ମେ’ ୨୨ରୁ ହାଇକୋର୍ଟରେ ଗ୍ରୀଷ୍ମକାଳୀନ ଛୁଟି
କଟକ ଅଫିସ,୨୦।୫: ଆସନ୍ତା ମେ’ ୨୨ତାରିଖରୁ ଜୁନ ୨୦ତାରିଖ ପର୍ଯ୍ୟନ୍ତ ଓଡ଼ିଶା ହାଇକୋର୍ଟରେ ଗ୍ରୀଷ୍ମକାଳୀନ ଛୁଟି। ଏନେଇ ଶୁକ୍ରବାର ହାଇକୋର୍ଟଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ତେବେ ଏହି ଛୁଟି ମଧ୍ୟରେ ଜରୁରୀ ମାମଲାର ଶୁଣାଣି ନିମନ୍ତେ ହାଇକୋର୍ଟଙ୍କ ଅବକାଶକାଳୀନ…
ମାନିଲେ ସିସୋଡିଆ
ନୂଆଦିଲ୍ଲୀ,୨୦।୫: ଦିଲ୍ଲୀ ଅବକାରୀ ନୀତି ଅନିୟମିତତା ମାମଲାରେ ଜେଲରେ ବନ୍ଦଥିବା ଆମ ଆଦମୀ ପାର୍ଟି(ଏଏପି)ନେତା ତଥା ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ ଡିଜିଟାଲ ତଥ୍ୟ ନଷ୍ଟ କରିଥିବା ମାନି ଯାଇଛନ୍ତି। ରିପୋର୍ଟ ଅନୁଯାୟୀ ସିସୋଡିଆ ସିବିଆଇ ସାମ୍ନାରେ ସ୍ବୀକାର…
ରେଲୱେ ଷ୍ଟେଶନ ପାର୍କିଂ ଫି ବୃଦ୍ଧିକୁ ନେଇ ଅସନ୍ତୋଷ
ବ୍ରହ୍ମପୁର ଅଫିସ,୨୦ା୫: ବ୍ରହ୍ମପୁର ରେଲଓ୍ବେ ଷ୍ଟେଶନରୁ ଦୈନିକ ପ୍ରାୟ ୧୦ ହଜାର ଯାତ୍ରୀଙ୍କ ଯାତାୟତ ରହିଥାଏ। ପ୍ରତିଦିନ ଏହି ଷ୍ଟେଶନ ଦେଇ ପାସେଞ୍ଜର, ଏକ୍ସପ୍ରେସ ଓ ସୁପରଫାଷ୍ଟ ଏକ୍ସପ୍ରେସକୁ ମିଶାଇ ୬୦ଟି ଟ୍ରେନ ଯାତାୟତ କରିଥାଏ। ତଦନୁଯାୟୀ ରେଳବାଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ…
ସହର ପ୍ରବେଶ ପଥ ରାସ୍ତା କଡ଼ରେ କୁଢ଼କୁଢ଼ ଅଳିଆ
ଭଞ୍ଜନଗର, ୨୦ା୫(ଡି.ଏନ.୍ଏ):: ଭଞ୍ଜନଗର ସହରରେ ବର୍ତ୍ତମାନ ଠାକୁରାଣୀ ଯାତ୍ରା ଚାଲିଥିବା ଯୋଗୁଁ ସହର ଚଳଚଞ୍ଚଳ ହୋଇପଡିଛି। ଯାତ୍ରା ଦେଖିବାକୁ ଗ୍ରାମାଞ୍ଚଳରୁ ଦୈନନ୍ଦିନ ହଜାର ହଜାର ଲୋକ ଭଞ୍ଜନଗର ସହର ଅଭିମୁଖେ ଆସୁଛନ୍ତି। କିନ୍ତୁ ସହରର ଦୁଇଟି ମୁଖ୍ୟ ପ୍ରବେଶ ପଥ ରାସ୍ତା…
ବାଇକ୍ ଷ୍ଟାଣ୍ଡ୍ରେ ଗଡୁଛି ମଦ ବୋତଲ
କେନ୍ଦୁଝର,୨୦ା୫(ସ୍ବ.ପ୍ର.): କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ଅବ୍ୟବସ୍ଥା ଘେରରେ ରହିଛି। ରକ୍ଷଣାବେକ୍ଷଣ, ସୁରକ୍ଷା ଢିଲା କାରଣରୁ ପରିସରରେ ମଦ୍ୟପଙ୍କ ଆଡ୍ଡା ଜମୁଛି। ସାମାନ୍ୟ ବର୍ଷା ହେଲେ ଜଳ ନିଷ୍କାସନ ହୋଇପାରୁ ନ ଥିବାରୁ ରାସ୍ତା ନଷ୍ଟ ହେଉଛି। ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି…
କାଳବୈଶାଖୀ: ଗଛ ପଡ଼ି ରାସ୍ତା ଜାମ୍
ଖୁଣ୍ଟା,୨୦ା୫(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅଞ୍ଚଳରେ ଶୁକ୍ରବାର କାଳବୈଶାଖି ପ୍ରଭାବରେ ବଜ୍ରପାତ ସହ ଝଡ଼ ତୋଫାନ ହୋଇଛି। ବଜ୍ରପାତରେ ଜଣେ ମହିଳା ୱାର୍ଡ ମେମ୍ବର ଗୁରୁତର ହୋଇଛନ୍ତି। ଅନ୍ୟ ୪ ଜଣ ଯୁବକ ସାମାନ୍ୟ ଆହତ ହୋଇଛନ୍ତି। ଗୁରୁତର ହେଲେ…
ତୀରନ୍ଦାଜୀ ବିଶ୍ୱକପ୍ ଷ୍ଟେଜ୍-୨: ପଦକ ପକ୍କା କଲେ ଓଜାସ ଓ ଜ୍ୟୋତି
ଶାଙ୍ଘାଇ,୨୦ା୫(ପି.ଟି.): ଚଳିତ ତୀରନ୍ଦାଜୀ ବିଶ୍ୱକପ୍ ଷ୍ଟେଜ୍-୨ରେ ଭାରତର କମ୍ପାଉଣ୍ଡ ତୀରନ୍ଦାଜୀ ଦଳ ପଦକ ପକ୍କା କରିଥିବା ବେଳେ ରିକର୍ଭ ଦଳର ପ୍ରଦର୍ଶନ ନୈରାଶ୍ୟଜନ ରହିଛି। ନୂଆ ଯୋଡ଼ି ଓଜାସ ଜ୍ୟୋତି ଓ ଜ୍ୟୋତି ଭେନମ ପ୍ରତିଦ୍ୱନ୍ଦ୍ୱୀ ଇଟାଲୀ ଟିମ୍କୁ ୧୫୭-୧୫୭(୧୯*-୧୯)ରେ ପରାସ୍ତ…
ଏସ୍ସିଙ୍କ ନିଷ୍ପତ୍ତି ପରେ ଦିଲ୍ଲୀରେ ଅଧିକାରୀଙ୍କ ସ୍ଥାନାନ୍ତର ପାଇଁ ଅଧ୍ୟାଦେଶ ଜାରି କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ,୨୦।୫: କେଜ୍ରିଓ୍ବାଲ ସରକାର ଏବଂ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ କେନ୍ଦ୍ର ସରକାର ଏକ ନୂତନ ଅଧ୍ୟାଦେଶ ପାରିତ କରିଛନ୍ତି। ଏହି ଅଧ୍ୟାଦେଶ ସହାୟତାରେ ବର୍ତ୍ତମାନ ଦିଲ୍ଲୀ ସରକାରଙ୍କ ଅଧିକାରକୁ କଡ଼ାକଡ଼ି କରାଯାଇଛି। ଅଧ୍ୟାଦେଶ ଜାରି କରିବା…
ଭାରତୀୟ ମହିଳା ଭଲିବଲ୍ ଦଳ ଘୋଷିତ
ଭୁବନେଶ୍ୱର, ୨୦।୫: (କ୍ରୀଡ଼ା ପ୍ରତିନିଧି): ସେଣ୍ଟ୍ରାଲ ଏସିଆନ ଭଲିବଲ ଆସୋସିଏଶନ(କାଭା) ଚ୍ୟାଲେଞ୍ଜ୍ କପ୍ ମହିଳା ଭଲିବଲ ଚାମ୍ପିୟନଶିପ୍ ନେପାଳର କାଠମାଣ୍ଡୁରେ ଚଳିତ ମାସ ୨୨ରୁ ୨୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ଶୁକ୍ରବାର ଭାରତୀୟ ମହିଳା ଭଲିବଲ ଦଳ ଘୋଷଣା କରାଯାଇଛି।…
ଲନ୍ ବଲ୍ସ ବୈଷୟିକ ଅଧିକାରୀଙ୍କ କର୍ମଶାଳା ଶେଷ
ଭୁବନେଶ୍ୱର, ୨୦।୫ (କ୍ରୀଡ଼ା ପ୍ରତିନିଧି): ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଓଡ଼ିଶା ବୋଲିଂ ଆସୋସିଏଶନ ଆନୁକୂଲ୍ୟରେ ନୟାପଲ୍ଲୀସ୍ଥିତ ଇନ୍ଡୋର ହଲ୍ରେ ଲନ୍ ବଲ୍ସ ବୈଷୟିକ ଅଧିକାରୀ ଓ କୋଚ୍ଙ୍କ କର୍ମଶାଳା ଶୁକ୍ରବାର ଶେଷ ହୋଇଛି। ରାଜ୍ୟ କ୍ରୀଡ଼ା ବିଭାଗର ଯୁଗ୍ମ…
ଓପନ ଚେସ୍: ଆରିନ ଅନ୍ବେଷ ଚାମ୍ପିୟନ
ଭୁବନେଶ୍ୱର, ୨୦।୫ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶା ରାଜ୍ୟ ଚେସ୍ ଆସୋସିଏଶନ ଆନୁକୂଲ୍ୟରେ ଆୟୋଜିତ ୩ୟ ସୌରେନ୍ଦ୍ର ପ୍ରସାଦ ଦାସ ସ୍ମାରକୀ ଅନ୍ଲାଇନ୍ ଓପନ ଚେସ୍ରେ ଭୁବନେଶ୍ୱରର ଆରିନ ଅନ୍ବେଷ ସ୍ବାଇଁ ଚାମ୍ପିୟନ ହୋଇଛନ୍ତି। ସେ ଖେଳିଥିବା ୧୮ ମ୍ୟାଚରୁ ୧୬ଟିରେ ବିଜୟୀ…
୨୫୦୦ ଟଙ୍କାରେ ବିଦେଶ ଭ୍ରମଣ
ଲଣ୍ଡନ: ଯୁବବର୍ଗଙ୍କ ମଧ୍ୟରେ ବର୍ତ୍ତମାନ ସମୟରେ ନାଇଟଆଉଟ୍ ଏକ ଟ୍ରେଣ୍ଡ ପାଲଟିଯାଇଛି। ଏହାର ଅର୍ଥ ସାଙ୍ଗମାନଙ୍କ ସହ ସାରା ରାତି ବୁଲିବା ସହ ମସ୍ତି କରିବା। ହେଲେ ଏହି ନାଇଟଆଉଟ୍କୁ ୩ ଭଉଣୀ ଏକ ଆଡ୍ଭେନ୍ଚର ଭାବେ ବ୍ୟବହାର କରିଛନ୍ତି। ସେମାନେ ନାଇଟଆଉଟ୍…
Archives


