Home Left

‘ଓଏମଜି ୨’ ପାଇଁ ଅକ୍ଷୟ ନେଇଛନ୍ତି ୩୫ କୋଟି!

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ବର୍ତ୍ତମାନ ତାଙ୍କ ମୁଭି ‘ଓ ମାଇଁ ଗଡ ୨’ର ସଫଳତାକୁ ଉପଭୋଗ କରୁଛନ୍ତି। ମୁଭିଟି ରିଲିଜ ହେବାର ୭ଦିନ ହୋଇଗଲାଣି ଏବଂ ଏହା କ୍ରମାଗତ ଭାବରେ ଭଲ ବିଜନେସ କରୁଛି। କୁହାଯାଉଛି ଯେ ଫିଲ୍ମଟି…

ଅଷ୍ଟ୍ରେଲିଆକୁ ଡବଲ ଝଟକା

ନୂଆଦିଲ୍ଲୀ,୧୮।୮: ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଅଷ୍ଟ୍ରେଲିଆକୁ ଡବଲ୍‌ ଧକ୍କା ଲାଗିଛି । ଦଳର ଦୁଇ ଷ୍ଟାର୍‌ ଖେଳାଳି ଷ୍ଟିଭ ସ୍ମିଥ ଏବଂ ମିଚେଲ ଷ୍ଟାକ୍‌ ଦଳରୁ ଓହରି ଯାଇଛନ୍ତି। ହେଲେ ବିଶ୍ୱକପ ପୂର୍ବରୁ ଭାରତରେ ହେବାକୁ ଥିବା ଦିନିକିଆ ସିରିଜ…

‘ଜଓ୍ବାନ’ ପାଇଁ ଆମେରିକାରରେ ଆଡଭାନ୍ସ ବୁକିଂ ହେଲା ୪ ହଜାରରୁ ଅଧିକ ଟିକେଟ

ମୁମ୍ବାଇ: ଯେତେବେଳେ ଶାହରୁଖ ଖାଁଙ୍କ ଫିଲ୍ମ ପଠାନ ରିଲିଜ ହୋଇଥିଲା, ସେତେବେଳେ ଦର୍ଶକଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖାଦେଇଥିଲା। ପ୍ରଶଂସକମାନେ ଅଧିକ ଟଙ୍କା ଦେଇ ଫିଲ୍ମ ପାଇଁ ଟିକେଟ କିଣିବାକୁ ପ୍ରସ୍ତୁତ ଥିଲେ। କେବଳ ଏତିକି ନୁହେଁ, ଫିଲ୍ମ ଦେଖିବା ପାଇଁ…

ବିବାହ ବିନା ଜନ୍ମ ହୋଇଥିବା ପିଲାଙ୍କୁ ମିଳିପାରିବ ପୈତୃକ ସମ୍ପତ୍ତି: ଖୁବ୍‌ଶୀଘ୍ର ଆସିବ ରାୟ

ନୂଆଦିଲ୍ଲୀ,୧୮।୮: ସୁପ୍ରିମକୋର୍ଟ ଶୁକ୍ରବାର ୨୦୧୧ର ଏକ ଆବେଦନ ଉପରେ ନିଜର ରାୟକୁ ସୁରକ୍ଷିତ ରଖିଛନ୍ତି। ଏହି ଆବେଦନପତ୍ରରେ ଏକ ଆଇନଗତ ପ୍ରସଙ୍ଗ ଉଠିଥିଲା, ଯେଉଁଥିରେ କୁହାଯାଇଥିଲା ବିବାହ ବିନା ଜନ୍ମ ହୋଇଥିବା ପିଲା ହିନ୍ଦୁ ବିବାହ ଅଧିନିୟମ ଅନୁଯାୟୀ ସେମାନଙ୍କ ମାତାପିତାଙ୍କର…

ବ୍ରାଉନସୁଗାର ସହ ଦୁଇଟି କାର୍‌, ଦେଢ଼ ଲକ୍ଷ ଟଙ୍କା ଜବତ, ୫ ଗିରଫ

ମାଲକାନଗିରି,୧୮ା୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କାଲିମେଳା ଥାନା ପୋଲିସ ପକ୍ଷରୁ ବେଆଇନ ଗଞ୍ଜେଇ କାରବାର ଉପରେ ଚଢ଼ାଉ ଜାରି ରହିଥିବା ବେଳେ ବର୍ତ୍ତମାନ ଗଞ୍ଜେଇ ସହ ବ୍ରାଉନସୁଗାର ବେପାରୀଙ୍କୁ ଧରିବାରେ ସଫଳ ହୋଇଛି। ଏ ସମ୍ବନ୍ଧରେ ଏ.ଏସ୍‌.ପି. ରାହୁଲ ଗୋୟଲ ସୂଚନା…

ଇନଷ୍ଟାଗ୍ରାମ ଆକାଉଣ୍ଟ ଡିଲିଟ୍‌ କଲେ ଟୁଇଟରର ପୂର୍ବତନ ସିଇଓ

କାଲିଫର୍ନିଆ,୧୮।୮: ଟୁଇଟରର ପୂର୍ବତନ ସିଇଓ ଜ୍ୟାକ ଡୋର୍ସି ସୋସିଆଲ ମିଡିଆ ଆପ ଇନଷ୍ଟାଗ୍ରାମକୁ ଅଲବିଦା କହିଛନ୍ତି। ଜ୍ୟାକ ଡୋର୍ସି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଡିଲିଟ୍‌ କରିଛନ୍ତି। ଇନଷ୍ଟାଗ୍ରାମରେ ଏକ ଆକାଉଣ୍ଟ ଖୋଲିବାରେ ପ୍ରଥମ ୧୦ ବ୍ୟବହାରକାରୀଙ୍କ ମଧ୍ୟରୁ ଜଣେ ଥିଲେ। ୧୨…

ଯୁବ ଖେଳାଳିଙ୍କ ପାଇଁ ପରୀକ୍ଷା

ଭାରତୀୟ ଦଳର ୱେଷ୍ଟଇଣ୍ଡିଜ ଗସ୍ତ ସମାପ୍ତ ହୋଇଛି। ଏହି ଗସ୍ତରୁ ଭଲ ଶିକ୍ଷାଲାଭ କରିଛି ଟିମ୍‌ ଇଣ୍ଡିଆ। ଟି୨୦ ସିରିଜ ପରାଜୟ ପାଇଁ ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସୋସିଆଲ ମିଡିଆରେ ବେଶ୍‌ ଟ୍ରୋଲ ହେବାକୁ…

କାର୍ଯ୍ୟ ବନ୍ଦ କରି ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଧାରଣା

ଭଦ୍ରକ,୧୮।୮(ସନାତନ ରାଉତ): ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜ୍ୟ ସଙ୍ଘର ନିଷ୍ପତ୍ତି କ୍ରମେ ୨ ଦଫା ଦାବି ନେଇ ଭଦ୍ରକ ଜିଲା ପଞ୍ଚାୟତ ନିର୍ବାହୀ ଅଧିକାରୀ ଶୁକ୍ରବାର ଧାରଣାରେ ବସିଛନ୍ତି l ଶିକ୍ଷାଗତ ଯୋଗ୍ୟତା ଯୁକ୍ତ-୨ ରୁ ଯୁକ୍ତ-୩ କରିବା…

ଫିଫା ମହିଳା ବିଶ୍ୱକପ୍‌: ରାଇଜିଂ ଷ୍ଟାର୍‌

ଚଳିତ ମହିଳା ଫିଫା ବିଶ୍ୱକପରେ ଅନେକ ଯୁବ ଖେଳାଳି ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ସେମାନଙ୍କୁ ଭବିଷ୍ୟତର ସୁପରଷ୍ଟାର ଭାବରେ ବିବେଚନା କରାଯାଉଛି। ଏପରି କେତେଜଣ ଖେଳାଳିଙ୍କୁ ନେଇ ଏହି ଉପସ୍ଥାପନା… ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଜାରି ରହିଛି ମହିଳା ଫୁଟବଲ ବିଶ୍ୱକପ…

୧୫ ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ ଜିନପିଙ୍ଗ

ବେଜିଂ,୧୮।୮: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଆସନ୍ତା ସପ୍ତାହରେ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ହେବାକୁ ଥିବା ୧୫ ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ ଏବଂ ଅଗଷ୍ଟ ୨୧ରୁ ୨୪ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ଗସ୍ତ କରିବେ। ଚାଇନା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ହୁଆ…

ବିଏସ୍‌କେଓ୍ବାଇରେ ଅନ୍ତର୍ଭୁକ୍ତ ହୋଇ ଚିକିତ୍ସା ହେଲେ ସନ୍ଦୀପ

ଭୁବନେଶ୍ୱର,୧୮ା୮(ଅସମାପିକା ସାହୁ): ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ନୂଆ ସୁଙ୍ଗୁଡ଼ା ଗ୍ରାମର ସନ୍ଦୀପ ଜେନାଙ୍କ ଅସୁସ୍ଥତା କଥା ଗଣମାଧ୍ୟମରୁ ଜାଣିବା ମାତ୍ରେ ରାଜ୍ୟ ବି.ଏସ୍‌.କେ.ଓ୍ବାଇ. ଟିମ୍‌ ପକ୍ଷରୁ ତାଙ୍କର ଚିକିତ୍ସା ସହାୟତା ନିମନ୍ତେ ତ୍ୱରିତ ପଦକ୍ଷେପ ନିଆଯାଇଥିଲା। ଇତିମଧ୍ୟରେ ତାଙ୍କ…

ଜମ୍ମୁରେ ସୁରକ୍ଷା ବାହିନୀକୁ ବଡ ସଫଳତା

ଶ୍ରୀନଗର,୧୮।୮: ଉତ୍ତର କଶ୍ମୀରର କୁପୱାଡାରେ ସୁରକ୍ଷା ବାହିନୀକୁ ବଡ ସଫଳତା ମିଳିଛି। ଏଠାରେ ସର୍ଚ୍ଚ ଅପରେଶନ ବେଳେ ସୁରକ୍ଷା ବାହିନୀ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି। ଗୁପ୍ତଚର ଏଜେନ୍ସିରୁ ପ୍ରାପ୍ତ ଇନପୁଟ ଉପରେ କାର୍ଯ୍ୟ କରି ସେନା, ବିଏସଏଫ୍‌ ଏବଂ ପୋଲିସର ମିଳିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri