Home Left

ମଲାଇ ସ୍ୟାଣ୍ଡଉଇଚ୍‌

ଆବଶ୍ୟକ ସାମଗ୍ରୀ: ବ୍ରେଡ୍‌, ପିଆଜ, ଗାଜର, ମଲାଇ, ଶିମ୍‌ଲା ଲଙ୍କା, ଟମାଟୋ, ଧନିଆପତ୍ର, ବନ୍ଧାକୋବି, ଲୁଣ, ଗୋଲ ମରିଚ ପାଉଡର, କଞ୍ଚାଲଙ୍କା । ପ୍ରସ୍ତୁତି ପ୍ରଣାଳୀ: ମଲାଇ ସ୍ୟାଣ୍ଡଉଇଚ୍‌ ପ୍ରସ୍ତୁତ କରିବାକୁ ହେଲେ ଆପଣଙ୍କୁ ଗାଜର, ଧନିଆପତ୍ର, ବନ୍ଧାକୋବି, ପିଆଜ, କଞ୍ଚାଲଙ୍କା,…

ବଜାୟ ରହିବ କେଶର ଚମକ

ବଦଳୁଥିବା ସମୟ ପାଇଁ କେତେକଙ୍କ କେଶ ଡ୍ୟାମେଜ୍‌ ଏବଂ ରଫ୍‌ ହେବା ଦେଖିବାକୁ ମିଳୁଛି। ଯେଉଁ କାରଣରୁ କେତେଜଣ ଯୁବତୀ ଡଲ୍‌ ଏବଂ ଡ୍ୟାମେଜ୍‌ କେଶକୁ ଆପଣାଇ ନେଉଛନ୍ତି। ବାୟୁମଣ୍ଡଳ ପ୍ରଦୂଷଣ ଏବଂ ଖରା ଯୋଗୁ କେଶ ବହୁତ ଡ୍ୟାମେଜ୍‌ ଏବଂ…

ଜୀବିତ ରହିବା ପାଇଁ ପ୍ରାଚୀନ ମାନବ ଖାଉଥିଲା ଅନ୍ୟ ମାନବଙ୍କ ମାଂସ: ୧୫ ଲକ୍ଷ ବର୍ଷ ପୂରାତନ ହାଡ଼ରେ ଦାନ୍ତ ଚିହ୍ନ…

ନାଇରୋବି,୨୭।୬ : ଏକ ପ୍ରାଚୀନ ମାନବ ପ୍ରଜାତିର ହାଡ଼ରେ ମିଳିଥିବା କଟା ଦାଗ ସୂଚିତ କରୁଛି ଏହାକୁ ୧୫ ଲକ୍ଷ ବର୍ଷ ପୂର୍ବେ ଅନ୍ୟ ଜଣେ ମଣିଷ ଖାଇଥିଲା। ଏହା ମାନବ ନିଜ ଦଳର ଅନ୍ୟ ସଦସ୍ୟଙ୍କ ମାଂସ ଖାଇବା’ର ସର୍ବ…

ଆତ୍ମନିର୍ଭରଶୀଳ

ସାଧାରଣତଃ ଗୃହିଣୀ ଘର କାମରେ ବ୍ୟସ୍ତ ଥାଆନ୍ତି। ଯଦି ସେମାନେ ଅବସର ସମୟକୁ ଠିକ୍‌ ଭାବେ ସଦୁପଯୋଗ କରି ନିଜର ଦକ୍ଷତା ମୁତାବକ କିଛି କାମ କରିପାରିଲେ, ତେବେ ନିଜେ ରୋଜଗାର କ୍ଷମ ହେବା ସହ ପରିବାରର ଆର୍ଥିକ ବୋଝକୁ କିଛି…

ଇୟରିଂ ଫ୍ୟାଶନ

ଏବେ କୌଣସି ପାର୍ଟି ହେଉ କି ଫଙ୍କସନ୍‌, ସବୁଥିରେ ମହିଳାମାନେ ବିଭିନ୍ନ ପ୍ରକାର ଆସେସରିଜ୍‌ ପିନ୍ଧିବାକୁ ପସନ୍ଦ କରନ୍ତି। ଏହି ଆସେସରିଜ୍‌ରେ ଇୟର ରିଂକୁ ନିଆଯାଇପାରେ। ନିଜ ଡ୍ରେସ କିମ୍ବା ଶାଢ଼ି ସହିତ ମ୍ୟାଚ୍‌ କଲାଭଳି ଇୟର ରିଂ ପିନ୍ଧନ୍ତୁ, ଯାହା…

ପୂର୍ବତନ ବିଧାୟକଙ୍କୁ ଆଜୀବନ କାରାଦଣ୍ଡ: ସ୍ତ୍ରୀଙ୍କୁ ପୋଡ଼ିମାରିଥିଲେ

ଭୁବନେଶ୍ବର ୨୭।୬: ସ୍ତ୍ରୀଙ୍କ ହତ୍ୟା ଅଭିଯୋଗରେ ପୂର୍ବତନ ବିଧାୟକଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଏମ୍‌ଏଲ୍‌ଏଏମ୍‌ପି କୋର୍ଟ । ରାୟଗଡା ଜିଲା ଗୁଣୁପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ ୧୯୯୫ ମସିହା ଅଗଷ୍ଟ ୨୯ ତାରିଖରେ ଭୁବନେଶ୍ବର ଏମ୍‌ଏଲ୍‌ଏ କଲୋନୀରେ ନିଜ…

ବୁଧବାରଠାରୁ କମିବ ବର୍ଷା

ଭୁବନେଶ୍ୱର, ୨୭।୦୬ : ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି । ଲଘୁଚାପ ସକ୍ରିୟ ଏବଂ ନିମ୍ନ ଚାପ ରେଖା ପ୍ରଭାବରେ ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି । ତେବେ ବୁଧବାରଠାରୁ ବର୍ଷାର ପରିମାଣ କମିବା ନେଇ ପଣିପାଗ ବିଭାଗ ଆକଳନ…

‘ଦ କେରଲା ଷ୍ଟୋରି’କୁ କିଣିବାକୁ ପ୍ରସ୍ତୁତ ନୁହଁ ଓଟିଟି ପ୍ଲାଟଫର୍ମ

ମୁମ୍ବାଇ: ଫିଲ୍ମ ‘ଦ କେରଲା ଷ୍ଟୋରି’ର ଟ୍ରେଲର ରିଲିଜ ହେବା ପରଠୁ ବିବାଦରେ ରହିଥିଲା। ଅନେକ ଲୋକ ଏହାକୁ ଏକ ପ୍ରୋପାଗଣ୍ଡା ଚଳଚ୍ଚିତ୍ର ବୋଲି କହୁଥିଲେ। ଫିଲ୍ମଟି ମେ’ରେ ରିଲିଜ ହୋଇଥିଲା ଏବଂ ବିବାଦ ସତ୍ତ୍ୱେ ଫିଲ୍ମ ବକ୍ସ ଅଫିସରେ ୨୦୦…

୫ଟି ସଚିବ ଭି କେ ପାଣ୍ଡିଆନଙ୍କ ସମସ୍ତ ଜିଲା ଗ୍ରସ୍ତକୁ ନେଇ କୋରାପୁଟ ଏମ୍‌ପିଙ୍କ ପ୍ରତିକ୍ରିୟା

କୋରାପୁଟ,୨୭।୬(ଅମିତାଭ ବେହେରା): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ସଚିବ ଭି କେ ପାଣ୍ଡିଆନ ସମସ୍ତ ଜିଲା ଗସ୍ତ କରି ମୁଖ୍ୟମନ୍ତ୍ରୀଙ୍କ ଭଳି କାର୍ଯ୍ୟ କରୁଛନ୍ତି। ପୂର୍ବରୁ ଭାଜପା ଏ ନେଇ ସ୍ବର ଉତ୍ତୋଳନ କରିଥିଲା। ପରେ ମଙ୍ଗଳବାର କୋରାପୁଟ ଏମ୍‌ପି ସପ୍ତଗିରି…

ଅଘୋଷିତ ବିଦ୍ୟୁତ କାଟ୍‌କୁ ନେଇ ମାଲକାନଗିରି ଜିଲା କଂଗ୍ରେସର ବିଦ୍ୟୁତ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ

ମାଲକାନଗିରି,୨୭।୬(ଦୁର୍ଯ୍ୟୋଧନ ପାତ୍ର): ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରିବା, ଗୁଣାତ୍ମକ ବିଦ୍ୟୁତ ଯୋଗାଣ ଏବଂ ଅହେତୁକ ବିଦ୍ୟୁତ ଦରବୃଦ୍ଧିକୁ ବନ୍ଦ କରିବା ଦାବିରେ ମାଲକାନଗିରି ଜିଲା କଂଗ୍ରେସର ବିଦ୍ୟୁତ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛି। ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ଶତାଧିକ କଂଗ୍ରେସ…

ହିମାଚଳ ପ୍ରଦେଶରେ ବର୍ଷା: ୯ ମୃତ, ଆଗାମୀ ୫ ଦିନ ବର୍ଷା ନେଇ ପୂର୍ବାନୁମାନ

ଶିମଲା,୨୭।୬: ଜୁନ ୨୪ରେ ମୌସୁମୀ ହିମାଚଳ ପ୍ରଦେଶରେ ପହଞ୍ଚିଛିା। ପ୍ରବଳ ବର୍ଷା ଯୋଗୁ ଏ ପର୍ଯ୍ୟନ୍ତ ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୪ ଜଣ ଆହତ ହୋଇଛନ୍ତି। ଚାରିଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାବେଳେ ୨୮ଟି ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ତେବେ…

ଓଲଟିଲା ଯାତ୍ରୀଯାବାହୀ ବସ୍‌ ୧୫ରୁ ଊଦ୍ଧର୍‌ବ ଆହାତ

ବାରିପଦା,୨୭।୬: ଚନ୍ଦନେଶ୍ବରରୁ ବାରିପଦା ଆସୁଥିବା ଗୀତାଞ୍ଜଳୀ ନାମକ ଏକ ଘରୋଇ ଯାତ୍ରୀବାହୀ ବସ ମଙ୍ଗଳବାର ଭାରସ୍ୟାମ ହରାଇ ଏକ ଗଛରେ ପିଟି ହୋଇ ରାସ୍ତା ପାଶର୍‌ବକୁ ଓଲଟିପଡିଛି । ଫଳରେ ୧୫ରୁ ଊଦ୍ଧର୍‌ବ ଯାତ୍ରୀ ଆହତ ହୋଇଛନ୍ତି । ବାରିପଦା-ଅମର୍ଦ୍ଦାରୋଡ ରାସ୍ତାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri