ରାତି ୪ଟାରେ ପ୍ରଧାନମନ୍ତ୍ରୀ ମୋତେ କଲ କରିଥିଲେ:ଶାହା
ନୂଆଦିଲ୍ଲୀ,୧୦।୮: ଗତ ଦୁଇ ଦିନ ଧରି ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେଉଛି। ଆଲୋଚନାର ଦ୍ୱିତୀୟ ଦିନରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଣିପୁର ପ୍ରସଙ୍ଗରେ ଭାଷଣ ଦେଇଥିଲେ। ଏହି ସମୟରେ ସେ ବିରୋଧୀଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ମଣିପୁରରେ ଶାନ୍ତି…
ବିନା ବିମାନରେ ୧୯୫ ଦେଶ ବୁଲିଛନ୍ତି ଏହି ବ୍ୟକ୍ତି, ତାଙ୍କ ଭ୍ରମଣ କାହାଣୀ ଶୁଣିଲେ ହେବେ ଚକିତ
ଡେନମାର୍କର ଟୋର୍ବର୍ନ ପେଡର୍ସନ ଏକ ସଫଳତା ହାସଲ କରିଛନ୍ତି। ଯାହା ଅଧିକାଂଶ ଲୋକ କେବଳ ସ୍ବପ୍ନରେ ଭାବିଥାନ୍ତି। ସେ ଗୋଟିଏ ବି ବିମାନ ନ ନେଇ ଦୁନିଆର ୧୯୫ଟି ଦେଶ ପରିଦର୍ଶନ କରିବାରେ ସଫଳ ହୋଇଛନ୍ତି। ଟୋର୍ବର୍ନ ୨୦୧୩ରେ ତାଙ୍କର ଯାତ୍ରା…
ନିଜକୁ ଅମିତ ଶାହାଙ୍କ ସିକ୍ୟୁରିଟି ଗାର୍ଡ କହି ଏସ୍ଡିଏମ୍ଙ୍କୁ ଧମକ ଦେଲେ କନଷ୍ଟେବଳ
ନୂଆଦିଲ୍ଲୀ,୧୦।୮: ଜମି ବିବାଦକୁ ନେଇ ଧିମରର୍ଖେଡା ଏସଡିଏମ କାର୍ଯ୍ୟାଳୟରେ ପହଞ୍ଚିଥିବା କନଷ୍ଟେବଳ ନିଜକୁ ଦେଶର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ବୋଲି ବର୍ଣ୍ଣନା କରିଛନ୍ତି। ନିଜ ସମସ୍ୟାର ସମାଧାନ ପାଇଁ ତାଙ୍କୁ ପଚାରି ଏସ୍ଡିଏମ୍କୁ ଧମକ ଦେଉଥିବାର…
ଆସାମ ରାଇଫଲ୍ସ ଯବାନଙ୍କ ବିରୋଧରେ ଏଫଆଇଆର, ମଣିପୁର ଅପରେଶନ ଉପରେ ପକାଇବ ନାହିଁ କୌଣସି ପ୍ରଭାବ
ନୂଆଦିଲ୍ଲୀ,୧୦।୮: ମଣିପୁରରେ ପ୍ରାୟ ୩ ମାସହେବ ହେବ ହିଂସା ଲାଗି ରହିଥିବା ବେଳେ ସେଠାରେ କର୍ଫ୍ୟୁ ଭଳି ପରିସ୍ଥିତି ଏବେବି ଲାଗି ରହିଛି। ଏହାରି ଭିତରେ ସାରା ରାଜ୍ୟରେ ସେନା ଛାଉଣି କରାଯାଇଛି। ସୁରକ୍ଷାବଳର କିଛି କମ୍ପାନୀକୁ ମୁତୟନ କରାଯାଇଛି। ଆସାମ…
ଜଣେ ଶିକ୍ଷକରେ ଚାଲିଛି ଉଚ୍ଚବିଦ୍ୟାଳୟ
ନାକଟିଦେଉଳ,୧୦ା୮(ବୈକୁଣ୍ଠ ନାଥ ସାହୁ): ଜଣେମାତ୍ର ଶିକ୍ଷକରେ ଚାଲିଛି ନାକଟିଦେଉଳ ବ୍ଲକ ଶିମିଳିପାଳ ପଞ୍ଚାୟତ କାଦୋବାହାଳ ପଞ୍ଚଖଣ୍ଡା ଉଚ୍ଚ ବିଦ୍ୟାଳୟ। ଏହି ବିଦ୍ୟାଳୟରେ ୯ମ ଓ ୧୦ମ ଶ୍ରେଣୀରେ ମୋଟ ୬୧ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଦୀର୍ଘ ୭ବର୍ଷ ହେଲା ପ୍ରଧାନ ଶିକ୍ଷକ…
ସ୍ବାଧୀନତା ଦିବସ ପୂର୍ବରୁ ସୁରକ୍ଷା ବାହିନୀକୁ ବଡ଼ ସଫଳତା
ଶ୍ରୀନଗର,୧୦।୮: ଜମ୍ମୁ କଶ୍ମୀରରେ ସ୍ବାଧୀନତା ଦିବସ ପୂର୍ବରୁ ସୁରକ୍ଷା ବାହିନୀ ଏକ ବଡ଼ ସଫଳତା ପାଇଛନ୍ତି। ଦକ୍ଷିଣ କଶ୍ମୀରରେ ସଜାଗ ସେନା କର୍ମଚାରୀ ବୁଧବାର ବିଳମ୍ବିତ ରାତିରେ ଅସ୍ତ୍ରଶସ୍ତ୍ର ସହିତ ତିନି ଜଣଙ୍କୁ ଧରିଥିଲେ। ପୋଲିସ ଏବଂ ଯବାନ ଅଭିଯୁକ୍ତମାନଙ୍କୁ ପଚରାଉଚରା…
ଅଟୋ ଚାଳକଙ୍କ ମହାନତା, ଫେରାଇଲେ ୮୦ ହଜାର
ସମ୍ବଲପୁର,୧୦ା୮(ଶୁଭାଶିଷ ପାଢୀ): ସମାଜରେ ଏବେ ମଧ୍ୟ ମାନବିକତା ବଞ୍ଚିରହିଛି। ସମ୍ବଲପୁର ସହରର ଜଣେ ଅଟୋ ଡ୍ରାଇଭରଙ୍କ ସଚ୍ଚୋଟତା ଅନ୍ୟପାଇଁ ଉଦାହରଣ ସୃଷ୍ଟି କରିଛି। ସମ୍ବଲପୁର ମହାନଗର ନିଗମ ଅଧୀନ ମୁଣ୍ଡୋଘାଟ ଗ୍ରାମର ଅଟୋ ଚାଳକ ଚୁଡ଼ାମଣି ଲୁହା। ସମ୍ବଲପୁର ଲକ୍ଷ୍ମୀ ଟକିଜ…
ଆମେରିକା ରାଷ୍ଟ୍ରପତିଙ୍କୁ ହତ୍ୟା ଧମକ: ଏଫବିଆଇ ଅପରେସନରେ ଅଭିଯୁକ୍ତ ମୃତ
ଓ୍ବାଶିଂଟନ,୧୦।୮: ଆମେରିକାରେ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ହତ୍ୟା ଧମକ ଦିଆଯାଇଛି। ଧମକ ଦେଇଥିବା ଜଣେ ବ୍ୟକ୍ତିଙ୍କୁ ଏଫବିଆଇ ଅପରେସନ ବେଳେ ନିହତ ହୋଇଛନ୍ତି। ଅଭିଯୁକ୍ତ ଜଣକ ଆମେରିକାର ୟୁଟାର ବାସିନ୍ଦା ଥିଲେ। ଆମେରିକାର ରାଷ୍ଟ୍ରପତି ୟୁଟା ଗସ୍ତ କରିବାର କିଛି ଘଣ୍ଟା…
ଅଣାୟତ୍ତ ଘରୋଇ ସ୍କୁଲ
କୋରେଇ,୧୦ା୮(ଚନ୍ଦ୍ରକାନ୍ତ ପତି):କୋରେଇ ବ୍ଲକ ଅଧୀନରେ ପ୍ରାୟ ୭୦ରୁ ଊଦ୍ଧର୍ବ ଘରୋଇ ସ୍କୁଲ ରହିଛି। ଏଥିରୁ ୫୨ ସରକାରୀ ସ୍ବୀକୃତିପ୍ରାପ୍ତ ସ୍କୁଲ୍ ରହିଥିବାବେଳେ ୨୦ରୁ ଊଦ୍ଧର୍ବ ସ୍କୁଲ୍ ବେଆଇନ ଭାବେ ଗଢ଼ିଉଠିଛି। ମାତ୍ର ବିଡ଼ମ୍ବନାର ବିଷୟ ସ୍ବୀକୃତିପ୍ରାପ୍ତ ସ୍କୁଲ୍ଗୁଡ଼ିକ ମଧ୍ୟରୁ ଏକାଧିକ ସ୍କୁଲ୍…
କିଶୋରୀଙ୍କ ଅଧିକାର କ୍ଷୁଣ୍ଣ
ଯାଜପୁର,୧୦ା୮(ହର୍ଷବର୍ଦ୍ଧନ ବେହେରା) : ସରକାର କନ୍ୟା ସନ୍ତାନମାନଙ୍କ ସୁରକ୍ଷିତ ଭବିଷ୍ୟତ ପାଇଁ ବେଟି ବଚାଓ ଓ ବେଟି ପଢାଓ ଅଭିଯାନ ସମେତ କୁମାରୀ ସ୍ବାବଲମ୍ବୀ, ଅଦ୍ୱିକା ଇତ୍ୟାଦି ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କିନ୍ତୁ ଯାଜପୁର ଜିଲାରେ କେତେକ ଘଟଣାକୁ ଅବଲୋକନ କଲେ…
କୋଟିଏରୁ ଅଧିକ ଟଙ୍କାର ସାମଗ୍ରୀ ଏବେ ଅଚଳ
ପାରାଦୀପ, ୧୦ା୮(ଶରତ ରାଉତ)ମହାମାରୀ କରୋନା ପାଇଁ ପାରାଦୀପର ବେଳାଭୂମି ରାସ୍ତା ପାଖରେ ୨୦୨୦ରେ କୋଭିଡ୍ ହସ୍ପିଟାଲ ସରକାର ଖୋଲିଥିଲେ। ଏବେ କରୋନା ସଂକ୍ର୍ରମଣ ହ୍ରାସ ପାଇଥିବାରୁ ଉକ୍ତ ହସ୍ପିଟାଲକୁ ସରକାର ୨୦୨୩ ଏପ୍ରିଲ ୧୩ରେ ବନ୍ଦ କରିଛନ୍ତି। କିନ୍ତୁ ସେହି ହସ୍ପିଟାଲ…
ମୌଳିକ ସମସ୍ୟା ପ୍ରତି ପ୍ରଶାସନର ନିଘା ନାହିଁ
ଖଣ୍ଡପଡ଼ା, ୧୦ା୮ (ଅଜୟ କୁମାର ମହାରଣା)ଖଣ୍ଡପଡ଼ା ବ୍ଳକ ଅନ୍ତର୍ଗତ ବେଣାଗାଡିଆ, କାଦୁଆ, ତେନ୍ତୁଳିଆପଲ୍ଲୀ, ମୁରାରୀପୁର, ମାଧବେରେଣୀ, ଗୋପିନାଥପୁର ଓ ଇଜ୍ଜତଘୋଡାମାରୀ ପଥରଦ୍ୱାର ଏପରି ୭ ମୌଜାର ୨୫ଟି ୱାର୍ଡକୁ ନେଇ ବେଣାଗାଡ଼ିଆ ପଞ୍ଚାୟତ ଗଠିତ ା ଏହି ସାତଗାଁ ବେଣାଗାଡିଆ ପଞ୍ଚାୟତର…
Archives


