Home Left

ସିଜେଆଇ ଭାବେ ୧ ବର୍ଷ ପୂରଣ କଲେ ଜଷ୍ଟିସ୍‌ ଚନ୍ଦ୍ରଚୂଡ

ନୂଆଦିଲ୍ଲୀ,୯ା୧୧: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଭାବେ ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ ଗୁରୁବାର ବର୍ଷେ ପୂରଣ କରିଛନ୍ତି। ଦେଶର ନାଗରିକମାନଙ୍କ ପାଇଁ ନ୍ୟାୟପାଳିକା ରହିଛି ଓ ସବୁବେଳେ ରହିବ ବୋଲି ଏହି ଅବସରରେ ସେ ଏକ ଶକ୍ତିଶାଳୀ ବାର୍ତ୍ତା ଦେଇଛନ୍ତି। ସେମାନଙ୍କ…

ଗାଜାରେ ଏବେ ଲୋକଙ୍କ ଘରେ ମଣିଷ ନୁହେଁ ଗଚ୍ଛିତ ରହୁଛି ଅସ୍ତ୍ରଶସ୍ତ୍ର

ଗାଜା ପଟ୍ଟି,୯।୧୧: ଇସ୍ରାଏଲ-ହମାସ ଯୁଦ୍ଧକୁ ପ୍ରାୟ ୩୫ ଦିନ ହେବାକୁ ଯାଉଛି। ଗାଜା ସହରକୁ ଦୁଇ ଭାଗ କରିବା ପରେ ଇସ୍ରାଏଲ ସେନା ହମାସ ବିରୁଦ୍ଧରେ ଯୁଦ୍ଧ ଅଭିଯାନକୁ ଆହୁରି ଜୋରଦାର କରିଛନ୍ତି। ମଙ୍ଗଳବାର ୧୫ହଜାରରୁ ଅଧିକ ଲୋକ ଉତ୍ତର ଗାଜା…

ଆମେରିକାର ଜିମ୍‌ରେ ଭାରତୀୟ ଛାତ୍ରଙ୍କୁ ଛୁରିଭୁସି ହତ୍ୟା

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୯ା୧୧: ଆମେରିକାର ଚିକାଗୋ ସହର ଇଣ୍ଡିଆନାରେ ୨୪ ବର୍ଷୀୟ ଜଣେ ଭାରତୀୟ ଛାତ୍ରଙ୍କୁ ଗତ ୨୯ ତାରିଖରେ ଛୁରିଭୁସି ଆକ୍ରମଣ କରାଯାଇଥିଲା। ଛାତ୍ର ଜଣକ ଗୁରୁତର ଅବସ୍ଥାରେ ଏକ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ବରୁଣ ରାଜ…

ପିଲାଙ୍କୁ କାଶ ହେଉଥିଲେ ମାତାପିତା ନିଅନ୍ତୁ ବିଶେଷ ଯତ୍ନ

ଅନେକ କାରଣରୁ ପିଲାମାନଙ୍କର କାଶ ହୋଇପାରେ – ପାଣିପାଗ ପରିବର୍ତ୍ତନ, ଥଣ୍ଡା-ଗରମ, ଭାଇରାଲ ସଂକ୍ରମଣ, ଆଲର୍ଜି, ଧୂଳି-ମାଟି, ପ୍ରଦୂଷଣ ଇତ୍ୟାଦି। କିନ୍ତୁ ଯେତେବେଳେ ପିଲାମାନଙ୍କ ନିକଟରେ ୨-୩ ସପ୍ତାହ ପର୍ଯ୍ୟନ୍ତ କାଶ ଲାଗି ରହିଥାଏ, ଏହା ନିମୋନିଆରେ ପରିଣତ ହେବାର ସମ୍ଭାନା…

ଟ୍ରଲର ଚାପାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବଡବିଲ,୯।୧୧(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ରୁଗୁଡ଼ି ଥାନା ଅଧୀନ ତୋପାଡିହି ନିକଟରେ ଗୁରୁବାର ସାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରଲର ଚାପାରେ ଜଣେ ବାଇକ୍‌ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ସୁନ୍ଦରଗଡ଼ ଜିଲାର ଅମିତ୍‌…

ନୀତୀଶଙ୍କ ବୟାନକୁ ନେଇ ପଛଘୁଞ୍ଚା ଦେଉଛି ବିରୋଧୀ ମେଣ୍ଟ, କଂଗ୍ରେସ ଚୁପ

ନୂଆଦିଲ୍ଲୀ,୯।୧୧: ବିହାର ବିଧାନସଭାରେ ପ୍ରଜନନ ହାର ସମ୍ପର୍କରେ ବୟାନ ଦେବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସବୁ ଦିଗରୁ ଆକ୍ରମଣ କରାଯାଉଛି। ଭାଜପା ଏବଂ ଏହାର ସହଯୋଗୀମାନେ ତାଙ୍କୁ ଟାର୍ଗେଟ କରିଥିବାବେଳେ ବିରୋଧୀ ଦଳକୁ ସମର୍ଥନ କରୁଥିବା ଦଳ ଲୋକ ସଭା…

ଏହି କାରଣରୁ ଫିଲ୍ମ ‘ଟାଇଗର-୩’ ଉପରେ ପ୍ରତିବନ୍ଧକ ଲଗାଇଲା ଓମାନ, କତାର

ମୁମ୍ବାଇ,୯।୧୧: ଅଭିନେତା ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଟାଇଗର-୩’ ଦୀପାବଳି ଅର୍ଥାତ୍‌ ଆସନ୍ତା ନଭେମ୍ବର ୧୨ରେ ପ୍ରେକ୍ଷାଳୟକୁ ଆସୁଛି। ଏଥିରେ କ୍ୟାଟ୍ରିନା କୈଫ ଏବଂ ଇମ୍ରାନ ହାଶମୀଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ। ତେବେ ଫିଲ୍ମ ରିଲିଜ୍‌ ପୂର୍ବରୁ ଏକ…

ବିଶ୍ୱକପରେ ଖରାପ ପ୍ରଦର୍ଶନ ପରେ ପାକିସ୍ତାନରେ ଉତ୍ତେଜନା, ମୁଖ୍ୟ ଚୟନକର୍ତ୍ତା ଇଞ୍ଜମାମଙ୍କ ଇସ୍ତଫା ସ୍ବୀକାର କଲା ପିସିବି

ଇସଲାମବାଦ,୯।୧୧: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏବଂ ମୁଖ୍ୟ ଚୟନକର୍ତ୍ତା ଇଞ୍ଜମାମଙ୍କ ମଧ୍ୟରେ ମତଭେଦ ବୃଦ୍ଧି ପାଇଛି। ଏହି ସମୟରେ ଦେଶର କ୍ରିକେଟ ବୋର୍ଡ ପୂର୍ବତନ ଅଧିନାୟକଙ୍କ ଇସ୍ତଫା ସ୍ବୀକାର କରିଛି। ବିଶ୍ୱକପରେ ପାକିସ୍ତାନ ଦଳ ଭଲ ପ୍ରଦର୍ଶନ କରିପାରିନାହିଁ। ସେ…

ମହିଳା ଫୁଟବଲ ଖେଳାଳିଙ୍କୁ ବାଜା ବଜାଇ ସ୍ବାଗତ

କୁଆଁରମୁଣ୍ଡା,୯।୧୧(ମହେନ୍ଦ୍ର କୁମାର ସାହୁ): ଅନ୍ତର୍ଜାତୀୟ ମହିଳା ଫୁଟବଲ ଖେଳାଳି ପ୍ୟାରୀ ଖାଖା, ଜୁଲି କିଷାନଙ୍କ ସମେତ ଜାତୀୟ ମହିଳା ଫୁଟବଲ ଖେଳାଳି ସୋନିଆ ଏକ୍କା, ମୋନିକା ମିଞ୍ଜ, ପ୍ରଜ୍ଞା କିଷାନଙ୍କୁ ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡାରେ ଗୁରୁବାର ଭବ୍ୟ ସ୍ବାଗତ କରାଯାଇଛି। ୫…

ପ୍ରକୃତିବି ପାକିସ୍ତାନକୁ କଲାନି ସମର୍ଥନ

ଚେନ୍ନାଇ,୯।୧୧: ବିଶ୍ୱକପ ୨୦୨୩ର ୪୧ତମ ମ୍ୟାଚରେ ଶ୍ରୀଲଙ୍କାକୁ ୫ ୱିକେଟରେ ପରାସ୍ତ କରି ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନରେ ଥିବା ପାକିସ୍ତାନ ପାଇଁ ନ୍ୟୁଜିଲ୍ୟାଣ୍ଡ ଏକ ବଡ ସମସ୍ୟା ସୃଷ୍ଟି କରିଛି। ନ୍ୟୁଜିଲ୍ୟାଣ୍ଡର ବିଜୟ ସହିତ ସେମିଫାଇନାଲକୁ ଯିବାର ପାକିସ୍ତାନର ଆଶା…

ଓ୍ବାର୍ଲଡ କପ ମଧ୍ୟରେ ଚମକିଲା ଦିନେଶ କାର୍ତ୍ତିକଙ୍କ ଭାଗ୍ୟ

ନୂଆଦିଲୀ,୯।୧୧: ବିଶ୍ୱକପ ୨୦୨୩ ମଧ୍ୟରେ ଦୀନେଶ କାର୍ତ୍ତିକଙ୍କ ଭାଗ୍ୟ ଚମକିଛି। ଟୁର୍ନାମେଣ୍ଟ ସମୟରେ ତାଙ୍କୁ ଟିମର କ୍ୟାପଟେନଶିପ ନେବା ପାଇଁ ବଡ଼ ଦାୟିତ୍ୱ ଦିଆଯାଇଛି। ୨୦୨୩ରେ ହେବାକୁ ଥିବା ବିଜୟ ହଜାରେ ଟ୍ରଫି ପାଇଁ ଭାରତୀୟ ୱିକେଟ କିପର ବ୍ୟାଟ୍ସମ୍ୟାନଙ୍କୁ ତାମିଲନାଡୁ…

ଏହି ତାରିଖରେ କୃଷକଙ୍କ ଖାତାକୁ ଆସିବ ୧୫ ତମ କିସ୍ତି, ଏତିକି କୋଟି କୃଷକଙ୍କୁ ମିଳିବ ଲାଭ

ନୂଆଦିଲ୍ଲୀ,୯।୧୧: ସରକାରଙ୍କ ପକ୍ଷରୁ କୃଷକମାନଙ୍କୁ ଆର୍ଥିକ ସହାୟତା ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଣିଛନ୍ତି। ଯେଉଁଥିରେ କୃଷକଙ୍କୁ ବର୍ଷକୁ ୬ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯାଏ। ଏହି ଟଙ୍କା ତିନିଟି କିସ୍ତିରେ କୃଷକଙ୍କ ଆକାଉଣ୍ଟକୁ ଆସେ। ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri