ନେତା-କର୍ମୀଙ୍କ ସହ କଂଗ୍ରେସ ପର୍ଯ୍ୟବେକ୍ଷକଙ୍କ ଆଲୋଚନା, ସଭାପତି ଚୟନ ନେଇ ଚାଲିଛି କସରତ
ଛତ୍ରପୁର,୫ା୯(ଦିଲ୍ଲୀପ ସାମଲ): କଂଗ୍ରେସ ପକ୍ଷରୁ ଗଞ୍ଜାମ ଜିଲା (ପୂର୍ବ) ସଭାପତି ପାଇଁ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ସଙ୍ଗଠନ ସୃଜନ ଅଭିଯାନ ମାଧ୍ୟମରେ ଦଳର ବରିଷ୍ଠ ନେତୃବୃନ୍ଦ ତୃଣମୂଳସ୍ତରରେ ଥିବା ନେତୃମଣ୍ଡଳୀ ଓ କର୍ମୀଙ୍କଠାରୁ ତଥ୍ୟ ସଂଗ୍ରହ କରି...
GST ହାର ହ୍ରାସର ଲାଭ ଜନସାଧାରଣ ନିକଟରେ ପହଞ୍ଚିବା ଜରୁରୀ: ନିର୍ମଳା ସୀତାରମଣ
ନୂଆଦିଲ୍ଲୀ,୫।୯: ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ୨୨ ସେପ୍ଟେମ୍ବରରେ ଜିଏସଟି ୨.୦ ଲାଗୁ ହେବା ପରେ ସରକାରଙ୍କର ପ୍ରମୁଖ ଅଗ୍ରାଧିକାର ହେଉଛି ଟିକସ ହାର ହ୍ରାସର ଲାଭ ଜନସାଧାରଣଙ୍କୁ ପହଞ୍ଚିବା ସୁନିଶ୍ଚିତ କରିବା। ଏକ ସାକ୍ଷାତକାରରେ ସୀତାରମଣ...
ଜଣେ ମହିଳାଙ୍କ ୧୫ ସ୍ବାମୀ… ସମସ୍ତେ ପଞ୍ଜାବରୁ ଯାଇ ଇଂଲଣ୍ଡ ପହଞ୍ଚିଲେ: ଆଉ ତା’ପରେ ଆସିଲା ଟ୍ବିଷ୍ଟ୍
ଚଣ୍ଡିଗଡ,୫।୯: ପଞ୍ଜାବରୁ ଏକ ଠକେଇ ଘଟଣା ସାମ୍ନାକୁ ଆସିଛି। ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏଠାରେ ଜଣେ ବ୍ୟକ୍ତି ଇଂଲଣ୍ଡ ଯିବା ପାଇଁ ଭିଜା ଆପ୍ଲାଏ କରିବାକୁ ଯାଇଥିଲେ। କାରଣ ତାଙ୍କ ସ୍ତ୍ରୀ ଇଂଲଣ୍ଡରେ ରୁହନ୍ତି। କିନ୍ତୁ ତାଙ୍କର ଭିଜା...
‘ବି’ରେ ବିଡ଼ି ‘ବି’ରେ ବିହାରରୁ ଏବେ ‘ସି’ରେ କଂଗ୍ରେସ ‘ସି’ରେ କରପଶନ ପର୍ଯ୍ୟନ୍ତ ପହଞ୍ଚିଲାଣି ରାଜନୀତି, ଜାଣନ୍ତୁ କ’ଣ ଏହି ବିବାଦ
ନୂଆଦିଲ୍ଲୀ,୫।୯: କେରଳ କଂଗ୍ରେସ କେନ୍ଦ୍ର ସରକାରଙ୍କ GST ସଂସ୍କାର ସମ୍ପର୍କରେ ସୋସିଆଲ ମିଡିଆରେ ପୋଷ୍ଟ କରି ବିବାଦ ସୃଷ୍ଟି କରିଛି। କିନ୍ତୁ, ବର୍ତ୍ତମାନ ଏହି ପୋଷ୍ଟକୁ X ରୁ ହଟାଇ ଦିଆଯାଇଛି। ତମାଖୁ ଉତ୍ପାଦ ଉପରେ GST ହ୍ରାସକୁ ଉଦ୍ଧୃତ...
ଫୁଲୁଛି ହୀରାକୁଦ, ଚଳିତବର୍ଷ ଖୋଲିବ ସର୍ବାଧିକ ୨୪ ଗେଟ୍
ସମ୍ବଲପୁର,୫ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ ଶୁକ୍ରବାର ଅଧିକ ୪ଟି ସ୍ଲୁଇସ୍ ଖୋଲାଯାଇ ମୋଟ ୨୦ଟି ସ୍ଲୁଇସ ଗେଟ୍ରେ ଜଳଭଣ୍ଡାରରୁ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି। ସୂଚନାଯୋଗ୍ୟ, ଗୁରୁବାର ୩ଟି ପର୍ଯ୍ୟାୟରେ ଅଧିକ...
GST ପରେ ଏବେ ଆଉ ଏକ ବଡ଼ ଆଶ୍ୱସ୍ତି ଦେବାକୁ ଯାଉଛନ୍ତି ସରକାର, ଟ୍ରମ୍ପ ଟାରିଫ ଟେନସନରୁ ଫ୍ରି ହେବେ ବ୍ୟବସାୟୀ
ନୂଆଦିଲ୍ଲୀ,୫।୯: GST (ସାମାନ୍ୟ ସାମଗ୍ରୀ ଏବଂ ସେବା ଟିକସ) ରେ ସଂସ୍କାର ପରେ, କେନ୍ଦ୍ର ସରକାର ଏବେ ଆମେରିକାର ନୂଆ ଶୁଳ୍କ ଦ୍ୱାରା ଅସୁବିଧାରେ ପଡ଼ିଥିବା ରପ୍ତାନିକାରୀଙ୍କ ପାଇଁ ଆଶ୍ୱସ୍ତି ଘୋଷଣା କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏକ ସୂତ୍ରକୁ ଉଦ୍ଧୃତ...
ଜଙ୍ଗଲରେ ମାଟିତଳେ ପୋତିଥିଲେ ମଦ, ଅବକାରୀ ବିଭାଗ ଚଢାଉ କରି…
ଆଠଗଡ଼,୫।୯: କଟକ ଜିଲା ଖୁଣ୍ଟୁଣି ଥାନା ଡାଳୁଅ ଏବଂ ଖଣ୍ଡୁଆଳି ଜଙ୍ଗଲରେ ଅବକାରୀ ବିଭାଗ ପକ୍ଷରୁ ବୁଧବାର ବଡ଼ ଧରଣର ଚଢାଉ କରାଯାଇଛି। ଚଢାଉ ବେବେ ମାଟି ତଳୁ ବିପୁଳ ପରିମାଣର ଦେଶୀମଦ ଜବତ କରାଯାଇଛି। ମାଟି ତଳୁ ୧୯୯୫...
“ରୁଷିଆ ତେଲ କିଣିବା ବନ୍ଦ କର”, ଭାରତ ଉପରେ ଚାପ ନ ଚାଲିବା ପରେ ୟୁରୋପ ଉପରେ କ୍ଷୁବ୍ଧ ଟ୍ରମ୍ପ
ନୂଆଦିଲ୍ଲୀ, ୪।୯: ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ୟୁରୋପୀୟ ନେତାମାନଙ୍କ ସହ ଏକ ବୈଠକରେ କହିଛନ୍ତି ଯେ ଇଉରୋପୀୟ ଦେଶଗୁଡ଼ିକ ରୁଷିଆରୁ ତେଲ କିଣା ବନ୍ଦ କରିବା ଆବଶ୍ୟକ, କାରଣ ଏହା ରୁଷିଆର ୟୁକ୍ରେନ ବିରୋଧରେ ଯୁଦ୍ଧକୁ ଆର୍ଥିକ...
ବିଶ୍ୱରେ ମାଡ଼ିଆସୁଛି ଆଉ ଏକ ସଙ୍କଟ: ଜାତିସଂଘ ସାଧାରଣ ସଭାରେ ଚିନ୍ତା ପ୍ରକଟ କଲା ଭାରତ
ନୂଆଦିଲ୍ଲୀ,୫।୯: ଜାତିସଂଘ ସାଧାରଣ ସଭାରେ ଭାରତ ୟୁକ୍ରେନର ପରିସ୍ଥିତି ଏବଂ ଯୁଦ୍ଧ ଯୋଗୁ ଇନ୍ଧନ ମୂଲ୍ୟ ଉପରେ ଚିନ୍ତା ପ୍ରକାଶ କରିଛି। ଭାରତ କହିଛି ଯେ, ଏହି ସଂଘର୍ଷ ଯୋଗୁ ଗ୍ଲୋବାଲ ସାଉଥ ଦେଶଗୁଡ଼ିକ ବହୁତ ପ୍ରଭାବିତ ହେଉଛନ୍ତି। କୂଟନୈତିକ...
ନୂଆ ବିବାଦରେ ଫସିଲେ ଟ୍ରମ୍ପ, ମାମଲା ଦାୟର
ଓ୍ବାଶିଂଟନ,୫।୯: ଆମେରିକାର ରାଜଧାନୀ ୱାଶିଂଟନ ଡିସିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ନ୍ୟାସନାଲ ଗାର୍ଡ ନିୟୋଜନକୁ ନେଇ ଏକ ବଡ଼ ବିବାଦ ସୃଷ୍ଟି ହୋଇଛି। ଡିସିର ଆଟର୍ଣ୍ଣି ଜେନେରାଲ ବ୍ରାଏନ ସ୍କୱାଲ୍ବ ଏହାକୁ ବେଆଇନ ବୋଲି କହି ଫେଡେରାଲ କୋର୍ଟର...
ଗୁରୁଦିବସରେ ଦିଲ୍ଲୀରେ ଓଡ଼ିଶାର ୨ ଶିକ୍ଷକଙ୍କୁ ମିଳିଲା ଜାତୀୟ ଶିକ୍ଷକ ସମ୍ମାନ
ନୂଆଦିଲ୍ଲୀ/ଭୁବନେଶ୍ୱର,୫ା୯: ଆଜି ପବିତ୍ର ଗୁରୁଦିବସ ଅବସରରେ ଦିଲ୍ଲୀ ବିଜ୍ଞାନ ଭବନରେ ଜାତୀୟ ଶିକ୍ଷକ ସମ୍ମାନ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ୪୫ ଶିକ୍ଷକଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିରେ ଓଡ଼ିଶାର ୨ ଜଣ ଶିକ୍ଷକଙ୍କୁ...
ଗୁରୁ ଦିବସରେ ଅଘଟଣ: ପିଲା ବସିଥିବାବେଳେ ବିଦ୍ୟାଳୟ ଛାତରୁ ପ୍ଲାଷ୍ଟର ଖସି…
ବାସୁଦେବପୁର ୫।୯(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ କିଷ୍ମତକୃଷ୍ଣପୁର ପଞ୍ଚାୟତରେ ବହୁମା ଘେରି ପ୍ରାଥମିକ ବିଦ୍ୟାଳୟରେ ଗୁରୁ ଦିବସ ଅବସରରେ ହଠାତ୍ ସ୍କୁଲ ଛାତ ଖସି ପଡିବାରୁ ୩ ଜଣ ଛାତ୍ରୀ ଆହତ ହୋଇଛନ୍ତି। ଆହତ ଛାତ୍ରୀମାନେ...
Archives


