Home Left

ୟୁରୋ ବ୍ୟାଗ୍‌ ସ୍ଥାନରେ ରୋଗୀଙ୍କୁ ଲଗାଇଲେ ଖାଲି ବୋତଲ, ଛଟପଟ ହୋଇ ମୃତ୍ୟୁ

ପାଟନା,୧୦।୮: ବିହାରରେ ସରକାରୀ ଡାକ୍ତରଖାନାଗୁଡ଼ିକର ଅବସ୍ଥା ଅତ୍ୟନ୍ତ ଦୟନୀୟ। ଜମୁଇ ସଦର ଡାକ୍ତରଖାନାର ଏକ ଘଟଣା ସ୍ବାସ୍ଥ୍ୟ ବିଭାଗ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଠାରେ ଜଣେ ଗୁରୁତର ରୋଗୀଙ୍କୁ ପରିସ୍ରା କରିବା ଲାଗି ୟୁରୋ ବ୍ୟାଗ୍‌ ବଦଳରେ କୋଲ୍ଡ ଡ୍ରିଙ୍କର…

ସୋନି-ଜି ମିଶ୍ରଣକୁ ଏନ୍‌ସିଏଲ୍‌ଟିର ସବୁଜ ସଙ୍କେତ

ନୂଆଦିଲ୍ଲୀ,୧୦।୮: ନ୍ୟାସନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ(ଏନ୍‌ସିଏଲ୍‌ଟି) ଗୁରୁବାର ଜି ଏଣ୍ଟରଟେନ୍‌ମେଣ୍ଟ ଏଣ୍ଟରପ୍ରାଇଜେସ୍‌ ଲିମିଟେଡ୍‌ ଏବଂ ଜାପାନର ସୋନି(ବର୍ତ୍ତମାନ କୁଲଭର ମାକ୍ସ ଏଣ୍ଟରଟେନ୍‌ମେଣ୍ଟ)ର ମିଶ୍ରଣକୁ ଅନୁମୋଦନ କରିଛି। ୨୦୨୧ରେ ମିଶ୍ରଣ ନେଇ ଉଭୟ କମ୍ପାନୀ ରାଜି ହୋଇଥିଲେ। ଏଚ୍‌.ଭି ସୁବା ରାଓ ଏବଂ…

ସ୍ବାମୀଙ୍କୁ ଡନ୍‌ ଭୂମିକାରେ ଦେଖି ଏମିତି କହିଲେ ଦୀପିକା

ଫିଲ୍ମ ‘ଡନ୍‌-୩’କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଅପେକ୍ଷାର ଅନ୍ତ ହୋଇଛି। ଫିଲ୍ମର ଅଫିସିଆଲ ଟିଜର ରିଲିଜ ହୋଇଛି। ଏଥିରେ ରଣବୀର ଡନ୍‌ ଭୂମିକାରେ ନଜର ଆସିଛନ୍ତି। ଏହି ଫିଲ୍ମର ପୂର୍ବ ୨ଟି ପାର୍ଟରେ କେବଳ ଶାହରୁଖ ଖାନ୍‌ ଥିଲେ।…

ଆମେରିକା ମିଡିଆ ରିପୋର୍ଟ ଉପରେ ପ୍ରଶ୍ନ ଉଠାଇଲେ ରାଣା ସନାଉଲ୍ଲାହ

ପାକିସ୍ତାନ,୧୦।୮: ଆମେରିକାର ପ୍ରକାଶନ ଦ୍ୱାରା ପ୍ରକାଶିତ ଏକ ସମ୍ବାଦ ରିପୋର୍ଟରେ ବ୍ୟବହୃତ ଉତ୍ସ ଦଲିଲର ସତ୍ୟତା ଜାଣିବା ପାଇଁ ପାକିସ୍ତାନର ବିଦାୟୀ ଅନ୍ତରୀଣ ମନ୍ତ୍ରୀ ରାଣା ସାନାଉଲ୍ଲାହ ଗୁରୁବାର ପ୍ରଶ୍ନ ଉଠାଇଛନ୍ତି।ସେ ଏହାର ଯାଞ୍ଚ ଦାବି କରିଛନ୍ତି। ଗତ ବର୍ଷ ଇମ୍ରାନ…

‘ସମବାୟ ବିଭାଗର ପ୍ରତି ସଭାସମିତିରେ କରାଯିବ ବୃକ୍ଷରୋପଣ’

ଭୁବନେଶ୍ୱର,୧୦ା୮(ଅସମାପିକା ସାହୁ): ଜଳବାୟୁ ପରିବର୍ତ୍ତନରୁ ପରିବେଶ ପ୍ରତି ସୃଷ୍ଟି ହୋଇଥିବା ବିପଦକୁ ମୁକାବିଲା କରିବା ପାଇଁ ପ୍ରତିଟି ସ୍ତରରେ ପ୍ରତିବଦ୍ଧତାର ସହ ପ୍ରୟାସ ଆରମ୍ଭ ସ୍ବରୂପ ସରକାରୀ ବିଭାଗରେ ଏକ ବୃକ୍ଷ ଚାରାରେ ଜଳଦାନ ସହ ସଭା ଓ ଉତ୍ସବର ଶୁଭାରମ୍ଭ…

ଏସିଆ କପରେ କେ.ଏଲ ରାହୁଲଙ୍କ ଖେଳିବା ନିଶ୍ଚିତ ନୁହେଁ

ନୂଆଦିଲ୍ଲୀ,୧୦।୮: ଏସିଆ କପ ୨୦୨୩ ଏବଂ ଦିନିକିଆ ବିଶ୍ୱକପ ୨୦୨୩ରେ ଭାରତୀୟ ତାରକା ଉଇକେଟ୍‌ କିପର ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲଙ୍କ ଉପଲବ୍ଧତା ଉପରେ ପ୍ରଶ୍ନ ଉଠିଛି। ଆଗାମୀ ଟୁର୍ନାମେଣ୍ଟ ପାଇଁ ରାହୁଲଙ୍କ ଖେଳିବା ଏ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। କେ.ଏଲ ରାହୁଲଙ୍କ…

ପ୍ଲେ ଷ୍ଟୋରରୁ ୪୩ ମୋବାଇଲ ଆପ୍‌ ହଟାଇଲା ଗୁଗଲ୍‌

ନୂଆଦିଲ୍ଲୀ,୧୦।୮: ଗୁଗଲ ପ୍ଲେ ଷ୍ଟୋରରୁ ଭାଇରସ ଥିବା ୪୩ଟି ମୋବାଇଲ ଆପ ହଟାଇଛି। ଏହି ଆପଗୁଡିକ ଗୁଗଲ ପ୍ଲେ ଡେଭଲପର୍‌ ପଲିସି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଏହି ଆପଗୁଡ଼ିକ ଫୋନର ସ୍କ୍ରିନ ବନ୍ଦ ହେବା ପରେ ମଧ୍ୟ ବିଜ୍ଞାପନ ଦେଖାଉଥିଲା।…

ମଲାଇକାଙ୍କ ସହ ହେଲା ଏମିତି କିଛି…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମଲାଇକା ଆରୋରା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌। ସେ ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇ ରହିବାକୁ ପ୍ରାୟତଃ ନିଜର ଫଟୋ ଏବଂ ଭଡ଼ିଓଗୁଡ଼ିକୁ ଶେୟାର କରିଥାନ୍ତି। ପ୍ରଶଂସକମାନେ ମଧ୍ୟ ତାଙ୍କ ସୌନ୍ଦର୍ଯ୍ୟ ଏବଂ ଷ୍ଟାଇଲ୍‌କୁ ପ୍ରଶଂସା କରିବାରେ…

ପ୍ରଧାନମନ୍ତ୍ରୀ ମୋଦି ଭଗବାନ ନୁହଁନ୍ତି: ଖାର୍ଗେ

ନୂଆଦିଲ୍ଲୀ,୧୦।୮: ମଣିପୁର ହିଂସାକୁ ନେଇ ସଂସଦରେ ତାତି କମିବାର ନାଁ ଧରୁନି। ୧୬୭ ଅଧୀନରେ ଆଲୋଚନା ପାଇଁ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖାର୍ଗେ ଦାବି କରିଆସୁଛନ୍ତି। ଏହା ଉପରେ ଶାସକ ସଦସ୍ୟମାନେ ଆପତ୍ତି କରିବା ମାତ୍ରେ ଖାର୍ଗେ ରାଗିଯାଇଥିଲେ। ମଲ୍ଲିକାର୍ଜୁନ…

ହାଓ୍ବାଇ ଜଙ୍ଗଲରେ ଭୟଙ୍କର ଅଗ୍ନୀକାଣ୍ଡ! ଜୀବନ ବଞ୍ଚାଇବାକୁ ସମୁଦ୍ରକୁ ଡେଇଁଲେ ଲୋକେ

ହଓ୍ବାଇ ଦ୍ୱିପ,୧୦।୮: ହାଓ୍ବାଇ ଦ୍ୱିପରେ ଲାଗିଥିବା ଜଙ୍ଗଲ ନିଆଁରେ ଏବେ ପର୍ଯ୍ୟନ୍ତ ୩୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ହାୱାଇ ଦ୍ୱୀପରେ ଜଙ୍ଗଲୀ ନିଆଁ ଲାଗିବା ସହ ଲାହିନା ସହର ସମ୍ପୂର୍ଣ୍ଣ ରୂପେ ପୋଡି ପାଉଁଶ ହୋଇଯାଇଛି। ମାଉଇ କାଉଣ୍ଟି ସରକାର…

ମଣିପୁରର ଆଉ ଜଣେ ମହିଳା ବଖାଣିଲେ ଭୟାବହତାର କାହାଣୀ, ମାମଲା ରୁଜୁ

ଇମ୍ଫାଲ,୧୦।୮: ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣା ପରେ ଏବେ ଆଉ ଏକ ଗ୍ୟାଙ୍ଗରେପ ମାମଲା ସାମ୍ନାକୁ ଆସିଛି। ମେ ମାସ ଆରମ୍ଭରେ ଉତ୍ତର-ପୂର୍ବ ରାଜ୍ୟରେ ଜାତି ସଂଘର୍ଷ ପରେ ରିଲିଫ କ୍ୟାମ୍ପରେ ରହୁଥିବା ଜଣେ ପୀଡିତା ପୋଲିସ…

ଓପନିଙ୍ଗ୍‌ ଡେ’ରେ ଦମ୍‌ଦାର ଆୟ କରିପାରେ ‘ଗଦର-୨’

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗଦର-୨’ ରିଲିଜ ପାଇଁ ପ୍ରସ୍ତୁତ ଏବଂ ନିର୍ମାତାଙ୍କ ସମେତ ସମସ୍ତେ ଆଶା କରୁଛନ୍ତି ଯେ, ଅଗଷ୍ଟ ୧୧ରେ ପରଦାକୁ ଆସୁଥିବା ଏହି ଫିଲ୍ମ ବକ୍ସ ଅଫିସରେ ଧମାକାଦାର ଆୟ କରିବ। ଫିଲ୍ମର ଟ୍ରେଲର ରିଲିଜ୍‌ ଠାରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri