Home Left

ଇନଫୋସିସ୍‌ର ବ୍ରାଣ୍ଡ ଆମ୍ବାସାଡର ହେଲେ ଟେନିସ ଷ୍ଟାର୍‌ ରାଫେଲ ନାଡାଲ

ନୂଆଦିଲ୍ଲୀ,୨୪।୮: ବିଶ୍ୱର କିମ୍ବଦନ୍ତୀ ଟେନିସ ତାରକା ରାଫେଲ ନାଡାଲଙ୍କୁ ଆଇଟି କମ୍ପାନୀ ଇନଫୋସିସ୍‌ର ବ୍ରାଣ୍ଡ ଆମ୍ବାସାଡର କରାଯାଇଛି। ଷ୍ଟକ ଏକ୍ସଚେଞ୍ଜ ସହିତ ଜଡିତ ଏକ ନିୟାମକପତ୍ରରେ ଇନଫୋସିସ ଏହା ପ୍ରକାଶ କରିଛି। ନାଡାଲଙ୍କ ସହ ଇନଫୋସିସ ୩ ବର୍ଷର ଚୁକ୍ତି କରିବ।…

ଭାରତ ପରେ ଏବେ ଏହି ଦେଶରେ ପିଆଜର ଅହେତୁକ ଦର ବୃଦ୍ଧି

କାଠମାଣ୍ଡୁ,୨୪ା୮: କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ପିଆଜ ରପ୍ତାନୀ ଉପରେ ୪୦ ପ୍ରତିଶତ ଶୁଳ୍କ ଲଗାଇ ମୁଦ୍ରାସ୍ଫୀତି ବୃଦ୍ଧି ପାଇଁ ଏକ ବଡ଼ ପଦକ୍ଷେପ ନେଇଥିଲେ। ଏହି ନିଷ୍ପତ୍ତିର ପ୍ରଭାବ ପଡ଼ୋଶୀ ଦେଶ ନେପାଳ ଉପରେ ସ୍ପଷ୍ଟ…

ସବୁକିଛି କ୍ଷମା କରିଦେବି କିନ୍ତୁ ଧୋକା ଦେଇଥିବା ଲୋକଙ୍କୁ ଆଦୌ ନୁହେଁ: ଓ୍ବାଗନର୍‌ ମୁଖ୍ୟଙ୍କ ମୃତ୍ୟୁ ପରେ ଭାଇରାଲ ହେଉଛି ପୁଟିନଙ୍କ ପୁରୁଣା ଭିଡିଓ

ମସ୍କେ,୨୪।୮: ଏକ ବିମାନ ଦୁର୍ଘଟଣାରେ ୱାଗନର୍‌ ଗ୍ରୁପ୍‌ର ମୁଖ୍ୟ ୟେଭ୍‌ଗେନି ପ୍ରିଗୋଝିନଙ୍କ ଦେହାନ୍ତ ହୋଇଛି। ଦୁଇ ମାସ ପୂର୍ବେ ଅର୍ଥାତ୍‌ ଜୁନ ଶେଷରେ ପ୍ରିଗୋଝିନ ରୁଷିଆର ସେନା ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ। ସେବେଠାରୁ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଏବଂ…

ଜୋମାଟୋରୁ ଆରମ୍ଭ କରି କେଏଫ୍‌ସି ଯାଏ, ‘ଚନ୍ଦ୍ରୟାନ-୩’କୁ ନେଇ ପ୍ରସ୍ତୁତ କରିଛନ୍ତି ସ୍ବତନ୍ତ୍ର ବିଜ୍ଞାପନ…

ନୂଆଦିଲ୍ଲୀ,୨୪।୮: ଭାରତର ‘ଚନ୍ଦ୍ରୟାନ-୨’ର ସଫଳତାକୁ ନେଇ ଚାରିଆଡେ ଚର୍ଚ୍ଚା। ବିକଶିତ ଦେଶଗୁଡ଼ିକକୁ ପଛରେ ପକାଇ ଭାରତ ଇତିହାସ ରଚିଥିବାରୁ ଚାରିଆଡୁ ଛୁଟିଛି ଶୁଭେଚ୍ଛାର ସୁଅ। ଅନେକେ ନିଜସ୍ବ ଶୈଳୀରେ ଅଭିନନ୍ଦନ ଜଣାଉଛନ୍ତି। ଏହି କ୍ରମରେ ପଛରେ ସ୍ବତନ୍ତ୍ର ବିଜ୍ଞାପନ କରି ଚର୍ଚ୍ଚାକୁ…

ୟୁପିରେ କେହି ‘ଯାଦବ’ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ: ରାଜଭର

ନୂଆଦିଲ୍ଲୀ,୨୪।୮: ଏନଡିଏରେ ଯୋଗଦେବା ପରେ ସୁହେଲଦେବ ଭାରତୀୟ ସମାଜ ପାର୍ଟି ମୁଖ୍ୟ ଓମ ପ୍ରକାଶ ରାଜଭର ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବଙ୍କୁ ଟାର୍ଗେଟ୍‌ କରିବାର କୌଣସି ସୁଯୋଗ ହାତଛଡା କରୁନାହାନ୍ତି। ସେ ପୁଣି ଥରେ ଏସପି ମୁଖ୍ୟଙ୍କୁ ଟାର୍ଗେଟ କରି…

‘ହିସାବ କିତାବ ଆଉ ବେଶି ଦୂର ନୁହେଁ’, ଭାରତୀୟ କୁସ୍ତି ମହାସଂଘର ନିଲମ୍ବନକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କଲେ ମମତା

କୋଲକାତା,୨୪।୮: ବିଶ୍ୱ କୁସ୍ତିର ସର୍ବୋଚ୍ଚ ସଂସ୍ଥା ୟୁଡବ୍ଲୁଡବ୍ଲୁ ନିର୍ଦ୍ଦାରିତ ସମୟରେ ନିର୍ବାଚନ ନ କରିବାକୁ ନେଇ ଭାରତୀୟ କୁସ୍ତି ମହାସଂଘ(ଡବ୍ଲୁଏଫଆଇ)କୁ ଗୁରୁବାର ନିଲମ୍ବିତ କରି ଦିଆଯାଇଛି। ଏହାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି…

‘ଚନ୍ଦ୍ରୟାନ-୩’କୁ ନେଇ ସ୍ବତନ୍ତ୍ର ଭାବେ ଶୁଭେଚ୍ଛା ଜଣାଇଲା ଅମୂଲ

ଚନ୍ଦ୍ରୟାନ-୩ ଅଗଷ୍ଟ ୨୩ରେ ଜହ୍ନରେ ସଫଳତାର ସହ ଲ୍ୟାଣ୍ଡିଂ କରିଛି। ଏହାକୁ ନେଇ ସମଗ୍ର ବିଶ୍ୱରେ ଭାରତର ଚର୍ଚ୍ଚା ହେଉଥିବା ବେଳେ ଅନେକ ଦେଶ ଶୁଭେଚ୍ଛା ଜଣାଉଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ଏହା ଟ୍ରେଣ୍ଡ କରୁଛି। ଏହି କ୍ରମରେ ଅମୁଲ ଗ୍ରୁପ୍‌…

ବିଳମ୍ବ ହେବାରୁ ପ୍ଲାଟଫର୍ମ ଭିତରେ କାର୍‌ ପୂରାଇଦେଲେ ମନ୍ତ୍ରୀ

ଲକ୍ଷ୍ନୌ,୨୪।୮: ୟୁପିର ପଶୁପାଳନ ମନ୍ତ୍ରୀ ଧରମପାଲ ସିଂ ବିଳମ୍ବ ହେବାରୁ ଟ୍ରେନ ଚଢିବା ପାଇଁ ରେଳ ପ୍ଲାଟଫର୍ମ ଭିତରେ ନିଜ କାରକୁ ପୁରାଇ ଦେଇଛନ୍ତି। ମନ୍ତ୍ରୀଙ୍କ ଏଭଳି କାର୍ଯ୍ୟ ଦେଖି ସେଠାରେ ଉପସ୍ଥିତ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ୟୁପି…

୨୦୨୪ ନିର୍ବାଚନରେ କାହିଁକି ମେଣ୍ଟରୁ ଦୂରେଇ ରହିବାକୁ ଘୋଷଣା କରିଥିଲେ ମାୟାବତୀ, କହିଲେ କାରଣ

ଲକ୍ଷ୍ନୌ,୨୪।୮: ଲୋକ ସଭା ନିର୍ବାଚନ ୨୦୨୪ ପୂର୍ବରୁ ଶାସକ ଦଳ ଭାଜପା ନେତୃତ୍ୱାଧୀନ ମେଣ୍ଟ ନିଜକୁ ମଜବୁତ କରିବାରେ ବ୍ୟସ୍ତ ଅଛି। ଏଥି ସହିତ ଏହି ନିର୍ବାଚନରେ ଲୋକ ସଭାରେ ସର୍ବାଧିକ ଆସନ ବିଶିଷ୍ଟ ରାଜ୍ୟ ଉତ୍ତରପ୍ରଦେଶ ଉପରେ ରହିଛି। ୟୁପିରେ…

୨୪ ଘଣ୍ଟିଆ ରାଇରଙ୍ଗପୁର ବନ୍ଦ ପାଳନ

ରାଇରଙ୍ଗପୁର,୨୪ା୮(ମାନସ ମହାନ୍ତି): ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେ.ଏମ୍‌.ଏମ୍‌.) ପକ୍ଷରୁ ଗୁରୁବାର ୨୪ ଘଣ୍ଟିଆ ମୟୂରଭଞ୍ଜ ଡାକରା କ୍ରମେ ଜେ.ଏମ୍‌.ଏମ୍‌. ଦଳୀୟ ବିଭିନ୍ନ କର୍ମକର୍ତ୍ତା ଏବଂ ଯୁବ ମହିଳା କର୍ମୀ ରାଇରଙ୍ଗପୁର ବନ୍ଦ ପାଳନ କରିଥିଲେ। ଏହି ବନ୍ଦ ପାଳନ ବିଭିନ୍ନ ସରକାରୀ…

ଚନ୍ଦ୍ରୟାନ-୩ର ସଫଳତାରେ ଗୁଗ୍‌ଲର ସ୍ପେଶାଲ୍‌ ‘ଡୁଡ୍‌ଲ’

ନୂଆଦିଲ୍ଲୀ,୨୪।୮: ଭାରତର ସଫଳତା ପାଇଁ ଗୁଗ୍‌ଲ ଭାରତକୁ ଏକ ସ୍ବତନ୍ତ୍ର ଢଙ୍ଗରେ ଅଭିନନ୍ଦନ ଜଣାଇଛି । ଡୁଡ୍‌ଲ ଚନ୍ଦ୍ରାୟନ-୩ର ସଫଳତା ଉପରେ ଭାରତର ସଫଳତାକୁ ଏକ ଡୁଡ୍‌ଲ ତିଆରି କରି ପାଳନ କରିଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ଭାରତ…

୪ ବର୍ଷ ପୂର୍ବେ ଏକ ଟୁଇଟ୍‌ କରି ଅଡୁଆରେ ଥିଲେ କେଜ୍‌ରିଓ୍ବାଲ, ଏବେ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ,୨୪।୮: ଆମ ଆଦମୀ ପାର୍ଟି (ଏଏପି) ନେତା ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ପଠାନକୋଟ କୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ପ୍ରାୟ ୪ ବର୍ଷ ପୂର୍ବେ ପଠାନକୋଟ କୋର୍ଟରେ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କ ବିରୋଧରେ ଦାଖଲ ହୋଇଥିବା ଆବେଦନକୁ ଖାରଜ କରିଦିଆଯାଇଛି। ୨୦୧୯ ଏପ୍ରିଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri