Posted inଖେଳ

ଟସ୍‌ ଜିତିଲା ଅଷ୍ଟ୍ରେଲିଆ: ବ୍ୟାଟିଂ କରିବ ଭାରତ

ରାୟପୁର,୧ା୧୨: ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ଶୁକ୍ରବାର ରାୟପୁରରେ ଖେଳାଯାଉଥିବା ଚତୁର୍ଥ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିତି ବୋଲି ନିଷ୍ପତ୍ତି ନେଇଛି। ଫଳରେ ଆମନ୍ତ୍ରଣ ପାଇ ଟିମ୍‌ ଇଣ୍ଡିଆ ବ୍ୟାଟିଂ କରିବ। ଅନ୍ୟପକ୍ଷେ ଏହି ମ୍ୟାଚ୍‌ ଜିତି ଭାରତ ସିରିଜ୍‌ ଜିତିବାକୁ ପ୍ରୟାସ କରିବ। ଶ୍ରେୟସ୍‌ ଆୟର ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ତିଳକ ବର୍ମା ଟିମ୍‌ରୁ ବାହାରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ ପାଇଁ ଏହି ଦୁଇ ଭାରତୀୟ ବୋଲରଙ୍କ ମଧ୍ୟରେ କଡ଼ା ମୁକାବିଲା, କାହାକୁ ମିଳିବ ଦଳରେ ସ୍ଥାନ

ନୂଆଦିଲ୍ଲୀ,୧୩ା୪: ଗୋଟିଏ ପଟେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ ୨୦୨୪) ନିଜ ବେଗରେ ଅଗ୍ରଗତି କରୁଥିବାବେଳେ ଅନ୍ୟ ପଟେ କୋଟି କୋଟି ପ୍ରଶଂସକ ଏବଂ ବିଶେଷଜ୍ଞ...

ରୋମାଞ୍ଚକର ମୁକାବିଲାରେ ପଞ୍ଜାବକୁ ୩ ୱିକେଟରେ ପରାସ୍ତ କଲା ରାଜସ୍ଥାନ

ଚଣ୍ଡୀଗଡ଼,୧୩ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଶନିବାର ଏକ ଲୋ ସ୍କୋରିଂ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସକୁ ୩ ଉଇକେଟରେ ହରାଇ ପଞ୍ଚମ ବିଜୟ ହାସଲ କରିଛି ରାଜସ୍ଥାନ...

ଯୁବରାଜଙ୍କ ସମକକ୍ଷ ହେଲେ ନେପାଳର ଏହି କ୍ରିକେଟର

ଅଲ ଆମେରଟ୍‌,୧୩ା୪: ବିଶ୍ୱ କ୍ରିକେଟରେ ତୃତୀୟ ଖେଳାଳି ଭାବରେ ଗୋଟିଏ ଓଭରରେ ୬ ଛକା ମାରିଛନ୍ତି ନେପାଳର ଦୀପେନ୍ଦ୍ର ସିଂ ଐରୀ। ଏସିଆନ୍‌ କ୍ରିକେଟ କାଉନ୍‌ସିଲ(ଏସିସି)...

ପୁଣି ଧୋନିଙ୍କ ହାତରେ ଦିନିକିଆ ବିଶ୍ୱକପ ଟ୍ରଫି, ପ୍ରଶଂସକଙ୍କ ମନରେ ପୁନର୍ଜୀବିତ ହେଲା ୨୦୧୧ ଦିନିକିଆ ବିଶ୍ୱକପ ଫାଇନାଲ ମ୍ୟାଚ୍

ମୁମ୍ବାଇ,୧୩ା୪: ମହେନ୍ଦ୍ର ସିଂହ ଧୋନିଙ୍କ ଭାରତୀୟ କ୍ରିକେଟ ଟିମର ଏକମାତ୍ର ଅଧିନାୟକ ଯିଏ ସମସ୍ତ ପ୍ରକାର ଆଇସିସି ଟ୍ରଫି ଜିତିଛନ୍ତି। ତେଣୁକରି ଭାରତୀୟ କ୍ରିକେଟ ଧୋନିଙ୍କ...

“ହାର୍ଦ୍ଦିକ ପାଣ୍ଡ୍ୟା ଆହତ! ସେ ଏହାକୁ ସ୍ୱୀକାର କରୁନାହାଁନ୍ତି”: ପୂର୍ବତନ ନ୍ୟୁଜିଲ୍ୟାଣ୍ଡ କ୍ରିକେଟରଙ୍କ ବିସ୍ଫୋରକ ବୟାନ

ନୂଆଦିଲ୍ଲୀ,୧୩ା୪: ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଦ୍ରୁତ ବୋଲର ସାଇମନ୍ ଡଲ୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସେ ବିଶ୍ୱାସ କରନ୍ତି ଯେ ଭାରତୀୟ...

ଲକ୍ଷ୍ନୌକୁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

ଲକ୍ଷ୍ନୌ, ୧୩।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୬ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ପରାସ୍ତ କରିଛି। ଆୟୂଷ ବଦୋନୀଙ୍କ...

ପ୍ୟାରିସ ଅଲିମ୍ପିକ୍ସ ଚିଫ୍‌ ଡି’ ମିଶନ ପଦବୀରୁ ଓହରିଲେ ମେରୀକମ୍‌

ନୂଆଦିଲ୍ଲୀ, ୧୩ା୪ : ଛଅ ଥର ବିଶ୍ୱ ଚାମ୍ପିୟନ ବକ୍ସର ଏମ୍‌.ସି. ମେରୀକମ୍‌ ଆଗାମୀ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତର ଚିଫ୍‌ ଡି’ ମିଶନ ପଦବୀରୁ...

ସ୍ପଷ୍ଟ କଲେ ସିଦ୍ଧୁ, ଟିମ୍‌ ଇଣ୍ଡିଆର ଆଗାମୀ ଅଧିନାୟକ ହେବେ ଏହି କ୍ରିକେଟର…

ନୂଆଦିଲ୍ଲୀ,୧୨।୪: ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ କିଏ ହେବ? ଏହି ପ୍ରଶ୍ନ ପ୍ରତିଟି ପ୍ରଶଂସକଙ୍କ ମନରେ ରହିଛି। ଏବେ ରୋହିତ ଶର୍ମା ନିଜ ଅନ୍ତରାଷ୍ଟ୍ରୀୟ କ୍ୟାରିୟରର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri