Home Left

ପୁରୀ ରଥଯାତ୍ରାରେ ଫ୍ରିଡମ୍‌ ଅଏଲ ଷ୍ଟଲ୍‌ ଉଦ୍‌ଘାଟିତ

ଭୁବନେଶ୍ୱର,୨୪।୬ (ଅଭୟ ଦାଶ): ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ପୁରୀ ରଥଯାତ୍ରା ଅବସରରେ ଫ୍ରିଡମ୍‌ ଅଏଲର ଆକର୍ଷଣୀୟ ଫ୍ରିଡମ ଷ୍ଟଲ୍‌ ଗୁଣ୍ଡିଚା ମନ୍ଦିର ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ଉକ୍ତ ଷ୍ଟଲ୍‌ ଚଳିତ ବର୍ଷର ବାହୁଡା଼ଯାତ୍ରା ପର୍ଯ୍ୟନ୍ତ ଉପଲବ୍ଧ ରହିବ। ବିଶେଷକରି…

ପୁଣି ୧୭ ଜଣଙ୍କ ପଟ୍ଟା ରଦ୍ଦକଲା ପ୍ରଶାସନ

ମାଲକାନଗିର,୨୪ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କାଲମେଳା ତହସିଲ ଜମି ଦୁର୍ନୀତି ମାମଲାର ତଦନ୍ତ ପରେ ପୁଣି ୧୭ ଜଣଙ୍କ ପଟ୍ଟା ଜିଲା ପ୍ରଶାସନ ରଦ୍ଦ କରିଛି। ତା୨୮ା୭୨୦୨୧ରେ ମିସ୍‌କେସ୍‌ ମାଧ୍ୟମରେ ୧୦ ଜଣଙ୍କ ପଟ୍ଟା ପ୍ରଶାସନ ରଦ୍ଦ କରିଥିଲେ। ଏହି ୧୦ଟି…

ଏଚ୍‌ପିର ନୂତନ ଉତ୍ପାଦ

ଭୁବନେଶ୍ୱର,୨୪।୬: ଏଚ୍‌ପିର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏଚ୍‌ପିର ନୂତନ ଉତ୍ପାଦଗୁଡିକ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି ଓମେନ ଓ ଭିକ୍ଟସ ଗେମିଂ ଡିଭାଇସର ଲାଟେଷ୍ଟ ଶୃଙ୍ଖଳର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବ୍ରାଣ୍ଡ୍‌ର ନୂତନ ଶୃଙ୍ଖଳରେ…

ଓପିଜିସିକୁ ଶ୍ରେଷ୍ଠ ବିଦ୍ୟୁତ୍‌ ଉପତ୍ାଦନକାରୀ କମ୍ପାନୀ ପୁରସ୍କାର

ନୂଆଦିଲ୍ଲୀ,୨୪।୬: ଓଡ଼ିଶା ପାୱାର ଜେନେରେଶନ କର୍ପୋରେଶନ(ଓପିଜିସି) ଲିମିଟେଡ୍‌କୁ ଚଳିତ ବର୍ଷର ଶ୍ରେଷ୍ଠ ବିଦ୍ୟୁତ୍‌ ଉପତ୍ାଦନକାରୀ କମ୍ପାନୀ ଭାବେ ପୁରସ୍କୃତ କରାଯାଇଛି। ଉଲ୍ଲେଖଯୋଗ୍ୟ, ଏନର୍ଜି ଲିଡରଶିପ୍‌ ସମ୍ମିଳନୀ ଏବଂ ଆୱାର୍ଡ ୨୦୨୩ ପକ୍ଷରୁ ଓପିଜିସିକୁ ‘ଦ ଇକୋନୋମିକ ଟାଇମ୍ସ ଏନର୍ଜି ଲିଡରଶିପ୍‌ ଆୱାର୍ଡ’ ସମ୍ମାନରେ…

ସହରର ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଲେ

ବାଲେଶ୍ୱର(ମାନସ ବିଶ୍ୱାଳ)/ ଭୋଗରାଇ(ପ୍ରଦୀପ ଦାସ)/ ଜଳେଶ୍ୱର(ରବିନାରାୟଣ ପାତ୍ର)/ବସ୍ତା(ହରିଶଙ୍କର ପାଢୀ)/ ବାଲିଆପାଳ(ଗୋପାଳ ଚନ୍ଦ୍ର ସାହୁ)/ଲଙ୍ଗଳେଶ୍ୱର(କମଳାକାନ୍ତ ଦାସ), ୨୪ା୬: ବାଲେଶ୍ୱର ଜିଲା ଗସ୍ତର ଦ୍ୱିତୀୟ ଦିନରେ ଶୁକ୍ରବାର ୫-ଟି ସଚିବ ଭି.କେ. ପାଣ୍ଡିଆନ ସହରର ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସହ ଭୋଗରାଇ, ଜଳେଶ୍ୱର,…

ଶ୍ରେଷ୍ଠ-୧୦୦ ପ୍ରଭାବଶାଳୀ କମ୍ପାନୀରେ ମିଶୋ ସାମିଲ

ନୂଆଦିଲ୍ଲୀ,୨୪।୬: ଦେଶର ପ୍ରମୁଖ ଇ-କର୍ମସ ପ୍ଲାଟ୍‌ଫର୍ମ ମିଶୋ ନିକଟରେ ଏକ ଅନ୍ତଃରାଷ୍ଟ୍ରୀୟ ସମ୍ମାନ ଓ ସ୍ବୀକୃତି ପ୍ରାପ୍ତ କରିଛି। ବିଶେଷକରି ବ୍ରାଣ୍ଡ୍‌ ଚଳିତ ବର୍ଷରେ ବିଶ୍ୱର ଶ୍ରେଷ୍ଠ-୧୦୦ ପ୍ରଭାବଶାଳୀ କମ୍ପାନୀ ଭାବେ ଟାଇମ୍ସର ସମ୍ମାନଜନକ ତାଲିକାରେ ସ୍ଥାନ ପାଇଛି। ଏପରିକି ମିଶୋ…

ପୁରୀ ରଥଯାତ୍ରାର ସୁଗମ୍‌ ଦର୍ଶନ ସୁଯୋଗ

ଭୁବନେଶ୍ୱର,୨୪।୬: ଭାରତର ଅଗ୍ରଣୀ ଦେୟ ଏବଂ ଆର୍ଥତ୍କ ସେବା ପ୍ରଦାନ ତଥା କ୍ୟୁଆର୍‌ ଓ ମୋବାଇଲ ପେମେଣ୍ଟର ପ୍ରମୁଖ କମ୍ପାନୀ ପେଟିଏମ୍‌ ପକ୍ଷରୁ ଏକ ଅଭିନବ ସୁବିଧା ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଚଳିତ ବର୍ଷର ପୁରୀ ରଥଯାତ୍ରା ଉପଲକ୍ଷେ ଉକ୍ତମାନଙ୍କୁ ସୁଗମ୍‌…

ଗାଁ ରାସ୍ତା ଅବରୋଧ, ପହଞ୍ଚି ପାରିଲାନି ଆମ୍ବୁଲାନ୍ସ

କୋଡ଼ପଡା,୨୪ା୬(ରଞ୍ଜିତ କୁମାର ରଣା): ଗାଁକୁ ଭଲ ରାସ୍ତା ଥାଇ ମଧ୍ୟ ରୋଗୀଙ୍କ ଘରେ ପହଞ୍ଚତ୍ ପାରିଲାନି ଆମ୍ବୁଲାନ୍ସ। ଅସୁସ୍ଥ ବୃଦ୍ଧାଙ୍କୁ ୨୦୦ମିଟର ଟେକି ଟେକି ନେଲେ ଗ୍ରାମବାସୀ। କେତେକ ଗ୍ରାମବାସୀ ରାସ୍ତା ଉପରେ ଘର କରି ଅବରୋଧ କରିଥିବାରୁ ଜରୁରୀକାଳିନ ସମୟରେ…

ପ୍ରଭାବିତ ହେଉଛି ପାଠପଢ଼ା

ବଅଁରପାଳ,୨୪ା୬ (ଉପେନ୍ଦ୍ର ରାଉତ): ସ୍କୁଲ ସ୍ଥାପନ ବେଳେ ଗୁଣାତ୍ମକ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ସେଥିପାଇଁ ୭ ଜଣ ଶିକ୍ଷକଙ୍କୁ ନିଯୁକ୍ତି ମିଳିଥିଲା। ପ୍ରତିବର୍ଷ ମାଟ୍ରିକ ପରୀକ୍ଷାରେ ଶିକ୍ଷାନୁଷ୍ଠାନ ଭଲ ଫଳାଫଳ କରୁଥିଲା। ହେଲେ କିଛିବର୍ଷ ହେଲା ଏହି ସଫଳ ଶିକ୍ଷାନୁଷ୍ଠାନ…

ପୋଖରୀ ନାଁ ବଦଳାଇ ଚାଲିଛି ହରିଲୁଟ

ବୁଗୁଡ଼ା,୨୪ା୬(କାଳି ଚରଣ ଦାଶ): ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଗଞ୍ଜାମ ଜିଲା ଦେଶରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛି। ତେବେ ଏହି ଯୋଜନାରେ କେଉଁଠି ମେସିନ ଲଗାଇ କାମ କରାଯାଇ କେବଳ କାଗଜ କଲମରେ ଶ୍ରମିକ ନିଯୁକ୍ତି ହେଉଥିବା…

ମା’କୁମ୍ଭୀର ପ୍ରଜନନ ବେଳେ ଅଧିକ ହିଂସ୍ର

ମହାକାଳପଡ଼ା,୨୪ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ଓ ମହାନଦୀ ତ୍ରିକୋଣଭୂମି ଅବବାହିକା ଅଞ୍ଚଳ ନଦୀ ନାଳ ଘେରା। ଜୁନ୍‌, ଜୁଲାଇରେ ମା’ ବଉଳା କୁମ୍ଭୀର ପ୍ରଜନନ ଋତୁ ଓ ଅଣ୍ଡାଦାନ ପ୍ରକ୍ରିୟା ଯୋଗୁ ଅଧିକ ହିଂସ୍ର ହୋଇଥାନ୍ତି।…

ଜୈର ବୋଲସୋନାରୋଙ୍କ ରାଜନୈତିକ ଭବିଷ୍ୟତ ଅନିଶ୍ଚିତ

ବ୍ରାସିଲିଆ୨୪ା୬: ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜୈର ବୋଲସୋନାରୋଙ୍କ ରାଜନୈତିକ ଭବିଷ୍ୟତ ଅନିଶ୍ଚିତତା ଦେଇ ଗତିକରୁଛି। ଦେଶର ନିର୍ବାଚନ ପ୍ରକ୍ରିୟାକୁ ନେଇ ଅନାସ୍ଥାଭାବ ବିସ୍ତାର କରିବା ଉଦ୍ଦେଶ୍ୟରେ ସେ ମିଥ୍ୟା ଦାବି କରିଥିବା ଅଭିଯୋଗ ରହିଛି। ବ୍ରାସିଲିଆସ୍ଥିତ ଏକ ସଂଘୀୟ ନିର୍ବାଚନ ଅଦାଲତରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri