ଜୀବନସାଥୀ ଖୋଜିଖୋଜି ଥକିପଡିଲେ ଯୁବତୀ, ଲକ୍ଷଲକ୍ଷ ଖର୍ଚ୍ଚକରି …
ପ୍ରତ୍ୟେକ ଝିଅ ନିଜ ସ୍ବପ୍ନର ରାଜକୁମାର ପାଇବାକୁ ଇଚ୍ଛା କରିଥାନ୍ତି। ସେମାନେ ଚାହାନ୍ତି ଏକ ସୁନ୍ଦର ପୁଅ ସହ ବାହାହୋଇ ଘରସଂସାର କରିବାକୁ । ମାତ୍ର ଯେତେବେଳେ କେହି ଆପଣଙ୍କୁ ପସନ୍ଦ କରନ୍ତି ନାହିଁ ସେତେବେଳେ ମନ ଭାଙ୍ଗିଗଲା ଭଳି ମନେହୁଏ।…
ଅସଦାଚରଣରୁ ଗୁଳିକାଣ୍ଡ: ୧୦ ଆହତ
ମାହୋବା (ୟୁପି),୧୬ା୧୦: ଉତ୍ତରପ୍ରଦେଶର ମାହୋବା ଜିଲାର ବେନ୍ଦୋ ଗ୍ରାମରେ ଅସଦାଚରଣକୁ କେନ୍ଦ୍ରକରି ଗୁଳିମାଡ଼ ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗୁରୁତର ୭ ଜଣଙ୍କୁ ମାହୋବା ଜିଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ବି.ଏ. ବଢ଼ୁଥିବା ଜଣେ ଛାତ୍ରୀଙ୍କୁ ଜିତେନ୍ଦ୍ର…
ନିୟମିତ ହେବ ସମସ୍ତ ମିନି ଅଙ୍ଗନଓ୍ବାଡି
ଭୁବନେଶ୍ୱର,୧୬ା୧୦(ଅନିଲ ଦାସ)-ରାଜ୍ୟରେ ଥିବା ସମସ୍ତ ୭୫୭୯ ମିନି ଅଙ୍ଗନଓ୍ବାଡି କେନ୍ଦ୍ରକୁ ନିୟମିତ ଅଙ୍ଗନଓ୍ବାଡି କେନ୍ଦ୍ର ଭାବେ ପରିଣତ କରାଯିବ। ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏହାଦ୍ବାରା ରାଜ୍ୟରେ ଶିଶୁ ଯତ୍ନ କାର୍ଯ୍ୟକ୍ରମ ଆହୁରି ବ୍ୟାପକ…
କାହିଁକି ଘୁଞ୍ଚିଲା କଙ୍ଗନାଙ୍କ ‘ଏମର୍ଜେନ୍ସି’ ରିଲିଜ୍ ଡେଟ୍
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ୍ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଏମର୍ଜେନ୍ସି’ର ରିଲିଜ୍ ତାରିଖ ଘୁଞ୍ଚିଛି। ଏନେଇ କଙ୍ଗନା ନିଜେ ସୂଚନା ଦେଇଛନ୍ତି। ଏବେ କଙ୍ଗନା ତାଙ୍କ ଅପ୍କମିଂ ସିନେମା ‘ତେଜସ୍’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହା ଭିତରେ ସେ ଫିଲ୍ମ…
ଅଲିମ୍ପିକ୍ସରେ ରୋହିତ, ବିରାଟଙ୍କ ସମେତ ଏହି କ୍ରିକେଟରଙ୍କ ଖେଳିବା କଷ୍ଟକର
ନୂଆଦିଲ୍ଲୀ,୧୬।୧୦: କ୍ରିକେଟ ଆନୁଷ୍ଠାନିକ ଭାବେ ଅଲିମ୍ପିକ୍ସର ଏକ ଅଂଶ ହୋଇଛି। ୨୦୨୮ରେ ଲସ ଆଞ୍ଜେଲସରେ ଖେଳାଯିବାକୁ ଥିବା ଅଲିମ୍ପିକ ଗେମ୍ସରେ କ୍ରିକେଟ ଖେଳାଯିବ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ କମିଟି ଅନୁମୋଦନ କରିଛି। ୧୪୩ ବର୍ଷ ପରେ କ୍ରିକେଟ ପୁଣି ଥରେ ଅଲିମ୍ପିକ…
ଗୋଟିଏ ସୋମବାର କଲେଜ ଛାତ୍ରୀଛାତ୍ର ଶୁଣିବେ ହକି ଗାଥା
ଭୁବନେଶ୍ୱର,୧୬।୧୦(ଅନୁରାଧା ମହାରଣା): କଲେଜ ଛାତ୍ରୀଛାତ୍ର ଭାରତୀୟ ହକିର ଗୌରବମୟ ଇତିହାସ ଓ ସଫଳତାର ଗାଥା ଶୁଣିବେ। ପ୍ରତି ସୋମବାର କଲେଜରେ ପିଲାଙ୍କୁ ଏକାଠି କରି ବାର୍ତ୍ତା ଦିଆଯିବା ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଗତ ସପ୍ତାହରେ ନିଷ୍ପତ୍ତି ହୋଇଥିଲା। ମାତ୍ର…
ଲାଞ୍ଚ ଟଙ୍କାରେ ଫ୍ଲାଟ୍ କିଣି ମା’ଙ୍କୁ ଉପହାର ଦେଲେ
ଭୁବନେଶ୍ୱର,୧୬।୧୦(ସତ୍ୟଜିତ୍ ରାଉତ): ଜାହାଜ କର୍ମଚାରୀଙ୍କୁ ସ୍ବାସ୍ଥ୍ୟ ଯାଞ୍ଚ ରିପୋର୍ଟ ଦେବାକୁ ଲାଞ୍ଚ ନେଇ ସିବିଆଇ ଦ୍ୱାରା ପାରାଦୀପ ବନ୍ଦର ସ୍ବାସ୍ଥ୍ୟ ସଂଗଠନ (ପିଏଚ୍ଓ)ର ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀ ଗିରଫ ହୋଇଥିଲେ। ବର୍ତ୍ତମାନ ତାଙ୍କ ବହୁ ଗୁମର ଫିଟିବାରେ ଲାଗିଛି। ସୋମବାର…
ସମଲିଙ୍ଗୀ ବିବାହକୁ ମିଳିବ କି ଅନୁମତି ? ମଙ୍ଗଳବାର ନିଷ୍ପତ୍ତି ଶୁଣାଇବେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୬।୧୦:(୧୦) ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ମାନ୍ୟତା ଦାବି କରି ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଉପରେ ମଙ୍ଗଳବାର କୋର୍ଟ ନିଜର ନିଷ୍ପତି ଶୁଣାଇବେ। ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ସମ୍ବିଧାନ ପୀଠ ଏହି ମାମଲାର ଶୁଣାଣି ୧୦ ଦିନ ଧରି…
ଇମ୍ରାନ୍ ଖାନଙ୍କୁ ଝଟକା
ଇସଲାମାବାଦ,୧୬।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ସୋମବାର ଏକ ବଡ଼ ଝଟକା ଲାଗିଛି। ପାକିସ୍ତାନର ଏକ ସର୍ବୋଚ୍ଚ ନ୍ୟାୟାଳୟ ସିଫର ମାମଲାର ଶୁଣାଣି ଜେଲରେ କରିବା ବିରୋଧରେ ଇମ୍ରାନ୍ ଖାନଙ୍କ ଆବେଦନକୁ ସୋମବାର ଖାରଜ କରିଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି…
ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରିବାରେ ରହିଛି କୋହଲିଙ୍କ ଅବଦାନ, ଜାଣନ୍ତୁ ଏହା ପଛର କାରଣ…
ନୂଆଦିଲ୍ଲୀ,୧୬।୧୦: ୧୨୮ ବର୍ଷ ପରେ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯାଇଛି। ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ସୋମବାର ଆନୁଷ୍ଠାନିକ ଭାବରେ ଦେଶର ସବୁଠାରୁ ଲୋକପ୍ରିୟ ଖେଳକୁ ୨୦୨୮ ଲସ ଆଞ୍ଜେଲସ ଅଲିମ୍ପିକ୍ସରେ ସାମିଲ କରିବାକୁ ଘୋଷଣା କରିଛି। ୨୦୨୮ ଅଲିମ୍ପିକ୍ସରେ କ୍ରିକେଟ…
ଆହତ ହେଲେ ସୁମିତ୍ରା ମହାଜନ
ଇନ୍ଦୋର,୧୬।୧୦: ପୂର୍ବତନ ଲୋକ ସଭା ବାଚସ୍ପତି ସୁମିତ୍ରା ମହାଜନ ଇନ୍ଦୋରସ୍ଥିତ ନିଜ ଘରେ ପଡ଼ିଯିବାରୁ ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ସୋମବାର ସୁମିତ୍ରା ମହାଜନଙ୍କ ସିଟି ସ୍କାନ ମଧ୍ୟ କରାଯାଇଛି। ପୂର୍ବତନ ଲୋକ ସଭା ବାଚସ୍ପତି ସୁମିତ୍ରା ମହାଜନ…
ଦାରିଙ୍ଗବାଡ଼ିରେ ପହିଲି ଶୀତ
ଦାରିଙ୍ଗବାଡି, ୧୬।୧୦ (ଅରୁଣ ସାହୁ ): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ସୋମବାର ପହିଲି ଶୀତର ଅନୁଭୂତ ହୋଇଛି । ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବା ସହ ଭୋର ସମୟରେ ଘନ କୁହୁଡ଼ି ଆଚ୍ଛାଦିତ ହୋଇ ରହୁଛି।…
Archives


