ଆକୃଷ୍ଟ କରୁଛି ଆକର୍ଷଣୀୟ ଅଫର
ଭୁବନେଶ୍ୱର,୨୫।୬ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦି କାମଧେନୁ ଖଦି ଊଲ ପାନିପଥ ପକ୍ଷରୁ ୟୁନିଟ୍-୩ ପ୍ରଦର୍ଶନୀ ପଡ଼ିଆ (ଗେଟ୍ ନମ୍ବର-୩) ଠାରେ ‘ନ୍ୟୁ ରାଜସ୍ଥାନ କଟନଫାବ୍ ମେଳା’ର ଆୟୋଜନ କରାଯାଇଛି। ବିଶେଷ କରି ଉକ୍ତ…
ରାଜନୈତିକ ହିଂସା: ବର୍ଷକରେ ଗଲାଣି ୮ ଜୀବନ
ବ୍ରହ୍ମପୁର,୨୫।୬(ସୁବାସ ଚନ୍ଦ୍ର ପାଢ଼ୀ)ପଞ୍ଚାୟତ ଓ ପୌର ନିର୍ବାଚନ ସମୟରୁ ଏପର୍ଯ୍ୟନ୍ତ ଗଞ୍ଜାମ ଜିଲାରେ ନିର୍ବାଚନ ପରବର୍ତ୍ତୀ ହିଂସା, ରକ୍ତପାତ, ସୁପାରି କିଲିଂ ଭଳି ଘଟଣା ଥମୁନାହିଁ। ହାତ ମୁଠାରେ ଶାସନ କ୍ଷମତା ରଖିବା ଓ ପରାଜୟର ପ୍ରତିଶୋଧ ନେବା ପାଇଁ ରାଜନେତା…
ସେବାରେ ସାଉଁଟୁଛନ୍ତି ସନ୍ତୁଷ୍ଟି
ଢେଙ୍କାନାଳ,୨୫।୬(ରତନ ନାୟାର)ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ସଦାଶିବପୁର ପଞ୍ଚାୟତର ସରପଞ୍ଚ ଧରିତ୍ରୀ ମଲ୍ଲିକଙ୍କ କାର୍ଯ୍ୟକୁଶଳତା ତାଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଛି। ଏକଦା ଆଇନ ବ୍ୟବସାୟରେ ଭାଗ୍ୟ ପରଖିବାକୁ ମନସ୍ଥ କରିଥିବା ଏହି ଉଚ୍ଚଶିକ୍ଷିତା ମହିଳା ସମୟକ୍ରମେ ରାଜନୀତିରେ ପାଦ ଥାପିଛନ୍ତି। ଦାୟିତ୍ୱ…
ପିଡିଏସ୍ ଚାଉଳ ବଣ୍ଟନ ସମୟରେ ଉତ୍ତେଜନା
ଅମରପାଲ,୨୫।୬(ପୀତାମ୍ବର ସାହୁ)ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସୁବଳୟା ଗ୍ରାମ ପଞ୍ଚାୟତରେ ଶନିବାର ପିଡିଏସ ଚାଉଳ ବଣ୍ଟନ ସମୟରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଥିଲା। ପିଡିଏସ ଚାଉଳ ସରିଯାଇଥିବା କହି ବଣ୍ଟନ ବନ୍ଦ କରିବାରୁ ପଞ୍ଚାୟତ ପରିସରରେ ଦେଖାଦେଇଥିଲା ଉତ୍ତେଜନା। ଖବରପାଇ ସୁବଳୟା ପୋଲିସ…
ଶ୍ରେଣୀଗୃହ ଅଭାବ: ପ୍ରଥମ ବର୍ଷାରେ ବେହାଲ ଛାତ୍ରୀଛାତ୍ର
ଲାଠୋର,୨୫।୬(ଭୁବନେଶ୍ବର ବାରିକ)ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର ଶ୍ରେଣୀ କୋଠରୀ ଅଭାବ ହେତୁ ଚଳିତବର୍ଷ ପ୍ରଥମ ବର୍ଷାରେ ବେହାଲ ହୋଇପଡିଛନ୍ତି l ଆଗକୁ ବର୍ଷା ବଢ଼ିଲେ ପରିସ୍ଥିତି କ’ଣ ହେବ ସେ ନେଇ…
କର୍ମଚାରୀ ଅଭାବ ଯୋଗୁ ଉପୁଜୁଛି ସମସ୍ୟା
ରାଉରକେଲା,୨୫।୬(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ସହକାରୀ ଉଦ୍ୟାନ ବିଭାଗରେ ବହୁ ପଦବୀ ଖାଲି ପଡିଛି। ଫଳରେ ସୀମିତ କର୍ମଚାରୀଙ୍କୁ ନେଇ ବିଭାଗୀୟ କାର୍ଯ୍ୟ କରିବାରେ ନାନା ସମସ୍ୟା ଉପୁଜୁଛି। ଅନ୍ୟପକ୍ଷେ କର୍ମଚାରୀ ଅଭାବ ଯୋଗୁ ସ୍ଥାନୀୟ ଉଦ୍ୟାନ ଚାଷୀମାନଙ୍କୁ ଆଧୁନିକ ଜ୍ଞାନକୌଶଳ ମିଳିପାରୁନାହିଁ।…
ନିୟନ୍ତ୍ରଣ ହରାଇଛି ଅଦା ଦର
ରାଉରକେଲା,୨୫।୬(ସଙ୍ଗୀତା ଜେନା)ଖାଦ୍ୟ ପ୍ରସ୍ତୁତିରେ ପ୍ରମୁଖ ମସଲା ଭାବେ ବ୍ୟବହାର କରାଯାଉଥିବା ଅଦାର ବଜାର ଦର ହୁ ହୁ ହୋଇ ବଢିଚାଲିଛି। ଏହି କ୍ରମରେ ରାଉରକେଲାରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହେଉଛି। ବର୍ତ୍ତମାନ ରାଉରକେଲା ବଜାରରେ ଅଦା ଦର କିଲୋ ପ୍ରତି…
ଆସାମ ବନ୍ୟାରେ ୩ ମୃତ
ଗୁଆହାଟୀ, ୨୫।୬: ଆସାମରେ ଲଗାଣ ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ବନ୍ୟା ଜଳ କମୁନାହିଁ। ୧୫ ଜିଲାର ୫ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଥିବାବେଳେ ଏବେ ମଧ୍ୟ ପାଖାପଖି ୪ ଲକ୍ଷ ପାଣି ଘେରରେ ରହିଛନ୍ତି। ଅଦ୍ୟାବଧି ୩ ଜଣଙ୍କ ମୃତ୍ୟୁ…
ବିଦ୍ୟୁତ୍ରେ ଚାଲିବ ବିମାନ
ଓ୍ବାଶିଂଟନ୍,୨୫।୬: ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (ନାସା) ପକ୍ଷରୁ ବୈଦ୍ୟୁତିକ ବିମାନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଏହା ବୈଦ୍ୟୁତିକ ବିମାନ ଚଳାଚଳ କ୍ଷେତ୍ରରେ ବଡ଼ ଉପଲବ୍ଧି ହେବ ବୋଲି ଆଶା କରାଯାଉଛି। ୨୦୫୦ ସୁଦ୍ଧା ଆମେରିକା ଶୂନ୍ୟ ସବୁଜଗୃହ ବାଷ୍ପ…
୪୮ ହଜାର ହେକ୍ଟରରେ କପାଚାଷ ଲକ୍ଷ୍ୟ
ରାୟଗଡ଼ା,୨୫।୬(ଆଶିଷ ରଞ୍ଜନ ପଣ୍ଡା)ଆସିଲା ମୌସୁମୀ ା ଆରମ୍ଭ ହେଲା ଚାଷକାମ ା ତେବେ ଆଷାଢ଼ ମାସ ଆରମ୍ଭ ହୋଇ ୨୨ଦିନ ବିତିଯାଇଥିଲେ ମଧ୍ୟ ଜିଲାରେ ଆବଶ୍ୟକ ପରିମାଣର ବର୍ଷା ହୋଇ ନ ଥିବାରୁ ଚାଷକାର୍ଯ୍ୟରେ ବିଳମ୍ବ ଦେଖାଦେଇଛି। ଜିଲାରେ ୨୦୦ ମି.ଲି.…
ଚପଲ ଖୋଲିବାକୁ କହିବାରୁ ଆଟେଣ୍ଡାଣ୍ଟଙ୍କୁ ଅର୍ଦ୍ଧନଗ୍ନ କଲେ
ରାଞ୍ଚି,୨୫।୬: ଡିଭିଜନାଲ ରେଲ୍ଓ୍ବେ ମ୍ୟାନେଜର (ଡିଆର୍ଏମ୍)ଙ୍କ ସ୍ତ୍ରୀଙ୍କୁ ଚପଲ ଖୋଲିବାକୁ କହି ଝାଡଖଣ୍ଡ ଧନବାଦ ମଣ୍ଡଳ ରେଳ ହସ୍ପିଟାଲ ଆଟେଣ୍ଡାଣ୍ଟ ବସନ୍ତ ଉପାଧ୍ୟାୟଙ୍କୁ ହଟହଟା ହେବାକୁ ପଡ଼ିଛି। ଗୁରୁବାର ଡିଆର୍ଏମ୍ ଆଶିଷ ଝା’ଙ୍କ ସ୍ତ୍ରୀ ଚେକ୍ଅପ୍ ପାଇଁ ଡାକ୍ତରଙ୍କ ନିକଟକୁ ଯାଇଥିଲେ…
ମଣିପୁରକୁ କଶ୍ମୀର କରିବାକୁ ଚାହୁଁଛି କେନ୍ଦ୍ର
ନୂଆଦିଲ୍ଲୀ, ୨୫।୬: ମଣିପୁର ସ୍ଥିତିକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହାଙ୍କ ଅଧ୍ୟକ୍ଷତାରେ ଶନିବାର ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଏନ୍. ବୀରେନ୍ ସିଂଙ୍କ ଦ୍ୱାରା ମଣିପୁରରେ ଶାନ୍ତି ସ୍ଥାପନ ସମ୍ଭବ ନୁହେଁ। ପ୍ରଧାନମନ୍ତ୍ରୀ ତୁରନ୍ତ ତାଙ୍କୁ ବହିଷ୍କାର କରନ୍ତୁ…
Archives


