Posted inଖେଳ

ବିଦେଶରେ ଛୁଟି କାଟି ଝିଅ, ପତ୍ନୀଙ୍କ ସହ ଭାରତ ଫେରିଲେ ରୋହିତ

ନୂଆଦିଲ୍ଲୀ,୫।୧୨: ଭାରତୀୟ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା ବିଦେଶରେ ଛୁଟି ପରେ ଭାରତ ଫେରିଛନ୍ତି। ସୋମବାର ରୋହିତ ଶର୍ମା ତାଙ୍କ ଝିଅ ଏବଂ ପତ୍ନୀଙ୍କ ସହ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିଥିଲେ। ତେବେ ରୋହିତ ଶର୍ମାଙ୍କ ଭିଡିଓ ସୋସିଆଲ ମିଡିଆରେ ବେଳକୁ ବେଳ ଭାଇରାଲ ହେବାରେ ଲାଗିଛି। ଏହାପୂର୍ବରୁ ବିଶ୍ୱକପ ପରେ ରୋହିତ ଶର୍ମାଙ୍କ ସମେତ ଅଧିକାଂଶ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିଲା। ରୋହିତ ଶର୍ମା, ବିରାଟ କୋହଲି, କେ.ଏଲ ରାହୁଲ ଏବଂ ରବିନ୍ଦ୍ର ଜାଡେଜାଙ୍କ ଭଳି ଖେଳାଳିମାନେ ଭାରତ-ଅଷ୍ଟ୍ରେଲିଆ ଟି -୨୦ ସିରିଜର ଅଂଶ ନୁହଁନ୍ତି। ଏହି ଖେଳାଳିଙ୍କ ସ୍ଥାନରେ ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି।

ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳକୁ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହା ପରେ ସେ ପ୍ରଶଂସକଙ୍କ ସାମ୍ନାରୁ ଦୂରରେ ରହିଥିଲେ। ତେବେ ନିକଟରେ ଏହି କ୍ରିକେଟର ଇନଷ୍ଟାଗ୍ରାମରେ ତାଙ୍କ ଝିଅ ଏବଂ ପତ୍ନୀଙ୍କ ସହ ଏକ ଫଟୋ ଶେୟାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖୁସି ଖବର: ଆଇପିଏଲ୍‌ ପୂର୍ବରୁ ବିସ୍ପୋରକ ଇନିଂସ ଖେଳିଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୯।୨: ଆଇପିଏଲ୍‌ ୨୦୨୪ ଆରମ୍ଭ ପାଇଁ କେବଳ କିଛି ଦିନ ବାକି ଅଛି। ଏହି ସିଜିନର ପ୍ରଥମ ମ୍ୟାଚ ୨୨ ମାର୍ଚ୍ଚରେ ଚେନ୍ନାଇ ସୁପର କିଙ୍ଗ୍ସ...

ଶେଷ ଟେଷ୍ଟରେ ଏହି କ୍ରିକେଟର୍‌ଙ୍କୁ ମିଳିପାରେ ଡେବ୍ୟୁ ସୁଯୋଗ

ନୂଆଦିଲ୍ଲୀ,୨୯।୨: ମାର୍ଚ୍ଚ ୭ରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ପଞ୍ଚମ ତଥା ଶେଷ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ଧର୍ମଶାଳାରେ ଅନୁଷ୍ଠିତ ହେବ।...

ଏହି ଭାରତୀୟ ବୋଲରଙ୍କୁ ଦେଖି ଶିଖୁଥିଲେ ଜେମ୍ସ ଆଣ୍ଡରସନ: କଲେ ଖୁଲାସା

ନୂଆଦିଲ୍ଲୀ,୨୯।୨: ଇଂଲଣ୍ଡର କିମ୍ବଦନ୍ତୀ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଟେଷ୍ଟରେ ପାଖାପାଖି ୭୦୦ ଉଇକେଟ ନେଇଛନ୍ତି। ସେ ୧୮୬ ଟେଷ୍ଟ ମ୍ୟାଚରେ ୬୯୮ ଉଇକେଟ ନେଇଛନ୍ତି।...

ମ୍ୟାଚ୍‌ ଚାଲିଥିବାବେଳେ ହଠାତ୍‌ ପଡ଼ିଆରେ ପଶିଗଲେ ଯୁବକ: ପାନେ ଦେଲେ ମହିଳା କ୍ରିକେଟର୍‌

ବେଙ୍ଗାଲୁରୁ,୨୯।୨: ମହିଳା ପ୍ରିମିୟର ଲିଗ ୨୦୨୪ର ଷଷ୍ଠ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ୟୁପି ୱାରିୟର୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ୟୁପି ଚମତ୍କାର ପ୍ରଦର୍ଶନ...

ଇଶାନ-ଶ୍ରେୟାସଙ୍କୁ ଲାଗିପାରେ ଆଉ ଏକ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୯।୨:ବିସିସିଆଇର ବାର୍ଷିକ କେନ୍ଦ୍ରୀୟ ଚୁକ୍ତିରୁ ଇଶାନ କିଶାନ ଏବଂ ଶ୍ରେୟାସ ଆୟରଙ୍କୁ ବାଦ ଦିଆଯାଇଛି। ଏହା ସହିତ ବୋର୍ଡ ଏହି ଦୁଇ ଖେଳାଳିଙ୍କୁ କଡା ଚେତାବନୀ...

ଆଇପିଏଲ୍‌ ପୂର୍ବରୁ ଚୌକା-ଛକା ବର୍ଷା କଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୫।୨: ମାର୍ଚ୍ଚ ୨୨ ରୁ ଆଇପିଏଲ୍‌ ୨୦୨୪ ଆରମ୍ଭ ହେବ। ଏହା ଆରମ୍ଭ ହେବାକୁ ମାତ୍ର ଅଳ୍ପ ଦିନ ବାକି ଅଛି। ଆଇପିଏଲ ପୂର୍ବରୁ ପ୍ରାୟ...

ଆଇପିଏଲ୍‌ ପୂର୍ବରୁ ଚେନ୍ନାଇ ସୁପର୍‌ କିଙ୍ଗ୍ସକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୯।୨: ଇଣ୍ଡିଆନ ପ୍ରିମିୟର ଲିଗର ୧୭ତମ ସିଜନ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ଏକ ବଡ଼ ଝଟ୍‌କା ଲାଗିଛି। ନ୍ୟୁଜିଲାଣ୍ଡର ତାରକା କ୍ରିକେଟର ଡେଭନ୍‌ କନୱେ...

ଗୋଷ୍ଠୀ ବିବାଦ ଅଭିଯୋଗକୁ ଖଣ୍ଡନ କଲା ହକି ଇଣ୍ଡିଆ

ନୂଆଦିଲ୍ଲୀ,୨୯ା୨(ପି.ଟି.): ହକି ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଏଲେନା ନର୍ମାନ ମଙ୍ଗଳବାର ଇସ୍ତଫା ପ୍ରଦାନ କରିବା ସହ ଗୋଷ୍ଠୀ ବିବାଦର ଅଭିଯୋଗ ଆଣିଥିଲେ। ଇସ୍ତଫା ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri