କୋର୍ଟଙ୍କ ନିର୍ଦ୍ଦେଶରେ ମାଟିରେ ମିଶିଲା ଜବରଦଖଲକାରୀଙ୍କ ଘର
ନିରାକାରପୁର,୧୬ା୮(ମାନସ ଚନ୍ଦ୍ର ପଟ୍ଟନାୟକ): ସରକାରୀ ଜମି ଅବରୋଧ ମାମଲାରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଟାଙ୍ଗୀ ତହସିଲ ପକ୍ଷରୁ ବୁଧବାର ଜବରଦଖଲ ଉଚ୍ଛେଦ କରାଯାଇଛି। ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲା ଟାଙ୍ଗୀ ତହସିଲ ଅନ୍ତର୍ଗତ ଓଳସିଂହ ପଞ୍ଚାୟତ ଗୟାବନ୍ଧ ଗ୍ରାମର ମହେନ୍ଦ୍ର ଭୁଜବଳ ଗୟାବନ୍ଧ,…
ବସ୍ରେ ଚାଲିଗଲା ଦାଦନ ଶ୍ରମିକଙ୍କ ଜୀବନ, ବାଇକ୍ରେ ମୃତଦେହ ନେଲେ ସମ୍ପର୍କୀୟ
କୋକସରା,୧୬ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଦାଦନ ଖଟିବାକୁ ହାଇଦ୍ରାବାଦକୁ ଦୁଇ ମାସ ତଳେ ଯାଇଥିଲେ କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ କାଦୋପଦର ଗାଁର ଯୁବକ ଗିରିଧାରୀ ବାଗ। କିଛିଦିନ ତଳେ ତାଙ୍କ ଦେହ ଅସୁସ୍ଥ ହେବାରୁ ହାଇଦ୍ରାବାଦରୁ ମଙ୍ଗଳବାର ଦୁଇ ଜଣ ସାଥୀ…
ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ବୃଦ୍ଧ
ପୋଲସରା,୧୬ା୮(ସୁବ୍ରତ ବେହେରା): ଗଞ୍ଜାମ ଜିଲା ପୋଲସରା ବ୍ଲକ ଅନ୍ତର୍ଗତ ବିରିପୁର ଗ୍ରାମ ବାଘୁଆ ନଦୀରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ବିରିପୁର ଗ୍ରାମର ହରିହର ପାତ୍ର (୮୦)। ସେ ବୁଧବାର ସନ୍ଧ୍ୟାରେ ଗ୍ରାମର…
୨୦୦ କୋଟି କ୍ଲବରେ ‘ଗଦର ୨’
ବମ୍ବେ: ବକ୍ସ ଅଫିସରେ ଧମାଲ କରୁଛି ‘ଗଦର ୨’। ସନ୍ନି ଦେଓଲ ଏବଂ ଅମିଶା ପଟେଲ ଅଭିନୀତ ଏହି ଫିଲ୍ମ ବ୍ୟବସାୟରେ ରେକର୍ଡ କରୁଛି। ମଙ୍ଗଳବାର ଛୁଟିଦିନ ଥିବାରୁ ଏହା ୫୫.୪୦ କୋଟି ରୋଜଗାର କରିଛି। ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି…
ବିଶ୍ୱକପ୍ ପାଇଁ ସମ୍ଭାବ୍ୟ ଇଂଲଣ୍ଡ ଦଳ ଘୋଷଣା
ଲଣ୍ଡନ,୧୬।୮: ବିଶ୍ୱକପ ୨୦୨୩ ପାଇଁ ବୁଧବାର ସମ୍ଭାବ୍ୟ ଇଂଲଣ୍ଡ ଦଳ ଘୋଷଣା କରିଛି। ବେନ ଷ୍ଟୋକ୍ସ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ୨୦୨୨ରେ ଷ୍ଟୋକ୍ସ ଦିନିକିଆ କ୍ରିକେଟରୁ ଅବସର ନେଇଥିଲେ। କିନ୍ତୁ ବର୍ତ୍ତମାନ ସେ ଅବସରରୁ ଫେରିବେ। ଯଦିଓ ଇଂଲଣ୍ଡ ବିଶ୍ୱକପ…
ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ଜୀବନ ଗଲା
ବାଲିଗୁଡ଼ା,୧୬ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ନୂଆସାହିର ଆମ୍ବସାହିଠାରେ ବୁଧବାର ଅପରାହ୍ନରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ବାଲିଗୁଡ଼ା ନୂଆସାହିର ମାଧବ ବେହେରା ନାମକ ଜଣେ ଯୁବକ ତାଙ୍କ ଘରେ ଆଗରେ ରହୁଥିବା ଦେବରାଜ ବାଗ (୫୫)…
ଦୁର୍ଭାଗ୍ୟ ! ପୃଥ୍ବୀଙ୍କୁ ଆଉ ଏକ ବଡ଼ ଝଟ୍କା
ଲଣ୍ଡନ,୧୬।୮: କଥାରେ ଅଛି, ସମୟ ଖରାପ ପଡ଼ିଲେ ସବୁଦିଗରୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। କିଛି ଏଭଳି ଭାରତୀୟ ଟିମ୍ରେ ସ୍ଥାନ ପାଇବାକୁ ସଂଘର୍ଷ କରୁଥିବା ପୃଥ୍ବୀ ଶ’ଙ୍କ ସହ ଘଟିଛି। ସେ ଜବରଦସ୍ତ ପ୍ରଦର୍ଶନ ସତ୍ତ୍ୱେ ଆହତ ହେବା କାରଣରୁ…
ଡବ୍ଲୁଏଚ୍ଓ ମୁଖ୍ୟଙ୍କୁ ‘ତୁଳସୀ ଭାଇ’ ବୋଲି ଡାକିଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୧୬।୮: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ)ର ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ ଗେବ୍ରେୟେସସ୍ ବୁଧବାର ଭାରତରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସ୍ବାଗତ କରିଛନ୍ତି। ସେ ଗେବ୍ରେୟେସସଙ୍କୁ ‘ତୁଳସୀ ଭାଇ’ ବୋଲି ସମ୍ବୋଧିତ କରିଥିଲେ। ଗୁଜରାଟର ଗାନ୍ଧିନଗରରେ ଆୟୋଜିତ ହେବାକୁ ଥିବା…
ଭାଜପାରୁ କୌଣସି ଅଫର୍ ମିଳିନାହିଁ: ଶରଦ ପାଓ୍ବାର
ପୁଣେ,୧୬।୮: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଏନସିପି ସୁପ୍ରିମୋ ଶରଦ ପାୱାର ବୁଧବାର ଭାଜପାରୁ କୌଣସି ଅଫର୍ ମିଳି ନ ଥିବା ସ୍ପଷ୍ଟ କରିଛନ୍ତି। ଶରଦ ପାୱାର କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ବୀରାଜ ଚହ୍ବାନଙ୍କ ଦାବିକୁ ଖଣ୍ଡନ…
ବିଶ୍ୱକପ୍ ପୂର୍ବରୁ ରୋହିତଙ୍କୁ ଏହି ପରାମର୍ଶ ଦେଲେ କପିଲ ଦେବ
ନୂଆଦିଲ୍ଲୀ,୧୬।୮: ବିଶ୍ୱକପ୍ ୨୦୨୩କୁ ଆଉ ମାସ କେତେଟା ବାକି। ପ୍ରଥମ ଥର ଲାଗି ଭାରତରେ ଏହା ଖେଳାଯିବାକୁ ଥିବାରୁ କ୍ରିକେଟ ପ୍ରଶଂସକଙ୍କ ଉତ୍କଣ୍ଠା ଅଧିକ। ଏଭଳି ସ୍ଥିତିରେ ଭାରତୀୟ ଟିମ୍ର ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର। ଦଳ ଅକ୍ଟୋବର ୮ରେ ଅଷ୍ଟ୍ରେଲିଆ…
ପୁଅ ଉପରକୁ ଗରମ ଡାଲି ଫିଙ୍ଗିଲେ ମା’
ଆନନ୍ଦପୁର,୧୬ା୮(ସନ୍ତୋଷ ରାଉତ): କେନ୍ଦୁଝର ଜିଲା ଘସିପୁରା ଥାନା କଇନିପୁରା ଗ୍ରାମରେ ଘରୋଇ ହିଂସାର କରୁଣପରିଣତି ନଜରକୁ ଆସିଛି। ନିର୍ଯାତନା ସହି ନ ପାରି ସାବତ ମା’ ପୁଅ ଉପରକୁ ଗରମ ଡାଲି ଫିଙ୍ଗିଥିବା ଘଟଣା ଚର୍ଚ୍ଚାକୁ ଆସିଛି। ଗରମ ଡାଲି ପ୍ରଭାବରେ…
ରଘୁବଂଶ କଥା ଉଠାଇଲେ ମେହବୁବା
ନୂଆଦିଲ୍ଲୀ,୧୬।୮: ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ଅଧ୍ୟକ୍ଷା ମେହବୁବା ମୁଫତି ବୁଧବାର ସୁପ୍ରିମକୋର୍ଟ ଧାରା ୩୭୦ ମାମଲାର ଶୁଣାଣି କରିଥିବାରୁ ବହୁତ ଖୁସି ଥିବା କହିଛନ୍ତି। ଏହି ସମୟରେ ସେ ପ୍ରଭୁ ରାମଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ଧାରା ୩୭୦…
Archives


