Home Left

ଗଛପଡ଼ି ଭାଙ୍ଗିଗଲା ଘର

କୁଚିଣ୍ଡା,୭ା୮(ବିରଞ୍ଚତ୍ ଦର୍କା): ଲଗାଣ ବର୍ଷା ଯୋଗୁ ବାମରା ବ୍ଲକ ଅନ୍ତର୍ଗତ ଜରାବଗା ପଞ୍ଚାୟତ କର୍ଲିଆଡିହି ଗ୍ରାମର ବିଧବା ବେଙ୍ଗ ଖଡିଆ(୬୫)ଙ୍କ ଘର ଉପରେ ଗଛ ପଡି ଭାଙ୍ଗିଯାଇଛି। ସ୍ବର୍ଗତ କାର୍ତ୍ତିକ ଖଡ଼ିଆଙ୍କ ସ୍ତ୍ରୀ ବେଙ୍ଗ ବହୁ କଷ୍ଟରେ ଏକ ଝାଟିମାଟି କୁଡିଆ…

ଡବ୍ଲ୍ୟୁଏଫ୍‌ଆଇ ନିର୍ବାଚନ: ପ୍ରକାଶ ପାଇଲା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ,୭ା୮: ଅଗଷ୍ଟ ୧୨ ତାରିଖରେ ହେବାକୁ ଥିବା ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀତାଲିକା ସୋମବାର ପ୍ରକାଶ ପାଇଛି। ୪ ଉପସଭାପତି ପାଇଁ ୫ ପ୍ରାର୍ଥୀଙ୍କ ମଧ୍ୟରେ ପୂର୍ବତନ ଭାରତୀୟ କୁସ୍ତିଯୋଦ୍ଧା କର୍ତ୍ତାର ସିଂ ରହିଛନ୍ତି। କର୍ତ୍ତାର…

ବାୟୁସେନାର ପ୍ରଶିକ୍ଷଣ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ: ୨ ସେନା କର୍ମଚାରୀଙ୍କ ମୃତ୍ୟୁ

କଲମ୍ବୋ,୭।୮: ଶ୍ରୀଲଙ୍କା ବାୟୁସେନାର ଏକ ଟ୍ରେନିଂ ବିମାନ ସୋମବାର ବିମାନ ଉଡ଼ାଣ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ପାଇଲଟ ଏବଂ ଜଣେ ଅଧିକାରୀଙ୍କର ମୃତ୍ୟୁ ହୋଇଛି। ଶ୍ରୀଲଙ୍କା ବାୟୁସେନା କମାଣ୍ଡର ଏୟାର ମାର୍ଶଲ ଉର୍ଡନୀ ରାଜପକ୍ଷ କହିଛନ୍ତି ଯେ, ପାଇଲଟମାନଙ୍କୁ…

ମଙ୍ଗଳବାର ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚା କରିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୭।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଲୋକ ସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା କରିବେ ବୋଲି ସମ୍ଭାବନା ରହିଛି। ଅଗଷ୍ଟ ୮ ରୁ ୧୦ ପର୍ଯ୍ୟନ୍ତ ଲୋକ ସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବ। ତେବେ ଆଲୋଚନାର…

କ୍ୱାର୍ଟରରେ ପହଞ୍ଚିଲା ଅଷ୍ଟ୍ରେଲିଆ, ଇଂଲଣ୍ଡ

ବ୍ରିସ୍‌ବେନ୍‌,୭ା୮: ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ମହିଳା ଫୁଟବଲ୍‌ ବିଶ୍ୱକପରେ ସୋମବାର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ୟୁରୋ କପ୍‌ ଚାମ୍ପିୟନ୍‌ ଇଂଲଣ୍ଡ ଓ ଘରୋଇ ଅଷ୍ଟ୍ରେଲିଆ। ପ୍ରଥମ ଥର ନକ୍‌ଆଉଟରେ ପ୍ରବେଶ କରିଥିବା ନାଇଜେରିଆକୁ ୪-୨ର ପେନାଲ୍ଟି ଶୁଟଆଉଟରେ ପରାସ୍ତ…

ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ

ରୂପସା,୭।୮(ବାଞ୍ଛାନିଧି ଦେ): ବାଲେଶ୍ୱର ସଦର ବ୍ଲକର ଛାନୁଆ ପଞ୍ଚାୟତ ଅନ୍ତର୍ଗତ ଭଦ୍ରସିଆ ଗ୍ରାମର ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ମାତ୍ର ଅଭିଯୋଗକୁ ୬ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ…

ପିସିବିକୁ ଫେରିଲେ ପୂର୍ବତନ ଅଧିନାୟକ, ବିଶ୍ୱକପ ପୂର୍ବରୁ ମିଳିଲା ଏହି ଦାୟିତ୍ୱ

ଇସଲାମାବାଦ,୭।୮: ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜମାମ-ଉଲ-ହକ ପିସିବିକୁ ଫେରିଛନ୍ତି। ବାସ୍ତବରେ ଇଞ୍ଜମାମ-ଉଲ-ହକଙ୍କୁ ପାକିସ୍ତାନ କ୍ରିକେଟ ବୋର୍ଡର ମୁଖ୍ୟ ଚୟନକର୍ତ୍ତା କରାଯାଇଛି। ପାକିସ୍ତାନ କ୍ରିକେଟ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛି ଯେଉଁଥିରେ କୁହାଯାଇଛି ଯେ, ଇଞ୍ଜମାମ-ଉଲ-ହକ ପିସିବିର ନୂତନ ମୁଖ୍ୟ ଚୟନକର୍ତ୍ତା…

ଜିଲାପାଳଙ୍କୁ ସୁରକ୍ଷା ମାଗିଲେ କିନ୍ନର

କେନ୍ଦୁଝର,୭।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ବ୍ଲକ ଅଧୀନ ବନାଯୋଡି ଟୋଲପ୍ଲାଜାରେ ରହୁଥିବା କିନ୍ନରମାନେ ସୋମବାର ସୁରକ୍ଷା ଯୋଗାଇ ଦେବାନେଇ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠର ଦ୍ୱାରସ୍ଥ ହୋଇଥିଲେ। ସ୍ଥାନୀୟ କେତେକ ଲୋକ ତାଙ୍କୁ ଧମକ ଚମକ ଦେଉଥିବା ବେଳେ ବିଭିନ୍ନ…

ଗଞ୍ଜାମରେ ୭ ହେଲା ଡେଙ୍ଗୁ ପଜିଟିଭ୍‌ ସଂଖ୍ୟା

ବ୍ରହ୍ମପୁର,୭ା୮(ସୁବାସ ଚନ୍ଦ୍ର ପାଢ଼ୀ)-ଗଞ୍ଜାମ ଜିଲାରେ ପୁଣି ୨ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବ୍ରହ୍ମପୁର ସିଦ୍ଧାର୍ଥନଗରର ଜଣେ ଓ ଅନ୍ୟ ଜଣକ ଦିଗପହଣ୍ଡିର ବୋଲି ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଏହି ଦୁଇ ଜଣଙ୍କୁ ମିଶାଇଲେ ଜିଲାରେ ପଜିଟିଭ୍‌…

ମୁଁ ଭଲ କି ଖରାପ, ୩୦ ଦିନ ପରେ ଜାଣିଯିବ: ଶାହାରୁଖ

ମୁମ୍ବାଇ: ଅଭିନେତା ଶାହରୁଖ ଖାନଙ୍କ ଫିଲ୍ମ ‘ଜୱାନ’କୁ ନେଇ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ତେବେ ଶାହାରୁଖ ଖାନ ସୋମବାର ସୋସିଆଲ ମିଡିଆରେ ଏକ ନୂଆ ପୋଷ୍ଟର ଶେୟାର କରି ତାଙ୍କ ଫିଲ୍ମର ଏହି ଚରିତ୍ର ବିଷୟରେ ପ୍ରଶଂସକଙ୍କୁ କିଛି…

ଭାରତ ପାଇଁ ସମସ୍ୟା ପାଲଟିଛି ଗିଲ-ଇଶାନଙ୍କ ଯୋଡି

ନୂଆଦିଲ୍ଲୀ,୭।୮: ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତୀୟ ଦଳ ୫ଟି ଟି -୨୦ ମ୍ୟାଚ ଖେଳୁଛି। ଏହି ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ଟିମ ଇଣ୍ଡିଆକୁ ପରାଜୟର ସାମ୍ନା କରିବାକୁ ପଡିଛି। ୱେଷ୍ଟଇଣ୍ଡିଜ ପ୍ରଥମ ମ୍ୟାଚରେ ଭାରତୀୟ ଦଳକୁ ୪ ରନରେ ପରାସ୍ତ କରିଛି।…

ଜଳବାୟୁ ପରିବର୍ତ୍ତନର ପ୍ରଭାବ ଅଧିକ ପଡୁଛି ଶିଶୁଙ୍କ ଉପରେ

ଓ୍ବାଶିଂଟନ,୭।୮: ମିଳିତ ଜାତିସଂଘ ଚେତାବନୀ ଦେଇଛି ଯେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ବଢିବା ସହିତ ଦକ୍ଷିଣ ଏସିଆର ପ୍ରାୟ ୪୬୦ନିୟୁତ ଶିଶୁ ବିପଜ୍ଜନକ ଉଚ୍ଚ ତାପମାତ୍ରାର ସମ୍ମୁଖୀନ ହେଉଛନ୍ତି। ଏଥି ମଧ୍ୟରେ ଭାରତ, ପାକିସ୍ଥାନ ଏବଂ ଆଫଗାନିସ୍ତାନ ଭଳି ଦେଶ ଅନ୍ତର୍ଭୁକ୍ତ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri