ଗ୍ରାହକଙ୍କୁ ଉପଯୁକ୍ତ ସେବା ଉପଲବ୍ଧ ହେଉନାହିଁ। ଏଥିପାଇଁ ଗ୍ରାହକମାନେ ଦାବି କରି ଆସୁଥିଲେ ମଧ୍ୟ ବ୍ୟାଙ୍କ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରୁ ନାହାନ୍ତି l ଲାଠୋର ଗ୍ରାମରେ…
ମଣ୍ଡିରେ ପଡ଼ିଛି ୧,୦୮,୫୯୦ ବସ୍ତା ଧାନ
ଭେଡ଼େନ,୧୯।୬(ସୁଦନ ମହାକୁର): ବରଗଡ଼ ଜିଲା ଅତାବିରା ନିୟନ୍ତ୍ରିତ ବଜାର କମିଟି ଅନ୍ତର୍ଗତ ଭେଡ଼େନ ବ୍ଲକରେ ମେ’ ୧୨ରୁ ରବିଧାନ କିଣା ଆରମ୍ବ ହୋଇଛି। ତେବେ ରବିବାର ସୁଦ୍ଧା ବ୍ଲକର ୯ଟି ମାର୍କେଟ ୟାର୍ଡ ଏବଂ ୧୫ଟି ଉପକେନ୍ଦ୍ରରେ ୧ଲକ୍ଷ ୮ହଜାର ୫୯୦…
ଭିନ୍ନକ୍ଷମ ନାବାଳକଙ୍କୁ ମିଳୁନି ସରକାରୀ ସହାୟତା
ରାଉରକେଲା,୧୯ା୬(ବିପ୍ଲବ ରଞ୍ଜନ ଦାଶ): ରାଉରକେଲା ଆର୍ଏମ୍ସି ଅଧୀନ ୪ ନମ୍ବର ଓ୍ବାର୍ଡ ବାଲୁଘାଟ ତରେକେଲାର ଜଣେ ଆଜନ୍ମ ଭିନ୍ନକ୍ଷମ ନାବାଳକଙ୍କୁ ମିଳୁନି ସରକାରୀ ସହାୟତା। ନାବାଳକ ଜଣଙ୍କ ହେଲେ ଆଲୋକ ମିଞ୍ଜ(୯)। ପରିବାର କହିଲେ ତାଙ୍କ ବାପା ମିନ ମିଞ୍ଜ (୫୦),…
ବେଆଇନ ବାଲି ଚାଲାଣ,ପ୍ରଶାସନ ନୀରବ
ରାଉରକେଲା,୧୯।୬: (ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ତହସିଲ ଅଧୀନ ତୁମକେଲା ଓ ଲଇକେରା ଘାଟରୁ ପ୍ରତିଦିନ ଶହ ଶହ ଗାଡ଼ିରେ ବେଆଇନ ଭାବେ ବାଲି ଉଠାଯାଉଛି। ଫଳରେ ସରକାରଙ୍କ ବିପୁଳ ରାଜସ୍ବ ହାନି ହେଉଛି। ଏ ଦିଗରେ ବିଭାଗ ପକ୍ଷରୁ କୌଣସି…
Archives


