Home Left

ସ୍ବାଭିମାନ ଅଞ୍ଚଳରେ ଲଗାଣ ବର୍ଷାରେ ଅମୃତ ସରୋବର ହିଡ଼ ଭାଙ୍ଗିବା ଘଟଣା: ଜମି ମରାମତି ପାଇଁ ବ୍ଳକ ପ୍ରଶାସନ ତରଫରୁ ଚାରି ଲକ୍ଷ ଦିଆଯିବ

ଚିତ୍ରକୋଣ୍ଡା,୨୫।୭(କ୍ଷିରୋଦ କୁମାର ବେହେରା): ଆଦିବାସୀ ଅଧୁଷିତ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ପାପରମେଟେଲା ପଞ୍ଚାୟତ କଦଳୀବନ୍ଧା ଗାଁରେ ଚଳିତ ବର୍ଷ ଚିତ୍ରକୋଣ୍ଡା ବ୍ଳକ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟକ୍ରମ ମାଧ୍ୟମରେ ଅମୃତ ସରୋବର ନିର୍ମାଣ…

ପାଞ୍ଚ ବର୍ଷ ପରେ ନଜର ଆସିଲେ ‘ଦୟାବେନ୍’, ପ୍ରଶଂସକ କହୁଛନ୍ତି ଚିହ୍ନି ହେଉନି

ବମ୍ବେ: ଦୀର୍ଘ ପାଞ୍ଚ ବର୍ଷ ହେଲାଣି ଟେଲି ପରଦାରୁ ଗାଏବ ହୋଇଯାଇଛନ୍ତି ‘ତାରକ ମେହେଟ୍ଟା କା ଉଲଟା ଚଷମା’ ଫେମ୍ ଦୟା ବେନ୍ ଓରଫ ଦିଶା ବକାନୀ। ୨୦୧୭ ସେପ୍ଟେମ୍ବରରେ ସେ ପିଲା ହେବା ଲାଗି ଛୁଟିରେ ରହିଥିଲେ। ସେବେଠାରୁ ସେ…

ସାପ କାମୁଡାରେ ୨ ଭାଇ ମୃତ

ଦେବଗଡ଼,୨୫।୭(ଶଶାଙ୍କ ଶେଖର ଝାଙ୍କର): ଦେବଗଡରେ ସାପ କାମୁଡାରେ ୨ ଭାଇଙ୍କର ମୃତ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ମଙ୍ଗଳବାର ସକାଳେ ଦେବଗଡ ପୌରାଞ୍ଚଳର ୱାର୍ଡ ନମ୍ବର-୯ ରେ ଥିବା ଜାଙ୍ଗିଲିକୁଦର ଠାରେ । ମୃତ ୨ ନାବାଳକ ହେଲେ…

ଭାରତରୁ ପାକିସ୍ତାନ ଯାଇଥିବା ଅଞ୍ଜୁ କଲେ ବିବାହ, ବଦଳାଇଲେ ନାଁ

ନୂଆଦିଲ୍ଲୀ,୨୫।୭: ଭାରତରୁ ପାକିସ୍ତାନରେ ପହଞ୍ଚିଥିବା ରାଜସ୍ଥାନ ଅଲଓ୍ବରର ମହିଳା ଅଞ୍ଜୁ ଦିରବାଲାର ନସରୁଲ୍ଲାଙ୍କୁ ବିବାହ କରିଛନ୍ତି। ଅଞ୍ଜୁ ଇସଲାମ ଧର୍ମ ଗ୍ରହଣ କରି ନୂତନ ଇସଲାମ ନାମ ଫତିମା ରଖିଛନ୍ତି। ଅଞ୍ଜୁ ଏବଂ ନସରୁଲ୍ଲା ବିବାହ ଜିଲା ଡିୟର ଉପର କୋର୍ଟରେ…

ଗୁଣି ଗାରେଡି ସନ୍ଦେହରେ ହତ୍ୟା ଅଭିଯୋଗ

କେନ୍ଦ୍ରପଡା,୨୫।୭(ଜଗନ୍ନାଥ ଧଳ): ଇଣ୍ଟରନେଟ ଯୁଗରେ ବିଜ୍ଞାନର ପ୍ରଗତି ସତ୍ତ୍ୱେ ଏବେ ବି କିଛି ଲୋକ କୁସଂସ୍କାର ଅନ୍ଧବିଶ୍ୱାସକୁ ଜାବୁଡି ଧରିଛନ୍ତି । ସେମାନେ ଅନ୍ଧବିଶ୍ୱାସର କବଳରେ ପଡି ନରହତ୍ୟା ପରି ବିଭିତ୍ସକାଣ୍ଡ ଘଟାଇବାକୁ ଟିକିଏ ବି ପଛାଉନାହଁାନ୍ତି । ଗୁଣିଗାରେଡି ସଂନ୍ଦେହରେ…

ୱେଷ୍ଟଇଣ୍ଡିଜ ଖେଳାଳିଙ୍କୁ ଟିପ୍ସ ଦେଲେ କୋହଲି, ଜାଡେଜା

ଡୋମିନିକା,୨୫।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଡ୍ରରେ ଶେଷ ହୋଇଛି। ତେବେ ଭାରତୀୟ ଦଳ ସିରିଜ ୧-୦ରେ ଜିତିବାରେ ସଫଳ ହୋଇଛି। ବାସ୍ତବରେ, ପୋର୍ଟ ଅଫ ସ୍ପେନ ଟେଷ୍ଟର ପଞ୍ଚମ ଦିନ ମ୍ୟାଚ ବର୍ଷା ଯୋଗୁ ଧୋଇଗଲା।…

ଟ୍ରକ୍‌ ପଛରେ ପିଟିହେଲା ସ୍କୁଟି: ଚାଲିଗଲା ଚାଳକଙ୍କ ଜୀବନ

ନାଚୁଣୀ, ୨୫।୭(ଦିଲୀପ କୁମାର ସ୍ବାଇଁ): ଖୋର୍ଦ୍ଧା ଜିଲା ନାଚୁଣୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ହରିପୁର ଛକ ପେଟ୍ରୋଲ ପମ୍ପ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ସ୍କୁଟି ଚାଳକ ପ୍ରାଣ ହରାଇଛନ୍ତି।…

ବିଦ୍ୟୁତ୍‌ କରେଣ୍ଟ ଲାଗି ଚାଲିଗଲା ଯୁବକଙ୍କ ଜୀବନ

ରାଇରଙ୍ଗପୁର,୨୫।୭(ମାନସ ମହାନ୍ତି): ମୟୂରଭଞ୍ଜ ଜିଲା ବାଦାମ ପାହାଡ଼ ଥାନା ସୁଲେଇପାଟ ଫାଣ୍ଡି ଅଧୀନ ବଣକାଟି ଗ୍ରାମରେ ଏକ ଅଘଟଣ ଘଟିଛି। ପାଣି ପମ୍ପ ଚଳାଉଥିବା ବେଳେ ବିଦ୍ୟୁତ୍‌ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଜହରଲାଲ ମହାନ୍ତଙ୍କ ପୁତ୍ର…

ଏସିଆ କପ୍‌ରେ ଏହି ୧୫ ଖେଳାଳିଙ୍କୁ ଟିମ ଇଣ୍ଡିଆରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୨୫।୭: ଏସୀୟ କ୍ରିକେଟର ମହାକୁମ୍ଭ ଅର୍ଥାତ୍‌ ୨୦୨୩ ଏସିଆ କପ୍‌ ଅଗଷ୍ଟ ୩୦ରୁ ଆରମ୍ଭ ହେବ। ଏହି ଟୁର୍ନାମେଣ୍ଟର ସମସ୍ତ ମ୍ୟାଚ ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ଖେଳାଯିବ। ସେପ୍ଟେମ୍ବର ୨ରେ ଭାରତ ଏବଂ ପାକିସ୍ତାନର ଦଳ ମୁହାଁମୁହିଁ ହେବେ। ୨୦୨୩ଏସିଆ କପ୍‌ର…

ତ୍ରିପୁରାରେ ମମତାଙ୍କ ଟିଏମସିଙ୍କୁ ଝଟକା, ଇସ୍ତଫା ଦେଲେ ପ୍ରଦେଶ ଅଧ୍ୟକ୍ଷ

ଅଗରତାଲା,୨୫।୭: ତ୍ରିପୁରାର ତୃଳମୂଳ କଂଗ୍ରେସର ରାଜ୍ୟ ଅଧ୍ୟକ୍ଷ ପିଜୁଷ କାନ୍ତି ବିଶ୍ୱାସ ମଙ୍ଗଳବାର ତାଙ୍କ ପଦ ଓ ଦଳ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଦଳ ସମ୍ପୂର୍ଣ୍ଣ ରୂପେ ସମସ୍ତ ଶକ୍ତି ଲଗାଇଦେଇଥିଲା, କିନ୍ତୁ ପ୍ରଦର୍ଶନ ଅତ୍ୟନ୍ତ…

୨ ମ୍ୟାଚରୁ ବାଦ୍‌ ପଡିପାରନ୍ତି ଅଧିନାୟକ ହରମନପ୍ରୀତ

ନୂଆଦିଲ୍ଲୀ,୨୫।୭: ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ହରମନପ୍ରୀତ କୌରଙ୍କ ଉପରେ ୨ ମ୍ୟାଚର ପ୍ରତିବନ୍ଧ ଲଗାଯାଇପାରେ। ଏହା ପଛର କାରଣ ହେଉଛି ବାଂଲାଦେଶ ମହିଳା ଦଳ ବିପକ୍ଷ ଶେଷ ଦିନିକିଆ ମ୍ୟାଚରେ ଅମ୍ପାୟାରଙ୍କ ନିଷ୍ପତ୍ତି ସମ୍ପର୍କରେ ଦେଇଥିବା ବିବୃତ୍ତି। ଖେଳର…

କଳାହାଣ୍ଡିରେ ପୁଣି ଲାଗିଲା ମାଓବାଦୀଙ୍କ ପୋଷ୍ଟର

ଭବାନୀପାଟଣା,୨୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡିରେ ଲାଲବାହିନୀ ପୁଣି ନିଜର ସ୍ଥିତି ଜାହିର କରିଛନ୍ତି । ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶଗଡ଼ା ପଞ୍ଚାୟତ କାର୍ଯ୍ୟାଳୟ ଓ ମାର୍କେଟ କମପ୍ଲେକ୍ସରେ ସୋମବାର ସକାଳୁ ମାଓାବାଦୀଙ୍କ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ଏଥିରେ ମାଓବାଦୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri