କଂଗ୍ରେସ ଏମ୍ପିଙ୍କ ବିରୋଧରେ ମାନହାନି ମକଦ୍ଦମା
ଗୁଆହାଟୀ,୨୪।୯: କଂଗ୍ରେସ ଏମ୍ପି ଗୌରବ ଗୋଗଇଙ୍କ ବିରୋଧରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ସ୍ତ୍ରୀ ରିଙ୍କି ଭୁୟାଁ ଶର୍ମା ୧୦ କୋଟି ଟଙ୍କାର ମାନହାନି ମାମଲା ରୁଜୁ କରିଛନ୍ତି। ଖାଦ୍ୟ ପ୍ରକ୍ରିୟାକରଣ ପ୍ରୋଜେକ୍ଟରେ ଅନିୟମିତତା ହୋଇଥିବା ନେଇ ସେ ମିଥ୍ୟା ଅଭିଯୋଗ କରିଥିବା…
ଭାତହାଣ୍ଡି ଓଲଟି ଶିଶୁ ଗୁରୁତର
ଦିଗପହଣ୍ଡି,୨୩।୯(ସଞ୍ଜୀବ କୁମାର ପାତ୍ର) ଦିଗପହଣ୍ଡି ଥାନା ବାସୁଦେବପୁର ପଞ୍ଚାୟତ ଅନ୍ତର୍ଗତ ଖଜୁରୀପଲ୍ଲୀ ଗ୍ରାମରେ ଜଣେ ଶିଶୁ ଉପରେ ଭାତ ହାଣ୍ଡିରୁ ପେଜ ପଡି ଗୁରୁତର ଆହତ ହୋଇଛି। ଘଟଣାସ୍ଥଳରୁ ଶିଶୁକୁ ଉଦ୍ଧାରକରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ…
ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ, ଅଭିଯୁକ୍ତ ଗିରଫ
ବ୍ରହ୍ମପୁର,୨୩ା୯(ସୁବାସ ଚନ୍ଦ୍ର ପାଢ଼ୀ): ଜଣେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ଅଭିଯୋଗରେ ନିମଖଣ୍ଡି ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ହେଲେ ଆସିକା ନୂଆଁଗାଁର ବିକାଶ ବାହାଦୂର (୨୪)। ସେ ଏକ…
ପୋଖରୀରେ ବୁଡ଼ି ଛାତ୍ର ମୃତ
ମୋରଡା,୨୩।୯(ସ୍ମାରକ ମାଜୀ)-ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଞ୍ଚଳରେ ପୋଖରୀରେ ବୁଡ଼ି ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାଲେଶ୍ୱର ଜିଲା ରଙ୍ଗାମାଟିଆ ଗ୍ରାମର ବଳରାମ ସିଂ। ସେ ମୋରଡ଼ା ପଞ୍ଚାୟତ ମାଳିହତାରେ ମାମୁଘରେ ରହୁଥିବା ବେଳେ ସ୍ଥାନୀୟ…
ଅଭିଯୁକ୍ତଙ୍କୁ ଗିରଫ ଦାବିକଲେ ବ୍ଲକ୍ କର୍ମଚାରୀ
ହାଟଡ଼ିହୀ,୨୩l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍ରେ କାର୍ଯ୍ୟରତ କର୍ମଚାରୀଙ୍କ ନାମରେ ମିଥ୍ୟା ଅଭିଯୋଗ ପ୍ରସଙ୍ଗରେ କର୍ମଚାରୀମାନେ ଅଭିଯୁକ୍ତଙ୍କୁ ଗିରଫ ଦାବି ହୋଇଛି। ମାମଲାରେ ବିଡିଓ ଥାନାରେ ମାମଲା କରିଥିବା ବେଳେ ଗିରଫରୁ ବର୍ତ୍ତିବା ପାଇଁ ଅଭିଯୁକ୍ତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ…
ରଶି ଲଗାଇ ଆତ୍ମହତ୍ୟା କଲେ ଡାକ୍ତରୀ ପଢ଼ୁଆ ପୁଅ: କାନ୍ଦବୋବାଳିରେ ଫାଟିପଡ଼ୁଛି ଘର
ପାଟଣା,୨୩।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁରୁସୁଆଁ ଗ୍ରାମର ଡାକ୍ତରୀ ଛାତ୍ର ସଚିନ ସାହୁ ଶୁକ୍ରବାର ଅପ୍ରାହ୍ନରେ ବାରିପଦା ପଣ୍ଡିତ ରଘୁନାଥ ମେଡିକାଲ କଲେଜ ହଷ୍ଟେଲ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଶୁକ୍ରବାର ଅପରାହ୍ନରେ ପିଆର୍ଏମ ମେଡିକାଲ…
ଭାଇଚାରା: ଗଣପତି ବିସର୍ଜନ ପାଇଁ ମିଲାଦୁନ ନବୀ ଶୋଭାଯାତ୍ରା ଦିନକୁ ପରିବର୍ତ୍ତନ କଲେ ମୁସଲମାନ ସମାଜ…
ଯୋଧପୁର,୨୩।୯ : ଧାର୍ମିକ ସଦଭାବନାର ଏକ ଅନନ୍ୟ ଉଦାହରଣ ରାଜସ୍ଥାନର ଯୋଧପୁରରେ ସାମ୍ନାକୁ ଆସିଛି। ଏହା ସମସ୍ତଙ୍କ ହୃଦୟ ଜିଣିଛି। ବାସ୍ତବରେ, ୨୮ ସେପ୍ଟେମ୍ବରରେ ଅନନ୍ତ ଚଚୁର୍ଦ୍ଦଶୀରେ ଗଣପତି ମେଢ଼ ବିସର୍ଜନ ଉତ୍ସବ ସମଗ୍ର ଦେଶରେ ପାଳନ କରାଯିବ। ସେହି ଦିନ…
ଖଟିଆ କାର, ଥରେ ଚାର୍ଜିଂ କଲେ ଯାଉଛି ୬୦ କିଲୋମିଟର, ସୋସିଆଲ ମିଡ଼ିଆରେ ଭାଇରାଲ…
ଭୋପାଳ,୨୩।୯ : ଗ୍ରାମାଞ୍ଚଳରେ ଖଟିଆ ବେଶ ପରିଚିତ। ଲୋକମାନେ ଏହାକୁ ଆରାମ ଏବଂ ଶୋଇବା ପାଇଁ ବ୍ୟବହାର କରନ୍ତି। ମଧ୍ୟପ୍ରଦେଶର ଅଶୋକନଗର ଜିଲାର ଜଣେ ଯୁବକ ଏକ ଖଟିଆକୁ ଗାଡିରେ ପରିଣତ କରିଛନ୍ତି। ଏହାର ନାମ ଖଟିଆ କାର୍ ରଖିଛନ୍ତି। ଏହାକୁ…
ଏହି ବ୍ୟାଙ୍କର ଲାଇସେନ୍ସକୁ ରଦ୍ଦ କଲା ଆରବିଆଇ
ନୂଆଦିଲ୍ଲୀ, ୨୩। ୯: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଦ ଅନନ୍ତଶୟନମ୍ କୋ-ଅପରେଟିଭ୍ ବ୍ୟାଙ୍କର ଲାଇସେନ୍ସକୁ ରଦ୍ଦ କରିଦେଇଛି। ଯଦ୍ବାରା ଏହି ବ୍ୟାଙ୍କକୁ ଏହାର ସମସ୍ତ ବ୍ଯାଙ୍କିଂ କାରୋବାରକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଏହାକୁ ନନ୍-ବ୍ୟାଙ୍କିଂ ସଂସ୍ଥା ଭାବେ କାମ…
ଭସାଣୀ ବେଳେ ପୋଲିସକୁ ଆକ୍ରମଣ: ୪ ପୋଲିସ ଗୁରୁତର
ଢେଙ୍କାନାଳ ଅଫିସ, ୨୩।୯ ରତନ ନାୟାର: ଢେଙ୍କାନାଳ ସହର କୋରିଆଁ ଅଞ୍ଚଳରେ ଶୁକ୍ରବାର ରାତିରେ ଗଣେଶ ପୂଜା ଭସାଣୀକୁ କେନ୍ଦ୍ର କରି ଗଣ୍ଡଗୋଳ ଘଟିଛି । ଏଥିରେ ପୋଲିସକୁ ମରଣାନ୍ତକ ଆକ୍ରମଣ କରାଯାଇଛି। ୪ ପୋଲିସ ଗୁରୁତର ଅଛନ୍ତି। ସୌଭାଗ୍ୟ ସ୍ବାଇଁ…
ଇସ୍ତଫା ଦେଲେ ‘ଏକ୍ସ’ର ଭାରତ-ଦକ୍ଷିଣ ଏସିଆ ପଲିସି ମୁଖ୍ୟ
ନୂଆଦିଲ୍ଲୀ, ୨୩। ୯: ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ'(ପୂର୍ବରୁ ଟୁଇଟର) ର ଭାରତ ଏବଂ ଦକ୍ଷିଣ ଏସିଆର ପଲିସି ମୁଖ୍ୟ ସମୀରନ୍ ଗୁପ୍ତା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହାକୁ ଦେଶରେ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ କମ୍ପାନୀର ବଡ ଅଧିକାରୀଙ୍କ…
ଖଲିସ୍ତାନ ଆତଙ୍କବାଦୀ ଗୁରପତଓ୍ବନ୍ତ ପନ୍ନୁଙ୍କ ବିରୋଧରେ ଏନଆଇଏର ବଡ କାର୍ଯ୍ୟାନୁଷ୍ଠାନ, ସମ୍ପତ୍ତି ଜବତ
ନୂଆଦିଲ୍ଲୀ,୨୩।୯: ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତଓ୍ବନ୍ତ ପନ୍ନୁଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଚଣ୍ଡିଗଡ଼ରେ ପନ୍ନୁଙ୍କ ସମ୍ପତ୍ତି ଜବତ କରିଛି ଏନଆଇଏ। ପନ୍ନୁ ଅମୃତସରର ବାସିନ୍ଦା ଏବଂ ଏନଆଇଏ ମଧ୍ୟ ପନ୍ନୁଙ୍କ ଉପରେ ପୁରସ୍କାର ଘୋଷଣା କରିଛି। କାନାଡାରେ ରହୁଥିବାବେଳେ ପନ୍ନୁ…
Archives


