ଘଣ୍ଟାଏ ଅଟକିଲା ମେମୁ ଟ୍ରେନ୍
ଭଦ୍ରକ,୧୦ା୮(ସନାତନ ରାଉତ): ଭଦ୍ରକ-ନୟାଗଡ଼ ମେମୁ ଟ୍ରେନ୍ ଶୌଚାଳୟରେ ନିୟମିତ ଭାବେ ପାଣି ରହୁ ନ ଥିବା ଅଭିଯୋଗରେ ଭଦ୍ରକ ଷ୍ଟେଶନରେ ୧ ଘଣ୍ଟା କାଳ ଟ୍ରେନ୍ ଅଟକ ରହିଥିଲା। ପାଣି ରହୁ ନ ଥିବାରୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର…
ନୁହ ହିଂସାର ଦୁଇ ଅଭିଯୁକ୍ତଙ୍କୁ ଏନକାଉଣ୍ଟର
ନୁହ,୧୦।୮: ହରିୟାଣାର ନୁହରେ ୩୧ ଜୁଲାଇରୁ ବ୍ରଜମଣ୍ଡଳ ଧାମ ଜଳାଭିଷେକ ଯାତ୍ରା ସମୟରୁ ହୋଇଥିବା ହିଂସା ପରେ ପ୍ରଶାସନ ଲଗାତାର ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରି ଚାଲିଛି। ସଦ୍ୟତମ ମାମଲାରେ, ନୁହ ହିଂସା ଅଭିଯୋଗରେ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି।…
ନଦୀକୂଳରୁ ମିଳିଲା ଅଜଣା ମୃତଦେହ
ମାଧପୁର,୧୦ା୮(ମନୋଜ କୁମାର ପ୍ରଧାନ): ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡ କିଆକଟା ଥାନା ଅଧୀନ କିଆକଟା ପଞ୍ଚାୟତର କୁମ୍ଭୀଆ ଗ୍ରାମ ମହାନଦୀ କୂଳରୁ ଏକ ଅଜଣା ମୃତଦେହ ମିଳିଥିବା ଜଣାପଡ଼ିଛି। ସୂଚନାନୁସାରେ, ଗୁରୁବାର ସକାଳେ କୁମ୍ଭିଆ ଗ୍ରାମର କିଛି ଲୋକ ଗାଁ ନିକଟ…
ବିଶ୍ୱକପ୍ ପାଇଁ ଅଗଷ୍ଟ ୨୫ରୁ ଅନ୍ଲାଇନ୍ ଟିକେଟ୍ ବୁକିଂ: ଏମିତି କିଣିପାରିବେ ଟିକେଟ୍
ନୂଆଦିଲ୍ଲୀ,୧୦।୮: ୨୦୨୩ କ୍ରିକେଟ ବିଶ୍ୱକପ ୫ ଅକ୍ଟୋବରରୁ ଆରମ୍ଭ ହେଉଛି। ନଭେମ୍ବର ୧୯ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିଶ୍ୱକପର ଅନ୍ତିମ ମ୍ୟାଚ ଖେଳାଯିବ। ବିଶ୍ୱକପ ପାଇଁ ଅନଲାଇନ ଟିକେଟ ବିକ୍ରି ୨୫ ଅଗଷ୍ଟରୁ ଆରମ୍ଭ ହେବ। ଆଇସିସି ବିଶ୍ୱକପ୍ର କାର୍ଯ୍ୟସୂଚୀ…
ଇଡେନ ଗାର୍ଡେନ୍ରେ ଲାଗିଲା ନିଆଁ
କୋଲକତା,୧୦।୮: ଭାରତରେ ଦିନିକିଆ ବିଶ୍ୱକପ ଆରମ୍ଭ ହେବାକୁ ୨ ମାସରୁ କମ ସମୟ ବାକି ଅଛି। ଏହି ସମୟରେ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ମେଗା ଇଭେଣ୍ଟ ପାଇଁ ଚାଲିଥିବା ନବୀକରଣ କାର୍ଯ୍ୟ ସମୟରେ ଏକ ଭୟଙ୍କର ଅଗ୍ନି ଘଟଣା ଘଟିଛି।…
ମୋ ସଦସ୍ୟତା ରଦ୍ଦ କରିବା ଭାଜପାର ଲକ୍ଷ୍ୟ: ରାଘବ ଚଢା
ନୂଆଦିଲ୍ଲୀ,୧୦।୮: ଦିଲ୍ଲୀ ଅର୍ଡିନାନ୍ସ ବିଲ ଚୟନ କମିଟିକୁ ପଠାଯିବା ପରେ ‘ନକଲି ଦସ୍ତଖତ’ ନେଇ ବିବାଦରେ ଥିବା ରାଜ୍ୟ ସଭା ଏମ୍ପି ରାଘବ ଚଢା ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ, ମୋଦି…
ତିଳକଙ୍କ ଲାଗି ଯୁକ୍ତି ବାଢ଼ିଲେ ଅଶ୍ୱିନ
ନୂଆଦିଲ୍ଲୀ,୧୦।୮: ଅକ୍ଟୋବର ୫ରୁ ବିଶ୍ୱକପ୍। ଏଥିଲାଗି ଭାରତୀୟ ଟିମ୍ ପ୍ରସ୍ତୁତି ଚଳାଇଥିବା ବେଳେ କେଉଁ ଖେଳାଳିଙ୍କୁ ସୁଯୋଗ ମିଳିବ ତାହାକୁ ନେଇ କଳ୍ପନାଜଳ୍ପନା ବୃଦ୍ଧି ପାଉଛି। ଏଭଳି ସ୍ଥିତିରେ ଶ୍ରେଷ୍ଠ ଅଫ୍ ସ୍ପିନର ଭାବେ ପରିଗଣିତ ରବିଚନ୍ଦ୍ରନ ଅଶ୍ୱିନ ଜାତୀୟ ଚୟନକର୍ତ୍ତାଙ୍କୁ…
ଜବରଦଖଲ ଉଚ୍ଛେଦ କଲା ପ୍ରଶାସନ
ଅମରପାଲି,୧୦ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ ଖଣ୍ଡହତା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଅଧିନସ୍ଥ ଅଡାଲ ଗ୍ରାମରେ ଜବରଦଖଲ ଉଚ୍ଛେଦ କରିଛି ପ୍ରଶାସନ। ଅଡାଲ ଗ୍ରାମଦେଇ ମୁର୍ଷୁଣ୍ଢି -ଖଣ୍ଡହତା-ସୁବଳୟାକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗର ରାସ୍ତାଯାଇଛି। ନୂତନ ଭାବେ ରାସ୍ତା…
୩୬ ବର୍ଷ ପରେ ଦୀପାବଳିରେ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ,୧୦।୮: ଭାରତରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ଦିନିକିଆ ବିଶ୍ୱକପ୍ର ନୂତନ କାର୍ଯ୍ୟସୂଚୀ ଆଇସିସି ଦ୍ୱାରା ଅଗଷ୍ଟ ୯ରେ ଘୋଷଣା କରାଯାଇଥିଲା। ଜୁନ ମାସର ଶେଷ ସପ୍ତାହରେ ପ୍ରକାଶିତ ସରକାରୀ କାର୍ଯ୍ୟସୂଚୀର ୯ଟି ମ୍ୟାଚର କାର୍ଯ୍ୟସୂଚୀ ପରିବର୍ତ୍ତନ କରାଯାଇଛି। ଏଥିରେ ଭାରତ…
ଫ୍ଲାଇଙ୍ଗ କିସ ମାମଲାକୁ ନେଇ ବିରୋଧୀଙ୍କୁ ଟାର୍ଗେଟ କଲା ଭାଜପା
ନୂଆଦିଲ୍ଲୀ,୧୦।୮: ଫ୍ଲାଇଙ୍ଗ କିସ ମାମଲାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି ଭାରତୀୟ ଜନତା ପାର୍ଟି (ଭଜପା)ନେତା। ଫ୍ଲାଇଙ୍ଗ କିସ ବିବାଦକୁ ନେଇ ଭାରତୀୟ ଜନତା ପାର୍ଟି କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କୁ କ୍ରମାଗତ ଟାର୍ଗେଟ କରି ଚାଲିଛନ୍ତି।…
ବିରୋଧୀଙ୍କୁ ଜବାବ ଦେବେ ମୋଦି
ନୂଆଦିଲ୍ଲୀ,୧୦।୮: ଲୋକ ସଭାରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବକୁ ନେଇ ଆଲୋଚନା ଚାଲୁଛି। ଆଜି ଅର୍ଥାତ ଗୁରୁବାର ତୃତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀଙ୍କୁ ଜବାବ ଦେବେ। ଦିନ ୩ଟାରୁ ୪ଟା ମଧ୍ୟରେ ମୋଦି ଗୃହରେ ନିଜର ମତ ରଖିବେ। ଗତ…
ସୋସିଆଲ ମିଡିଆରୁ ଏତିକି ରୋଜଗାର କରନ୍ତି ବିରାଟ କୋହଲି
ନୂଆଦିଲ୍ଲୀ,୧୦।୮: ପଡ଼ିଆ ବ୍ୟତୀତ ଭାରତୀୟ କ୍ରିକେଟ ଦଳର ଖେଳାଳି ବିରାଟ କୋହଲି ମଧ୍ୟ ପଡ଼ିଆ ବାହାରେ ସୁପରହିଟ ହୋଇଛନ୍ତି। ବିରାଟ କୋହଲି ଦୁନିଆର ସର୍ବାଧିକ ରୋଜଗାର କରୁଥିବା ଆଥଲେଟ୍ମାନଙ୍କ ମଧ୍ୟରୁ ଅନ୍ୟତମ। ବିରାଟ କୋହଲିଙ୍କର ଇନଷ୍ଟାଗ୍ରାମ ଏବଂ ଫେସବୁକରେ କୋଟି କୋଟି…
Archives


