ଗୀଟାର ବଜାଇଲେ ଆମେରିକା ବୈଦେଶିକ ସଚିବ
ଓ୍ବାଶିଂଟନ,୨୮ା୯: ଗ୍ଲୋବାଲ୍ ମ୍ୟୁଜିକ୍ ଡିପ୍ଲୋମାସି ଇନିସିଏଟିଭ୍ର ଲଞ୍ଚ ଇଭେଣ୍ଟରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଗୀଟାର ବଜାଇଛନ୍ତି। ଶାନ୍ତି ଏବଂ ଗଣତନ୍ତ୍ରକୁ ପ୍ରୋତ୍ସାହିତ କରିବା ତଥା ଆମେରିକାର ବ୍ୟାପକ ବୈଦେଶିକ ନୀତି ଲକ୍ଷ୍ୟକୁ ସମର୍ଥନ କରିବା ପାଇଁ କୂଟନୈତିକ ଉପକରଣ…
ଲତା ମଙ୍ଗେଶକରଙ୍କ ଜନ୍ମ ବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୮।୯: ୨୮ ସେପ୍ଟେମ୍ବର ଅର୍ଥାତ୍ ଆଜି ହେଉଛି ଲତା ମଙ୍ଗେଶକର ୯୪ ତମ ଜନ୍ମ ବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସଂଗୀତ ଜଗତରେ ଅବଦାନ ପାଇଁ କିମ୍ବଦନ୍ତୀ ଗାୟକାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ…
ବୈଠକରେ ନେତାଙ୍କ ଉପରେ ବର୍ଷିବା ସହ ଉପଦେଶ ବି ଦେଲେ ନଡ୍ଡା-ଶାହା, ୪୮ ଘଣ୍ଟା ଭିତରେ ଜାରି ହୋଇପାରେ ପ୍ରଥମ ସୂଚୀ
ଜୟପୁର,୨୮।୯: ପରିବର୍ତ୍ତନ ସଂକଳ୍ପ ଯାତ୍ରାର ମହାସଭା ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପରେ ଭାଜପା ବିଧାନସଭା ନିର୍ବାଚନକୁ ନେଇ ସକ୍ରିୟ ହୋଇଛି। ବୁଧବାର ଠାରୁ ଦଳର ଦୁଇ ପ୍ରମୁଖ ନେତା ଜେପି ନଡ୍ଡା ଏବଂ ଅମିତ ଶାହା ଏବେ ରାଜସ୍ଥାନର ଜୟପୁରରେ…
ବାର୍ହା ଶିକାର କରି ମାଂସ ଭାଗବଣ୍ଟା ବେଳେ ଧରିଲା ବନ ବିଭାଗ, ୨ କୋର୍ଟ ଚାଲାଣ
ପାଟଣା,୨୮ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଟେଇ ସଂରକ୍ଷିତ ଜଙ୍ଗଲରେ ବୋମା ପକାଇ ବାର୍ହା ଶିକାର କରି ବଣମହୁଲଡିହା ଗ୍ରାମର ଲିତୁ ମୁଣ୍ଡାଙ୍କ ଘରେ ମାଂସ କାଟି ଭାଗବଣ୍ଟା କରୁଥିବା ସମୟରେ ବନ ବିଭାଗ କର୍ମଚାରୀ ଖବର ପାଇ ଚଢ଼ାଉ…
ନୀତୀଶଙ୍କୁ ଭେଟିଲେ ଲାଲୁ ଯାଦବ
ପାଟନା,୨୮।୯: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିବାକୁ ଗୁରୁବାର ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ନିଜେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଛନ୍ତି। ଆରଜେଡି ସୁପ୍ରିମୋ ନୀତୀଶ କୁମାରଙ୍କୁ ଭେଟି ପ୍ରାୟ ୩୦ ମିନିଟ୍ ଆଲୋଚନା କରିଛନ୍ତି। ନୀତୀଶ କୁମାର ବାରମ୍ବାର ରାବ୍ରି…
ବଳାତ୍କାର ଅଭିଯୋଗରୁ କ୍ରିକେଟର୍ଙ୍କୁ ମିଳିଲା ଆଶ୍ୱସ୍ତି
କଲମ୍ବୋ,୨୮।୯: ନିକଟରେ ଶ୍ରୀଲଙ୍କା କ୍ରିକେଟର ଦାନୁଷ୍କା ଗୁନାଥିଲାକାଙ୍କ ବିରୋଧରେ ବଳାତ୍କାରର ଗୁରୁତର ଅଭିଯୋଗ ଆସିଥିଲା। କିନ୍ତୁ ବର୍ତ୍ତମାନ ଦାନୁଷ୍କାଙ୍କୁ ଏହି ପ୍ରସଙ୍ଗରେ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଦାନୁଷ୍କାଙ୍କୁ କ୍ଲିନ୍ଚିଟ୍ ମିଳିଛି। ତାଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ମିଥ୍ୟା ବୋଲି ଜଣାପଡିଛି।…
ଅସନ୍ତୋଷ ମଧ୍ୟରେ ଶାହା-ନଡାଙ୍କୁ ଭେଟିଲେ ବସୁନ୍ଧରା ରାଜେ
ନୂଆଦିଲ୍ଲୀ,୨୮।୯: ମଧ୍ୟପ୍ରଦେଶ ନିର୍ବାଚନ ପାଇଁ ଭାଜପା ପ୍ରାର୍ଥୀ ତାଲିକା ଘୋଷଣା କରିଛି। କିନ୍ତୁ ରାଜସ୍ଥାନରେ ଭାଜପା ଏପର୍ଯ୍ୟନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରିନାହିଁ। ସମସ୍ତଙ୍କ ମନରେ ପ୍ରଶ୍ନ ରହିଛି ରାଜସ୍ଥାନରେ ଟିକେଟ ବଣ୍ଟନରେ ଏତେ ବିଳମ୍ବ କାହିଁକି ହେଉଛି। ନିର୍ବାଚନରେ ନିଜର…
ବୟ ଫ୍ରେଣ୍ଡ ପାଇଁ ମଝି ରାସ୍ତାରେ ହାତାହାତି ହେଲେ ୨ ଯୁବତୀ…
ପାଟନା,୨୮।୯ : ସମ୍ପ୍ରତି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ବୁର୍ଖା ପିନ୍ଧିଥିବା କିଛି ଯୁବତୀ ମଝି ରାସ୍ତାରେ ହାତାହାତି ହେଉଥିବାର ଦେଖିବାକୁ ମିଳୁଛି। ପଛରେ ଛିଡା ହୋଇଥିବା ଅନ୍ୟ କେତେକ ଯୁବତୀ ହସୁଛନ୍ତି ଏବଂ…
ମହାନ କୃଷି ବୈଜ୍ଞାନିକ ଏମଏସ ସ୍ବାମୀନାଥନଙ୍କ ପରଲୋକ
ନୂଆଦିଲ୍ଲୀ,୨୮।୯: ଭାରତର ମହାନ କୃଷି ବୈଜ୍ଞାନିକ ଏମଏସ ସ୍ବାମୀନାଥନଙ୍କ ଗୁରୁବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କ ୯୮ ବର୍ଷ ହୋଇଥିଲା। ତାମିଲନାଡୁର ରାଜଧାନୀ ଚେନ୍ନାଇରେ ସେ ସକାଳ ୧୧.୨୦ରେ ଶେଷନିଶ୍ୱାସ ତ୍ୟାଗ କରିଥିଲେ। ସେ ୭ ଅଗଷ୍ଟ ୧୯୨୫ରେ ଜନ୍ମଗ୍ରହଣ…
ରଣବୀରଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି
ବଲିଉଡ ଅଭିନେତା ରଣବୀର କପୁର ଆଜି ୪୧ ବର୍ଷରେ ପଦାର୍ପଣ କରିଛନ୍ତି। ଇଣ୍ଡଷ୍ଟିରେ ସେ ଚକୋଲେଟ ବଏ ଭାବରେ ଜଣାଶୁଣା। ସେ ୨୦୦୭ରେ ଚଳଚ୍ଚିତ୍ର ‘ସାୱରିଆ’ ଜରିଆରେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ସେ ୧୭ ବର୍ଷ ଧରି ବଲିଉଡ ଇଣ୍ଡଷ୍ଟ୍ରିରେ…
ଯଦି ପୃଥିବୀ ୨ ମିନିଟ୍ ଘୂରିବା ବନ୍ଦ କରିଦେବ, ତେବେ କ’ଣ ଘଟିବ ଜାଣନ୍ତି କି
ପିଲାଦିନର ବିଜ୍ଞାନ ବହିରେ ଦିନ ଏବଂ ରାତି କିପରି ଘଟେ କିମ୍ବା ବର୍ଷଗୁଡ଼ିକ କିପରି ବଦଳେ ସେ ବିଷୟରେ ପଢ଼ିଥିବେ ନିଶ୍ଚିତ। ଏହି ପୂରା ପ୍ରକ୍ରିୟା ପୃଥିବୀର ଅକ୍ଷରେ ଘୂର୍ଣ୍ଣନ ଏବଂ ସୂର୍ଯ୍ୟର ଘୂର୍ଣ୍ଣନ ଉପରେ ନିର୍ଭର କରେ। ପୃଥିବୀ ସର୍ବଦା…
ଜନ୍ମଦିନରେ ପ୍ରଶଂସକଙ୍କୁ ଉପହାର ଦେଲେ ରଣବୀର
ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ୍’ ଘୋଷଣା ହେବା ଦିନରୁ ଚର୍ଚ୍ଚାରେ ରହିଛି। ରଣବୀର ନିଜ ଜନ୍ମଦିନରେ ପ୍ରଶଂସକଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ଏହି ବିଶେଷ ଦିନରେ ତାଙ୍କ ଅଭିନୀତ ଫିଲ୍ମ ‘ଆନିମଲ୍’ ଟିଜର ରିଲିଜ ହୋଇଛି। ଏହି ଫିଲ୍ମଟି ଆକ୍ସନ…
Archives


