କୋଣାର୍କ ସୂତାକଳରେ ନୂତନ ଏମ୍ଡି ନିଯୁକ୍ତି ଓ ରୂପାନ୍ତରୀକରଣ ନେଇ ଦାବିପତ୍ର
କେସିଙ୍ଗା,୧୬ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ କୋଣାର୍କ ସୂତାକଳରେ ନୂତନ ପରିଚାଳକ ନିର୍ଦ୍ଦେଶକଙ୍କ ନିଯୁକ୍ତି ଓ ସୂତାକଳକୁ ରୂପାନ୍ତରିତ କରିବା ପାଇଁ ରାଜ୍ୟ ସଭା ଏମ୍ପି ସୁଜିତ କୁମାର ଓ ଜିଲାପାଳଙ୍କୁ କୋଣାର୍କ ସୂତାକଳର କର୍ମଚାରୀ ଓ ଶ୍ରମିକ ସଂଘର ଉପସଭାପତି…
କାଲିଠୁ ଆଜି ପର୍ଯ୍ୟନ୍ତ ଖୋଲାଯାଇନି ଜାତୀୟ ପତାକା
ମୋରଡ଼ା,୧୬ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଧଡ଼ାସାହି ପଞ୍ଚାୟତରେ ଜାତୀୟ ପତାକାକୁ ଅସମ୍ମାନ ହୋଇଥିବାର ଦେଖିବାକୁ ମିଳିଛି। ସୂଚନାନୁଯାୟୀ, ମଙ୍ଗଳବାର ୭୭ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଏହି ପଞ୍ଚାୟତରେ ଥିବା ମିଶନ ଶକ୍ତି ଗୃହ ସମ୍ମୁଖରେ ମିଶନ…
୧୮ରେ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବ କଂଗ୍ରେସ
ମୋରଡ଼ା,୧୬ା୮(ସ୍ମାରକ ମାଜୀ): ଚଳିତ ମାସ ୧୮ ତାରିଖରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ନିର୍ଦ୍ଦେଶ କ୍ରମେ ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ କାର୍ଯ୍ୟାଳୟ ଅଫିସ ଘେରାଉ କରିବ ବ୍ଲକ କଂଗ୍ରେସ କମିଟି। ଏନେଇ ବୁଧବାର ଏକ ପ୍ରସ୍ତୁତି ବୈଠକ ବ୍ଲକ କଂଗ୍ରେସ…
ନେପାଳରୁ ଆସିଲା ଟମାଟୋ, ଏହି ରାଜ୍ୟରେ କିଲୋ ପିଛା ୫୦ଟଙ୍କାରେ ବିକ୍ରି…
ନୂଆଦିଲ୍ଲୀ,୧୬।୮: ଟମାଟୋ ଦରରେ ଲାଗିବ ଲଗାମ। ପଡୋଶୀ ଦେଶ ନେପାଳରୁ ଟମାଟୋ ଆମଦାନୀ କରୁଛନ୍ତି ଭାରତ ସରକାର। ପ୍ରାୟ ପାଞ୍ଚ ଟନ ଟମାଟୋ ଖୁବ ଶୀଘ୍ର ଭାରତରେ ପହଞ୍ଚିବ। ଗୁରୁବାର ଠାରୁ ଉତ୍ତରପ୍ରଦେଶରେ ଶସ୍ତାରେ ବିକ୍ରି ହେବ ଟମାଟୋ। କିଲୋ ପିଛା…
ସମନ୍ଥାଙ୍କୁ ନିଜ କୋଳରେ ଉଠାଇ ନୃତ୍ୟ ପ୍ରଦର୍ଶନ କଲେ ବିଜୟ ଦେବେରକୋଣ୍ଡା…
ମୁମ୍ବାଇ : ଦକ୍ଷିଣ ଅଭିନେତା ବିଜୟ ଦେବରକୋଣ୍ଡା ଏବଂ ଅଭିନେତ୍ରୀ ସମନ୍ଥା ରଥ ପ୍ରଭୁ ଆଗାମୀ ଫିଲ୍ମ ଖୁସି କୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି। ବିଷୟରେ ଆଲୋଚନା କରୁଛନ୍ତି। ଏହି ଚଳଚ୍ଚିତ୍ରରେ ଦୁହେଁ ପ୍ରଥମ ଥର ପାଇଁ ସ୍କ୍ରିନ ଶେୟାର…
ଆପଟେକ୍ ଏମଡି ଅନିଲ ପନ୍ତଙ୍କ ଦେହାନ୍ତ
ନୂଆଦିଲ୍ଲୀ,୧୬।୮: କମ୍ପ୍ୟୁଟର କମ୍ପାନୀ ଆପ୍ଟେକ୍ର ଏମଡି ଓ ସିଇଓ ଅନିଲ ପନ୍ତଙ୍କ ପରଲୋକ। ଏକ୍ସଚେଞ୍ଜ ଫାଇଲିଂରେ କମ୍ପାନୀ ଏନେଇ ସୂଚନା ଦେଇଛି। ଆପଟେକ୍ ନିଜର ବିବୃତ୍ତି ଜାରି କରି କହିଛି, ଡ.ପନ୍ତଙ୍କ ଅବଦାନକୁ କମ୍ପାନୀ ସବୁବେଳେ ମନେ ରଖିବ। କମ୍ପାନୀର ସମସ୍ତ…
ଲାଞ୍ଚ ନେଇ ଧରାପଡ଼ିଲେ ଭଦ୍ରକ ସିଡିପିଓ
ଭଦ୍ରକ,୧୬ା୮(ସନାତନ ରାଉତ): ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଭଦ୍ରକ ବ୍ଲକ ସିଡିପିଓ ସୁନନ୍ଦା ଦାସ। ଭଦ୍ରକ ବ୍ଲକ ସରଗଢ଼ିଆ ଗ୍ରାମର ଅଙ୍ଗନଓ୍ବାଡି କେନ୍ଦ୍ରରେ କର୍ମୀ ନିଯୁକ୍ତି ପାଇଁ ୨୦୨୦ରେ ପ୍ରଶାନ୍ତ କୁମାର ସେଠୀଙ୍କ ଝିଅ…
ଅବସର ପରେ ଦିନିକିଆ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କଲେ ଷ୍ଟୋକ୍ସ
ନୂଆଦିଲ୍ଲୀ,୧୬।୮: ଇଂଲଣ୍ଡର କିମ୍ବଦନ୍ତୀ କ୍ରିକେଟର ବେନ୍ ଷ୍ଟୋକ୍ସ ଅବସର ପରେ ଦିନିକିଆ କ୍ରିକେଟରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଷ୍ଟୋକ୍ସ ଗତ ବର୍ଷ ଦିନିକିଆ ଫର୍ମାଟରୁ ଅବସର ନେଇଥିଲେ, କିନ୍ତୁ ବର୍ତ୍ତମାନ ସେ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତ ଅଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ…
ମଧ୍ୟାହ୍ନଭୋଜନ ପାଇଁ ଧାରଣାରେ ବସିଲେ ଛାତ୍ରୀଛାତ୍ର
ମୋରଡ଼ା,୧୬ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅନ୍ତର୍ଗତ ଗଡ଼ିଗାଁ ପଞ୍ଚାୟତର ମାକୁନ୍ଦ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର ଓ ବୁଧବାର ଧାରଣାରେ ବସିଛନ୍ତି। ସୂଚନାନୁଯାୟୀ, ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀରେ ମୋଟ୍ ୧୩୨ ଜଣ ଛାତ୍ରୀଛାତ୍ର ଅଧ୍ୟୟନ…
ଅଭ୍ୟାସ ମ୍ୟାଚରେ ବ୍ୟାଟିଂ କରୁଥିବାର ନଜର ଆସିଲେ ପନ୍ତ
ନୂଆଦିଲ୍ଲୀ,୧୬।୮: ୨୦୨୨ରେ ଡିସେମ୍ବରରେ ଏକ କାର ଦୁର୍ଘଟଣାରେ ଭାରତୀୟ ଦଳର ଉଇକେଟ୍ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଗୁରୁତର ଆହତ ହୋଇଥିଲେ। ଏହା ପରେ ତାଙ୍କୁ ଆଣ୍ଠୁରେ ଅସ୍ତ୍ରୋପଚାର ମଧ୍ୟ କରିବାକୁ ପଡିଥିଲା। ଏଥିସହିତ, ପନ୍ତଙ୍କ ଆଘାତ ଦେଖିବା ପରେ ବିଶ୍ୱାସ…
‘ଏଏପି ଭାଜପାର ଲାଞ୍ଜ’
ନୂଆଦିଲ୍ଲୀ,୧୬।୮: ଦିଲ୍ଲୀର ୭ଟି ଲୋକ ସଭା ଆସନରେ ଆମ ଆଦମୀ ପାର୍ଟି (ଏଏପି) ସହିତ ମିଳିତ ମେଣ୍ଟ ମଧ୍ୟରେ କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ଏଏପି ଭାରତୀୟ ଜନତା ପାର୍ଟି (ଭାଜପା)ର ଲାଞ୍ଜ ବୋଲି ସନ୍ଦୀପ…
ବଜରଙ୍ଗ ଦଳ ଉପରେ ଲାଗିବନି କୌଣସି କଟକଣା
ଭୋପାଳ,୧୬।୮: ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ହିନ୍ଦୁତ୍ୱ ବିଷୟରେ ବିତର୍କ ତୀବ୍ର ହେବାରେ ଲାଗିଛି। କଂଗ୍ରେସ ନେତା ଦିଗ୍ବିଜୟ ସିଂ ବୁଧବାର ବଜରଙ୍ଗ ଦଳ ସମ୍ପର୍କରେ କହିଛନ୍ତି ଯେ, ଯଦି ରାଜ୍ୟରେ କଂଗ୍ରେସ ସରକାର ଗଠନ ହୁଏ, ତେବେ ବଜରଙ୍ଗ ଦଳକୁ…
Archives


