Home Left

ପୁଣି ବଢିଲା ସୁନା ଦର

ନୂଆଦିଲ୍ଲୀ,୧୮।୧୦: ସୁନା ମୂଲ୍ୟରେ ପୁଣି ବୃଦ୍ଧି ଘଟିଛି। ବୁଧବାର ୫୦୦ ଟଙ୍କା ବୃଦ୍ଧି ସହ ସୁନା ୧୦ ଗ୍ରାମ ପିଛା ୬୦,୬୫୦ ଟଙ୍କାରେ ପହଞ୍ଚିଛି। ବିଶ୍ୱ ବଜାରରେ ସୁନା ମୂଲ୍ୟରେ ବୃଦ୍ଧି ମଧ୍ୟ ଦେଖାଯାଉଛି। ଆଶା କରାଯାଉଛି ଯେ ଯଦି ଫେଡ…

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଲେ ବାଇଡେନ୍‌

ତେଲ ଅଭିବ,୧୮।୧୦: ଗାଜାର ଏକ ପ୍ରମୁଖ ଡାକ୍ତରଖାନାରେ ବିସ୍ଫୋରଣ ପରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଆହୁରି ତୀବ୍ରତର ହୋଇଛି। ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ତେଲ ଅଭିବରେ ପହଞ୍ଚିଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ବାଇଡେନଙ୍କୁ…

କଂଗ୍ରେସର ଡିଏନ୍‌ଏରେ ଅଛି ଦୁର୍ନୀତି: ଭାଜପା

ନୂଆଦିଲ୍ଲୀ,୧୮।୧୦: କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ପୁଣି ଥରେ ଆଦାନୀ ଗ୍ରୁପ ଏବଂ ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ରାହୁଲ ‘ଆଦାନୀ ଏବଂ କୋଇଲା ମୂଲ୍ୟରେ ରହସ୍ୟମୟ ବୃଦ୍ଧି’ ଉପରେ ଏକ ଗଣମାଧ୍ୟମ ରିପୋର୍ଟକୁ ନେଇ ସେ କେନ୍ଦ୍ର ସରକାରଙ୍କ ଉପରେ…

ମୋର ଉଦ୍ଦେଶ୍ୟ ଆମେରିକା କାହା ସହ ଛିଡ଼ା ହୋଇଛି ସେନେଇ ବିଶ୍ୱକୁ ବାର୍ତ୍ତା ଦେବା: ବାଇଡେନ୍‌

ଜେରୁଜେଲମ,୧୮।୧୦: ଯୁଦ୍ଧର ସ୍ଥିତି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଇସ୍ରାଏଲ ଗସ୍ତ କରିଛନ୍ତି। ଏହାଦ୍ୱାରା ଆମେରିକା କେଉଁଠି ଛିଡ଼ା ହୋଇଛି ସେ ନେଇ ବିଶ୍ୱକୁ ଜଣାଇବାକୁ ଚାହୁଁଥିବା ଏକ ଖବରଦାତା ସମ୍ମିଳନୀରେ ବାଇଡେନ୍‌ ସ୍ପଷ୍ଟ କରିଛନ୍ତି। ବାଇଡେନ କହିଛନ୍ତି, ମୋର…

କେଉଁ ଅବସ୍ଥାରେ ଅଛନ୍ତି ଇସ୍ରାଏଲର ଅପହୃତ, ଭିଡିଓ ଜାରି କଲା ହମାସ; ଦେଖନ୍ତୁ…

ଜେରୁଜେଲମ,୧୮।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଭୟଙ୍କର ଯୁଦ୍ଧ ଚାଲିଛି। ଗତ ୧୦ ଦିନ ଧରି ଉଭୟ ପାର୍ଶ୍ୱରୁ ଏୟାର ଷ୍ଟ୍ରାଇକ୍‌ ହେଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏଥିରେ ହଜାର ହଜାର ସାଧାରଣ ଲୋକଙ୍କର ମୃତ୍ୟୁ ଘଟିଲାଣି। ଏସବୁ ମଧ୍ୟରେ ହମାସ ଶହ…

ପାକିସ୍ତାନରୁ ଭାରତ ଆସିଥାଏ ଏସବୁ ଉତ୍ପାଦ, କିଛି ପ୍ରାୟ ପ୍ରତି ଘରେ ହୋଇଥାଏ ବ୍ୟବହୃତ; ଜାଣନ୍ତୁ…

ନୂଆଦିଲ୍ଲୀ,୧୮।୧୦: ବର୍ତ୍ତମାନ ସମୟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସୁସମ୍ପର୍କ ନାହିଁ। ଉଭୟ ଦେଶ ଆତଙ୍କବାଦ ଏବଂ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହେଉଛନ୍ତି। ଏସବୁ ମଧ୍ୟରେ ଦୁଇ ଦେଶ ମଧ୍ୟରେ ଅନେକ ଦ୍ରବ୍ୟର ଆମଦାନୀ-ରପ୍ତାନୀ ଜାରି ରହିଛି। ପାକିସ୍ତାନରୁ ଭାରତକୁ…

ଗାଜା ହସ୍ପିଟାଲ ବିସ୍ଫୋରଣ ପରେ ଜାତିସଂଘ ସୁରକ୍ଷା ପରିଷଦର ଜରୁରୀକାଳିନ ଅଧିବେଶନ

ଓ୍ବାଶିଂଟନ,୧୮ା୧୦: ଗାଜାରେ ପାଲେଷ୍ଟାଇନ୍‌ ଆତଙ୍କବାଦୀମାନେ ଦକ୍ଷିଣ ଏବଂ ମଧ୍ୟ ଇସ୍ରାଏଲ ଉପରେ ବହୁ ପରିମାଣର ରକେଟମାଡ଼ କରିବାରୁ ଗାଜା ହସ୍ପିଟାଲରେ ବଡ଼ଧରଣର ବିସ୍ଫୋରଣ ହୋଇଥିଲା। ଏନେଇ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବୁଧବାର ଏକ ଜରୁରୀକାଳିନ ଅଧିବେଶନ କରିଛି। ବିସ୍ଫୋରଣର କିଛି…

ଆଗରୁ ଟ୍ରାକ୍ଟର, ହେଲେ ପଛରୁ ଦେଖିଲେ ବସ୍‌; ଦେଶୀ ଯୋଗାଡର ଏହି ଭିଡିଓ ଦେଖିଲେ ମୁଣ୍ଡରେ ଦେବେ ହାତ… 

ପଛରୁ ଦେଖିଲେ ଲାଗିବ ବସ୍‌। ହେଲେ ଆଗକୁ ଯାଇ ଦେଖିଲେ ଏହା ଟ୍ରାକ୍ଟର ମନେହେବ। ଦେଶୀ ଯୋଗାଡର ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଭାରତରେ କିଛି ବି ଅସମ୍ଭବ ବୋଲି ଆପଣାଛାଏଁ ପାଟିରୁ ବାହାରି…

ମନ୍ଦିରରୁ ପଡ଼ି ରଙ୍ଗ କାରିଗରଙ୍କ ଜୀବନ ଗଲା

କୋକସରା,୧୮ା୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଆସନ୍ତା ନଭେମ୍ବର ୪ ତାରିଖରେ ପ୍ରଭୁ ବୁଢ଼ାରଜା ଠାକୁରଙ୍କ ବାର୍ଷିକ ଦଶହରା ଥିବାରୁ ମନ୍ଦିର ଉପରେ ସାଥୀ ଶ୍ରମିକଙ୍କ ସହ ରଙ୍ଗ ମାରୁଥିବା ବେଳେ ଅସାବଧାନତା କାରଣରୁ ମନ୍ଦିର ଉପରୁ ଖସି ପଡ଼ି ଜଣେ ରଙ୍ଗ କାରିଗରଙ୍କ…

ପଶ୍ଚିମ ଏସିଆରେ ବଢୁଥିବା ବିବାଦ ମଧ୍ୟରେ ବୃଦ୍ଧି ପାଇଲା ଅଶୋଧିତ ତୈଳ ଦର, ୯୩ ଡଲାରରେ ପହଞ୍ଚିଲା ପ୍ରତି ବ୍ୟାରେଲ

ନୂଆଦିଲ୍ଲୀ ୧୮।୧୦: ପଶ୍ଚିମ ଏସିଆରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଭୀଷଣ ରୂପ ନେବାରେ ଲାଗିଛି। ଏଭଳି ସ୍ଥିତିରେ ବଢୁଥିବା ବିବାଦକୁ ନଜରରେ ରଖି ବିଶ୍ୱ ବଜାରରେ ଅଶୋଧିତ ତୈଳର ମୂଲ୍ୟ ପ୍ରତି ବ୍ୟାରେଲ ୩.୩୬ ପ୍ରତିଶତ ବୃଧି…

ଘାଟିରେ ଓଲଟିଲା କାଠବୋଝେଇ ଟ୍ରକ୍‌

ବାଲିଗୁଡ଼ା,୧୮ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ଗୋପାଳପୁରଠାରୁ ରାୟପୁର ଦେଇ ଯାଇଥିବା ୫୯ ନଂ. ଜାତୀୟ ରାଜପଥ ଗଦ୍ରିଙ୍ଗିଆ ଘାଟିରେ ଏକ କାଠବୋଝେଇ ଟ୍ରକ୍‌ ନଂ. ୟୁପି-୬୭-ଟି- ୮୮୫୧ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଟ୍ରକ୍‌ଟିର ବିଶେଷ…

ଅକୁହା ଯନ୍ତ୍ରଣା ବଖାଣିଲେ ଶିଳ୍ପାଙ୍କ ସ୍ବାମୀ

ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ବାୟୋପିକ ୟୁଟି ୬୯ର ଟ୍ରେଲର ରିଲିଜ ହୋଇଛି। ସେ ନିଜେ ଏହି ଫିଲ୍ମରେ ଅଭିନୟ କରୁଛନ୍ତି। ଜଣେ ଅଭିନେତା ଭାବରେ ଏହା ତାଙ୍କର ପ୍ରଥମ ଫିଲ୍ମ। ତାଙ୍କର ଫିଲ୍ମ ୟୁଟି୬୯ ରାଜ କୁନ୍ଦ୍ରାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?