Home Left

ଶତାବ୍ଦୀର ସବୁଠାରୁ ବିଳାସପୂର୍ଣ୍ଣ ବିବାହ କରିଥିବା ଯୁବକ ଏବେ ଜେଲ୍‌ରେ: ଜାଣନ୍ତୁ କାହିଁକି

ମ୍ୟାଡେଲିନ ବ୍ରୋକୱେ ଏବଂ ଜ୍ୟାକବ ଲାଗ୍ରନଙ୍କ ବିବାହକୁ ‘ଶତାବ୍ଦୀର ସବୁଠାରୁ ବିଳାସପୂର୍ଣ୍ଣ ବିବାହ’ କୁହାଯାଏ। ଏହି ବିବାହରେ ହୋଇଥିବା ଖର୍ଚ୍ଚ ବିଷୟରେ ଜାଣିବା ପରେ ହିଁ ବୁଝିହେବ କାହିଁକି ଏହି ବିବାହକୁ ‘ଶତାବ୍ଦୀର ସବୁଠାରୁ ବିଳାସପୂର୍ଣ୍ଣ ବିବାହ’ କୁହାଯାଉଛି। ମ୍ୟାଡେଲିନ-ଜ୍ୟାକବଙ୍କ ଏହି…

ସ୍ପାମ କଲ  ବିରକ୍ତି  କରିପକାଉଛି କି, ଭିଡିଓ ଦେଖି ଆପଣାନ୍ତୁ ଏହି ଉପାୟ 

ବର୍ତ୍ତମାନ ସ୍ପାମ କଲ ପାଇଁ ସମସ୍ତେ ଅସୁବିଧାରେ ପଡ଼ୁଛନ୍ତି। ଏହା ଅନେକ ସମୟରେ ଅସୁବିଧାରେ ପକାଇଥାଏ। ଅନେକ ଚେଷ୍ଟା ପରେ ମଧ୍ୟ ଯଦି ଆପଣ ଏହି କଲ୍‌କୁ ବନ୍ଦ କରିବାରେ ବିଫଳ ହେଉଛନ୍ତି, ତେବେ ଏହି ଭାଇରାଲ କୌଶଳ ଆପଣାଇ ଉପଯୋଗୀ…

ପ୍ରାତଃଭ୍ରମଣରେ ଯାଇଥିବା ବେଳେ ବୃଦ୍ଧଙ୍କ ଗଳାକାଟି ହତ୍ୟା

ବ୍ରହ୍ମପୁର,୧୧ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀନଗର ଦ୍ବିତୀୟ ଲାଇନ୍‌ରେ ସୋମବାର ଏକ ଘର ସମ୍ମୁଖରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ବୃଦ୍ଧଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ତାଙ୍କ ବେକକୁ ଧାରୁଆ ଅସ୍ତ୍ରରେ କାଟି ହତ୍ୟା କରାଯାଇଛି।…

ଜମିଜମା ବିବାଦ: ସାନଭାଇ, ପୁତୁରା ଆକ୍ରମଣରେ ବଡ଼ଭାଇଙ୍କ ଜୀବନ ଗଲା

ବରୀ,୧୧ା୧୨(ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅଧିନସ୍ଥ ବାଲିବିଲ ପଞ୍ଚାୟତ ବାଲିବିଲ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ମୁତାବକ ବନୋଜ କବି(୬୨) ଓ ତାଙ୍କ ସାନ ଭାଇ ସନାତନ କବି(୫୭)ଙ୍କ ମଧ୍ୟରେ ଜମିଜମା ଘଟଣାକୁ ନେଇ…

‘ଆମେ ଏହି ଲଢେଇ ଜିତିବୁ’

କୋଲକତା,୧୧।୧୨: ସଂସଦରୁ ବହିଷ୍କୃତ ହେବା ପରେ ମହୁଆ ମୋଇତ୍ର ଜନତା ଦରବାରରେ ପହଞ୍ଚିଛନ୍ତି। ନିଜ ନିର୍ବାଚନମଣ୍ଡଳୀର ଲୋକଙ୍କୁ ସେ ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି। ଏହି ଭିଡିଓ ବାର୍ତ୍ତାରେ ମହୁଆ ଜନସାଧାରଣ, ଟିଏମସି କର୍ମୀ ତଥା ଦଳର ନେତାମାନଙ୍କୁ ଏହି ସଂଗ୍ରାମରେ…

ଅଏଲ ରିଫାଇନାରୀରେ ଅଗ୍ନିକାଣ୍ଡ ପରେ ଦୁଇଟି ବଡ ବିସ୍ଫୋରଣ

ତେହରାନ,୧୧।୧୨: ଇରାନର ବିରଜାଣ୍ଡ ସ୍ପେଶାଲ ଇକୋନୋମିକ ଜୋନରେ ଅବସ୍ଥିତ ଏକ ତୈଳ ବିଶୋଧନାଗାରରେ ରବିବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଇରାନର ଇସଲାମିକ ରିପବ୍ଲିକ ନ୍ୟୁଜ ଏଜେନ୍ସି (ଆଇଆରଏନଏ) କହିଛି ଯେ ନିଆଁ ଲିଭାଇବା ପାଇଁ ତୁରନ୍ତ ଅଗ୍ନିଶମ କର୍ମଚାରୀଙ୍କୁ…

ଟିମ୍‌ ଇଣ୍ଡିଆର ଅଡ଼ୁଆ ବଢିପାରେ

ଡର୍ବାନ, ୧୧ା୧୨: ବର୍ଷା ଯୋଗୁ ଡର୍ବାନରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ବାତିଲ ହୋଇଛି। ପ୍ରଥମ ଟି-୨୦ ରଦ୍ଦ ହେବା ଭାରତ ପାଇଁ ଏକ ବଡ ସମସ୍ୟା ହୋଇପାରେ। କାରଣ ବର୍ତ୍ତମାନ ୨୦୨୪ରେ ଖେଳାଯିବାକୁ ଥିବା ଟି-୨୦…

ଅନ୍ଧାରରେ ଗୁରୁପ୍ରିୟା ସେତୁ

ଚିତ୍ରକୋଣ୍ଡା,୧୧ା୧୨(କ୍ଷୀରୋଦ ବେହେରା): ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଆଦିବାସୀ ବହୁଳ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳର ଲାଇଫ୍‌ଲାଇନ୍‌ ସାଜିଥିବା ଗୁରୁପ୍ରିୟା ସେତୁ ୩ ଦିନରୁ ଅଧିକ ହେଲାଣି ଅନ୍ଧାରରେ ରହିଛି। ସ୍ବାଭିମାନ ଅଞ୍ଚଳର ଲାଇଫ୍‌ଲାଇନ୍‌ ପାଲଟିଥିବା ଏହି ଗୁରୁପ୍ରିୟା ସେତୁ…

ସିଆଚେନ ଗ୍ଲାସିଅରରେ ପ୍ରଥମ ମହିଳା ମେଡିକାଲ ଅଫିସର ହେଲେ ଫାତିମା ଓ୍ବାସିମ, ସେନା ଜାରି କଲା ଭିଡିଓ

ନୂଆଦିଲ୍ଲୀ,୧୧।୧୨: କ୍ୟାପଟେନ ଫାତିମା ୱାସିମ ପ୍ରଥମ ମହିଳା ମେଡିକାଲ ଅଫିସର ଭାବେ ସିଆଚେନ ଗ୍ଲାସିଅରରେ ଏକ ଅପରେସନ ପୋଷ୍ଟରେ ପୋଷ୍ଟ କରି ଇତିହାସ ସୃଷ୍ଟି କରିଛନ୍ତି। ସିଆଚେନ ବ୍ୟାଟଲ ସ୍କୁଲରେ କଠୋର ତାଲିମ ପାଇବା ପରେ ତାଙ୍କୁ ୧୫୨୦୦ ଫୁଟ ଉଚ୍ଚରେ…

ରାଗିଗଲେ ଗାଭାସ୍କର: କହିଲେ, ଦକ୍ଷିଣ ଆଫ୍ରିକା ମିଛ କହୁଛି

ଡର୍ବାନ, ୧୧ା୧୨: ବର୍ଷା ଯୋଗୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବାତିଲ ହୋଇଛି। ବର୍ଷା ହେତୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ବାତିଲ ହେବା ପରେ ସୁନୀଲ ଗାଭାସ୍କର ରାଗି…

ବର୍ଷାରେ ଧୋଇଗଲା ଭାରତ-ଦକ୍ଷିଣ ପ୍ରଥମ ଟି-୨୦

ଡର୍ବାନ, ୧୧ା୧୨: ଲଗାଣ ବର୍ଷା ଯୋଗୁ ଏଠାରେ ରବିବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁଥିବା ପ୍ରଥମ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚ୍‌କୁ ବାତିଲ କରିଦିଆଯାଇଛି। ଏପରିକି ମ୍ୟାଚ୍‌ ପାଇଁ ଟସ୍‌ ମଧ୍ୟ ପଡ଼ି ନ ଥିଲା। ଆସନ୍ତାବର୍ଷ ଓ୍ବେଷ୍ଟଇଣ୍ଡିଜ…

ପୃଥିବୀ ବି ନେଇଥାଏ ନିଃଶ୍ୱାସ, ଦେଖନ୍ତୁ ଏହି ଭିଡିଓ…

ଆମେ ପୃଥିବୀ ଉପରେ ବାସ କରୁ। ଆମେ ବଞ୍ଚିବା ପାଇଁ ପୃଥିବୀରୁ ବହୁତ କିଛି ପାଇଥାଉ, ତେଣୁ କେତେକ ସଭ୍ୟତାରେ ଏହାକୁ ମା’ ଭାବରେ ପୂଜା କରାଯାଏ। ପୃଥିବୀକୁ ଜୀବନ୍ତ ବିବେଚନା କରାଯାଏ। ଯାହା ଦ୍ୱାରା ଆମେ ତାଙ୍କୁ ପୃଥିବୀ ମା’କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?