ୟୁକ୍ରେନକୁ ସହଯୋଗର ହାତ ବଢାଇଲା ଆମରିକା,୨୦୦ ମିଲିୟନ ଡଲାର ସେନା ସହାୟତା ଦେବାକୁ ଘୋଷଣା
ଓ୍ବାଶିଂଟନ,୮।୮: ଆମେରିକା ଅଧିକାରୀମାନେ ନ୍ୟୁଜ ଏଜେନ୍ସି ରୟଟର୍ସକୁ କହିଛନ୍ତି କି ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ ମଙ୍ଗଳବାର ଖୁବଶୀଘ୍ର ୟୁକ୍ରେନ ପାଇଁ ୨୦୦ ମିଲିୟନ ଡଲାରର ନୂଆ ସେନା ସହାୟତା ଘୋଷଣା କରିବ। ଦୁଇ ଆମେରିକୀୟ ଅଧିକାରୀ ସୋମବାର ଏହି ସୂଚନା…
୧୨ ବର୍ଷରେ ୧୩ରୁ ଊର୍ଦ୍ଧ୍ୱ ଶିଳ୍ପ ପ୍ରତିଷ୍ଠାନ ବନ୍ଦ
କେନ୍ଦୁଝର,୮ା୮(ଦୀପକ ମିଶ୍ର): କେନ୍ଦୁଝର ଜିଲା କଳକାରଖାନା ଓ ଖଣିଖାଦାନଭରା ଜିଲା ଭାବେ ରାଜ୍ୟରେ ଜଣାଶୁଣା। ମାତ୍ର ଜିଲାରେ ପ୍ରତିଷ୍ଠା ହୋଇଥିବା ୪୦ଟି ବଡ଼ କଳକାରଖାନା ମଧ୍ୟରୁ ୧୩ରୁ ଊର୍ଦ୍ଧ୍ୱ ବିିଭିନ୍ନ କାରଣରୁ ବନ୍ଦ ହୋଇଯାଇଛି। ଫଳରେ ରତ୍ନଗର୍ଭା ଜିଲାର ଅନେକ ଶ୍ରମିକଙ୍କ…
କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଏନ୍ଜିଓ ସଂଗ୍ରହ କରିଛି
କେନ୍ଦ୍ରାପଡ଼ା, ୮।୮(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପାଇଁ ହାଇଦ୍ରାବାଦସ୍ଥ ନବଯୁଗ ଇନ୍ଫୋଟେକ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥା ଏବେ ସମସ୍ୟା ସୃଷ୍ଟି କରିଛି। ଜିଲା ପ୍ରଶାସନର ଅନୁମତ ପତ୍ର ଓ ସହଯୋଗ ନେଇ ସହର ଏବଂ ଗ୍ରାମାଞ୍ଚଳରେ ଥିବା ଘର ସମ୍ମୁଖରେ…
ଗୋବରୀର କୁଶିଆପାଳ-ରାୟପୁର ସେତୁରେ ଲାଖିଛି ଦଳ
ଡେରାବିଶ,୮।୮ (ବେବର୍ତ୍ତା ଅଜୟ ଦାସ): ଡେରାବିଶ ବ୍ଲ୍ କ ଅଧୀନ କୁଶିଆପାଳ ଓ ବାରିମୂଳ ପଞ୍ଚାୟତକୁ ସଂଯୋଗ କରୁଥିବା ଗୋବରୀ ସେତୁ ନିକଟରେ ନଦୀ ଭିତରେ ଦଳ ବୋଝେଇ ହୋଇରହିଛି। ଏଥିପାଇଁ ଗୋବରୀ ନଦୀରେ ଜଳ ନିଷ୍କାସନରେ ସମସ୍ୟା ଦେଖାଦେଇଛି। ଫଳରେ…
ବିପଦରେ ବୈତରଣୀ ନଦୀ ଉପର ବ୍ରିଜ
ଯାଜପୁର,୮।୮(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧିକାରୀ ଏବଂ କର୍ମଚାରୀଙ୍କ ଶସ୍ତା କାର୍ଯ୍ୟାନୁଷ୍ଠାନ ଏବଂ ଲାଭଖୋର ମନୋବୃତ୍ତି ପଡୋଶୀ ଜିଲାର ବାଲି ମାଫିଆମାନଙ୍କୁ ବେଶ ସୁହାଇଛି। ବୈତରଣୀ ନଦୀର ଯାଜପୁର ଜିଲା ଅଧୀନ ବିଭିନ୍ନ ବାଲିଘାଟରୁ ବ୍ୟବସାୟୀମାନେ ତହସିଲ ଅଫିସ୍ର…
ମାଂସ ମାର୍କେଟ ପାଇଁ ବିଏମ୍ସିର ଜାଗା ନାହିଁ
ଭୁବନେଶ୍ୱର,୮।୮ (ବନ୍ଦନା ସେଠୀ): ରାଜଧାନୀ ରାସ୍ତା କଡ଼ରେ ବ୍ୟବସାୟ କରୁଥିବା ସମସ୍ତ ମାଂସ ବ୍ୟବସାୟୀଙ୍କୁ ଥଇଥାନ କରାଯିବା ସହ ପ୍ରତି ଓ୍ବାର୍ଡରେ ମାଂସ ମାର୍କେଟ ନିର୍ମାଣ କରିବା ପାଇଁ ବିଏମ୍ସି ପ୍ରତିଶ୍ରୁତି ଦେଇଥିଲା। ଆସନ୍ତା ୨ବର୍ଷ ମଧ୍ୟରେ ସବୁ ଓ୍ବାର୍ଡରେ ମାର୍କେଟ…
ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚା ପୂର୍ବରୁ ଭାଜପା ସଂସଦୀୟ ଦଳର ବୈଠକ ଆରମ୍ଭ, ପ୍ରଧାନମନ୍ତ୍ରୀ ବି ସାମିଲ
ନୂଆଦିଲ୍ଲୀ,୮।୮: ଆଜି ଲୋକ ସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବ। ଏହାପୂର୍ବରୁ ସଂସଦ ଭବନରେ ଭାଜପା ସଂସଦୀୟ ଦଳର ଏକ ବୈଠକ ଅନୁଷ୍ଠିତ ହେଉଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସାମିଲ ଅଛନ୍ତି। କୁହାଯାଇଛି ଯେ, ଅନାସ୍ଥା ପ୍ରସ୍ତାବ…
ଅଣନିଯୁକ୍ତିପ୍ରାପ୍ତ ପୁରୁଣା ସିଟି,ବିଏଡ୍ ମହାସଂଘ ପକ୍ଷରୁ ଜିଲାସ୍ତରୀୟ ବୈଠକ
ରସୁଲପୁର,୮।୮(ରଞ୍ଜିତ ରାଉତ): ରସୁଲପୁର ବ୍ଲକ ଅନ୍ତର୍ଗତ କୁଆଖିଆ ବଜାରର ହରପାର୍ବତୀ ମନ୍ଦିର ପ୍ରାଙ୍ଗଣରେ ଅଣନିଯୁକ୍ତିପ୍ରାପ୍ତ ପୁରୁଣା ସିଟି,ବିଇଡି ସଂଘ ପକ୍ଷରୁ ଏକ ବୈଠକ ଜିଲା ସଂଘର ସଭାପତି ପ୍ରଦୀପ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ମହାସଂଘର ଆହ୍ବାନକ୍ରମେ ଆୟୋଜିତ…
ସ୍ବାମୀଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ସ୍ତ୍ରୀକୁ ବାରଣ, ହତ୍ୟା ଧମକ
ଗୋପ, ୭।୮(ଭାରତୀ ଭୂଷଣ ଉପାଧ୍ୟାୟ): ଗୋପ ଥାନା ଅଧୀନ ସୋରଭା ପଞ୍ଚାୟତ ଦୁର୍ଗାପୁର ଗ୍ରାମରେ ଜଣେ ମହିଳାଙ୍କ ବିବାହର ଚାରି ମାସ ପରେ ଯୌତୁକ ନିର୍ଯାତନା ଏବଂ ସ୍ବାମୀଙ୍କ ମୃତ୍ୟୁ ପରେ ତାଙ୍କ ଅନ୍ତ୍ୟେଷ୍ଟି କ୍ରିୟାକୁ ବାରଣ କରିବା ସହ ଜୀବନରୁ…
ବଢିପାରେ ରାଘବଙ୍କ ଅଡୁଆ
ନୂଆଦିଲ୍ଲୀ,୮।୮: ରାଜ୍ୟ ସଭାର ଗୃହ କାର୍ଯ୍ୟ ସମୟରେ ଯେତେବେଳେ ଦିଲ୍ଲୀର ଅଧିକାରୀଙ୍କ ଟ୍ରାନ୍ସଫର ପୋଷ୍ଟିଂ ବିଲ୍ ପାସ କରାଯାଉଥିଲା ସେତେବେଳେ ଆମ ଆଦମୀ ପାର୍ଟି(ଏଏପି) ନେତା ରାଘବ ଚଢାଙ୍କ ପକ୍ଷରୁ ଏହି ବିଲ୍କୁ ସିଲେକ୍ଟ କିମିଟିକୁ ପଠାଇବା ପ୍ରସ୍ତାବ ଦିଆଯାଇଥିଲା। ବର୍ତ୍ତମାନ…
ବନ୍ୟା ଆସିଲେ ମନେପଡ଼େ ଦୁର୍ଗତଙ୍କ ଦୁଃଖ
ଯାଜପୁର,୮।୮(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ ବନ୍ୟା ଆସିଲେ ଦୁର୍ଗତଙ୍କ ଦୁଃଖ ମନେପଡ଼େ ବୋଲି ଏବେ ସବୁଠି ଚର୍ଚ୍ଚା। ବୈତରଣୀ ଓ ବ୍ରାହ୍ମଣୀ ନଦୀରେ ନିୟମିତ ବ୍ୟବଧାନରେ ବଡ଼ବଡ଼ ବନ୍ୟା ଲୋକଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଥିବାରୁ ଏଭଳି ମତପ୍ରକାଶ ପାଉଛି। ବନ୍ୟା ପୂର୍ବରୁ…
କମୁଛି ବନ୍ୟାଜଳ, ବଢ଼ୁଛି ଚାଷୀଙ୍କ ଦୁର୍ଦ୍ଦଶା
ଅସ୍ତରଙ୍ଗ,୮।୮(ମମତା ଜେନା): ମହାନଦୀ ଶାଖା ଦେବୀ ନଦୀରେ ବନ୍ୟାଜଳ ହ୍ରାସ ପାଇବାରେ ଲାଗିଛି। ଦେବୀ ନଦୀର ବାଉରିଆକଣ ବିପଦ ସଙ୍କେତ ୪.୯୩ ମିଟର ଥିବବେଳେ ଏବେ ବିପଦ ସଙ୍କେତ ତଳେ ଅର୍ଥାତ୍ ୩.୮୩ ମିଟରରେ ବନ୍ୟାଜଳ ପ୍ରବାହିତ ହେଉଛି। ବନ୍ୟା ଛଡୁଥିବା…
Archives


