ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷାକୁ ଅଣଦେଖା
କେନ୍ଦୁଝର,୨୯ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ଉପାନ୍ତ ଯୋଡ଼ା-ବଡ଼ବିଲ ଖଣି ଅଞ୍ଚଳରେ ଓଡ଼ିଆ ଭାଷାକୁ ଅଣଦେଖା କରାଯାଉଛି। ସରକାରଙ୍କ ତାଗିଦା ସତ୍ତ୍ୱେ ଓଡ଼ିଆରେ ନାମଫଳକ ବା ସୂଚନା ଫଳକ ଲେଖାଯାଉନାହିଁ। ବିଶେଷ କରି ବିଭିନ୍ନ ସରକାରୀ କମ୍ପାନୀ, ଘରୋଇ ଖଣି ସଂସ୍ଥାରେ କାମ କରୁଥିବା…
ବାପପୁଅଙ୍କ ୩ କୋଟିର ସମ୍ପତ୍ତି ବାଜ୍ୟାପ୍ତି
ପୁରୀ ଅଫିସ/ବ୍ରହ୍ମଗିରି, ୨୯ା୫(ଡି.ଏନ୍.ଏ): ଦୀର୍ଘଦିନ ଧରି ନିଶା କାରବାର ମାଧ୍ୟମରେ ଅଚଳାଚଳ ସମ୍ପତ୍ତି ଠୁଳ କରି କୋଟିପତି ପାଲଟିଥିବା ଗଞ୍ଜେଇ ମାଫିଆ ବିଜୟ ପାଣି ଏବଂ ତାଙ୍କ ପୁଅ ଶତ୍ରୁଜିତ୍ ପାଣିଙ୍କ ୩କୋଟି ଟଙ୍କାର ସମ୍ପତ୍ତିି ବାଜ୍ୟାପ୍ତି କରିଛି ପୁରୀ ପୋଲିସ।…
କ୍ଷତିକାରକ ଏକକ ବ୍ୟବହୃତ ପ୍ଲାଷ୍ଟିକ
ଦିନେ ଅଧକ୍ଷଙ୍କ ପ୍ରକୋଷ୍ଠରେ ବସିଥିବା ବେଳେ ଏକ ମୁଦଦିଆ ପ୍ଲାଷ୍ଟିକ ପାଣି ବୋତଲର ମୁଦ ଖୋଲି ପାଣି ପିଉ ପିଉ ମୋର ଜଣେ ସହକର୍ମୀ ପରିହାସ ଛଳରେ ପଚାରିଲେ ରସାୟନ ବିଜ୍ଞାନ ସାର୍ ମୋତେ ଟିକେ ବୁଝେଇ ଦେଲେ ଯେ, ପୃଥିବୀ…
ମହିଳା ଗାୟକଙ୍କୁ ହତ୍ୟା, କେହି ପଥରରେ ଛେଚିଥିବା ସନ୍ଦେହ
କେନ୍ଦୁଝର,୨୯।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପଣ୍ଡାପଡା ଥାନା ବିନିଦା ଗ୍ରାମରେ ସୋମବାର ଜଣେ ପାଲା ଗାୟକଙ୍କ ହତ୍ୟା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ତାଙ୍କ ନାମ ସତ୍ୟଭାମା ସିଂ (୪୫) ବୋଲି ଜଣା ପଡିଛି। ସେ ଜଣେ ସୁନାମଧନ୍ୟ ମହିଳା ପାଲା ଗାୟକ…
ନେତୃତ୍ୱକୁ ଟାର୍ଗେଟ ପରେ ମୋକିମ୍, ଚିରଞ୍ଜୀବଙ୍କୁ ନୋଟିସ
ଭୁବନେଶ୍ବର,୨୯ା୫(ବ୍ୟୁରୋ): ପୂର୍ବତନ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ ଏବଂ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ଙ୍କୁ ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ନୋଟିସ୍ ଜାରି କରିଛି। ଏହାଦ୍ୱାରା ଉଭୟ ନେତାଙ୍କ ପାଇଁ ଅଡୁଆ ବଢ଼ିଲା ବୋଲି ଏବେ ଚର୍ଚ୍ଚା…
ଜିଲାରେ ୩ ବର୍ଷ ପୂରଣ କରିଥିବା ଅଧିକାରୀଙ୍କ ତଥ୍ୟ ଦିଅ
ଭୁବନେଶ୍ବର, ୨୯ା୫(ବ୍ୟୁରୋ): ଗୋଟିଏ ଜିଲାରେ ୩ ବର୍ଷ ଚାକିରିରେ ଥିବା ଅଧିକାରୀମାନଙ୍କୁ ଏବେ ବଦଳି କରିବା ଲାଗି ରାଜ୍ୟ ସରକାର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଏନେଇ ଗତ ୨୫ ତାରିଖରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ…
ଏଥର କମିପାରେ ଯୁକ୍ତ୨ କଟ୍ ଅଫ୍ ମାର୍କ
ଭୁବନେଶ୍ୱର,୨୯ା୫(ବ୍ୟୁରୋ): ମେ’ ୨୯ ସୋମବାର ପୂର୍ବାହ୍ନ ୧୧ଟାରୁ ଯୁକ୍ତ୨ ନାମଲେଖା ପାଇଁ ଆବେଦନ ଆରମ୍ଭ ହେଉଛି। ଛାତ୍ରୀଛାତ୍ର ମନ ପସନ୍ଦର କଲେଜରେ ନାମ ଲେଖାଇବା ପାଇଁ ସାମ୍ସ ପୋର୍ଟାଲ ମାଧ୍ୟମରେ କମନ ଆପ୍ଲିକେଶନ ଫର୍ମ ପୂରଣ କରିବାକୁ ପଡ଼ିବ। www.samsodisha.gov.inରେ ଲଗ୍…
ବ୍ଲାଡର ରୋଗର ଚିକିତ୍ସା କରିବ ମାଇକ୍ରୋ ରୋବଟ
ବ୍ଲାଡର ରୋଗର ଚିକିତ୍ସା ପାଇଁ ଏକ ସରଳ ତଥା ସହଜ ପଦ୍ଧତି ନିକଟରେ ଆବିଷ୍କୃତ ହୋଇଛି। ୟୁନିଭର୍ସିଟି ଅଫ ଓ୍ବାଶିଂଟନ୍ର କେମିକାଲ ଆଣ୍ଡ ବାୟୋଲୋଜିକାଲ ବିଭାଗର ପୋଷ୍ଟ-ଡକ୍ଟରାଲ ଗବେଷକ ଜିନ୍ ଲି’ ଏ ବିଷୟରେ ସୂଚନା ଦେଇଛନ୍ତି। ସେ ତାଙ୍କ ସହଯୋଗୀଙ୍କ…
ଟେନ୍ସନ୍ରୁ ଦୂରେଇ ରହିବାର ସହଜ ଉପାୟ
ବର୍ତ୍ତମାନର ବ୍ୟସ୍ତମୟ ଜୀବନରେ ଟେନସନ୍ର ବଶବର୍ତ୍ତୀ ହେବା କିଛି ନୂଆ କଥା ନୁହେଁ। ତେବେ ଏହାକୁ ନେଇ ଅଧିକ ଚିନ୍ତା କରିବା ପରିବର୍ତ୍ତେ ସେଥିରୁ କିପରି ରକ୍ଷା ପାଇବେ ସେ ନେଇ ଧ୍ୟାନ ଦେବା ଦରକାର। ଏଭଳି କେତୋଟି ସରଳ ତଥା…
ସ୍ତ୍ରୀଙ୍କ ଚରିତ୍ର ସନ୍ଦେହ କରି କୋଦାଳ ବେଣ୍ଟରେ ପିଟିପିଟି ମାରିଲେ ସ୍ବାମୀ
ବଣାଇଁ,୨୯।୫(ସ୍ବ.ପ୍ର.): ସ୍ତ୍ରୀଙ୍କୁ କୋଦାଳ ବେଣ୍ଟରେ ପିଟିପିଟି ବର୍ବର ଭାବେ ହତ୍ୟା କଲେ ସ୍ବାମୀ । ହତ୍ୟା ପରେ ମୃତଦେହକୁ ଘରର ପଛପଟ ବାଡିରେ ପୋତିଦିଆଗଲା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅନ୍ତର୍ଗତ ବାବୁନୂଆଗାଁ ଗ୍ରାମରେ।…
କାଶତଣ୍ଡୀ ପାଇଁ ବିପଦରେ ଋଷିକୁଲ୍ୟା
ଧରାକୋଟ,୨୯ା୫(ଡି.ଏନ୍.ଏ.): ଗଞ୍ଜାମ ଜିଲାର ଜୀବନ ରେଖା ଋଷିକୁଲ୍ୟା ନଦୀ ଏବେ କାଶତଣ୍ଡୀ ବା ଚଢ଼େୟା ଲତା ପାଇଁ ବିପଦରେ। ଋଷିମାଳ ପର୍ବତରୁ ବାହାରି ସୋରଡ଼ା, ଧରାକୋଟ, ଆସିକା, ପୁରୁଷୋତ୍ତମପୁର, ଛତ୍ରପୁର ଓ ଗଞ୍ଜାମ ବ୍ଲକ ଅଞ୍ଚଳରେ ଋଷିକୁଲ୍ୟା ନଦୀ ପ୍ରବାହିତ ହେଉଛି।…
ଭୋଟ ଦେଲେ ଯୋଗୀ ଆଦିତ୍ୟନାଥ
ଲକ୍ଷ୍ନୌ,୨୯।୫: ଉତ୍ତରପ୍ରଦେଶ ବିଧାନ ପରିଷଦର ଦୁଇଟି ଖାଲିଥିବା ଆସନ ପାଇଁ ସୋମବାର ସକାଳେ ମତଦାନ ଆରମ୍ଭ ହୋଇଛି। ଭାରତୀୟ ଜନତା ପାର୍ଟି(ଭାଜପା)ର ଦୁଇ ପ୍ରାର୍ଥୀ ଏବଂ ସମାଜବାଦୀ ପାର୍ଟି (ଏସପି)ର ଦୁଇ ପ୍ରାର୍ଥୀ ଏହି ନିର୍ବାଚନରେ ଭାଗ୍ୟ ପରୀକ୍ଷା କରୁଛନ୍ତି। ମିଳିଥିବା…
Archives


