ଓଜୋନ ରଖିଛି ଜୀବନ
ପ୍ରତିବର୍ଷ ସେପ୍ଟେମ୍ବର ୧୬ ତାରିଖକୁ ‘ବିଶ୍ୱ ଓଜୋନ ଦିବସ’ ଭାବରେ ପାଳନ କରାଯାଇଥାଏ। ଏ ବର୍ଷର ବାର୍ତ୍ତା ହେଲା- ‘୩୨ ବର୍ଷର ଉପଶମକରଣ’। ସେ ସମ୍ପର୍କିତ ବିଷୟକୁ ନେଇ ଉପସ୍ଥାପନା… ”ସୂର୍ଯ୍ୟକିରଣରେ ଆସୁଥିବା କେତେକ ମାରାତ୍ମକ ବିକିରଣକୁ ଓଜୋନ ସ୍ତର ଭୂପୃଷ୍ଠକୁ…
ମହାରାଷ୍ଟ୍ରରେ ଶିବସେନା ସହ ଆସନ ଭାଗ କରିପାରେ ଭାଜପା
ମୁମ୍ବାଇ,୧୬।୯: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନକୁ ନେଇ ଭାଜପା ଓ ଶିବସେନା ମଧ୍ୟରେ ଆସନ ବୁଝାମଣା ହୋଇପାରେ ବୋଲି କୁହାଯାଉଛି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ କହିଛନ୍ତି ଆସନ ବୁଝାବଣା ହେବ କି ନା ତାକୁ ନେଇ ଖୁବ୍ ଶୀଘ୍ର ସ୍ପଷ୍ଟ…
ଜମ୍ମୁ-କଶ୍ମୀରର ୪ ଜିଲା ଗସ୍ତ କରିବେ ଗୁଲାମ ନବୀ: ସୁପ୍ରିମ୍କୋର୍ଟରେ ଦାଖଲ କରିବେ ରିପୋର୍ଟ
ନୂଆଦିଲ୍ଲୀ,୧୬।୯: ଜମ୍ମୁ-କଶ୍ମୀର ଗସ୍ତ ପାଇଁ ସୋମବାର କଂଗ୍ରେସ ବରିଷ୍ଠ ସଦସ୍ୟ ଗୁଲାମ ନବୀ ଆଜାଦ୍ଙ୍କୁ ସୁପ୍ରିମ୍କୋର୍ଟ ପକ୍ଷରୁ ଅନୁମତି ମିଳିଛି। ତେବେ ସେ ଏଠାକାର ୪ଟି ଜିଲା ଗସ୍ତ କରିପାରିବେ। ବାରମୁଳା, ଅନନ୍ତନାଗ, ଜମ୍ମୁ ଏବଂ ଶ୍ରୀନଗର ଜିଲା ସେ ଗସ୍ତ…
ସହରର ଲୋକଙ୍କୁ ଯୋଡ଼ିବା ପାଇଁ ଭିନ୍ନ ପ୍ରୟାସ : ବହିଥାକର ଭ୍ରମ ସୃଷ୍ଟି କରୁଛି ପାଚେରି, ଫଟୋ ଭାଇରାଲ
ପ୍ରତ୍ୟେକ ସହରର କିଛି ନା କିଛି କଳାକୃତି ରହିଛି। ଯାହାକୁ ଦେଖିବା ପାଇଁ ପ୍ରତିଦିନ ହଜାର ହଜାର ଲୋକଙ୍କ ଯିବାଆସିବା ଲାଗି ରହିଥାଏ। ସେହିପରି କଳାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଡଚ୍ ଷ୍ଟ୍ରିଟ୍ ଆର୍ଟିଷ୍ଟ୍ ଜେନିଇଂସ୍ ଡିମ୍ ନେଦରଲ୍ୟାଣ୍ଡ୍ର ବ୍ୟସ୍ତବହୁଳ…
୮ଫୁଟ ପାଣିକୁ ଡେଇଁ ଶିଶୁଙ୍କ ଜୀବନ ବଞ୍ଚାଇଲେ କନଷ୍ଟେବଳ
ଜୟପୁର,୧୬।୯: ରାଜସ୍ଥାନରେ ଲଗାଣ ବର୍ଷା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏବେ କୋଟ, ବୁନ୍ଦି, ଚିତୋରଗଡ଼ ଓ ଝାଲାବାଡର ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି। ଏଠାରେ ଫଶି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ସେନା ଓ ଏନ୍ଡିଆର୍ଏଫ୍ ଟିମ୍କୁ ମୁତୟନ…
ମାଈହାତୀର ମୃତଦେହ ଠାବ
ଢେଙ୍କାନାଳ ଅଫିସ/ଭାପୁର,୧୬।୯(ଡି.ଏନ୍.ଏ.) : ଢେଙ୍କାନାଳ ଜିଲା ସଦର ରେଞ୍ଜ ଅଧିନସ୍ଥ ଭାପୁର ଅଞ୍ଚଳର କଦମପାଳ ଗ୍ରାମ ନିକଟ ମାଟିଆମୁଣ୍ଡିଆ ପାଦଦେଶରେ ସୋମବାର ସକାଳେ ବନ ବିଭାଗ ପକ୍ଷରୁ ଏକ ମାଈହାତୀର ମୃତଦେହ ଠାବ କରାଯାଇଛି। ତେବେ ମୃତ୍ୟୁର କାରଣ ଜଣାପଡ଼ିନାହିଁ। ଏନେଇ…
ରାଜଧାନୀରେ ହାଇଭୋଲଟେଜ୍ ଡ୍ରାମା: ଚାଲାଣ କଟିବା ଡରରେ ଆତ୍ମହତ୍ୟା ଧମକ ଦେଲେ ଯୁବତୀ
ନୂଆଦିଲ୍ଲୀ,୧୬।୯: ସମଗ୍ର ଦେଶରେ ସେପ୍ଟେମ୍ବର ପହିଲାରୁ ନୂଆ ମୋଟରଯାନ ନିୟମ ଆରମ୍ଭ ହୋଇଛି। ପ୍ରତିଦିନ ଲୋକଙ୍କ ଚାଲାଣ କଟାଯାଉଥିବା ବେଳେ କିଏ ୨୦ ହଜାର ତ କିଏ ୨ଲକ୍ଷ ଟଙ୍କା ଜରିମାନା ଦେଉଥିବା ଦେଖିବାକୁ ମିଳିଛି। ଆଉ କିଏ କିଏ ଚାଲାଣ…
ଭାରତ ମହାସାଗରରେ ଚାଇନା ଯୁଦ୍ଧ ଜାହାଜ
ନୂଆଦିଲ୍ଲୀ,୧୬।୯: ଭାରତ ମହାସାଗରରେ ନିଜର କାୟା ବିସ୍ତାର କରୁଥିବା ଚାଇନାର ଯୁଦ୍ଧ ଜାହାଜକୁ ନଜର କରିଛି ଭାରତୀୟ ନୌସେନା। ଭାରତୀୟ ଜଳସୀମା ନିକଟରେ ଚାଇନାର ଜାହାଜକୁ ଏବେ ଠାବ କରିଛି ନୌସେନା। ଭାରତୀୟ ବାୟୁସେନାର ସର୍ବିଲାନ୍ସ ଏୟାରକ୍ରାପ୍ଟ ପାଟ୍ରୋଲିଂ ସମୟରେ ଚାଇନା…
୩୨ ଶହ ଏକର ଜଙ୍ଗଲ ବଞ୍ଚାଇବା ପାଇଁ ୩ ଲକ୍ଷ ଲୋକ ଏକଜୁଟ: ସରକାରଙ୍କ ଚିନ୍ତା ବଢ଼ିଲା
ମୁମ୍ବାଇ,୧୬।୯: ମହାରାଷ୍ଟ୍ରରେ ୩୨ ଶହ ଏକର ଜଙ୍ଗଲ ବଞ୍ଚାଇବା ପାଇଁ ୩ ଲକ୍ଷ ଲୋକ ଏକଜୁଟ ହୋଇଛନ୍ତି। ମେଟ୍ରୋ ପ୍ରୋଜେକ୍ଟ ଅନ୍ତର୍ଗତ ଏଠାକାର ୨୭ ଶହ ଗଛ କଟାଯିବାର ଯୋଜନା ରହିଛି। ତେବେ ଏହା ବିରୋଧରେ ପରିବେଶବିତ୍ଙ୍କ ସହିତ ସାଧାରଣ ଲୋକ…
ଘରେ ପଶି ୮୦ ହଜାର ଲୁଟିନେବା ସହ ମହିଳାଙ୍କୁ ଅସଦାଚରଣ ଅଭିଯୋଗ : ମୋବାଇଲ ଛାଡ଼ି ଚାଲିଗଲେ ଲୁଟେରା, ତଦନ୍ତ ଆରମ୍ଭ
ଦାରିଙ୍ଗବାଡ଼ି,୧୬।୯(ଡି.ଏନ୍.ଏ.) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ କିଛିଦିନର ନିରବତା ପରେ ପୁଣି ଲୁଟ୍ପାଟ ଆରମ୍ଭ ହୋଇଛି। ଆଗକୁ ଶାରଦୀୟ ପୂଜା ରହିଥିବା ବେଳେ ଏବେ ଚୋରି ଡକାୟତି ବୃଦ୍ଧି ପାଇଛି। ଏଭଳି ଏକ ଘଟଣା ରବିବାର ବିଳମ୍ବିତ ରାତିରେ…
ଦାଦାଙ୍କ ମୃତଦେହକୁ ହିନ୍ଦୁ ରୀତିନୀତିରେ ସଂସ୍କାର କଲେ ୩ ମୁସଲମାନ ଭାଇ
ଅହମ୍ମଦାବାଦ,୧୬।୯: ଗୁଜରାଟ ଅମରେଲି ଜିଲା ସବରକୁଣ୍ଡଲା ସହରରେ ଦେଖିବାକୁ ମିଳିଛି ମାନବିକତାର ଏକ ଅନନ୍ୟ ଉଦାହରଣ। ଦେଶରେ ଯେତେବେଳେ ଧର୍ମ ନାଁରେ ଅପପ୍ରଚାର ଚାଲିଛି ସେତେବେଳେ ଏହା ଏକ ବଡ ଉଦାହରଣ ବୋଲି ଆଲୋଚନା ହେଉଛି। ଏଠାରେ ମୁସଲମାନ ପରିବାରରେ ୩…
ବାଲୁକୁରୀ ଛକରେ ବୋମାମାଡ଼ : ଜଣେ ଗୁରୁତର, ୨ ଆହତ
ଚାନ୍ଦବାଲି,୧୬।୯(ଡି.ଏନ୍.ଏ.) : ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅନ୍ତର୍ଗତ ଓରାସାହି ପଞ୍ଚାୟତ ବାଲୁକୁରୀ ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି। ଏଥିରେ ଜଣେ ଗୁରୁତର ହୋଇଥିବାବେଳେ ୨ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ପ୍ରଥମେ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ…

