Home Left

ଶାଖା କେନାଲରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ବନ୍ତ,୨୦ା୮(ହରିନାରାୟଣ ମହାନ୍ତି): ଭଦ୍ରକ ଜିଲା ବନ୍ତ ଥାନା ଅଧିନ ହାଟଡିହୀ ଶାଖା କେନାଲର ଜଗନ୍ନାଥପୁର ଫଲ ଠାରେ ରବିବାର ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ବେଳେ ଉଦ୍ଧାର କରାଯାଇଛି ା ମୃତ ଯୁବକ ଜଣକ ବନ୍ତ ଥାନା ପଧାନପଡା ଆଦିବାସୀ ସାହିର…

ଏହି ଦିନ ବିବାହ କରିବେ ପରିଣୀତି-ରାଘବ!

ସାତ ଜନ୍ମର ସାଥି ହେବାକୁ ଯାଉଛନ୍ତି ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଏମ୍‌ପି ରାଘବ ଚଢା। ଖବ୍‌ଶୀଘ୍ର ଉଭୟଙ୍କ ହାତଗଣ୍ଠି ପଡିବ। ସେପ୍ଟେମ୍ବର ୨୫ରେ ଉଭୟ ବିବାହ କରିବେ ବୋଲି କୁହାଯାଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେବେ ବିବାହ…

ଦୁଇ ତୀର୍ଥଯାତ୍ରୀ ବସ ଧକ୍କା, ୧୦ ଆହତ

ରୂପସା, ୨୦।୮(ବାଞ୍ଛାନିଧି ଦେ): ବାଲେଶ୍ୱର ୬୦ନଂ ଜାତୀୟ ରାଜପଥର ବସ୍ତା ଥାନା ଭେଲୋରା ଛକ ନିକଟରେ ଦୁଇ ତୀର୍ଥଯାତ୍ରୀ ବସ ପରସ୍ପର ମଧ୍ୟରେ ଧକ୍କା ହୋଇଛନ୍ତି। ଗୋଟିଏ ବସ ପଛ ପଟୁ ଅନ୍ୟ ଏକ ବସ ଧକ୍କା ଦେବା ଫଳରେ ୧୦…

ଭାବୁକ ହେଲେ ରାହୁଲ: କହିଲେ ‘ବାପା, ଆପଣଙ୍କ ଆଖିରେ ଭାରତକୁ ନେଇ ଯେଉଁ ସ୍ବପ୍ନ ଥିଲା… ’

ନୂଆଦିଲ୍ଲୀ,୨୦।୮: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ବାର୍ଷିକୀରେ ଭାବବିହ୍ବଳ ହୋଇଛନ୍ତି ପୁଅ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସେ ଲଦାଖର ପାଙ୍ଗୋଙ୍ଗ ହ୍ରଦ କୂଳରେ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ସୋସିଆଲ ମିଡିଆରେ ରାହୁଲ ଏକ…

ଟ୍ରକ ତଳେ ଚାପି ହୋଇ ଚାଲିଗଲା ଯବାନଙ୍କ ଜୀବନ

ଜମନକିରା,୨୦।୮: ( ରବୀନ୍ଦ୍ର ପ୍ରସାଦ ଦାନୀ) ଦେଶ ପାଇଁ ନିଜ ଜୀବନକୁ ବାଜି ଲଗାଇ ଭାରତୀୟ ସେନାରେ ୩୦ବର୍ଷ କାଳ ସେବା କରି ସୁନାମ ଅର୍ଜନ କରିଥିଲେ। ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନିତ ମଧ୍ୟ ହୋଇଥିଲେ। ଅବସର ନେବା ପରେ ଅନେକ…

କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରଶ୍ନ: କାହା ଇସାରାରେ ସରକାରଙ୍କୁ ଟାର୍ଗେଟ୍‌ କରୁଛନ୍ତି ରଘୁରାମ ରାଜନ

ନୂଆଦିଲ୍ଲୀ,୨୦।୮:କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ)ର ପୂର୍ବତନ ଗଭର୍ନର ରଘୁରାମ ରାଜନଙ୍କୁ ଟାର୍ଗେଟ କରିଛନ୍ତି। ରାଜନ ଏପରି ଜଣେ ନେତା ହୋଇଛନ୍ତି,ଯିଏ ଅନ୍ୟର ଇସାରାରେ ସରକାରଙ୍କୁ ଟାର୍ଗେଟ୍‌ କରୁଛନ୍ତି। ନିକଟରେ ରାଜନ କହିଥିଲେ, ପ୍ରଡକ୍ସନ ଲିଙ୍କ୍‌ଡ…

ବିଧାୟକ ସନ୍ଦୀପ ଜାଖର କଂଗ୍ରେସରୁ ନିଲମ୍ବିତ

ନୂଆଦିଲ୍ଲୀ,୨୦।୮: କଂଗ୍ରେସ ହାଇକମାଣ୍ଡ ପଞ୍ଜାବର ଆବୋହାରର ବିଧାୟକ ସନ୍ଦୀପ ଜାଖରଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି। ଦଳ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବାରୁ ତାଙ୍କୁ ନିଲମ୍ବିତ କରାଯାଇଥିଲା। ସନ୍ଦୀପ ଜାଖର ଗତ ବର୍ଷ କଂଗ୍ରେସ ଛାଡିଥିବା ପଞ୍ଜାବ ଭାଜପା ରାଜ୍ୟ ସଭାପତି ସୁନୀଲ…

ଚଳନ୍ତା ବସରେ ଲାଗିଲା ନିଆଁ, ପୋଡି ହୋଇ ୩୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ

ଇସଲାମାବାଦ,୨୦।୮: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ରବିବାର ସକାଳେ ପ୍ରଦେଶର ପିଣ୍ଡି ଭାଟିୟାନ ସହରରେ ଏକ ଚଳନ୍ତା ବସ୍‌ରେ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣାରେ ୩୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସେହିଭଳି ପ୍ରାୟ ୭ଜଣ…

ବେଆଇନ ପିସ୍ତଲ ଜବତ, ଜଣେ ଗିରଫ

ଦେବଗଡ଼,୨୦।୮(ଶଶାଙ୍କ ଶେଖର ଝାଙ୍କର ): ଦେବଗଡ ପୌରାଞ୍ଚଳ ମଠସାହିରେ ଭଡାରେ ରହୁଥିବା ଜଣେ ବ୍ୟକ୍ତିଙ୍କ ପାଖରୁ ଗୋଟିଏ ବେଆଇନ ପିସ୍ତଲ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ କୁଣ୍ଢେଇଗୋଳା ଥାନା ତୁଳସିପୁର ଗ୍ରାମର ଶରତ ଅଦାବରଙ୍କ…

କ୍ରିକେଟ୍‌ରେ ପୁଣି ଜଲଓ୍ବା ଦେଖାଇଲେ ଏହି ୪୭ ବର୍ଷିୟ ମହାନ ଅଲରାଉଣ୍ଡର

ନୂଆଦିଲ୍ଲୀ,୨୦।୮: ୟୁଏସ ମାଷ୍ଟର୍ସ ଟି-୧୦ ଲିଗ ୨୦୨୩ରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଭେଟେରାନ ଅଲରାଉଣ୍ଡର ଜ୍ୟାକ କାଲିସ କାଲିଫର୍ନିଆ ନାଇଟ୍ସ ତରଫରୁ ବିସ୍ଫୋରକ ଇନିଂସ କରିଛନ୍ତି। ସମାନ ପୁରୁଣା ଶୈଳୀ ୪୭ ବର୍ଷିୟ ଜ୍ୟାକ କଲିସରେ ମଧ୍ୟ ଦେଖାଯାଇଥିଲା, ଯିଏ ଲିଗରେ…

ସେଲ୍ଫି ଟୋଷ୍ଟର

ସେଲ୍ଫିର କ୍ରେଜ୍‌ ଦିନକୁ ଦିନ ବଢିବାରେ ଲାଗିଛି। ବାଟେ ଘାଟେ ସବୁଠି ଲୋକେ ସେଲ୍ଫି ନେଉଥିବା ଦେଖିବାକୁ ମିଳୁଛନ୍ତି। ଏହି କ୍ରେଜ୍‌କୁ ନଜରରେ ରଖି ଏକ ଅଜବ ଇଲେକ୍ଟ୍ରୋନିକ ସାମଗ୍ରୀ ତିଆରି କରାଯାଇଛି। ତାହା ହେଉଛି ଓ୍ବରମୋଣ୍ଟ ନୋବେଲ୍ଟି ଟୋଷ୍ଟର କର୍ପୋରେଶନ୍‌…

ଦାମୀ କେଟ୍‌ଲୀ

ଚା’ ପ୍ରିୟ ଲୋକ ସାରା ପୃଥିବୀରେ ଅଛନ୍ତି। ଆଉ ତାକୁ ଅନେକେ ନିଜ ନିଜ ପସନ୍ଦର ଢଙ୍ଗରେ ପିଅନ୍ତି। ତେବେ ଚା’କୁ ସର୍ଭ କରିବା ଲାଗି ପ୍ରାୟ ସମସ୍ତେ ଗୋଟିଏ ଜିନିଷ ବ୍ୟବହାର କରନ୍ତି। ସେ ହେଉଛି କେଟ୍‌ଲୀ। ଚା’କୁ ଗରମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri