ମାସିକ ନ୍ୟୁଜ୍ ଲେଟର ଆରମ୍ଭ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୮ା୧୧(ପି.ଟି.): ସର୍ବୋଚ୍ଚ ଅଦାଲତରେ ଚାଲିଥିବା କାର୍ଯ୍ୟ ଓ ସଫଳତାର ପ୍ରଦର୍ଶନ ପାଇଁ ସୁପ୍ରିମକୋର୍ଟ ଶୁକ୍ରବାର ଏକ ମାସିକ ନ୍ୟୁଜ୍ ଲେଟର ଶୁଭାରମ୍ଭ କରିଛନ୍ତି। ଏହାର ଉଦ୍ଘାଟନୀ ସଂସ୍କରଣର ପ୍ରକାଶନ ସମ୍ପର୍କରେ ଘୋଷଣା କରି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼…
ଅଷ୍ଟ୍ରେଲିଆ ପାଇଁ ଘାତକ ସାବ୍ୟସ୍ତ ହୋଇପାରନ୍ତି ଭାରତର ଏହି ଦ୍ରୁତ ବୋଲର
ନୂଆଦିଲ୍ଲୀ,୧୮।୧୧: ବିଶ୍ୱକପ ୨୦୨୩ର ଫାଇନାଲ ମ୍ୟାଚ ରବିବାର ଅହମ୍ମଦାବାଦରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଏଥର କିଏ ଚାମ୍ପିଅନ ହେବ ଜାଣିବା ପାଇଁ ଆଉ ଗୋଟିଏ ଦିନ ଅପେକ୍ଷା କରିବାକୁ ପଡିବ। ଭାରତୀୟ ଦଳ ବହୁତ ଶକ୍ତିଶାଳୀ ସ୍ଥିତିରେ ଅଛି।…
ଅଷ୍ଟ୍ରେଲିଆ ବିପକ୍ଷରୁ ଅଭିଯାନ ଆରମ୍ଭ ଓ ଶେଷ
ଅମହମ୍ମଦାବାଦ, ୧୮ା୧୧: ୨୦୨୩ ବିଶ୍ୱକପ୍ରେ ଭାରତ ଅକ୍ଟୋବର ୮ରେ ଅଷ୍ଟ୍ରେଲିଆ ବିପକ୍ଷରୁ ହିଁ ଅଭିଯାନ ଆରମ୍ଭ କରିଥିଲା। ଘଟଣା କ୍ରମରେ ଉଭୟ ଦଳ ମଧ୍ୟରେ ଫାଇନାଲରେ ଭାରତ ପୁଣି ଅଷ୍ଟ୍ରେଲିଆକୁ ଭେଟିବାକୁ ଯାଉଛି। ଅର୍ଥାତ୍ ଭାରତର ଅଭିଯାନ ଏଥର ଅଷ୍ଟ୍ରେଲିଆ ବିପକ୍ଷରୁ…
କୋଡ ନାମ-ଚାଇନା ଟାଉନ, ଚାଇନା ହ୍ବାଇଟ! ଚାଇନାର ଏହି ଡ୍ରଗ୍ସରେ ଆମେରିକାରେ ଗଲା ୭୦ ହଜାର ଲୋକଙ୍କ ଜୀବନ
ଓ୍ବାଶିଂଟନ,୧୮।୧୧: ଫେଣ୍ଟାନିଲ ନାମକ ଡ୍ରଗ୍ସ ଉତ୍ପାଦନ ବନ୍ଦ କରିବାକୁ ଚାଇନା ପଦକ୍ଷେପ ନେବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସୂଚନା ଦେଇଛନ୍ତି। ଫେଣ୍ଟାନିଲ ହେଉଛି ଏକ ସିନ୍ଥେଟିକ ଓପିଓଏଡ, ଯାହା ଗତ ବର୍ଷ ୭୦ହଜାର ଲୋକଙ୍କୁ ମୃତ୍ୟୁ ମୁହଁକୁ ଠେଲି…
ବିଶ୍ୱକପ ବିଜେତା କ୍ୟାପଟେନଙ୍କୁ କରାଯିବ ସମ୍ମାନୀତ
ଅହମଦାବାଦ,୧୮।୧୧: ବିଶ୍ୱକପ ବିଜେତା ଅଧିନାୟକମାନଙ୍କୁ ବିଶ୍ୱକପ ୨୦୨୩ ଫାଇନାଲ ସମୟରେ ଏକ ବିଶେଷ ଉପାୟରେ ସମ୍ମାନିତ କରାଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ଚାମ୍ପିଅନ ରହିଥିବା ଅଧିନାୟକମାନଙ୍କୁ ଏକ ସ୍ବତନ୍ତ୍ର ବ୍ଲେଜର ପ୍ରଦାନ କରାଯିବ। ଫାଇନାଲ ମ୍ୟାଚରେ ପ୍ରଥମ ଇନିଂସ ଶେଷ ହେବା ପରେ…
ଓଡ଼ିଆ ଯୁବ ବୈଜ୍ଞାନିକଙ୍କୁ ଅନ୍ତର୍ଜାତୀୟ ଗୋର୍ଡନ ବେଲ୍ ପୁରସ୍କାର
ଭୁବନେଶ୍ୱର,୧୮ା୧୧(ଅନୁରାଧା ମହାରଣା): ଆମେରିକାର ଡେନ୍ଭରଠାରେ ଆୟୋଜିତ ଏସ୍ସି୨୩ ଅନ୍ତର୍ଜାତୀୟ ସମ୍ମିଳନୀରେ ଓଡ଼ିଆ ଯୁବ ବୈଜ୍ଞାନିକ ଗୌରବ ପାଣିଗ୍ରାହୀଙ୍କୁ ‘ଗୋର୍ଡନ ବେଲ୍ ପୁରସ୍କାର’ ପ୍ରଦାନ କରାଯାଇଛି। ତାଙ୍କର ପ୍ରକଳ୍ପ ‘ଲାର୍ଜ ସ୍କେଲ୍ ମ୍ୟାଟେରିଆଲସ୍ ମଡେଲିଂ ଆଟ୍ କ୍ୱାଣ୍ଟମ୍ ଆକ୍ୟୁରାସି: ଏବି ଇନିସିଓ ସିମୁଲେସନ୍ସ…
ଘଣ୍ଟାଏରେ ଗୋଟିଏ ସ୍ଥାନରେ କାମୁଡୁଛନ୍ତି ୬୦ ମଶା
ଭୁବନେଶ୍ୱର, ୧୮।୧୧ (ବନ୍ଦନା ସେଠୀ): ମଶା ଦାଉରେ କଲବଲ ରାଜଧାନୀବାସୀ। ରାତି ହେଉ କି ଦିନ ଦ୍ୱିପ୍ରହର, ଶାନ୍ତିରେ ବସି କି ଶୋଇ ହେଉନାହିଁ। ଘରଠୁ ବାହାର, ଅଫିସ୍ରେ ବି ଗୋଡ଼ାଇ କାମୁଡୁଛନ୍ତି ମଶା। ଗାଁ ଗହଳି, ଉପାନ୍ତ ଅଞ୍ଚଳଠାରୁ ବଳିଗଲାଣି…
କଳା ଇତିହାସକାର ବି.ଏନ୍. ଗୋସ୍ବାମୀଙ୍କ ପରଲୋକ
ନୂଆଦିଲ୍ଲୀ,୧୮ା୧୧(ପି.ଟି.): ଖ୍ୟାତନାମା କଳା ଇତିହାସକାର ତଥା ଲେଖକ ବ୍ରିଜେନ୍ଦ୍ର ନାଥ ଗୋସ୍ବାମୀଙ୍କର ଶୁକ୍ରବାର ଚଣ୍ଡିଗଡ଼ର ପିଜିଆଇଏମ୍ଇଆର୍ରେ ପରଲୋକ ହୋଇଯାଇଛି। ତାଙ୍କୁ ୯୦ ବର୍ଷ ହୋଇଥିଲା। ସେ ଫୁସ୍ଫୁସ୍ ସଂକ୍ରମଣରେ ପୀଡ଼ିତ ଥିଲେ ବୋଲି ତାଙ୍କ ପରିବାରର ବନ୍ଧୁ ତଥା ଅଭିନେତା ନୀଲମ…
ବିଶ୍ୱସ୍ତରୀୟ ହେବ ନନ୍ଦନକାନନ: ଜଙ୍ଗଲ ମନ୍ତ୍ରୀ
ବାରଙ୍ଗ,୧୮।୧୧(ଲିଙ୍ଗରାଜ ରାଉତ): ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ସଂଯୋଗ କରୁଥିବା ବହୁ ପ୍ରତୀକ୍ଷିତ ‘ରୋପ୍ୱେ’ ପୁଣିଥରେ ଆରମ୍ଭ ହୋଇଛି। ଶୁକ୍ରବାର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହାକୁ ଉଦ୍ଘାଟନ କରିଛନ୍ତି। ୧୩ବର୍ଷ…
୮ ରୂପାନ୍ତରଣକାରୀ ପ୍ରକଳ୍ପକୁ ଅନୁମୋଦନ
ଭୁବନେଶ୍ୱର, ୧୮।୧୧(ସୁନିତ୍ ମିଶ୍ର): ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ଶୁକ୍ରବାର ୧୨୪ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍ଏଲ୍ଏସ୍ଡବ୍ଲ୍ୟୁସିଏ) ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୩୯୭.୧୮ କୋଟି ଟଙ୍କାର ୮ଟି ରୂପାନ୍ତରଣକାରୀ ପ୍ରକଳ୍ପକୁ ଅନୁମୋଦନ ମିଳିଛି।…
ସାମି ୭ ଉଇକେଟ୍ ନେବେ ବୋଲି ସ୍ବପ୍ନ ଦେଖିଥିଲେ ବ୍ୟକ୍ତି , ବର୍ତ୍ତମାନ ଭବିଷ୍ୟତବାଣୀ କରିବାକୁ…
ବିଶ୍ୱକପ୍ ୨୦୨୩ ସେମିଫାଇନାଲ୍ରେ ମହମ୍ମଦ ସାମି ୧୦ ଓଭରରେ ୫୭ ରନ୍ ଦେଇ ୭ଟି ଉଇକେଟ୍ ନେଇଥିଲେ। ଏହି ମ୍ୟାଚ୍ଟି ନଭେମ୍ବର ୧୫ ତାରିଖରେ ମୁମ୍ବାଇର ଓ୍ବାଙ୍ଖଡେରେ ଖେଳାଯାଇଥିଲା। ମାତ୍ର ନଭେମ୍ବର ୧୪ ତାରିଖ ରାତିରେ ଜଣେ ବ୍ୟକ୍ତି ସ୍ବପ୍ନ ଦେଖିଥିଲେ…
ହିରୋ ମୋଟୋକର୍ପ ଚେୟାରମ୍ୟାନ୍ଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି
ନୂଆଦିଲ୍ଲୀ,୧୭।୧୧: ମନି ଲଣ୍ଡରିଂର ଏକ ମାମଲାରେ ଦିଲ୍ଲୀ ହାଇକୋର୍ଟ ହିରୋ ମୋଟୋକର୍ପର ଅଧ୍ୟକ୍ଷ ପଓ୍ବନ କାନ୍ତ ମୁଞ୍ଜଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଛନ୍ତି। ଏହି ମାମଲାର ତଦନ୍ତ ଇଡି ପକ୍ଷରୁ କରାଯାଉଛି। ତେବେ ବିଚାରପତି ସୌରଭ ବାନାର୍ଜୀ ମୁଞ୍ଜାଲଙ୍କ ଯାଚିକା…

