Home Left

ବନ୍ଦ ହେବ ଅଣ ବାସମତି ଧଳା ଚାଉଳର ରପ୍ତାନି

ନୂଆଦିଲ୍ଲୀ,୨୧।୭:ଭାରତୀୟ ବଜାରରେ ଅଣବାସମତି ଧଳା ଚାଉଳର ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ସହିତ ଘରୋଇ ବଜାରରେ ମୂଲ୍ୟ ବୃଦ୍ଧିକୁ ହ୍ରାସ କରିବା ପାଇଁ ଭାରତ ସରକାର ରପ୍ତାନି ନୀତିରେ ସଂଶୋଧନ ଆଣିଛନ୍ତି। ୨୦% ରପ୍ତାନି ଶୁଳ୍କ ସହ ଜାରି ରପ୍ତାନି ଅନୁମତି…

ଚନ୍ଦ୍ରୟାନ-୩ର ଚତୁର୍ଥ କକ୍ଷ ଉତ୍ଥାନ ସଫଳ

ବେଙ୍ଗାଲୁରୁ, ୨୧ା୭:ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଗୁରୁବାର ଚନ୍ଦ୍ରୟାନ-୩ର ଚତୁର୍ଥ କକ୍ଷ ଉତ୍ଥାନ ସଫଳତାର ସହ ସମ୍ପନ୍ନ କରିଛି। ଇସ୍ରୋ ଟେଲିମେଟ୍ରି, ଟ୍ରାକିଂ ଆଣ୍ଡ୍‌ କମାଣ୍ଡ ନେଟ୍‌ଓ୍ବର୍କ (ଆଇଏସ୍‌ଟିଆର୍‌ଏସି)ରୁ ଏହା ସମ୍ପନ୍ନ ହୋଇଥିଲା। ଫଳରେ ପୃଥିବୀଠାରୁ ଚନ୍ଦ୍ରୟାନର ସର୍ବନିମ୍ନ ଦୂରତା…

କୃଷି ଶ୍ରମିକ ଭାରତୀ ରସାୟନ ବିଜ୍ଞାନରେ ପିଏଚ୍‌ଡି

ଅମରାବତୀ,୨୧।୭:ସଫଳତାର ଦୁଇଟି ମୂଳ ସୂତ୍ର, ମନୋବଳ ଓ କଠିନ ପରିଶ୍ରମ। ବହୁ ବାଧା, ବିଘ୍ନ ପରେ ଆନ୍ଧ୍ରପ୍ରଦେଶର ସାକେ ଭାରତୀ ନିଜ ଆଶା ପୂରଣ କରିବାରେ ସଫଳ ହୋଇଛନ୍ତି। ବର୍ତ୍ତମାନଠାରୁ ଭାରତୀଙ୍କ ନାଁ ଆଗରେ ଲାଗିବ ଡକ୍ଟର। କାରଣ ଦିନ ମଜୁରିଆ…

୮୦ ଦିନ ବିତିଲା, ନେଟ୍‌ ଦିଅ

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ/ଇମ୍ଫାଲ,୨୧ା୭:ଆଧୁନିକ ପୃଥିବୀରେ ଡେଟା ଦ୍ୱାରା ଜୀବନ ମପାଯାଉଥିବାବେଳେ ଉତ୍ତର-ପୂର୍ବ ଭାରତର ମଣିପୁରରେ ଲୋକଙ୍କୁ ଅଢ଼େଇ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଇଣ୍ଟରନେଟ୍‌ ସୁବିଧାରୁ ବଞ୍ଚତ୍ତ କରାଯାଇଛି। ରାଜ୍ୟର ଭାଜପା ସରକାର ଜାତିଆଣ ହିଂସା ଏଡ଼ାଇବା ପାଇଁ ମେ’ ୩ରୁ ‘ଇଣ୍ଟରନେଟ ଶଟ୍‌ଡାଉନ’…

ନିର୍ମାଣ ହେବ ୧୪ ଫ୍ଲଡ୍‌ ଫୋର୍‌କାଷ୍ଟିଂ ସିଷ୍ଟମ

ଯାଜପୁର,୨୧ା୭(ହର୍ଷବର୍ଦ୍ଧନ ବେହେରା): ବୈତରଣୀ ଓ ବୁଢାବଳଙ୍ଗ ନଦୀରେ ଅତିରିକ୍ତ ଭାବେ ୧୪ଟି ବନ୍ୟା ପୂର୍ବାନୁମାନ ପଦ୍ଧତି ବା ଫ୍ଲଡ୍‌ ଫୋର୍‌କାଷ୍ଟିଂ ସିଷ୍ଟମ ନିର୍ମାଣ ହେବ। ଯାଜପୁର ଓ ଭଦ୍ରକ ଜିଲାର ବୈତରଣୀ ନଦୀ ଅବବାହିକାରେ ୬ ଏବଂ ମୟୂରଭଞ୍ଜ ଓ ବାଲେଶ୍ୱର…

ଟିକେଟ୍‌ ମିଳିଲେ ନିଶ୍ଚିତ ଲଢିବି: ଓମପ୍ରକାଶ ଚୌତାଲା

ଚଣ୍ଡିଗଡ,୨୧।୭: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜାତୀୟ ଲୋକ ଦଳ ମୁଖ୍ୟ ଓମପ୍ରକାଶ ଚୌତାଲା ୨୦୨୪ ନିର୍ବାଚନ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ଏହା ପୂର୍ବରୁ ୮୮ ବର୍ଷୀୟ ଓମପ୍ରକାଶ କହିଛନ୍ତି ଯେ, ନିର୍ବାଚନ ଲଢିବାକୁ କିଏ ଚାହେଁ ନାହିଁ?…

ଭାଙ୍ଗିଲା ପାର୍କ ପାଚେରି, ଭାସିଲା ବଜାର

କାମାକ୍ଷାନଗର,୨୧।୭(ସୁଧୀର ପରିଡ଼ା): ଲଘୁଚାପଜନିତ ଲଗାଣବର୍ଷାରେ ପଦାରେ ପଡ଼ିଛି ଅବ୍ୟବସ୍ଥା। କେଉଁଠି ନିର୍ମାଣାଧୀନ ପାର୍କ ପାଚେରି ଭାଙ୍ଗିପଡ଼ିଛି ତ ଅନ୍ୟ କେଉଁଠି ନର୍ଦ୍ଦମା ପାଣି ସୁଅରେ ବେହାଲ ହୋଇଛି ଜୀବନଯାତ୍ରା। ବିକାଶମୂଳକ କାର୍ଯ୍ୟରେ ଦୁର୍ନୀତି ଏବଂ ବର୍ଷ ବର୍ଷ ଧରି ଡ୍ରେନେଜ୍‌ ବ୍ୟବସ୍ଥାରେ…

ପ୍ରାର୍ଥୀ ଦୌଡ଼ରେ ୩ ବିଧାୟକ

ଖୋର୍ଦ୍ଧା,୨୧ା୭ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ନିର୍ବାଚନମଣ୍ଡଳୀ ଜିଲାର ସଦର ମହାକୁମା ହୋଇଥିବାରୁ ଏହି ଆସନ ଉପରେ ସମସ୍ତଙ୍କ ନଜର ରହିଥାଏ। ଖୋର୍ଦ୍ଧା ପୌରାଞ୍ଚଳ ଏବଂ ଖୋର୍ଦ୍ଧା ଓ ଟାଙ୍ଗି ବ୍ଲକକୁ ନେଇ ଏହି ନିର୍ବାଚନମଣ୍ଡଳୀ ଗଠିତ। ଏଠାରେ ୨ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର…

ସ୍ତ୍ରୀଙ୍କ ଜନ୍ମଦିନରେ ଭାବପ୍ରବଣ ହେଲେ ରାମ ଚରଣ

‘ଆରଆରଆର’ ଫେମ୍‌ ରାମ ଚରଣ ସ୍ତ୍ରୀ ଉପାସାନା କୋନିଦେଲାଙ୍କ ଜନ୍ମଦିନରେ ଭାବପ୍ରବଣ ହୋଇଛନ୍ତି। ଏହି ବିଶେଷ ଦିନରେ ରାମ ଚରଣ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ସ୍ତ୍ରୀଙ୍କ ସହିତ ତାଙ୍କ ଝିଅ ଜନ୍ମର ଝଲକ ମଧ୍ୟ ଦେଖାଇଛନ୍ତି। ଏହି…

ଗୋରୁପଲ ପାଇଁ କଲବଲ

କାମାକ୍ଷାନଗର, ୨୧।୭(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲାର ଅନ୍ୟତମ ପ୍ରମୁଖ ସହର କାମାକ୍ଷାନଗର ଏନ୍‌ଏସିରେ ବୁଲାଗୋରୁଙ୍କୁ ନେଇ ସମସ୍ୟା ବଢ଼ିବାରେ ଲାଗିଛି। ସହରାଞ୍ଚଳର ଅଧିକାଂଶ ବ୍ୟସ୍ତବହୁଳ ସଡ଼କରେ ଗାଈ, ବଳଦ, ଷଣ୍ଢ ନିର୍ବିଘ୍ନରେ ବିଚରଣ କରୁଛନ୍ତି। ବ୍ୟବସାୟିକ ପ୍ରତିଷ୍ଠାନ, ବିଦ୍ୟାଳୟ ସମ୍ମୁଖ ସମେତ…

ଅନୁମୋଦନ ୬୬୯୨, ଖାଲିପଡ଼ିଛି ୫୦୨୮ ଅଣଶିକ୍ଷକ ପଦବୀ

ଭଞ୍ଜନଗର,୨୧।୭(ବାବୁଲା ପ୍ରଧାନ):ରାଜ୍ୟର ୪୮୮ ବର୍ଗ ବେସରକାରୀ ଅନୁଦାନପ୍ରାପ୍ତ କଲେଜ ଗୁଡ଼ିକରେ ୬୬୯୨ଟି ଅଣଶିକ୍ଷକ ପଦବୀ ବହୁବର୍ଷ ପୂର୍ବେ ଅନୁମୋଦନ ହୋଇଛି। କିନ୍ତୁ ଗତ ଡିସେମ୍ବର ୩୧ ସୁଦ୍ଧା ମାତ୍ର ୧୬୬୪ଜଣ କର୍ମଚାରୀ ଥିବା ସୋମବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏଜି (ଅଡ଼ିଟ୍‌-୧)ଙ୍କୁ…

ବିବାହ ନ କରି ଦ୍ୱିତୀୟଥର ପିତା ହେଲେ ଅର୍ଜୁନ

ଅଭିନେତା ଅର୍ଜୁନ ରାମପାଲ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ଗାବ୍ରିଏଲା ଡେମେଟ୍ରିଏଡସ ଦ୍ୱିତୀୟ ଥର ମାତାପିତା ହୋଇଛନ୍ତି। ଗାବ୍ରିଏଲା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଅର୍ଜୁନ ଏନେଇ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ମୁଁ ଏବଂ ମୋ ପରିବାର ଆଜି ଏକ ସୁନ୍ଦର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri