ସନ୍ଧ୍ୟାରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି
ପୁରୀ ଅଫିସ, ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି ଅନୁଷ୍ଠିତ ହେବ। ସନ୍ଧ୍ୟାଧୂପ ନୀତି ଶେଷ ହେବା ପରେ ଆଜ୍ଞାମାଳ ପାଇ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ଖଟ ଉପରକୁ ବିଜେ କରିଥାନ୍ତି। ଶ୍ରୀମନ୍ଦିରର ଜୟବିଜୟ ଦ୍ୱାର ବନ୍ଦ କରାଯାଇ ଜଗମୋହନ…
ଗଞ୍ଜାମରୁ ବ୍ରହ୍ମପୁର ସିଟି ବସ୍ ସେବା ଆରମ୍ଭ
ଗଞ୍ଜାମ,୩୦।୫(ଡି.ଏନ୍.ଏ.): ଗଞ୍ଜାମ ସହର ଦେଇ ବ୍ରହ୍ମପୁରକୁ ସିଟି ବସ୍ ଚଳାଚଳ ପାଇଁ ଦୀର୍ଘ ବର୍ଷ ହେବ ଦାବି ହୋଇ ଆସୁଥିଲା। ତେବେ ବିଳମ୍ବ ହେଲେ ମଧ୍ୟ ଏହି ସେବା ମଙ୍ଗଳବାରଠାରୁ ଆରମ୍ଭ ହେବ। ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ଖୁସିରଲହରୀ ଖେଳିଯାଇଛି…
ଶୈଳଶ୍ରୀକ୍ଷେତ୍ରରୁ ଉଡ଼ିଗଲା ନେତ, ରୁକିଲା ଟ୍ରେନ୍
ଅନୁଗୋଳ ଅଫିସ, ୩୦ା୫: ଭୀଷଣ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳିରେ ଅନୁଗୋଳବାସୀ ଅଥୟ ହୋଇପଡ଼ିଥିଲେ। ପାରଦ ୪୦ ଡିିଗ୍ରୀ ତଳକୁ ଖସୁ ନ ଥିବାରୁ ଲୋକମାନେ ଆଉଟ ପାଉଟୁ ହେଉଥିଲେ। ସୋମବାର ସହରର ତାପମାତ୍ରା ୪୧ ଡିଗ୍ରୀ ରହିଥିବାରୁ ଅସହ୍ୟ ତାତିରେ…
ପର୍ଯ୍ୟାପ୍ତ ନୁହେଁ ପଦକ୍ଷେପ
ବଇଣ୍ଡା, ୩୦ା୫ (ଡି.ଏନ.ଏ.): ସମ୍ପ୍ରସାରଣ ହେଉଛି ଜାତୀୟ ରାଜପଥ। ଗମନାଗମନର ଅଧିକ ସୁବିଧା ଦେଉଛି ରେଳପଥ। ବ୍ୟବସାୟର ବଡ଼ ପେଣ୍ଠସ୍ଥଳୀ ହୋଇଥିବାରୁ ବଇଣ୍ଡା ଛକ ସାଜିଛି ଆଠମଲ୍ଲିକ ଉପଖଣ୍ଡବାସୀଙ୍କ ପ୍ରମୁଖ ଆକର୍ଷଣ। ସେଥିପାଇଁ ଦିନକୁ ଦିନ ପରିବ୍ୟାପ୍ତ ହେଉଛି ବଇଣ୍ଡା ଅଞ୍ଚଳ।…
ଦିଲ୍ଲୀ ହାଇକୋର୍ଟରୁ ଜାମିନ ଖାରଜ ପରେ ସୁପ୍ରିମକୋର୍ଟ ଯିବେ ସିସୋଡିଆ
ନୂଆଦିଲ୍ଲୀ,୩୦।୫: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା ଆମ ଆଦମୀ ପାର୍ଟି (ଏଏପି)ନେତା ମନୀଷ ସିସୋଡିଆଙ୍କ ଜାମିନ ଆବେଦନକୁ ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏହି ଆବେଦନକୁ ଖାରଜ କରି କୋର୍ଟ କହିଛନ୍ତି ଯେ, ମନୀଷ ସିସୋଡିଆଙ୍କ ବିରୋଧରେ…
‘ମହିମାପୀଠର ସବୁ ଆବଶ୍ୟକତା ପୂରଣ କରାଯିବ’
ଢେଙ୍କାନାଳ ଅଫିସ,୩୦।୫: ମହିମା ଧର୍ମ ଓଡ଼ିଶାରୁ ସୃଷ୍ଟି ହୋଇଛି। ସରଳ ଜୀବନଯାପନ, ସମାନତା, ବିଶ୍ୱ କଲ୍ୟାଣ, ନିଷ୍ଠାର ସହ ସେବା କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଓଡ଼ିଶା ବ୍ୟତୀତ ଆସାମ, ଝାଡ଼ଖଣ୍ଡ, ଛତିଶଗଡ଼ରେ ମଧ୍ୟ ଏହି ଧର୍ମ ଲୋକପ୍ରିୟ। ରାଜ୍ୟ ଓ…
ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ, ମଧ୍ୟସ୍ଥ
ବରଗଡ଼ ଅଫିସ/ପଦ୍ମପୁର,୩୦।୫: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅଧୀନ ଦହିତା ରାଜସ୍ବ ନିରୀକ୍ଷକ ଦାମୋଦର ସୁନା ଏବଂ ତାଙ୍କ ସହଯୋଗୀ ତଥା ମଧ୍ୟସ୍ଥ ସୋମଦେବ ବନଛୋର ମଙ୍ଗଳବାର ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି। ମୁଣ୍ଡୋମହୁଲ ଗ୍ରାମର ପ୍ରସନ୍ନ ବରିହାଙ୍କଠାରୁ ରାଜସ୍ବ ନିରୀକ୍ଷକ ଦାମୋଦର…
୨ କନିଷ୍ଠ ଯନ୍ତ୍ରୀ, ସୁପରଭାଇଜର ଗିରଫ
ବ୍ରହ୍ମପୁର ଅଫିସ,୩୦ା୫: ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକରେ ଏକ ବନ୍ଧକାମ ଟେଣ୍ଡର ଫାଇଲ୍ ପ୍ରୋସେସିଂ ଏବଂ ବନ୍ଧ ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ଏଗ୍ରିମେଣ୍ଟ କରିବାକୁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କ୍ଷୁଦ୍ର ଜଳସେଚନ (ଏମ୍ଆଇ)ବିଭାଗର ୨ଜଣ କନିଷ୍ଠ ଯନ୍ତ୍ରୀ…
ମଣିପୁର ହିଂସା ମାମଲା: ଖାର୍ଗେଙ୍କ ନେତୃତ୍ୱରେ ରାଷ୍ଟ୍ରପତିଙ୍କୁ ଭେଟିଲେ କଂଗ୍ରେସ ପ୍ରତିନିଧି ଦଳ
ନୂଆଦିଲ୍ଲୀ,୩୦।୫: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ନେତୃତ୍ୱରେ କଂଗ୍ରେସ ନେତାଙ୍କ ଏକ ପ୍ରତିନିଧୀ ଦଳ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ଏହି ସାକ୍ଷାତରେ ପ୍ରତିନିଧୀ ଦଳ ରାଷ୍ଟ୍ରପତିଙ୍କୁ ମଣିପୁର ହିଂସାରେ ରାଜ୍ୟରେ ସୃଷ୍ଟି ହୋଇଥିବା ପରିସ୍ଥିତି ସମ୍ପର୍କରେ ଏକ ସ୍ମାରକପତ୍ର…
ଗିରଫ ହେଲେ କରଞ୍ଜିଆ ତହସିଲଦାର
ବାରିପଦା ଅଫିସ,୩୦।୫: ମୟୂରଭଞ୍ଜ ଜିଲା କରଞ୍ଜିଆ ତହସିଲଦାର ଚାର୍ଲସ ନାୟକଙ୍କୁ ଭିଜିଲାନ୍ସ ଗିରଫ କରିଛି। ଏକ ଲାଞ୍ଚ କାରବାର ମାମଲାରେ ଭିଜିଲାନ୍ସ ତାଙ୍କ ବିରୋଧରେ ପ୍ରମାଣ ପାଇବା ପରେ ତାଙ୍କୁ ଗିରଫ କରିଛି। ଚାର୍ଲସ ନାଏକଙ୍କ ବିରୋଧରେ ଆୟ ବର୍ହିଭୂତ ସମ୍ପତ୍ତି…
ଶାଶୁଘର ଚାଲିଯିବେ ପଞ୍ଚଠାକୁରାଣୀ
ପୁରୁଷୋତ୍ତମପୁର,୩୦ା୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ଦ୍ୱିବାର୍ଷିକ ଠାକୁରାଣୀ ଯାତ୍ରା ମଙ୍ଗଳବାର ଶେଷ ହେଉଛି। ଏହି ଯାତ୍ରା ଗତ ୩ ତାରିଖଠାରୁ ଆରମ୍ଭ ହୋଇଥିଲା। ମା ପଞ୍ଚଠାକୁରାଣୀ ନିଜ ମନ୍ଦିର ଛାଡ଼ି ବାପଘର ପୁରୁଷୋତ୍ତମପୁର ସହରର ବଡ଼ବଜାର ସ୍ଥିତ ଅସ୍ଥାୟୀ ମନ୍ଦିରକୁ ଆସି…
ପଞ୍ଚବଟିରେ କ୍ରିତି
ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନଙ୍କ ସହ ଅଭିନେତ୍ରୀ କ୍ରିତି ସାନନଙ୍କୁ ଫିଲ୍ମ ‘ଶେହଜାଦା’ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ସେ ତାଙ୍କର ଅପକମିଂ ମୁଭି ‘ଆଦିପୁରୁଷ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ଚଳଚ୍ଚିତ୍ରରେ କ୍ରିତି ସୀତା ଭୂମିକାରେ ନଜର ଆସିବେ…
Archives


