ଦ୍ୱିପାକ୍ଷିକ ସହଭାଗିତାକୁ ଗୁରୁତ୍ୱାରୋପ
ଭୁବନେଶ୍ୱର,୮।୭: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ-ଜାପାନ ଆସୋସିଏସନର ଅଧ୍ୟକ୍ଷ ୟୋସିହିଦେ ସୁଗାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ୪ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଉକ୍ତ ଗସ୍ତରେ ଆସିଥିବା ଜାପାନ ଏମ୍ପିଙ୍କ ଏକ ପ୍ରତିନିଧି ଦଳ ‘ଗଣେଶ’ ଗ୍ରୁପ୍କୁ ଫେଡେରେଶନ…
ଥଇଥାନ ହେବେ ଅସହାୟ ଭଉଣୀ-ଭାଇ
ଅନୁଗୋଳ,୮ା୭(ଅମିତ କୁମାର ସାମଲ): କିଶୋରନଗର ବ୍ଲକ ଧଉରାପାଲି ପଞ୍ଚାୟତସ୍ଥିତ ବଏଜା ଗ୍ରାମର ମାତାପିତାହୀନ ଭଉଣୀ-ଭାଇଙ୍କ ଥଇଥାନ ବ୍ୟବସ୍ଥା କରାଯିବ। ଶୁକ୍ରବାର ଅନୁଗୋଳ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀଶଙ୍କର ବେହେରା, ଜିଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ଦୀପ୍ତିମୟୀ ସାହୁ, ସଦସ୍ୟ…
ବିଜିୟୁର ନବାଗତ ଏମ୍ବିଏ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର,୮।୭: ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି (ବିଜିୟୁ) ପକ୍ଷରୁ ଶୁକ୍ରବାର ଏକ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଶିକ୍ଷାନୁଷ୍ଠାନର କ୍ୟାମ୍ପସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଶେଷ କରି ଉକ୍ତ ଉତ୍ସବରେ ୨୦୨୩-୨୫ ବ୍ୟାଚ୍ର ମାଷ୍ଟର ଅଫ୍ ବିଜ୍ନେସ୍ ଆଡ୍ମିନିଷ୍ଟ୍ରେଶନ (ଏମ୍ବିଏ) ନବାଗତ ଛାତ୍ରୀଛାତ୍ରମାନଙ୍କୁ ସ୍ବାଗତ…
ରେଳ ଟ୍ରାକ୍କୁ ମଜଭୁତ କରିବ ଜିଙ୍କ୍
ଭୁବନେଶ୍ୱର,୮।୭: ଅନ୍ତଃରାଷ୍ଟ୍ରୀୟ ଜିଙ୍କ୍ ଆସୋସିଏଶନ ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର କର୍ମଶାଳାର ଆୟୋଜନ କରାଯାଇଥିଲା। ବିଶେଷକରି ଭାରତୀୟ ରେଲଓ୍ବେର ବିଶାଳ ରେଳ ନେଟ୍ଓ୍ବାର୍କରେ ବିସ୍ତାରିତ ହୋଇଥିବା ରେଳ ଟ୍ରାକ୍ର ସୁରକ୍ଷା ଓ ଅବକ୍ଷୟ ରୋକିବା ଦିଗରେ ଜିଙ୍କ୍ ଆବୃତ୍ତ ରେଳ ଲାଇନର…
ଟାଟା ଷ୍ଟିଲ୍ର ପ୍ରଥମ ତ୍ରୈମାସିକ ଫଳାଫଳ
ଭୁବନେଶ୍ୱର,୮।୭: ଟାଟା ଷ୍ଟିଲ୍ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଫଳାଫଳ ଘୋଷଣା କରାଯାଇଛି। ଏପରିକି ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଟାଟା ଷ୍ଟିଲ୍ ପକ୍ଷରୁ ୫.୦୧ ନିୟୁତ ଟନ୍ ଅଶୋଧିତ ଇସ୍ପାତ ଉପତ୍ାଦନ କରାଯାଇଛି।…
କାନାରା ରୋବେକୋ ମଲ୍ଟି କ୍ୟାପ୍ ଫଣ୍ଡ୍
ଭୁବନେଶ୍ୱର,୮।୭: କାନାରା ରୋବେକୋ ମ୍ୟୁଚୁଆଲ ଫଣ୍ଡର ନୂତନ ଉତ୍ପାଦ ‘କାନାରା ରୋବେକୋ ମଲ୍ଟି କ୍ୟାପ୍ ଫଣ୍ଡ୍’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଏହି ନୂତନ ଫଣ୍ଡ୍ ଅଫର ବିଭିନ୍ନ ବଜାର ପୁଞ୍ଜୀକରଣର କମ୍ପାନୀଗୁଡ଼ିକରେ ନିବେଶ କରୁଛି। ଏପରିକି ଏହାର ପୋର୍ଟଫୋଲିଓର…
ସହର ରାସ୍ତାରେ ନର୍ଦ୍ଦମା ପାଣି
ବ୍ରହ୍ମପୁର,୮ା୭ (ସ୍ମୃତି ରଞ୍ଜନ ମହାଲିକ): ପ୍ରାୟ ୩ ଘଣ୍ଟାର ବର୍ଷା ପରେ ବ୍ରହ୍ମପୁର ସହରବାସୀ ଗରମ ଓ ଗୁଳୁଗୁଳିରୁ କେତେକାଂଶରେ ଆଶ୍ୱସ୍ତି ଲାଭ କରିଛନ୍ତି। ଅନ୍ୟପଟେ ଏହି ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ଡ୍ରେନ ପାଣି ସହ ମିଶି…
ବ୍ୟବସାୟରେ ବିଶ୍ୱାସ-ନୈତିକତା ରହିବା ଆବଶ୍ୟକ
ଭୁବନେଶ୍ୱର,୮।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିଳ୍ପ ସଂଘ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ(ଆଇସିସି) ପକ୍ଷରୁ ଏକ ଦିନିକିଆ ତଥା ୫ମ କର୍ପୋରେଟ୍ ସୋସିଆଲ୍ ରେସ୍ସ୍ପନ୍ସିବିଲିଟି (ସିଏସ୍ଆର୍) ସମ୍ମିଳନୀ-୨୦୨୩ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ‘ମେନ୍ଷ୍ଟ୍ରିମିଂ ସିଏସ୍ଆର୍ ଫର୍ ଇନ୍କ୍ଲୁସିଭ୍ନେସ୍’…
ବିଦ୍ୟୁତ୍ ଆଘାତରେ କର୍ମଚାରୀ ମୃତ, ରାସ୍ତାରୋକୋ
ଫୁଲବାଣୀ,୮ା୭(ରାକେଶ କୁମାର ରାଉତ): ଫୁଲବାଣୀ ସହରରେ ବିଦ୍ୟୁତ୍ ବିଭାଗରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ବିଦ୍ୟୁତ୍ ଆଘାତରେ ଗୁରୁବାର ରାତିରେ ମୃତ୍ୟୁ ଘଟିଛି ା ସେ ହେଲେ ସ୍ଥାନୀୟ ମାଷ୍ଟରପଡାର ଜିତେନ୍ଦ୍ର ଦାସ ଓରଫ ରବିା କାମ କଲା ବେଳେ ସେ କିପରି…
ଏମ୍ଜିଏନ୍ଆର୍ଇଜିଏ କାର୍ଯ୍ୟରେ ଅନିୟମିତତା
ବାରିପଦା,୮ା୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବେତନଟୀ ବ୍ଳକ ଚାଞ୍ଛିପଦା ପଞ୍ଚାୟତରେ ଏମ୍ଜିଏନ୍ଆର୍ଇଜିଏ କାର୍ଯ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ପଞ୍ଚାୟତର ନାଏବ ସରପଞ୍ଚ ଜନନୀ ମଣି ମହାନ୍ତଙ୍କ ନେତୃତ୍ୱରେ ଶ୍ରମିକମାନେ ଜିଲାପାଳଙ୍କ ଜନଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଅଭିଯୋଗ କରିଛନ୍ତି। ଉଚ୍ଚସ୍ତରୀୟ…
ଥାଲାସେମିଆ ରୋଗୀ ଏଚ୍ଆଇଭିରେ ଆକ୍ରାନ୍ତ
ବାଲେଶ୍ୱର, ୮।୭ (ମାନସ ବିଶ୍ୱାଳ): ବାଲେଶ୍ୱର ଫକୀରମୋହନ ମେଡିକାଲ କଲେଜ ଏବଂ ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ରକ୍ତଭଣ୍ଡାରରୁ ରକ୍ତ ନେଉଥିବା ଥାଲାସେମିଆରେ ପୀଡ଼ିତ ଜଣେ ୧୩ ବର୍ଷର ବାଳକ ଏବେ ଏଚ୍ସିଭି ପଜିଟିଭ ଏବଂ ଏଚ୍ଆଇଭି ପଜିଟିଭରେ ଆକ୍ରାନ୍ତ। ପିଲାକୁ…
୭ ଦଫା ଦାବିରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ
ରଘୁନାଥପୁର, ୮।୭(ରାଜେନ୍ଦ୍ର ନାରାୟଣ ସିଂହ): ବିଦ୍ୟୁତ୍ ସମସ୍ୟା ପ୍ରତିବାଦରେ ୭ ଦଫା ଦାବି ନେଇ ରଘୁନାଥପୁରର ଟିପିସିଓଡିଏଲ କାର୍ଯ୍ୟାଳୟକୁ ଶୁକ୍ରବାର ସ୍ଥାନୀୟ ବିଦ୍ୟୁତ୍ ଉପଭୋକ୍ତା ସଂଘ ପକ୍ଷରୁ ଘେରାଉ କରାଯାଇଛି। ସଂଘ ସଭାପତି ରଞ୍ଜନ କୁମାର ମହାନ୍ତି ଓ ସମ୍ପାଦକ ଗୋବିନ୍ଦ…
Archives


