Home Left

ଅଟ୍ଟାରୀ ୱାଘା ସୀମାରେ ପହଞ୍ଚିଲେ ରୋଜର ବିନ୍ନି, ରାଜୀବ ଶୁକ୍ଲା, ଲାହୋରରେ ଦେଖିବେ ଆଫଗାନିସ୍ତାନ-ଶ୍ରୀଲଙ୍କା ମ୍ୟାଚ

ନୂଆଦିଲ୍ଲୀ,୪।୯: ବିସିସିଆଇର ଅଧ୍ୟକ୍ଷ ରୋଜର ବିନ୍ନି ଏବଂ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଆଜିଠୁ ଦୁଇ ଦିବସୀୟ ପାକିସ୍ତାନ ଗସ୍ତରେ ଯାଇଛନ୍ତି। ଉଭୟ ଅମୃତସରରେ ପହଞ୍ଚିବା ପରେ ଅଟ୍ଟାରୀ ୱାଘା ସୀମା ଦେଇ ପାକିସ୍ତାନ ଯାଇଛନ୍ତି। ୫ ସେପ୍ଟେମ୍ବରରେ ଲାହୋରର ଗଦ୍ଧାଫି ଷ୍ଟାଡିୟମରେ…

ଷ୍ଟାଲିନଙ୍କ ସପକ୍ଷରେ ବାହାରିଲେ ଖାର୍ଗେଙ୍କ ପୁଅ: କହିଲେ, ଯେଉଁ ଧର୍ମରେ ସମାନତା ନାହିଁ ତାହା ଏକ ରୋଗ ଭଳି

ବେଙ୍ଗାଲୁରୁ,୪।୯: ତାମିଲନାଡୁ ଡିଏମକେ ସରକାରର ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ସନାତନ ଧର୍ମ ସମ୍ପର୍କରେ ଦେଇଥିବା ମନ୍ତବ୍ୟ ଉପରେ ରାଜନୈତିକ ବାକ୍‌ଯୁଦ୍ଧ ଜାରି ରହିଛି। ସେ ସନାତନ ଧର୍ମ ବିଲୋପ କରିବା ବିଷୟରେ କହିଥିଲେ। ଏହି ମନ୍ତବ୍ୟ ପାଇଁ ତାଙ୍କୁ ସମାଲୋଚନା କରାଯାଉଛି।…

ଚନ୍ଦ୍ରୟାନ-୩ ସଫଳତାର ସହ ଅବତରଣ କରିଛି, କିନ୍ତୁ ରାହୁଲୟାନ ଏପର୍ଯ୍ୟନ୍ତ ଲଞ୍ଚ୍‌ କରାଯାଇନାହିଁ: ରାଜନାଥ

ଜୟପୁର,୪।୯: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରାଜସ୍ଥାନର ଜୈସଲମେରରେ ଅନୁଷ୍ଠିତ ଏକ ନgିର୍ବାଚନୀ ରାଲିରେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଚନ୍ଦ୍ରୟାନ-୩ ସଫଳତାର ସହ ଅବତରଣ କରିଛି,କିନ୍ତୁ ରାହୁଲୟାନ ଏପର୍ଯ୍ୟନ୍ତ ଲଞ୍ଚ୍‌ ହୋଇନାହିଁ କି ଅବତରଣ କରିନାହିଁ। କଂଗ୍ରେସର…

ପେଟ୍ରୋଲ, ବିଦ୍ୟୁତ୍‌ ପରେ ପାକିସ୍ତାନରେ ଏବେ ଜଳ ସଙ୍କଟ

ଇସଲାମାବାଦ,୪।୯: ପାକିସ୍ତାନ କିଛି ନା ସମସ୍ୟାର ସମ୍ମୁଖୀନ ହେଉଥିବା ଖବର ସାମ୍ନାକୁ ଆସୁଛି। ବେଳେବେଳେ ପେଟ୍ରୋଲର ବର୍ଦ୍ଧିତ ମୂଲ୍ୟ ଲୋକଙ୍କ ଚିନ୍ତା ବଢାଉଥିବା ବେଳେ କେତେବେଳେ ବିଦ୍ୟୁତ୍‌ ମୂଲ୍ୟ ବୃଦ୍ଧି ହେତୁ ଲୋକେ ଅସୁବିଧା ଭୋଗୁଛନ୍ତି। ଏହା ମଧ୍ୟରେ ଜଳ ସଙ୍କଟ…

ଆଫ୍ରିକୀୟ ସ୍ବାଇନ୍‌ ଫ୍ଲୁ ଜ୍ୱରକୁ ରୋକିବା ପାଇଁ ଆସାମ ସରକାରଙ୍କ ପଦକ୍ଷେପ, ୧୦୦୦ରୁ ଅଧିକ ଘୁଷୁରିଙ୍କୁ ହତ୍ୟା

ଗୁଆହାଟୀ,୪।୯: ଆସାମର ଲଖିମପୁରରେ ପ୍ରାଣୀ ଚିକିତ୍ସକଙ୍କ ଏକ ଗୋଷ୍ଠୀ ଆଫ୍ରିକୀୟ ସ୍ବାଇନ୍‌ ଫ୍ଲୁ ଜ୍ୱରକୁ ରୋକିବା ପାଇଁ ୧୦୦୦ରୁ ଅଧିକ ଘୁଷୁରିଙ୍କୁ ହତ୍ୟା କରିଛନ୍ତି। ପଶୁପାଳନ ଏବଂ ସ୍ବାସ୍ଥ୍ୟ ଅଧିକାରୀ କୁଳଧର ସୈକିଆ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଲଖିମପୁର…

ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶରେ ଭାଜପାକୁ ବଡ଼ ଝଟକା

ଭୋପାଳ,୪ା୯: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାକୁ ଏକ ବଡ଼ ଝଟକା ଲାଗିଛି। ୬ ଭାଜପା ନେତାଙ୍କ ସମେତ ବିଭିନ୍ନ ଦଳର ମୋଟ ୯ ବିଧାୟକ କଂଗ୍ରେସରେ ଯୋଗ ଦେଇଛନ୍ତି। ଏହି ମିଶ୍ରଣ ପର୍ବରେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଏବଂ…

ମଙ୍ଗଳବାର ହେବ ବିଶ୍ୱକପ୍‌ ପାଇଁ ଟିମ ଇଣ୍ଡିଆ ଘୋଷଣା

ନୂଆଦିଲ୍ଲୀ,୪।୯: କ୍ରିକେଟ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ ୫ ଅକ୍ଟୋବରରୁ ଅନୁଷ୍ଠିତ ହେବ। ଏହି ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ୧୯ ନଭେମ୍ବରରେ ଖେଳାଯିବ। ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରୁ ଅଭିଯାନ ଆରମ୍ଭ କରିବ। ଅକ୍ଟୋବର ୮ରେ ଚେନ୍ନାଇରେ ଭାରତ ଏବଂ ଅଷ୍ଟ୍ରେଲିଆ…

ସ୍ଲିପ୍‌ ମୋଡରେ ବିକ୍ରମ ଲ୍ୟାଣ୍ଡର୍‌, ୨୨ ସେପ୍ଟେମ୍ବରରେ ସକ୍ରିୟ ହେବା ନେଇ ଆଶା

ନୂଆଦିଲ୍ଲୀ,୪।୯: ଭାରତର ଚନ୍ଦ୍ରୟାନ-୩ ମିଶନର ବିକ୍ରମ ଲ୍ୟାଣ୍ଡର ସ୍ଲିପ୍‌ ମୋଡରେ ରହିଛି। ସୋମବାର ଇସ୍ରୋ ଏହି ସୂଚନା ଦେଇଛି। ତେବେ ଏହା ୨୨ ସେପ୍ଟେମ୍ବରରେ ସକ୍ରିୟ ହେବ ବୋଲି ଆଶା କରାଯାଉଛି ବୋଲି ସ୍ପେସ ଏଜେନ୍ସି କହିଛି। ଇସ୍ରୋ ସୋସିଆଲ ମିଡିଆ…

ସଂସଦୀୟ ଦଳର ବୈଠକ ଡାକିଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୪।୯: ସଂସଦର ସ୍ବତନ୍ତ୍ର ଅଧିବେଶନ ପୂର୍ବରୁ ମଙ୍ଗଳବାର କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏକ ବୈଠକ ଡାକିଛନ୍ତି। ଏହାପୂର୍ବରୁ ସୋନିଆଙ୍କୁ ସାମାନ୍ୟ ଜ୍ୱର ପରେ ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଆଜି ଅର୍ଥାତ୍‌ ସୋମବାର…

ଫୁସଫୁସ ଜନିତ ସମସ୍ୟା ପାଇଁ ଜଳବାୟୁ ପରିବର୍ତ୍ତନ ଦାୟୀ: ସର୍ଭେ ରିପୋର୍ଟ…

ପ୍ୟାରିସ,୪।୯ : ଏକ ରିପୋର୍ଟରୁ ଜଣାପଡିଛି ଆଜମା ଏବଂ କ୍ରନିକ ଅବଷ୍ଟ୍ରକ୍ଟିଭ ଫୁସଫୁସ ରୋଗ (ସିଓପିଡି) ପରି ଫୁସଫୁସ ସମସ୍ୟାରେ ପୀଡିତ ଶିଶୁ ଏବଂ ବୟସ୍କମାନେ ଜଳବାୟୁ ପରିବର୍ତ୍ତନ ହେତୁ ଅଧିକ ବିପଦଗ୍ରସ୍ତ ହୋଇପାରନ୍ତି। ୟୁରୋପୀୟ ଶ୍ୱାସକ୍ରିୟା ପତ୍ରିକାରେ ପ୍ରକାଶିତ ଏହି…

ରାଷ୍ଟ୍ରପତି ଜିନପିଙ୍ଗ ନୁହେଁ, ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ହେବେ ଜି -୨୦ ସମ୍ମିଳନୀରେ ସାମିଲ

ବେଜିଂ,୪।୯: ଭାରତରେ ଆୟୋଜିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସ୍ଥାନରେ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ଜି -୨୦ ବୈଠକରେ ଯୋଗଦେବେ। ଚାଇନା ବୈଦେଶିକ ମନ୍ତ୍ରଣାଳୟ ସୋମବାର ଏହା ନିଶ୍ଚିତ କରିଛି। ସୂଚନାଯୋଗ୍ୟ ଯେ,…

ଜି -୨୦ ସମ୍ମିଳନୀର ସୁରକ୍ଷାରେ ନିୟୋଜିତ ହେବେ ମହିଳା କମାଣ୍ଡୋ

ନୂଆଦିଲ୍ଲୀ,୪।୯: ଜି -୨୦ଶିଖର ସମ୍ମିଳନୀ ୯ଏବଂ ୧୦ ସେପ୍ଟେମ୍ବରରେ ହେବାକୁ ଯାଉଛି। ଜି-୨୦ ସମ୍ମିଳନୀକୁ ସ୍ବତନ୍ତ୍ର କରିବା ପାଇଁ ଭାରତରେ ଜୋରଦାର ପ୍ରସ୍ତୁତି ଚାଲିଛି। ଏହି ସମୟରେ ବିଦେଶୀ ଅତିଥିଙ୍କ ସୁରକ୍ଷା ଠାରୁ ଆରମ୍ଭ କରି ସେମାନଙ୍କ ଖାଦ୍ୟ ଏବଂ ପାନୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri