ସୂର୍ଯ୍ୟକୁମାର ବିଶ୍ୱକପ ଅଧିନାୟକ ହେବା ନେଇ ଚର୍ଚ୍ଚା, କଙ୍ଗାରୁ ଦଳଙ୍କୁ ପରାସ୍ତ କରିବା ପରେ ବିସିସିଆଇର ଆତ୍ମବିଶ୍ୱାସ ବଢ଼ିଲା……
ମୁମ୍ବାଇ,୪।୧୨ : ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ତାଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆର କଙ୍ଗାରୁ ଦଳକୁ ସ୍ତବ୍ଧ କରିଦେଇଛନ୍ତି। ସୂର୍ଯ୍ୟଙ୍କ ଅଧିନାୟକତ୍ୱରେ ଭାରତ ୫ ଟିକିଆ ଟି -୨୦ ମ୍ୟାଚ ସିରିଜରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଭାରତ ଏହି ସିରିଜକୁ ୪-୧ରେ…
ନିଃଶବ୍ଦ ଘାତକ : ଉଚ୍ଚ ରକ୍ତଚାପ
ରକ୍ତଚାପ କ’ଣ : ସାଧାରଣ ଭାବରେ କହିଲେ ରକ୍ତ ସ୍ରୋତ ଦ୍ୱାରା ଧମନୀଗୁଡ଼ିକର ପାଚେରି ଉପରେ ପଡୁଥିବା ଚାପକୁ ‘ରକ୍ତଚାପ’ କହନ୍ତି। ଡାକ୍ତରୀ ଭାଷାରେ କହନ୍ତି ‘ବ୍ଲଡପ୍ରେସର’, ସଂକ୍ଷେପରେ ବି.ପି.। ହୃତ୍ପିଣ୍ଡ ସଙ୍କୁଚିତ ହେଲେ ତା’ ଭିତର ରକ୍ତ ଧମନୀ ଭିତରକୁ…
ଟିମ୍ ଇଣ୍ଡିଆକୁ ମିଳିଗଲା ନୂଆ ‘ହୀରା’: ଅଷ୍ଟ୍ରେଲିଆ ବିପକ୍ଷରେ ଦେଖାଇଲେ ଚମକ
ନୂଆଦିଲ୍ଲୀ,୪।୧୨: ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍କୁ ଭାରତ ୪-୧ରେ ଜିତି ନେଇଛି। ସିରିଜର ଶେଷ ମ୍ୟାଚ ବେଙ୍ଗାଲୁରୁରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବେଶ୍ ରୋମାଞ୍ଚକର ହୋଇଥିଲା। ଶେଷରେ ଭାରତ ବାଜିମାରିନେଇ ଅଷ୍ଟ୍ରେଲିଆକୁ ୬ ରନ୍ରେ ପରାସ୍ତ କରିଥିଲା।…
ଦିବ୍ୟାଙ୍ଗଙ୍କ ପାଇଁ ପ୍ରେରଣା ଏହେସାନ୍: ଅଖା ସିଲେଇ କରି ପରିବାର ଚଳାଉଛନ୍ତି
ଚମ୍ପୁଆ,୪।୧୨(ମହେଶ୍ୱର ଦାସ): ରବିବାର ବିଶ୍ୱ ଭିନ୍ନକ୍ଷମ ଦିବସ ପାଳନ ହୋଇଛି। ଭିନ୍ନକ୍ଷମମାନଙ୍କୁ ସାମାଜିକ ସ୍ରୋତରେ ସାମିଲ କରିବା ପାଇଁ ସରକାରଙ୍କଠାରୁ ଆରମ୍ଭ କରି ବିଭିନ୍ନ ବେସରକାରୀ ସଂସ୍ଥାଗୁଡ଼ିକ ପ୍ରୟାସ ଜାରି ରଖିଛନ୍ତି। ଏଭଳି କ୍ଷେତ୍ରରେ ଜଣେ ଦିବ୍ୟାଙ୍ଗ ହୋଇ ଦିବ୍ୟାଙ୍ଗମାନଙ୍କ ପ୍ରେରଣାର…
ଗାଜାରେ ଆକ୍ରମଣକୁ ତୀବ୍ର କଲା ଇସ୍ରାଏଲ, ୨୪ ଘଣ୍ଟାରେ ୭୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଦାବି
ଜେରୁଜେଲମ,୪।୧୨: ଗତ ୨୪ଘଣ୍ଟା ମଧ୍ୟରେ ଗାଜାରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଶତାଧିକ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଛି। ଗାଜାର ଦ୍ୱିତୀୟ ବୃହତ୍ତମ ସହର ଖାନ ୟୁନିସ ଆଖପାଖ ଅଞ୍ଚଳକୁ ଖାଲି କରିବାକୁ ଇସ୍ରାଏଲ ସୈନ୍ୟ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଅଲ-ଜଜିରା ଗାଜାରେ ଥିବା…
ଆଗ୍ନେୟଗିରିରେ ବିସ୍ଫୋରଣ: ଚାଲିଗଲା ୧୧ ପର୍ବତାରୋହୀଙ୍କ ଜୀବନ, ଅନେକ ନିଖୋଜ
ଜାକର୍ତ୍ତା,୪।୧୧: ଇଣ୍ଡୋନେସିଆର ପଶ୍ଚିମ ସୁମାତ୍ରାରେ ମେରାପୀ ଆଗ୍ନେୟଗିରିର ବିସ୍ଫୋରଣରେ ୧୧ ଜଣ ପର୍ବତାରୋହୀଙ୍କ ମୃତ୍ୟୁ ଘଟିଛି। ଉଦ୍ଧାରକାରୀ ଦଳ ସମସ୍ତ ୧୧ ଜଣ ପର୍ବତାରୋହୀଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଆଗ୍ନେୟଗିରି ନିକଟରେ ତିନିଜଣ ପର୍ବତାରୋହୀ ଜୀବନ୍ତ ଥିବା ଜଣାପଡିଛି ଏବଂ ଅନେକ…
ପ୍ରଥମ ଥର ରିଙ୍କୁ ସିଂଙ୍କ ନାମରେ ଲଜ୍ଜାଜନକ ରେକର୍ଡ, ଯାହା ପୂର୍ବରୁ କେବେ ହୋଇ ନ ଥିଲା…
ନୂଆଦିଲ୍ଲୀ,୪।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟି -୨୦ ସିରିଜ୍ ଶେଷ ହୋଇଛି। ଟିମ ଇଣ୍ଡିଆ ଏହି ସିରିଜ୍ରେ ୪-୧ରେ ଜିତିଛି। ଦିନିକିଆ ବିଶ୍ୱକପ୍ ପରେ ଏହି ଟି -୨୦ ସିରିଜର ମହତ୍ତ୍ୱ ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା…
ମୋଦିଙ୍କ ପ୍ରଶଂସାରେ ଶତମୁଖ ହେଲେ ଆମେରିକୀୟ ଅଭିନେତ୍ରୀ: କହିଲେ, ମୋଦି ହିଁ ସର୍ବଶ୍ରେଷ୍ଠ ନେତା
ନୂଆଦିଲ୍ଲୀ,୪।୧୨: ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡରେ ଭାଜପା ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିଛି। ମଧ୍ୟପ୍ରଦେଶରେ ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରି ଭାଜପା ୧୬୩ଟି ଆସନ ଜିତିବାରେ ସଫଳ ହୋଇଥିଲା। ରାଜସ୍ଥାନରେ ଭାଜପା ୧୧୫ଟି ଆସନ ଜିତିଛି। ବିଜେପି ଛତିଶଗଡରେ ୫୪ଟ ଆସନ…
ମିଗଜୋମ୍ର ପ୍ରଭାବ: ତାମିଲନାଡୁ, ଆନ୍ଧ୍ରପ୍ରଦେଶରେ ସ୍କୁଲ ବନ୍ଦ, ୧୪୪ ଟ୍ରେନ ବାତିଲ
ନୂଆଦିଲ୍ଲୀ,୪।୧୨: ବର୍ତ୍ତମାନ ଦକ୍ଷିଣ ରାଜ୍ୟରେ ଏକ ନୂଆ ଝଡ ମିଗଜୋମ୍ର ପ୍ରଭାବ ବଢୁଛି। ଏହି ଝଡ ସୋମବାର ତାମିଲନାଡୁର ଉପକୂଳରେ ପହଞ୍ଚିପାରେ। ଏହା ସହିତ, ଏହି ସାଇକ୍ଲୋନିକ ଝଡ ପୂର୍ବ ଉପକୂଳବର୍ତ୍ତୀ ଅଞ୍ଚଳ ଉପରେ ମଧ୍ୟ ପ୍ରଭାବିତ କରିପାରେ। ସମ୍ଭାବ୍ୟ ବିପଦକୁ…
ସ୍ମାର୍ଟସିଟିବାସୀଙ୍କୁ ମଶାରି ଭରସା
ଭୁବନେଶ୍ୱର,୪।୧୨ (ବନ୍ଦନା ସେଠୀ): ଯଦି ଆପଣ ଭୁବନେଶ୍ୱରକୁ ବୁଲିବାକୁ କିମ୍ବା କାମରେ ଆସୁଛନ୍ତି, ତେବେ ଆଉ କିଛି ଆଣନ୍ତୁ କି ନ ଆଣନ୍ତୁ ସାଙ୍ଗରେ ଏୟାର ଫ୍ରେଶ୍ନର ଏବଂ ମଶାରି ନଚେତ୍ ମଶାବାଡ଼ି ନେଇକି ଆସିବାକୁ ପଡିବ। କାରଣ ସହରର ଅବସ୍ଥା…
ଦିନରୁ ରାତିଯାଏ ଅସମ୍ଭାଳ ଭିଡ଼
କଟକ,୪ା୧୨(ସୁପ୍ରିୟା ପ୍ରିୟଦର୍ଶିନୀ): ଐତିହାସିକ କଟକ ବାଲିଯାତ୍ରାର ସପ୍ତମ ଦିନ ରବିବାର ସମ୍ପୂର୍ଣ୍ଣ ଭିନ୍ନ ଥିଲା, ଯାହାକୁ ନ ଦେଖିଲେ କଥାରେ କହି ବୁଝାଇ ହେବ ନାହିଁ। ଯୁଆଡ଼େ ଚାହିଁଲେ ଜନସମୁଦ୍ର। ରବିବାର ଛୁଟିଦିନ ଥିବାରୁ ଦିନରୁ ରାତି ପର୍ଯ୍ୟନ୍ତ ଅସମ୍ଭାଳ ଭିଡ଼…
ସଙ୍କଟରେ ଜାତୀୟ ପ୍ରାଣୀ ବାଘ
ନୟାଗଡ଼,୪ା୧୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ରହିଥିବା ଖୋର୍ଦ୍ଧା ବନଖଣ୍ଡର ରଣପୁର ରେଞ୍ଜ, ନୟାଗଡ଼ ବନଖଣ୍ଡର ଜଙ୍ଗଲ ଓ ମହାନଦୀ ବନ୍ୟପ୍ରାଣୀ ଡିଭିଜନରେ ଜାତୀୟ ପ୍ରାଣୀ ବାଘ ବିପଦରେ ରହିଛି ବୋଲିି ଅଭିଯୋଗ ହୋଇଆସୁଛି। ଦୁଇ ବନଖଣ୍ଡ ଓ ମହାନଦୀ ବନ୍ୟପ୍ରାଣୀ ଡିଭିଜନ…
Archives


