Home Left

ରେଟର୍ନ କାର୍ଯ୍ୟାଳୟ ଉଦ୍‌ଘାଟିତ

ଭୁବନେଶ୍ୱର,୨୭।୧୧ (ଅଭୟ ଦାଶ): ଓଡ଼ିଶା ବୁଣାକାରମାନଙ୍କର ସର୍ବବିଧ ଉନ୍ନତି ତଥା ରାଜ୍ୟ ସରକାରଙ୍କ ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପର ପ୍ରଚାର ଓ ପ୍ରସାର ପାଇଁ ରିଟାୟର୍ଡ ଟେକ୍ସଟାଇଲ ଅଫିସର୍ସ ରି-ନାଟିଭ(ରେଟର୍ନ)ର ରାଜ୍ୟ କାର୍ଯ୍ୟାଳୟ ଶନିବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି…

ସ୍ପ୍ଲାସ୍‌ର ୧୧ତମ ସଂସ୍କରଣ

ଭୁବନେଶ୍ୱର,୨୭।୧୧: ଆକ୍ସିସ୍‌ ବ୍ୟାଙ୍କର ବହୁ ପ୍ରତୀକ୍ଷିତ ତଥା ବାର୍ଷିକ ସର୍ବଭାରତୀୟ ପ୍ରତିଯୋଗିତା ‘ସ୍ପ୍ଲାସ୍‌’ର ୧୧ତମ ସଂସ୍କରଣର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ୭ରୁ ୧୪ବର୍ଷ ବୟସର ପିଲାମାନଙ୍କ ପାଇଁ କଳା, ହସ୍ତଶିଳ୍ପ ଏବଂ ସାହିତ୍ୟ ଆଦି ଉପରେ ଉପରୋକ୍ତ ପ୍ରତିଯୋଗିତାର…

ଆଜିଠୁ ବାଲିଯାତ୍ରା: ଟନେଲ ଆକ୍ୱାରିୟମ ଟିକେଟ ୧୫୦ ଟଙ୍କା

କଟକ,୨୭ା୧୧(ଶିଳ୍ପା ପ୍ରିୟଦର୍ଶିନୀ): ପ୍ରତିବର୍ଷ ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରାଯାଉଛି। ଚଳିତବର୍ଷ ବାଲିଯାତ୍ରାରେ ଲୋକମାନେ ଟନେଲ ଆକ୍ୱାରିୟମରେ ମଜା ଉଠାଇପାରିବେ। ପ୍ରଥମଥର ପାଇଁ ଏହି ଆକ୍ୱାରିୟମ ବାଲିଯାତ୍ରାକୁ ଆସିବ, ଯାହାର ଲମ୍ବ ୨୫୦ ଫୁଟ୍‌ ରହିଥିବାବେଳେ ଓସାର ୬୦ ଫୁଟ ରହିଛି। ଲୋକମାନେ…

ଓଲିଉଡ୍‌ ନାଇଟ୍‌ରେ ଝୁମିବ ବାଲିଯାତ୍ରା

କଟକ,୨୭ା୧୧(ଶିଳ୍ପା ପ୍ରିୟଦର୍ଶିନୀ): ବାଲିଯାତ୍ରା ମହୋତ୍ସବରେ ଓଲିଉଡ୍‌ ଏବଂ ବଲିଉଡ୍‌ କଣ୍ଠଶିଳ୍ପୀଙ୍କୁ ନେଇ ଜମିବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ଓଲିଉଡ୍‌ ନାଇଟ୍‌ରେ ୧୯ଜଣ କଳାକାର ଏବଂ କଣ୍ଠଶିଳ୍ପୀ ନୃତ୍ୟ, ସଙ୍ଗୀତ ପରିବେଷଣ କରିବାକୁ ଥିବାବେଳେ ବଲିଉଡ୍‌ର ସ୍ବନାମଧନ୍ୟ କଣ୍ଠଶିଳ୍ପୀ ଯୋଡ଼ି ସଚିନ- ଜିଗର ଏବଂ…

ଆଜି ପାରାଦୀପ ବନ୍ଦର ଦିବସ, ବୋଇତ ବନ୍ଦାଣ ଉତ୍ସବ

ପାରାଦୀପ,୨୭।୧୧(ଶରତ ରାଉତ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ପାରାଦୀପ ବନ୍ଦର ଗସ୍ତରେ ଆସୁଛନ୍ତି। ଏହି ଅବସରରେ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବ ଓ ବନ୍ଦର ଦିବସ କାର୍ଯ୍ୟକ୍ରମରେ ସେ ମୁଖ୍ୟ ଅତିଥିଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ସହ ଏହି…

୮୧.୭୮ କୋଟି ଫେରିଯିବା ଆଶଙ୍କା

ଯାଜପୁର,୨୭ା୧୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର ଅନ୍ୟତମ ସହର ବ୍ୟାସନଗର ପୌରାଞ୍ଚଳକୁ ରେଳ ଲାଇନ ୨ ଭାଗ କରିଛି। ଏହାର ପୂର୍ବ-ଉତ୍ତର ଦିଗରେ ମୁଖ୍ୟ ସହର ରହିଥିବାବେଳେ ବିପରୀତ ଦିଗରେ ଡାକ୍ତରଖାନା, କେନ୍ଦ୍ରୀୟ ବିଦ୍ୟାଳୟ, ଏନ୍‌ସି ହାଇସ୍କୁଲ, ପ୍ରାଣୀ ଚିକିତ୍ସାଳୟ, ବାଳିକା ହାଇସ୍କୁଲ,…

ରାଜଘାଟ-କଳସପୁର ନଦୀବନ୍ଧ ବିପର୍ଯ୍ୟସ୍ତ

ଯାଜପୁର ସଦର,୨୭ା୧୧(ସମର ବିଜୟ ଶରଣ): ଯାଜପୁର ବ୍ଲକ ଅନ୍ତର୍ଗତ ଖରସ୍ରୋତା ନଦୀ ବନ୍ଧର ରାଜଘାଟଠାରୁ କଳସପୁର ପର୍ଯ୍ୟନ୍ତ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଜାରକା ଜଳସମ୍ପଦ ବିଭାଗ ଅଧୀନରେ ଥିବା ଏହି ବନ୍ଧର କିଛି ମାସ ତଳେ ମରାମତି କରାଯାଇଥିଲା। ଏଥିପାଇଁ ବିପୁଳ ଟଙ୍କା…

ଆଜିଠୁ ବାଲିଯାତ୍ରା

କଟକ,୨୭ା୧୧ (ସୁପ୍ରିୟା ପ୍ରିୟଦର୍ଶିନୀ): ସୋମବାରଠାରୁ ଆରମ୍ଭ ହେବ ଐତିହାସିକ ବାଲିଯାତ୍ରା। ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି। କଟକ ଜିଲା ପ୍ରଶାସନ ଏବଂ ସିଏମ୍‌ସି ପକ୍ଷରୁ ବାଲିଯାତ୍ରାକୁ ଉଚ୍ଚକୋଟୀର କରିବାକୁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି। ପ୍ରଚାରପ୍ରସାରଠୁ ନେଇ ସାଜସଜ୍ଜା ପର୍ଯ୍ୟନ୍ତ କାର୍ଯ୍ୟ…

ରାଜ୍ୟସ୍ତରୀୟ ଉଲୁଣ୍ଡା କପ୍‌ ଫୁଟବଲ: କୁଚିଣ୍ଡା ଚାମ୍ପିୟନ

ଉଲୁଣ୍ଡା,୨୬ା୧୧: ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ସ୍ପୋଟର୍‌ସ ଆସୋସିଏଶନ ଆନୁକୂଲ୍ୟରେ ଚାଲିଥିବା ୨୬ତମ ରାଜ୍ୟସ୍ତରୀୟ ଉଲୁଣ୍ଡା କପ୍‌ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ରବିବାର ଅନୁୁଷ୍ଠିତ ଫାଇନାଲରେ ମହାବୀର ସ୍ପୋର୍ଟିଂ କୁଚିଣ୍ଡା ଦଳ ୫-୪ ଟାଇବ୍ରେକର ଜରିଆରେ ଜେ.ଡି. କ୍ଳବ ଫୁଲବାଣୀକୁ…

ଆଇପିଏଲ ୨୦୨୪: ଜାଣନ୍ତୁ ଅକ୍ସନରେ କେଉଁ ଦଳକୁ ମିଳିଲା କତେ ଟଙ୍କା

ନୂଆଦିଲ୍ଲୀ,୨୬।୧୧: ରବିବାର ଆଇପିଏଲ ଦଳଗୁଡିକ ନିଜ ନିଜର ରିଟେନ ତଥା ରିଲିଜ ଖେଳାଳିଙ୍କ ଫାଇନାଲ ଲିଷ୍ଟକୁ ବିସିସିଆଇରେ ଦାଖଲ କରିବାକୁ ପଡିଲା। ଅବଶ୍ୟ, ସମସ୍ତ ୧୦ଟି ଆଇପିଏଲ ଦଳ ସେମାନଙ୍କ ସଂରକ୍ଷିତ ତଥା ମୁକ୍ତ ଖେଳାଳିଙ୍କ ଅନ୍ତିମ ତାଲିକା ବିସିସିଆଇରେ ଦାଖଲ…

ପ୍ରେମିକାଙ୍କୁ କରିଥିଲେ ୩୧ ଖଣ୍ଡ: ଧରାପଡ଼ିଲେ ଦମ୍ପତି

ରାଇଘର/ନବରଙ୍ଗପୁର, ୨୬।୧୧ (କିରଣ ପଟ୍ଟନାୟକ/ସଦାଶିବ ପ୍ରହରାଜ): ପ୍ରେମିକାଙ୍କୁ ହତ୍ୟା କରି ୩୧ ଖଣ୍ଡ କରିବା ଅଭିଯୋଗରେ ଅଟକ ଥିବା ନବରଙ୍ଗପୁର ଜିଲା ରାଇଘର ବ୍ଲକ ଗୋନା ପଞ୍ଚାୟତ ମୁରୁମଡିହି ଗ୍ରାମର ପ୍ରେମିକ ଚନ୍ଦ୍ର ରାଉତ ଓ ତାଙ୍କ ସ୍ତ୍ରୀ ସିଆଙ୍କୁ ରବିବାର…

୧୪ ଇସ୍ରାଏଲ, ୩ ବିଦେଶୀ ନାଗରିକଙ୍କୁ ମୁକ୍ତ କଲା ହମାସ

ତେଲ ଆଭିଭ,୨୬।୧୧: ହାମାସ ତୃତୀୟ ଦଳ ବନ୍ଦୀଙ୍କୁ ରବିବାର ମୁକ୍ତ କରିଛି। ଟାଇମ୍ସ ଅଫ ଇସ୍ରାଏଲ ରିପୋର୍ଟ ଅନୁଯାୟୀ, ଇସ୍ରାଏଲ ସେନା କହିଛି ଯେ ଗାଜା ଅଞ୍ଚଳରେ ବନ୍ଧକ ରଖିଥିବା ୧୪ ଜଣ ଇସ୍ରାଏଲ ଏବଂ ତିନିଜଣ ବିଦେଶୀ ନାଗରିକଙ୍କୁ ମୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?